ରାମ ମନ୍ଦିରକୁ ଦାନ କଲେ ଟ୍ୟାକ୍ସ ହେଉଛି ଫ୍ରି!

ନୂଆଦିଲ୍ଲୀ,୨୦।୧: ଭାରତ ସରକାରଙ୍କ ଦ୍ୱାରା ଗଠିତ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ, ରାମ ମନ୍ଦିର ନିର୍ମାଣ କାର୍ଯ୍ୟର ତଦାରଖ କରୁଥିବା ଏକ ଅଥୋରାଇଜଡ ସଂସ୍ଥା ଅଟେ। ରାମ ମନ୍ଦିର ପାଇଁ ଟଙ୍କା ଦାନ କରିବାକୁ ଚାହୁଁଥିଲେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ୱେବସାଇଟ ଭିଜିଟ କରିପାରିବେ। ଟ୍ରଷ୍ଟର ୱେବସାଇଟ ଅନୁଯାୟୀ, ଯେକୌଣସି ବ୍ୟକ୍ତି ଅଯୋଧ୍ୟା ରାମ ମନ୍ଦିରର ପୁନଃ ନିର୍ମାଣ/ମରାମତି ପାଇଁ ଟଙ୍କା ଦାନ କରିବାକୁ ଚାହୁଁଥିଲେ ପେମେଣ୍ଟ ଗେଟୱେ, UPI , QR କୋଡ ଇତ୍ୟାଦି ମାଧ୍ୟମରେ ଏହା କରିପାରିବେ। NEFT, IMPS, ଡିମାଣ୍ଡ ଡ୍ରାଫ୍ଟ କିମ୍ବା ଚେକ ମାଧ୍ୟମରେ ମଧ୍ୟ ଟଙ୍କା ପଠାଇପାରିବେ। ତେବେ ଟ୍ରଷ୍ଟକୁ ଟଙ୍କା ଦାନ କରିବା ପାଇଁ କୌଣସି ପ୍ରକାରର ଦେୟ କିମ୍ବା ଶୁଳ୍କ ସଂଗ୍ରହ କରାଯିବ ନାହିଁ।

ଟ୍ରଷ୍ଟର ୱେବସାଇଟ ଅନୁଯାୟୀ, ୨୦୨୦/୨୧ ବର୍ଷର ଆର୍ଥିକ ବର୍ଷ ଠାରୁ କେନ୍ଦ୍ର ସରକାର ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର (ପାନ: AAZTS6197B)କୁ ଐତିହାସିକ ସ୍ଥଳୀ ରୂପେ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। । ଧାରା ୮୦ଜି (୨) (ବି) ଅନୁଯାୟୀ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ମନ୍ଦିରର ନିର୍ମାଣ / ମରାମତି ପାଇଁ ଦାନ କରୁଥିଲେ ୫୦ଶତକଡା ଟ୍ୟାକ୍ସ ଦେବାରୁ ରିହାତି ପାଇବେ। ୨ହଜାରରୁ ଅଧିକ ନଗଦ ଦାନ ଉପରେ ଟିକସରେ ରିହାତି ଦିଆଯିବ ନାହିଁ। ଅଧିକ ବିବରଣୀ ପାଇଁ https://online.srjbtkshetra.org ଓ୍ବେବସାଇଟ ଭିଜିଟ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଚାଷୀନେତା-ରାଜନେତା ଅଟକ: ଆଗୁଆ ଗିରଫ ପ୍ରତିବାଦରେ ଥାନାରେ ଆଗରେ ଅନଶନରେ ବସି…

ବଲାଙ୍ଗୀର,୨୪ା୪(ସୁନିଲ କୁମାର ମହାନ୍ତି): ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଲାଙ୍ଗୀର ଗସ୍ତ ପୂର୍ବରୁ ଜିଲାର ଏକାଧିକ ଚାଷୀନେତା ଓ ରାଜନେତାଙ୍କୁ ଆଗୁଆ ଗିରଫ କରାଯାଇଛି। ବଲାଙ୍ଗୀର…

ଏମିତି ବାହାନା କରି ବାପାଙ୍କ ଜନ୍ମଦିନରେ କେକ୍‌ ଖାଇଲେନି ପୁଅ ଅର୍ଜୁନ, ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ,୨୪।୪: ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରେ ଗଣାଯାଉଥିବା ସଚିନ ତେନ୍ଦୁଲକର ଆଜି ତାଙ୍କର ୫୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ, ତାଙ୍କ ପୁଅଙ୍କ ବ୍ୟତୀତ ସମ୍ପୂର୍ଣ୍ଣ…

ପଶ୍ଚିମବଙ୍ଗରେ ୯୨.୮ ପ୍ରତିଶତ ଭୋଟ ଗ୍ରହଣ ପଛର ଗଣିତ ବୁଝନ୍ତୁ, ୯୦.୮ ପ୍ରତିଶତ ଜନତାଙ୍କ ନାମ ହଟିବା ପରେ ବଦଳିଗଲା ସମୀକରଣ

କୋଲକାତା,୨୪।୪: ବଙ୍ଗଳା ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୯୨.୮୯ ପ୍ରତିଶତ ଭୋଟର ମତଦାନ ରେକର୍ଡ କରାଯାଇଥିଲା – ଯାହା 2021 ତୁଳନାରେ ୧୦.୫ ପ୍ରତିଶତ ବୃଦ୍ଧି। ଏହି…

ସଚିନ ତେନ୍ଦୁଲକରଙ୍କ ସେହି ୭ ରେକର୍ଡ, ଯାହା ଆଜି ପର୍ଯ୍ୟନ୍ତ କେହି ଭାଙ୍ଗିପାରିନାହାନ୍ତି

ନୂଆଦିଲ୍ଲୀ,୨୪।୪: ଯେତେବେଳେ ବି କ୍ରିକେଟ କଥା ଆସେ, ସଚିନ ତେନ୍ଦୁଲକରଙ୍କ ନାମ ସର୍ବାଗ୍ରେ ଆସେ। ସଚିନଙ୍କୁ କ୍ରିକେଟର ଭଗବାନ ଆଖ୍ୟା ଦିଆଯାଇଛି। ସାରା ବିଶ୍ୱରୁ ଅନେକ କିମ୍ବଦନ୍ତୀ…

ବାଇକ୍‌ଚାଳକଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲେ ହାଇଓ୍ବା ଚାଳକ, ପରେ ସାଧାରଣ ଦର୍ଶକ ଭାବେ ଆସି…

ବାରଙ୍ଗ,୨୪ା୪(ଲିଙ୍ଗରାଜ ରାଉତ): କଟକ ଜିଲା ଗୋଡ଼ିସାହି ଫାଣ୍ଡି ଅନ୍ତର୍ଗତ ରତାଗଡ଼ ରେଳ ପୋଲ ନିକଟରେ ବେଆଇନ ମୋରମ ବୋଝେଇ ହାଇଓ୍ବା ଧକ୍କାରେ ଜଣେ ବାଇକ୍‌ଚାଳକଙ୍କ ଜୀବନ ଯାଇଛି। …

ଦମ୍‌ ଦମ୍‌ରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦି, ‘ଟିଏମସିର ଦୀପ ଲିଭିବା ପୂର୍ବରୁ ଜୋରରେ ଜଳୁଛି’

କୋଲକାତା,୨୪।୪: ପଶ୍ଚିମବଙ୍ଗରେ ମୋଦିଙ୍କ ପ୍ରଚାର ଜାରି ରହିଛି । ଏହାରି ଭିତରେ ସେ ଆଜି ଏପରି ମନ୍ତବ୍ୟ ଦେଇଛନ୍ତି ଯାହାକି ଭାଇରାଲ ହେବାରେ ଲାଗିଛି । ଟିଏମସିର…

ଅରେଞ୍ଜ କ୍ୟାପର ହକଦାର ହେବେ ବିରାଟ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୪।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଶୁକ୍ରବାର IPL 2026 ର ୩୪ତମ ମ୍ୟାଚ ଖେଳାଯିବ। ଏହି ମ୍ୟାଚ RCB ର ହୋମ…

ସୁପ୍ରିମକୋର୍ଟ ବିଚାରପତି କହିଲେ ମୁଁ ଖୁସି, କାରଣ ଏତେ ସଂଖ୍ୟକ…

ନୂଆଦିଲ୍ଲୀ,୨୪ା୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବମ୍ପର ମତଦାନକୁ ନେଇ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ତାଙ୍କର ଖୁସି ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri