Home

ଡାକ୍ତରଖାନାରେ ଭର୍ତ୍ତି ହେଲେ ସୈଫ୍‌ ଅଲ୍ଲୀ ଖାନ୍‌

ମୁମ୍ବାଇ: ବଲିଉଡ୍‌ର ଭେଟେରାନ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ବିଷୟରେ ଏକ ବଡ଼ ଖବର ଆସିଛି। ଏହି ଅଭିନେତାଙ୍କୁ ସୋମବାର ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଆଣ୍ଠୁ ଏବଂ କାନ୍ଧ ଭାଙ୍ଗିଯାଇଛି। ତାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର କରାଯାଇଥିବା କୁହାଯାଉଛି।…

NICLରେ ଏଓ-ଆସିଷ୍ଟାଣ୍ଟ ଭ୍ୟାକାନ୍ସି: କରନ୍ତୁ ଏଭଳି ଆବେଦନ…

ନୂଆଦିଲ୍ଲୀ,୨୨।୧ : ସରକାରୀ ଚାକିରି ପାଇବା ପାଇଁ ସ୍ନାତକ ହାସଲ କରିଥିବା ଦେଶର ଯୁବବର୍ଗମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ରହିଛି। ନ୍ୟାଶନାଲ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ (ଏଆଇସିଏଲ) ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। ସମ୍ପ୍ରତି ୨୭୪ ଆଡମିନିଷ୍ଟ୍ରେଟିଭ ଅଫିସର…

ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ବିଶିଷ୍ଠ ବ୍ୟକ୍ତି ଭଗବାନ ରାମଲାଲାଙ୍କ ପୂଜାରେ ଉପସ୍ଥିତ ଅଛନ୍ତି। ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ପିଏମ ମୋଦି କ୍ରିମ ରଙ୍ଗର କୁର୍ତ୍ତା…

ପ୍ରାଣପ୍ରତିଷ୍ଠା ଉତ୍ସବରେ ସାମିଲ ହେଲେ ଗଜପତି ମହାରାଜ

ଅଯୋଦ୍ଧା,୨୨ା୧: ଦୀର୍ଘ ୫୦୦ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଆଜି ସମଗ୍ର ଦେଶ ରାମନାମରେ ପ୍ରକମ୍ପିତ ହୋଇଉଠିଛି। ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ଦେଶ ବିଦେଶରୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅଯୋଧ୍ୟାରେ ପହଞ୍ଚିଥିଲେ। ଏହି ଅବସରରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ…

ପ୍ରାଣପ୍ରତିଷ୍ଠା ପୂର୍ବରୁ ପରସ୍ପରକୁ ଆଲିଙ୍ଗନ କରି ଭୋ ଭୋ ହୋଇ କାନ୍ଦିଲେ ଏହି ୨ ମହିଳା: ଜାଣନ୍ତୁ କାହିଁକି

ଅଯୋଧ୍ୟା,୨୨।୧: ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣପ୍ରତିଷ୍ଠା ସମାରୋହର ଚାଲିଛି। ଏହା ରାମଙ୍କ ଭକ୍ତମାନଙ୍କ ପାଇଁ ଏକ ‘ସ୍ବପ୍ନ ସାକାର ହେବା’ ଭଳି। ରାମମନ୍ଦିର ଆନ୍ଦୋଳନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସାଧ୍ୱୀ ରୀତାମ୍ବରା ଏବଂ ଉମା ଭାରତୀ ସୋମବାର ରାମମନ୍ଦିର…

ଭାରତରେ ପ୍ରତିବର୍ଷ ଏକ କୋଟିରୁ ଅଧିକ ଲୋକ କରୁଛନ୍ତି ବିବାହ: ଖର୍ଚ୍ଚ ହେଉଛି ୧୧ ଲକ୍ଷ କୋଟିରୁ ବେଶୀ…

ନୂଆଦିଲ୍ଲୀ,୨୨।୧: ପରିସଂଖ୍ୟାନ ଦର୍ଶାଉଛି ପ୍ରତିବର୍ଷ ଭାରତରେ କୋଟିଏରୁ ଅଧିକ ଲୋକ ବିବାହ କରନ୍ତି, ଯାହା ଦେଶର ସାଂସ୍କୃତିକ ବିବିଧତା ଏବଂ ରୀତିନୀତିର ରଙ୍ଗୀନ ଚିତ୍ର ଉପସ୍ଥାପନ କରିଥାଏ। ପ୍ରତ୍ୟେକ ଜାତି, ଧର୍ମ ଏବଂ ଅଞ୍ଚଳର କାହାଣୀ ଅଲଗା ଅଲଗା ହୋଇଥାଏ। ପ୍ରତ୍ୟେକ…

ବାଇକ୍‌କୁ ଧକ୍କା ଦେଲା କାର୍‌, ଚାଲିଗଲା ଦମ୍ପତିଙ୍କ ଜୀବନ

ଖଲ୍ଲିକୋଟ,୨୨ା୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ନାରାୟଣୀ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ କାର୍‌ ଧକ୍କା ଦେବାରୁ ବାଇକ୍‌ରେ ବସିଥିବା ସ୍ତ୍ରୀ ଏବଂ ସ୍ବାମୀଙ୍କର ଘଟଣାସ୍ଥଳରେ ମୃତ୍ୟୁ…

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମ୍ପନ୍ନ: ଜାଣନ୍ତୁ ଏହି ଦିବ୍ୟମୁହୂର୍ତ୍ତବେଳେ କିଏ ଥିଲେ ଉପସ୍ଥିତ

ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ବିଶିଷ୍ଠ ବ୍ୟକ୍ତି ଭଗବାନ ରାମଲାଲାଙ୍କ ପୂଜାରେ ଜଡିତ ଅଛନ୍ତି। ଆରଏସଏସ ମୁଖ୍ୟ ମୋହନ ଭଗବତ, ୟୁପି ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ, ଯୋଗୀ…

ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ହେଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା

ଅଯୋଧ୍ୟା,୨୨।୧: ବହୁ ପ୍ରତିକ୍ଷିତ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏହା ସମ୍ପନ୍ନ ହୋଇଛି। ଶହ ଶହ ବର୍ଷ ଧରି ବିଚାରାଧୀନ ଅଯୋଧ୍ୟାରେ ଥିବା ରାମ ମନ୍ଦିର ସୋମବାରଅର୍ଥାତ୍‌ ୨୨ ଜାନୁଆରୀରେ ଉଦଘାଟିତ ହୋଇଛି। ପ୍ରଧାନମନ୍ତ୍ରୀ…

ମୁଁ ଏ ପୃଥିବୀର ସବୁଠୁ ଭାଗ୍ୟଶାଳୀ ବ୍ୟକ୍ତି: ଯୋଗୀରାଜ

ଅଯୋଧ୍ୟା,୨୨।୧: ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣପ୍ରତିଷ୍ଠା ସମାରୋହର ଆୟୋଜନ ହେଉଛି। ଏହା ରାମଙ୍କ ଭକ୍ତମାନଙ୍କ ପାଇଁ ଏକ ‘ସ୍ବପ୍ନ ସାକାର ହେବା’ ଭଳି। ରାମଲାଲାଙ୍କ ପ୍ରତିମୂର୍ତ୍ତି ତିଆରି କରିଥିବା ପ୍ରସିଦ୍ଧ ଶିଳ୍ପୀ ଅରୁଣ ଯୋଗୀରାଜ ମଧ୍ୟ ଏହି ଅବସରରେ ବହୁତ ଖୁସି…

ସରିଲା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା

ଅଯୋଧ୍ୟା,୨୨ା୧: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଅଯୋଧ୍ୟାରେ ସରିଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୪ ସେକେଣ୍ଡର ଶୁଭ ସମୟ ମଧ୍ୟରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରିଥିଲେ। କାଶୀ ପୀଠର ବେଦଜ୍ଞ ପ୍ରାଣପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ପ୍ରଭୁ ରାମଲାଲା…

‘ରାମମୟ’ ହେଲା ମୁକେଶ ଅମ୍ବାନୀଙ୍କ ଘର

ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ନୂତନ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ମାତ୍ର କିଛି ଘଣ୍ଟା ବାକି ଅଛି। ସମଗ୍ର ଦେଶରେ ମନ୍ଦିରଗୁଡ଼ିକରେ ଉତ୍ସବ ଚାଲିଛି। ଦୀର୍ଘ ଲଢେଇ ପରେ ଭକ୍ତମାନେ ଶେଷରେ ସେମାନଙ୍କର ରାମ ମନ୍ଦିର ପାଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?