Home

ଆସନ୍ତା ମାସରେ ୟୁଏଇ ଯିବେ ମୋଦି, ‘ଅହଲାନ ମୋଦି’ କର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବେ

ଆବୁ ଧାବି,୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତ କରିବେ। ଏହି ସମୟ ମଧ୍ୟରେ, ଏନଆରଆଇ ସମ୍ପ୍ରଦାୟ ତାଙ୍କୁ ୧୩ ଫେବୃଆରୀରେ ଆବୁଧାବିରେ ସ୍ବାଗତ କରିବ ଏବଂ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ।…

ବାଂଲାଦେଶରେ ହୋଇନାହିଁ ନିରପେକ୍ଷ ନିର୍ବାଚନ: ଆମେରିକା

ଓ୍ବାଶିଂଟନ୍‌,୯।୧: ବାଂଲାଦେଶରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ ହସିନା କ୍ରମାଗତ ଚତୁର୍ଥ ଥର ପାଇଁ କ୍ଷମତାକୁ ଫେରିଛନ୍ତି। ଗତଥର ତୁଳନାରେ କମ ନାଗରିକ ନିର୍ବାଚନରେ ଭାଗ ନେଇଥିଲେ। ଗତ ନିର୍ବାଚନରେ ପ୍ରାୟ ୮୦ ପ୍ରତିଶତ ଭୋଟର ଏହି ନିର୍ବାଚନରେ ଭାଗ…

ମଲ ବାହାରେ ୧୦ ଫୁଟ ଉଚ୍ଚର ଏଲିଅନ୍‌! ଅଜବ ଦୃଶ୍ୟର ଭିଡିଓ ଭାଇରାଲ୍‌

ଓ୍ବାଶିଂଟନ୍‌,୯।୧: ଆମେରିକାର ମିଆମି ସହରରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ମଲ ବାହାରେ ୧୦ ଫୁଟ ଉଚ୍ଚର ଏଲିଅନ୍‌ ଚାଲିଯାଉଥିବାର ଦାବି କରାଯାଉଛି। ଏହି ମାମଲା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଚର୍ଚ୍ଚାର…

ଇସ୍ତଫା ଦେଲେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ

ପ୍ୟାରିସ,୯।୧: ସୋମବାର ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ହେବାର ଦୁଇ ବର୍ଷରୁ କମ ସମୟ ହୋଇଥିଲା। ତାଙ୍କ ଇସ୍ତଫା ଏମିତି ସମୟରେ ଆସିଛି ଯେତେବେଳେ ଖବର ଆସିଛି ଯେ ଚଳିତ ବର୍ଷ ଶେଷରେ…

୪୦ ବର୍ଷ ବୟସରେ ପୁଣି ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ଏହି କ୍ରିକେଟର୍‌! ଟି-୨୦ ବିଶ୍ୱକପ୍‌ରେ ଦେଖାଇବେ ଜଲଓ୍ବା

ନୂଆଦିଲ୍ଲୀ,୯।୧: SA ଟି-୨୦ ଲିଗରେ ଚେନ୍ନାଇ ଫ୍ରାଞ୍ଚାଇଜ ଅଧିନାୟକ ଥିବା ଆରସିବି ଅଧିନାୟକ ଫାଫ ଡୁ ପ୍ଲେସିସ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିପାରିବେ। ଟି-୨୦ ବିଶ୍ୱକପ ଖେଳିବା ନେଇ ସେ ଏକ ବଡ ବିବୃତ୍ତି ଦେଇଛନ୍ତି। ଡୁ ପ୍ଲେସିସ କହିଛନ୍ତି ଯେ,…

ଗାଜାରେ ସଂଘର୍ଷ ସମୟରେ ‘ଫୌଦା’ ଆକ୍ଟର ଗୁରୁତର ହସ୍ପିଟାଲରେ ଭର୍ତ୍ତି

ଜେରୁଜେଲମ,୯।୧: ଗାଜାରେ ଇସ୍ରାଏଲ ସେନା ଏବଂ ହମାସ ମଧ୍ୟରେ ସଂଘର୍ଷ ଜାରି ରହିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନେଟଫ୍ଲିକ୍ସ ୱେବ ସିରିଜ ‘ଫୌଦା’ରେ ନଜର ଆସିଥିବା ଅଭିନେତା-ଗାୟକ ଇଦାନ ଆମେଡି ଏହି ବିବାଦ ସମୟରେ ଗୁରୁତର ଆହତ ହୋଇଛନ୍ତି। ଟାଇମ୍ସ ଅଫ…

ପାକିସ୍ତାନ ହାତ ଛାଡିଲେ ଏହି ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୯।୧: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଗ୍ରାଣ୍ଟ ବ୍ରାଡବର୍ନ ପାକିସ୍ତାନ କ୍ରିକେଟ ବୋର୍ଡ ଛାଡିଛନ୍ତି। ସେ ପାକିସ୍ତାନର ଉଚ୍ଚ ପ୍ରଦର୍ଶନକାରୀ(High-performance coach) କୋଚ ଥିଲେ। ଗତ ଏକ ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ସେ ମିକି ଆର୍ଥରଙ୍କ ଅନୁପସ୍ଥିତିରେ ପାକିସ୍ତାନ…

୫୨ ବର୍ଷ ପରେ ଇତିହାସ ରଚିଲା ଆମେରିକା,ଚନ୍ଦ୍ରକୁ ପଠାଇଲା ମାନବ ଅସ୍ଥି, ମିଶନର ଲିଡ କରୁଛନ୍ତି ଭାରତୀୟ

ଓ୍ବାଶିଂଟନ,୯।୧: ଆମେରିକା ଚନ୍ଦ୍ରକୁ ଯିବାର ୫୨ ବର୍ଷର ସ୍ବପ୍ନକୁ ପୂରଣ କରିଛି। ବିଶ୍ୱର ପ୍ରଥମ ପ୍ରାଇଭେଟ ମୁନ ମିଶନ ଅଧୀନରେ ପେରେଗ୍ରିନ ଲ୍ୟାଣ୍ଡର ଓ୍ବାନର ସଫଳତା ପୂର୍ବକ ପ୍ରକ୍ଷେପଣ କରିଥିବା ଦେଶ ହୋଇଛି ଆମେରିକା।ଆଷ୍ଟ୍ରୋବୋଟିକ ନାମକ ଏକ କମ୍ପାନୀ ଏହି ମିଶନକୁ…

ମୋଦିଙ୍କ ୩ କିଲୋମିଟର ରୋଡ ଶୋ’ରେ ଯୋଗ ଦେବେ ୟୁଏଇ ରାଷ୍ଟ୍ରପତି

ନୂଆଦିଲ୍ଲୀ,୯।୧: ଦୁଇ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ରାତିରେ ଅହମ୍ମଦାବାଦରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ଭାଜପା ରାଜ୍ୟ ସଭାପତି ସିଆର ପାଟିଲ ତାଙ୍କୁ ସ୍ବାଗତ କରିଛନ୍ତି। ଦୁଇ ଦିନିଆ…

ଭୂକମ୍ପର ଝଟ୍‌କାରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୬.୭

ଜାକର୍ତ୍ତା,୯।୧: ମଙ୍ଗଳବାର ଅର୍ଥାତ୍‌ ଜାନୁଆରୀ ୯ରେ ଇଣ୍ଡୋନେସିଆର ତାଲାଉଡ ଦ୍ୱୀପପୁଞ୍ଜରେ ୬.୭ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ତଳେ ୮୦କିଲୋମିଟର ଗଭୀରରେ ଥିଲା। ଭାରତୀୟ ସମୟ ଅନୁଯାୟୀ,…

୫୦୦ ଛାତ୍ରୀଙ୍କୁ ଯୌନ ନିର୍ଯାତନା

ସିର୍ସା,୯।୧: ହରିୟାଣାର ସିର୍ସା ଜିଲା ଅନ୍ତର୍ଗତ ଏକ କଲେଜର ୫୦୦ ଛାତ୍ରୀ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଛାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟାରଙ୍କୁ ପତ୍ର ଲେଖି ଗୁହାରି କରିଛନ୍ତି। ସେମାନେ…

ଅର୍ଜୁନ ପୁରସ୍କାରକୁ ନେଇ ଭାବପ୍ରବଣ ହେଲେ ଶାମି, କହିଲେ ଏହା ଏକ ସ୍ବପ୍ନ ସାକାର ହେବା ଭଳି…

ନୂଆଦିଲ୍ଲୀ,୮।୧: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଅର୍ଜୁନ ପୁରସ୍କାର ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ଦ୍ରୁତ ବୋଲର କହିଛନ୍ତି ଯେ, ଏହା ଏକ ସ୍ବପ୍ନ ସାକାର ହେବା ଭଳି। ମୁଁ ଖୁସି ଯେ ମୋର ନାମ ଅର୍ଜୁନ ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?