Posted inଜାତୀୟ

କିଏ ହେବେ ମୁଖ୍ୟମନ୍ତ୍ରୀ: ସୋରେନ ପରିବାର କଳି ପଦାରେ, ଏବେ ବଡ଼ ବୋହୂ କହିଲେ ମୁଁ ହେବି, ପଦବୀ ଉପରେ ମୋର ପ୍ରଥମ ଅଧିକାର…

ରାଞ୍ଚି,୩୧।୧ : କୁହାଯାଉଛି ଯଦି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଝାଡଖଣ୍ଡର ସିଏମ ହେମନ୍ତ ସୋରେନଙ୍କୁ ଗିରଫ କରେ ତେବେ ତାଙ୍କ ସ୍ତ୍ରୀ କଳ୍ପନା ସୋରେନ ରାଜ୍ୟର ପରବର୍ତ୍ତୀ ସିଏମ ହୋଇପାରନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ସୋରେନ ପରିବାର ମଧ୍ୟରେ ଲାଗିଥିବା କଳୀ ପଦାରେ ପଡ଼ିଛି। ସୋରେନ ପରିବାରର ବଡ ବୋହୂ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଜର ଦାବି ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି କଳ୍ପନା ସିଏମ ହେବା ତାଙ୍କ ପାଇଁ ଗ୍ରହଣୀୟ ନୁହେଁ।

ବାସ୍ତବରେ ସୀତା ମୁର୍ମୁ ଓରଫ ସୀତା ସୋରେନ ହେଉଛନ୍ତି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତ୍ରୀ। ସେ ଝାଡଖଣ୍ଡର ଜାମାର ବିଧାୟିକା। ସୀତା ଜେଏମଏମ ମୁଖ୍ୟ ଶିବୁ ସୋରେନଙ୍କ ବଡ ପୁଅ ସ୍ବର୍ଗତ ଦୁର୍ଗା ସୋରେନଙ୍କ ସ୍ତ୍ରୀ।

ସୀତା କହିଛନ୍ତି ହେମନ୍ତଙ୍କ ସ୍ତ୍ରୀ କଳ୍ପନା ସିଏମ ହେବା ଉଚିତ ନୁହେଁ। ଏହି ପଦବୀ ଉପରେ ମୋର ପ୍ରଥମ ଅଧିକାର ରହିଛି। ଭାବରେ ଗ୍ରହଣୀୟ ନୁହେଁ। ସେ କହିଛନ୍ତି ହେମନ୍ତ ପଦବୀରୁ ହଟିଲେ ମୋର ସିଏମ ଚେୟାରରେ ମୋର ପ୍ରଥମ ଦାବି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟ ବିଚାରପତି କହିଲେ ମୁଁ ଖୁସି, କାରଣ ଏତେ ସଂଖ୍ୟକ…

ନୂଆଦିଲ୍ଲୀ,୨୪ା୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବମ୍ପର ମତଦାନକୁ ନେଇ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ତାଙ୍କର ଖୁସି ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି,…

ଅଜିତ ପାୱାରଙ୍କ ଜୀବନ ନେଇଗଲା ‘କଳା ଯାଦୁ’? ମିଳିଲା ଗଛରେ ଝୁଲୁଥିବା ଏକ କଳା ଛେଳି, ଆଶ୍ଚର୍ଯ୍ୟଜନକ ଦାବି କଲେ…

ମୁମ୍ବାଇ,୨୪।୪: ବାରାମତୀ ଭୂମି ଉପରେ ଏହି ନୂତନ ଦାବି ରାଜନୀତି ଏବଂ ସମାଜ ଉଭୟକୁ ଆଲୋଡ଼ିତ କରିଛି। ଅଜିତ ପାୱାରଙ୍କ ମୃତ୍ୟୁ ସମ୍ପର୍କରେ “କଳା ଯାଦୁ”ର ତତ୍ତ୍ୱ…

ରବିଧାନ ସଂଗ୍ରହ କମିଟି ବୈଠକ: ମେ’ ୧୧ରୁ ରବିଧାନ କିଣାବିକା

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମେ’ ୧୧ତାରିଖରୁ ଜିଲାରେ ରବିଧାନ…

ଯାହା ଡଙ୍ଗାରେ ବସିଥିଲେ ମୋଦି, ସାମ୍ନାକୁ ଆସିଲା ନାଉରିଆଙ୍କ ପ୍ରତିକ୍ରିୟା, କହିଲେ ଆମକୁ ୫ମିନିଟ୍‌ ପୂର୍ୱରୁ…

କୋଲକାତା,୨୪।୪: ପଶ୍ଚିମବଙ୍ଗର ୧୫୨ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଗୁରୁବାର (୨୩ ଏପ୍ରିଲ) ଦିନ ହୋଇଥିଲା। ଭୋଟ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର…

ନିର୍ବାଚନ ହେବ, କିନ୍ତୁ ସେମାନେ ଭୋଟ ଦେଇପାରିବେ ନାହିଁ… ବଙ୍ଗଳାରେ ଭୋଟର ତାଲିକାରୁ ୬୫ ଜଣ ନିର୍ବାଚନ ଅଧିକାରୀଙ୍କ ନାମ ବାଦ ପଡ଼ିଲା

କୋଲକାତା,୨୪।୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(SIR)କୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ୬୫ ଜଣ ଅଧିକାରୀଙ୍କ ନାମ ଭୋଟର…

Bihar Politics: ଫ୍ଲୋର ଟେଷ୍ଟରେ ପାସ୍‌ କଲେ ସମ୍ରାଟ ଚୌଧୁରୀ ସରକାର, ଭଏସ୍‌ ଭୋଟରେ ହୋଇଥିଲା ଭୋଟିଂ

ପାଟନା,୨୪।୪: ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ବିଧାନସଭାରେ ଭାଷଣ ଦେଇଥିଲେ। ତାଙ୍କ ଅଭିଭାଷଣ ସମୟରେ ସେ ନୀତୀଶ…

ହର୍ମୁଜ ପୂରା ବନ୍ଦ ହୋଇଗଲେ କେଉଁ ଦେଶ ହୋଇଯିବ ଧ୍ୱସଂ? ଜାଣନ୍ତୁ ଭାରତରେ ପଡିବ କି ପ୍ରଭାବ…

ନୂଆଦିଲ୍ଲୀ,୨୪।୪: ହର୍ମୁଜ ପ୍ରଣାଳୀ କେବଳ ଏକ ସଂକୀର୍ଣ୍ଣ ଜଳପଥ ନୁହେଁ; ଏହା ବିଶ୍ୱ ଅର୍ଥନୀତିର ପ୍ରାଥମିକ ଧମନୀ, ଯାହା ଉପରେ ବିଶ୍ୱର ଶକ୍ତି ସୁରକ୍ଷା ନିର୍ଭର କରେ।…

ପିଚୁ ରାସ୍ତା ଖୋଳି ପାଇପ୍‌ ଲାଇନ ବିଛାଉଛି କମ୍ପାନୀ, ବିନା ଅନୁମତିରେ…

ପାଟଣା,୨୪ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମେଗା ପାନୀୟ ଜଳ ଯୋଗାଣ ପାଇଁ ପାଇପ ଲାଇନ୍‌ ବିଛାଇବା କାର୍ଯ୍ୟକୁ ଠିକାରେ ନେଇଥିବା କମ୍ପାନୀ ମନଇଚ୍ଛା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri