Home

Mahua Moitra: ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍‌ ମାମଲାରେ ହାଇକୋର୍ଟରୁ ନିରାଶ ହେଲେ ମହୁଆ

ନୂଆଦିଲ୍ଲୀ,୧୯।୧: ପୂର୍ବତନ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ମହୁଆ ମୋଇତ୍ରା ସରକାରୀ ବଙ୍ଗଳା ଖାଲି କରିବା ମାମଲାରେ ନିରାଶ ହୋଇଛନ୍ତି। ୨୦୧୪ ଜାନୁଆରୀ ୧୬ରେ ବଙ୍ଗଳା ଖାଲି କରିବାକୁ ସେ ଏକ ନୋଟିସ୍‌ ପାଇଥିଲେ। ଦିଲ୍ଲୀ ହାଇକୋର୍ଟ ଗୁରୁବାର ଉକ୍ତ ନୋଟିସ ଉପରେ…

ବିଲ୍‌କିସ୍‌ ମାମଲା: ଆତ୍ମସମର୍ପଣ ପାଇଁ ସମୟ ମାଗିଲେ ୫ ଦୋଷୀ

ନୂଆଦିଲ୍ଲୀ,୧୯।୧:୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲ୍‌କିସ୍‌ ବାନୋଙ୍କୁ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାର ୫ ଦୋଷୀ ଗୁରୁବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆତ୍ମସମର୍ପଣ ଲାଗି ଅଧିକ ସମୟ ମାଗିଛନ୍ତି। ବୁଧବାର ଗୋବିନ୍ଦଭାଇ ନାଇ ଜେଲ୍‌ କର୍ତ୍ତୃପକ୍ଷଙ୍କ…

ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ହରଣ ଜଣାନାହିଁ

ନୂଆଦିଲ୍ଲୀ,୧୯।୧: ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ (ଏଏସ୍‌ଇଆର୍‌) ବୁଧବାର ପ୍ରକାଶ ପାଇଛି, ଯେଉଁଥିରେ ଭାରତରେ ଛାତ୍ରୀଛାତ୍ରଙ୍କ ଗାଣିତିକ ଦକ୍ଷତା ଓ ପଠନ ସାମର୍ଥ୍ୟକୁ ନେଇ ପ୍ରଶ୍ନ ଉଠିଛି। ଉକ୍ତ ରିପୋର୍ଟ ଅନୁଯାୟୀ ଗ୍ରାମାଞ୍ଚଳରେ ପଢ଼ୁଥିବା ୧୪ରୁ ୧୮ ବର୍ଷ ବୟସର ଅର୍ଦ୍ଧାଧିକ…

ଟାଟା ଷ୍ଟିଲ୍‌ କରିବ ବଡ଼ ଛଟେଇ: ୩ ହଜାର କର୍ମଚାରୀଙ୍କ ଯିବ ଚାକିରି

ନୂଆଦିଲ୍ଲୀ,୧୯।୧: ପ୍ରତିକୂଳ ଅର୍ଥନୈତିକ ଅବସ୍ଥା ମଧ୍ୟରେ ଛଟେଇର ଝଟକା ବୃଦ୍ଧି ପାଉଛି। ନୂଆ ବର୍ଷରେ ମଧ୍ୟ ଦ୍ରୁତ ଗତିରେ ଛଟେଇ ଜାରି ରହିଛି ଏବଂ ଏହି ତାଲିକାରେ ବହୁ ନାମୀଦାମୀ କମ୍ପାନୀ ଯୋଗ ଦେଇଛନ୍ତି। ବୈଷୟିକ ଦୁନିଆରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଚଳିତ…

ପ୍ରଶାନ୍ତ ହେଲେ ସୁହାଇବ, ଅମରେନ୍ଦ୍ର ଅଡ଼ୁଆ

ଜଗତ୍‌ସିଂହପୁର,୧୯ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ଆବହାଓ୍ବା ବେଶ୍‌ ପରିଲକ୍ଷିତ ହେଲାଣି। ବିଶେଷକରି ବିଜେଡି ରାଜନୀତି ବିଭିନ୍ନ ପ୍ରକାର ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଏହି ଆସନରୁ ଗତ ନିର୍ବାଚନରେ ବିଜେଡି ଟିକେଟ୍‌ ପାଇ ବିଧାୟକ ହୋଇଥିବା ପ୍ରଶାନ୍ତ ମୁଦୁଲିଙ୍କୁ…

୨୦୨୩ରେ ହ୍ରାସ ପାଇଛି ଦୁର୍ଘଟଣା

ଢେଙ୍କାନାଳ,୧୯ା୧(ରତନ ନାୟାର): ଢେଙ୍କାନାଳ ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଗୁରୁବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲାପାଳ ମନୋରଞ୍ଜନ ମଲ୍ଲିକ ଅଧ୍ୟକ୍ଷତା କରିଥିଲେ। ଉପସ୍ଥିତ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର କହିଥିଲେ, ୨୦୨୨…

ପ୍ରଦୂଷଣ ବଳୟରେ ନୂଆ ବସ୍‌ଷ୍ଟାଣ୍ଡ

ବ୍ରହ୍ମପୁର,୧୯ା୧(ଅଶୋକ କୁମାର ସାହୁ): ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ମୁଖ୍ୟ ବ୍ୟବସାୟିକ ସ୍ଥଳ ହୋଇଥିବାରୁ ଏଠାକୁ ପର୍ଯ୍ୟାପ୍ତ ରେଳ ଓ ବସ ସୁବିଧା ରହିଛି। ସହରକୁ ପ୍ରତ୍ୟେହ ଲକ୍ଷାଧିକ ଲୋକଙ୍କ ଯାତାୟାତ ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଷ୍ଟାଡିୟମ ନିକଟ…

ବିଲ୍ଡିଂରେ ଲାଗିଲା ନିଆଁ: ଚାଲିଗଲା ୫ ଜୀବନ

ନୂଆଦିଲ୍ଲୀ,୧୯।୧: ଦିଲ୍ଲୀର ପିତମମ୍ପୁରା ଅଞ୍ଚଳରେ ଏକ ଘରେ ନିଆଁ ଲାଗି ଏକ ବଡ଼ ଦୁର୍ଘଟଣା ଘଟିଛି। ଅଗ୍ନିକାଣ୍ଡରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀ ପୋଲିସର ସୂଚନାନୁସାରେ, ପ୍ରାଣ ହରାଇଥିବା ପାଞ୍ଚ ଜଣଙ୍କ ମଧ୍ୟରେ ୨ ଜଣ ପୁରୁଷ ଏବଂ ୩…

ରାଜନଗର ବ୍ଲକ ରାସ୍ତା ଦୁର୍ନୀତି: ଫାଇଲ ଜବତକଲା ଭିଜିଲାନ୍ସ

ରାଜନଗର,୧୯ା୧ (ଭାସ୍କର ରାଉତରାୟ): ରାଜନଗର ବ୍ଲକ କୋଇଲିପୁର ପଞ୍ଚାୟତ ବଡ଼ପଲ୍ଲୀ ପ୍ରାଥମିକ ବିଦ୍ୟାଳୟରୁ ସବ୍‌ଷ୍ଟେଶନ ସ୍କୋୟାର ରୋଡ ଯାଇଛି। ଏହି ରାସ୍ତା ସବ୍‌ଷ୍ଟେଶନ ନିକଟରେ ତନ୍ତିଆପାଳ-ବଡ଼ପଲ୍ଲୀ ରାସ୍ତାକୁ ସଂଯୋଗ କରିଛି। ଏହି ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁ ଛାତ୍ରୀଛାତ୍ରମାନେ ହଇରାଣ ହେଉଛନ୍ତି।…

ଜଳକଷ୍ଟ ଭୋଗୁଛନ୍ତି ସୋଲବନ୍ଦୀ ଗ୍ରାମବାସୀ

କୋରେଇ,୧୯ା୧(ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ଅସନଝର ପଞ୍ଚାୟତ ସୋଲବନ୍ଦୀ(ଟିକରସାହି)ଗ୍ରାମରେ ଦୀର୍ଘବର୍ଷ ହେବ ଜଳକଷ୍ଟ ଲାଗି ରହିଛି। ଫଳରେ ପିଇବା ପାଣି ପାଇଁ ଶତାଧିକ ଲୋକେ ଖୋଲା କୂଅ ଉପରେ ଭରସା କରୁଛନ୍ତି। ପାଣିମୁନ୍ଦେ ପାଇଁ ଗ୍ରାମର ମହିଳାମାନଙ୍କୁ…

ବଢୁଛି ହାତୀ-ମଣିଷ ଲଢ଼େଇ

ଯାଜପୁର,୧୯ା୧(ହର୍ଷବର୍ଦ୍ଧନ ବେହେରା): ହାତୀ ଚଲାପଥ (ଏଲିଫ୍ୟାଣ୍ଟ କରିଡର) ଏବଂ ହାତୀ ସଂରକ୍ଷିତ ଅଞ୍ଚଳ (ଏଲିଫ୍ୟାଣ୍ଟ ରିଜର୍ଭ) ଯୋଜନା କଟକ ଫରେଷ୍ଟ ଡିଭିଜନ ଅଞ୍ଚଳରେ ଲକ୍ଷ୍ୟଚ୍ୟୁତ ହୋଇଛି। ସେହିପରି ଜାତୀୟ ରାଜପଥ (ଏନ୍‌ଏଚ୍‌) ନିର୍ମାଣରେ ହାତୀପଲ ସହଜରେ ଚଳାଚଳ ପାଇଁ ଗଳି ପୋଲ…

ପୂର୍ବତନ ବିଚାରପତିଙ୍କୁ ଖରାପ ସିଟ୍‌ ଦେବା ପଡିଲା ମହଙ୍ଗା: ୨୩ ଲକ୍ଷ ଟଙ୍କା ଜୋରିମନା ଦେବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୯।୧: ବିମାନ ଯାତ୍ରା ସମୟରେ ପୂର୍ବତନ ବିଚାରପତିଙ୍କୁ ଖରାପ ସିଟ୍‌ ଦେବା ଏୟାର ଇଣ୍ଡିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିମାନ କମ୍ପାନୀକୁ ପୂର୍ବତନ ବିଚାରପତିଙ୍କୁ ୨୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପଡିବ। ରାଜ୍ୟ ଗ୍ରାହକ ଆୟୋଗ ଏହି ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?