Home

ଦୋସା ତିଆରି କଲେ ରାମ ଚରଣ

ଚେନ୍ନାଇ: ସାଉଥ ସୁପରଷ୍ଟାର ରାମ ଚରଣ ଜଣେ ଅଭିନେତା ସହ ଜଣେ ଫ୍ୟାମିଲି ମ୍ୟାନ ବି। ସେ ଅନେକଥର ସମୟ ସମୟରେ ନିଜ ପରିବାର ସହିତ କ୍ୱାଲିଟି ଟାଇମ ସ୍ପେଣ୍ଡ କରିଥାଆନ୍ତି। ଏବେ ଅଭିନେତାଙ୍କୁ ତାଙ୍କ ପରିବାର ସହିତ ମକର ସଂକ୍ରାନ୍ତି…

ନମ୍ବର ଓ୍ବାନ ଟେନିସ ଖେଳାଳିଙ୍କ ମେସେଜ ଦେଖି ଡରିଯାଇଥିଲେ କୋହଲି

ନୂଆଦିଲ୍ଲୀ,୧୪।୧: ଟିମ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ୧୪ ମାସ ପରେ ଟି -୨୦ ଇଣ୍ଟରନ୍ୟାସନାଲକୁ ଫେରିଛନ୍ତି। ଆଫଗାନିସ୍ତାନ ବିପକ୍ଷରେ ଦଳରେ ସ୍ଥାନ ପାଇବା ପରେ ସେ ଆଗାମୀ ଟି -୨୦ ବିଶ୍ୱକପରେ ଖେଳିବେ ବୋଲି ନିଶ୍ଚିତ ହୋଇଛି। ସେ…

୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ହେବ ସବୁଠାରୁ ବଡ ଦଳ: ଥରୁର

ନୂଆଦିଲ୍ଲୀ,୧୪।୧: ଆଗାମୀ ସାଧାରଣ ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ସବୁଠୁ ବଡ ଦଳ ହେବ ବୋଲି କଂଗ୍ରେସ ଏମପି ଶଶି ଥରୁର ପୂର୍ବାନୁମାନ କରିଛନ୍ତି। ଗତଥର ତୁଳନାରେ ଭାଜପା କମ ଆସନ ପାଇବ ବୋଲି ସେ ଦାବି କରିଛନ୍ତି,…

ଭାରତ ଯୋଡୋ ନ୍ୟାୟ ଯାତ୍ରା ମଞ୍ଚରେ କ୍ଷମା ମାଗିଲେ ରାହୁଲ

ନୂଆଦିଲ୍ଲୀ,୧୪।୧: କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ରବିବାର ମଣିପୁରର ଥୋବାଲରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରା ଆରମ୍ଭ ପୂର୍ବରୁ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ମଧ୍ୟ ସେଠାରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରିଥିଲେ। ସେ ପ୍ରଥମେ ମଞ୍ଚକୁ ଯାଇ ସେଠାରେ…

ତୁମ ମଫଲର ମୋର ହୋଇଗଲା, ଭାଇରାଲ ହେଉଛି ମଲ୍ଲିକାର୍ଜୁନଙ୍କ ମଫଲର ଷ୍ଟାଇଲ

ନୂଆଦିଲ୍ଲୀ,୧୪।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଶନିବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଛନ୍ତି। ଦିଲ୍ଲୀ ଏବଂ ପଞ୍ଜାବରେ ସିଟ ବାଣ୍ଟିବା ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡିଛି। ତେବେ…

ଟସ ଜିତିଲା ଭାରତ: ଖେଳୁଛନ୍ତି କୋହଲି

ଇନ୍ଦୋର,୧୪।୧:ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି। ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ ଇଣ୍ଡିଆ ମୋହାଲିରେ ପ୍ରଥମ ଟି…

Viral Video: ବିମାନ ଭିତରେ ଏୟାର ହୋଷ୍ଟେସ କଲେ ଏପରି କିଛି କାର୍ଯ୍ୟ, ଲୋକମାନେ ଭିଡିଓକୁ ଦେଖୁଛନ୍ତି ବାରମ୍ବାର

ଆଜିକାଲି ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। କିଛି ଲୋକ ଭୁଲରେ ଏପରି କିଛି କାର୍ଯ୍ୟ କରନ୍ତି ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଏ। କିଛି ଲୋକ ଭାଇରାଲ ହେବା ପାଇଁ ଅଜବ କାର୍ଯ୍ୟ କରନ୍ତି। ଆଜିକାଲି ସୋସିଆଲ…

ପୋଖରୀ ଭିତରେ ପଶି କୁମ୍ଭୀରକୁ ଟାଣିଆଣିଲେ ଯୁବତୀ: ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ

କୁମ୍ଭୀର ଜଳରେ ସବୁଠାରୁ ବିପଜ୍ଜନକ ପ୍ରାଣୀ ବୋଲି ବିବେଚନା କରାଯାଏ। ନଦୀ କିମ୍ବା ପୋଖରୀ କୂଳକୁ ଯିବା ମାତ୍ରେ କୁମ୍ଭୀରମାନେ ଭାବରେ ଆକ୍ରମଣ କରନ୍ତି। କିନ୍ତୁ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହା ଦେଖିଲେ ବିଶ୍ୱାସ କରିହେବ…

ପାକିସ୍ତାନ ବି କରିଛି ରାମଲାଲାଙ୍କୁ ଅପେକ୍ଷା, ହୃଦୟ ଜିତିବ ପୂର୍ବତନ କ୍ରିକେଟରଙ୍କ ପୋଷ୍ଟ

ଇସଲାମାବାଦ,୧୪।୧: ଜାନୁଆରୀ ୨୨ରେ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପାଇଁ ଅନେକ ଉତ୍ସାହ ରହିଛି। ପ୍ରତ୍ୟେକ ଭାରତୀୟ ଏହାକୁ ନେଇ ଉତ୍ସାହିତ ଅଛନ୍ତି। ଲାଗୁଛି ଯେପରି ସମଗ୍ର ଦେଶରେ ଉତ୍ସବର ପରିବେଶ ଅଛି। କିନ୍ତୁ, ଏହି ସମୟରେ, ଭାରତର…

ଚମକିଲା କେ.ଏସ ଭରତଙ୍କ ଭାଗ୍ୟ

ନୂଆଦିଲ୍ଲୀ,୧୪।୧: ଜାନୁଆରୀ ୨୫ରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଉଇକେଟ କିପର ବ୍ୟାଟ୍ସମ୍ୟାନ କେ.ଏସ ଭରତଙ୍କ ଭାଗ୍ୟ ଉଜ୍ଜ୍ୱଳ ଦେଖାଯାଉଛି। ଭାରତର ପ୍ଲେଇଙ୍ଗ-୧୧ରେ ସାମିଲ ପାଇଁ କେ.ଏସ ଭରତଙ୍କ ପାଇଁ ରାସ୍ତା ଖୋଲାଯାଇଛି। ବାସ୍ତବରେ ଦଳ ପରିଚାଳନା ସ୍ପଷ୍ଟ କରିଛି…

ଟିମ ଇଣ୍ଡିଆକୁ ଫେରିବାକୁ ଚାହୁଁଛନ୍ତି ଯୁବରାଜ

ନୂଆଦିଲ୍ଲୀ,୧୪।୧: ଆଜି ବି ଯେତେବେଳେ ଯୁବରାଜ ସିଂଙ୍କ ନାମ ଉଲ୍ଲେଖ କରାଯାଏ, ଗୋଟିଏ ଓଭରରେ ୬ଟି ଛକା ମାରିଥିବାର ଚିତ୍ର ସମସ୍ତଙ୍କ ମନକୁ ଆସେ। ତେବେ ଏହା ବ୍ୟତୀତ ସେ ନିଜ ଦମରେ ଭାରତକୁ ଅନେକ ବଡ଼ ମ୍ୟାଚ ଜତାଇଛନ୍ତି। ଟି…

ଦୁଇ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର, ମାମଲା ରୁଜୁ ପାଇଁ ନିର୍ଦ୍ଦେଶ

କର୍ଲାମୁଣ୍ଡା,୧୪ା୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୨ ଶିକ୍ଷକଙ୍କୁ ଚାକିିରିରୁ ବହିଷ୍କାର ଓ ମାମଲା ରୁଜୁ କରିବାକୁ ନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ପତ୍ରସଂଖ୍ୟା ୨୮୮୭ ତା-୩୦ା୧୨ା୨୦୨୩ ଚିଠି ହେବା ପରେ ନକଲି ଶିକ୍ଷକମାନେ ଭୟଭୀତ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?