Home

ଅଯୋଧ୍ୟାରେ ପହଞ୍ଚିଲେ ମୋଦି

ଅଯୋଧ୍ୟା,୨୨ା୧: ସବୁରି ଆଖିରେ ଆନନ୍ଦ ଓ ସନ୍ତୋଷର ଅଶ୍ରୁ। ସମସ୍ତଙ୍କ ମୁହଁରେ ‘ଜୟ ଶ୍ରୀରାମ’ ଧ୍ୱନି। ଅଯୋଧ୍ୟା ହିଁ ପ୍ରଭୁ ରାମଙ୍କ ଜନ୍ମସ୍ଥାନ ବୋଲି ଭାରତବର୍ଷରେ ହିନ୍ଦୁମାନଙ୍କର ବିଶ୍ୱାସ ରହିଆସିଛି। ପ୍ରାୟ ୫୦୦ ବର୍ଷ ଧରି ଯେଉଁ ମହାର୍ଘ୍ୟ ମୁହୂର୍ତ୍ତକୁ ଦେଶବାସୀ…

ପାକିସ୍ତାନର ଏହି ରାମ ମନ୍ଦିରରେ ପୂଜା ନେଇ ପ୍ରତିବନ୍ଧକ ଲାଗୁ, ହଟାଗଲା ମୂର୍ତ୍ତି…

ଇସଲାମାବାଦ,୨୨।୧ : ଅଯୋଧ୍ୟାରେ ଶ୍ରୀ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ପାକିସ୍ତାନରେ ଏକ ରାମ ମନ୍ଦିର ମଧ୍ୟ ଅଛି, ଯେଉଁଠାରେ ହିନ୍ଦୁମାନଙ୍କୁ ପୂଜା କରିବାକୁ ବାରଣ କରାଯାଇଛି। କେବଳ ଏତିକି ନୁହେଁ ପାକିସ୍ତାନ…

ସେନାରେ ୨୦୨୭ ସୁଦ୍ଧା ୧୨ ଲକ୍ଷ କର୍ମଚାରୀ ହରାଇବେ ଚାକିରି: ଖଚରଙ୍କ ସ୍ଥାନରେ କାମ କରିବ ଡ୍ରୋନ…

ନୂଆଦିଲ୍ଲୀ,୨୨।୧ : ଭାରତୀୟ ସେନାରେ ଲଗେଜ ନେଇଥିବା ଖଚରମାନେ ଏବେ ଇତିହାସ ପାଲଟିବେ। ସେମାନଙ୍କ ବଦଳରେ ସେନା ବର୍ତ୍ତମାନ ଡ୍ରୋନ ବ୍ୟବହାରକୁ ବୃଦ୍ଧି କରୁଛି। ଏହି ଖଚରଗୁଡିକ ତୁଷାରପାତ ପର୍ବତ ଏବଂ ଖରାପ ରାସ୍ତା ଦେଇ ଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ରାସନ,…

ରାମମନ୍ଦିର ନିର୍ମାଣ ପାଇଁ ହୃଦୟଖୋଲା ଦାନ କରିଛନ୍ତି ଏହିସବୁ ଅଭିନେତା: ଜାଣନ୍ତୁ କିଏ କେତେ ଦେଇଛନ୍ତି

ନୂଆଦିଲ୍ଲୀ,୨୨।୧: ଶେଷରେ ସେହି ଐତିହାସିକ ମୁହୂର୍ତ୍ତ ଆସିଛି, ଯାହା ପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଜାନୁୟାରୀ ୨୨ ଅର୍ଥାତ୍‌ ଆଜି ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଅନେକ…

ଜୟ ଶ୍ରୀରାମ ଲେଖିଲେ ପାକିସ୍ତାନ କ୍ରିକେଟର, ପୋଷ୍ଟ କଲେ ଭିଡ଼ିଓ, ଦକ୍ଷିଣ ଆଫ୍ରିକାର କ୍ରିକେଟର ଲେଖିଲେ ସମସ୍ତଙ୍କୁ ନମସ୍ତେ …

ଇସଲାମାବାଦ,୨୨।୧ : ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ହେବାକୁ ଯାଉଛି। ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଅଯୋଧ୍ୟାରେ ପହଞ୍ଚିଛନ୍ତି। ବଲିଉଡ ଏବଂ କ୍ରୀଡା ତାରକାମାନେ ମଧ୍ୟ ପଛରେ ନାହାନ୍ତି। ଭାରତୀୟ ତାରକା ବିରାଟ…

ରାମମନ୍ଦିର ପ୍ରତିଷ୍ଠା ପାଇଁ ଭାରତକୁ ଶୁଭେଚ୍ଛା ଜଣାଇଲା ଇସ୍ରାଏଲ

ଜେରୁଜେଲମ୍‌/ଅଯୋଧ୍ୟା,୨୨ା୧: ପ୍ରାୟ ୫୦୦ ବର୍ଷ ଧରି ଯେଉଁ ମହାର୍ଘ୍ୟ ମୁହୂର୍ତ୍ତକୁ ଦେଶବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ, ସେହି ଐତିହାସିକ କ୍ଷଣ ଉପନୀତ। ଅଯୋଧ୍ୟା ରାମମନ୍ଦିରରେ ସୋମବାର ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ତର ପ୍ରଦେଶ ସମେତ ସାରା ଦେଶ…

ଅଯୋଧ୍ୟାରେ ପହଞ୍ଚିଲେ ବଲିଉଡ୍‌ର ଏସବୁ କଳାକାର

ଅଯୋଧ୍ୟା,୨୨ା୧: ରାମନଗରୀ ଅଯୋଧ୍ୟା ଆଜି ବର ପରି ସଜେଇ ହୋଇଛି। ଆଜି ଭାରତବର୍ଷ ରାମଙ୍କ ଆନନ୍ଦରେ ପରିପୂର୍ଣ୍ଣ ହୋଇଛି। ରାମମନ୍ଦିରର ଉଦ୍‌ଘାଟନ ଏବଂ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସହିତ ରାମ ଭକ୍ତଙ୍କ ପ୍ରାୟ ୫୦୦ ବର୍ଷର ପ୍ରତୀକ୍ଷାର ଅନ୍ତଃ ଘଟିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ପ୍ରାଣ ପ୍ରତିଷ୍ଠା ଉତ୍ସବ: ନଡ୍ଡା-ଶାହା କାହିଁକି ଯିବେନି…

ଅଯୋଧ୍ୟା,୨୨।୧ : ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୧୧ ୦୦୦ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ରବିବାର ସନ୍ଧ୍ୟାଠାରୁ ଅତିଥିମାନେ ରାମ ନଗରୀ ଅଯୋଧ୍ୟାରେ ପହଞ୍ଚିଛନ୍ତି। ତେବେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ଜାତୀୟ…

ଆଜି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା: ସାଧାରଣ ଦର୍ଶନ କେତେବେଳେ, କୌଣସି ଦେୟ ଅଛି କି ନାହିଁ ଜାଣନ୍ତୁ ଏ ସମ୍ପର୍କରେ…

ଅଯୋଧ୍ୟା,୨୨ା୧: ଆଜି ଅର୍ଥାତ୍‌ ସୋମବାର ୨୨ ତାରିଖରେ ଅଯୋଧ୍ୟାରେ ନୂଆ ରାମମନ୍ଦିରର ପ୍ରତିଷ୍ଠା କରାଯିବ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶ ତଥା ବିଶ୍ୱର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଟ୍ରଷ୍ଟ ଅନୁଯାୟୀ,…

ଖାଅନି ଆଣ୍ଟିବାୟୋଟିକ୍ସ

ଶୁଣିବାକୁ ମିଳେ ସମ୍ରାଟ ଆକବର କାଳେ ଥରେ ବୀରବଲ୍‌ଙ୍କୁ ପଚାରିଲେ, କୁହ ଭାରତରେ କେଉଁ ବୃତ୍ତିର ଅଧିକ ଲୋକ ଅଛନ୍ତି। ବୀରବଲ୍‌ ତତ୍‌କ୍ଷଣାତ୍‌ ଉତ୍ତର ଦେଲେ-ବୈଦ୍ୟଙ୍କ ସଂଖ୍ୟା ବେଶି। ଏହା ଶୁଣିବା ପରେ ଏହାର ପ୍ରମାଣ ଦେବାକୁ ଆକବର କହିବାରୁ ସେ…

ପ୍ରାଣ ପ୍ରତିଷ୍ଠା ଉତ୍ସବରେ କାହିଁକି ଯୋଗ ଦେବେନି ଲାଲକୃଷ୍ଣ ଆଡଭାଣୀ, ଏହା ହେଉଛି କାରଣ…

ଅଯୋଧ୍ୟା,୨୨।୧ : ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାଣୀ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବେ ନାହିଁ। ସୂତ୍ରରୁ ପ୍ରକାଶ , ସେ ରାମ ମନ୍ଦିର କାର୍ଯ୍ୟକ୍ରମରେ ଯୋଗଦେବା ସମ୍ଭାବନା କମ। ଥଣ୍ଡା ଯୋଗୁ ଆଡଭାଣୀ ତାଙ୍କର…

ଅମରାବତୀରୁ ୫୦୦ କିଲୋଗ୍ରାମ “କୁଙ୍କୁମ” ସହିତ ଅନ୍ୟ ସ୍ଥାନରୁ ରାମ ମନ୍ଦିରରେ ପହଞ୍ଚିଲା ଏସବୁ…

ଅଯୋଧ୍ୟା,୨୨।୧ : ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କନ୍ନୌଜରୁ ସ୍ବତନ୍ତ୍ର ସୁଗନ୍ଧିତ ଅତର, ଅମରାବତୀରୁ ୫୦୦ କିଲୋଗ୍ରାମ “କୁଙ୍କୁମ”, ଦିଲ୍ଲୀର ରାମ ମନ୍ଦିରରୁ ସଂଗୃହିତ ଶସ୍ୟ, ଭୋପାଳରୁ ଫୁଲ ଏବଂ ମଧ୍ୟପ୍ରଦେଶର ଛିନ୍ଦୱାରା ଠାରୁ ୪,୩୧ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?