ରାମ ମନ୍ଦିର ସ୍ବପ୍ନ ସତ ହେଲା, ଚନ୍ଦ୍ରରେ ଉଡିଲା ତ୍ରିରଙ୍ଗା: ରାଷ୍ଟ୍ରପତି…
ନୂଆଦିଲ୍ଲୀ,୩୧।୧ : ସଂସଦର ବଜେଟ ଅଧିବେଶନ ବୁଧବାରଠାରୁ ଆରମ୍ଭ ହୋଇଛି। ଏହା ଫେବୃଆରୀ ୯ ପର୍ଯ୍ୟନ୍ତ ଚାଲିବ। ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ମଧ୍ୟବର୍ତ୍ତୀ ବଜେଟ, ଯାହା ଆସନ୍ତା କାଲି ଅର୍ଥାତ ଫେବୃଆରୀ ୧…
ଗୀତ ଶୁଣି ତାଳିମାରି ନାଚୁଛି କୁକୁର,ସୋସିଆଲ ମିଡ଼ିଆରେ ଭାଇରାଲ, ୬ ମିଳିୟନ ଲାଇକ-୬୧ ମିଳିୟନ ଭିୟୁ…
ପ୍ରୟାଗରାଜ,୩୧।୧ : ସୋସିଆଲ ମିଡିଆରେ କିଛି ଭିଡିଓ ଅଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ସମଗ୍ର ଦେଶ ରାମଙ୍କ ପ୍ରତି ଭକ୍ତିରେ ବୁଡି ରହିଛି। ଏହି ସମୟରେ, ଏକ କୁକୁରର ଭିଡିଓ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ଭିଡିଓକୁ ବହୁତ…
ଭାରତୀୟଙ୍କ ପାଇଁ ବଡ଼ ସୁଯୋଗ: କାରପେଣ୍ଟର-ମିସ୍ତ୍ରୀ ଚାକିରରେ ମାସକୁ ଦରମା ୧.୪୦ ଲକ୍ଷ…
ନୂଆଦିଲ୍ଲୀ,୩୧।୧ : ଭାରତର କେତେକ ରାଜ୍ୟ ସେମାନଙ୍କ ଶ୍ରମିକମାନଙ୍କୁ ଇସ୍ରାଏଲକୁ ପଠାଇବା ପାଇଁ ନିଯୁକ୍ତି ଡ୍ରାଇଭ ଚଳାଉଛନ୍ତି। ଏହି ନିଯୁକ୍ତି ଡ୍ରାଇଭ ହରିୟାଣା ଏବଂ ୟୁପିରେ ଚାଲିଛି, କିନ୍ତୁ ବର୍ତ୍ତମାନ ଆଉ ୫ଟି ରାଜ୍ୟ ଏଥିରେ ଯୋଗଦେବାକୁ ଚାହୁଁଛନ୍ତି। ଏହି ପାଞ୍ଚଟି…
ଦିଲ୍ଲୀ ଏନସିଆରରେ ଦିଶୁନି ରାସ୍ତା: ୫୦ ବିମାନ ଉଡାଣ ବାତିଲ, ୨୩ ଟ୍ରେନ ୬ ଘଣ୍ଟା ବିଳମ୍ବ…
ନୂଆଦିଲ୍ଲୀ,୩୧।୧ : ଦିଲ୍ଲୀ-ଏନସିଆରରେ ଘନ କୁହୁଡି ବ୍ୟାପିଛି, ଯେଉଁ କାରଣରୁ ଏଠାରେ ସାଧାରଣ ଜୀବନ ପ୍ରଭାବିତ ହେବାରେ ଲାଗିଛି। ରାସ୍ତାଠାରୁ ଆରମ୍ଭ କରି ବାୟୁପଥ ପର୍ଯ୍ୟନ୍ତ ସବୁକିଛି ଉପରେ ଏହାର ପ୍ରଭାବ ପଡିଛି। ସୂଚନା ଅନୁଯାୟୀ, ଦିଲ୍ଲୀ ବିମାନବନ୍ଦରରେ ୫୦ରୁ ଅଧିକ…
ହେମନ୍ତ-କଳ୍ପନା ସୋରେନଙ୍କ ପାଖରେ ରହିଛି ଏତେ ଟଙ୍କା, ଜାଣିଲେ ହୋଇଯିବେ ତାଜୁବ୍
ରାଞ୍ଚି/ନୂଆଦିଲ୍ଲୀ,୩୧।୧: ଜମି ଦୁର୍ନୀତି ଓ ମନି ଲଣ୍ଡ୍ରିଂ ମାମଲାରେ ଫସିଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଟିଭି ଚ୍ୟାନେଲ ଠାରୁ ଆରମ୍ଭ କରି ଖବରକାଗଜ ଯାଏଁ ସିଏ ସବୁଠାରେ ଶିରୋନାମା ମଣ୍ଡନ କରିଛନ୍ତି। ୧୯୯୭ରେ ବହୁଚର୍ଚ୍ଚିତ…
ପାନୀୟରେ ବିଷାକ୍ତ ପ୍ରଦାର୍ଥ: ମାମଲା ରୁଜୁ କଲେ କ୍ରିକେଟର…
ଅଗରତାଲା,୩୧।୧ : ଭାରତର ଓପନିଂ ବ୍ୟାଟ୍ସମ୍ୟାନ ତଥା କର୍ନାଟକର ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କୁ ତ୍ରିପୁରାର ରାଜଧାନୀ ଅଗରତାଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିମାନରେ ସୁରଟ ଯାତ୍ରା ସମୟରେ ମୟଙ୍କ ଅସୁସ୍ଥ ହୋଇପଡିଥିଲେ। ସେ ପାଟି ଓ ଗଳାରେ ଜଳାପୋଡା ହେଉଥିବା ଅଭିଯୋଗ…
ପାଲାନି ମନ୍ଦିର ଧ୍ୱଜସ୍ତମ୍ଭ ସମ୍ମୁଖଦେଇ ଅଣ-ହିନ୍ଦୁଙ୍କ ପ୍ରବେଶ ମନା: ହାଇକୋର୍ଟଙ୍କ ରାୟ…
ଚେନ୍ନାଇ,୩୧।୧ : ତାମିଲନାଡୁର ପାଲାନି ମନ୍ଦିର ମାମଲାରେ ମାଡ୍ରାସ ହାଇକୋର୍ଟ କହିଛନ୍ତି ଅଣ-ହିନ୍ଦୁମାନଙ୍କୁ ଧ୍ୱଜସ୍ତମ୍ଭ ସମ୍ମୁଖରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ଏନେଇ ମନ୍ଦିରର ପ୍ରବେଶ ଦ୍ୱାରରେ ଏକ ବୋର୍ଡ ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ…
ବଜେଟ ପୂର୍ବରୁ ସରକାରଙ୍କ ଉପହାର: ଶସ୍ତା ହେବ ମୋବାଇଲ ଫୋନ
ନୂଆଦିଲ୍ଲୀ,୩୧।୧: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିବେ। ତେବେ ସରକାର ଆଜି ମୋବାଇଲ ଫୋନ ଇଣ୍ଡଷ୍ଟ୍ରିକୁ ଏକ ଉପହାର ଦେଇଛନ୍ତି। ଏହା ଅଧୀନରେ ସରକାର ମୋବାଇଲ ପାର୍ଟସ୍ର…
ଆଜିଠୁ ବଜେଟ ଅଧିବେଶନ
ନୂଆଦିଲ୍ଲୀ,୩୧।୧(ପି.ଟି.): ପାର୍ଲାମେଣ୍ଟର ବଜେଟ ଅଧିବେଶନ ବୁଧବାର ଆରମ୍ଭ ହେଉଛି। ଚଳିତ ଲୋକ ସଭାର ଏହା ଶେଷ ଅଧିବେଶନ। ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ଗୃହକାର୍ଯ୍ୟ ପରିଚାଳନାରେ ସହଯୋଗ ପାଇଁ ସରକାର ବିରୋଧୀ…
ତେଜସ୍ବୀ ଯାଦବଙ୍କୁ ୮ ଘଣ୍ଟା ଯାଏ ପଚରାଉଚରା କଲା ଇଡି, ୬୦ ପ୍ରଶ୍ନର ଉତ୍ତର ମାଗିଲା…
ପାଟନା,୩୦।୧: ଆର୍ଜେଡି ନେତା ତେଜସ୍ବୀ ଯାଦବଙ୍କୁ ‘ଲ୍ୟାଣ୍ଡ ଫର୍ ଜବ୍ ସ୍କାମ୍’ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୮ ଘଣ୍ଟା ଧରି ପଚରାଉଚରା କରିଛି। ମନି ଲଣ୍ଡରିଂ ଆଇନ ଅନୁଯାୟୀ ପଚରାଉଚରା କରାଯିବା ପରେ ମଙ୍ଗଳବାର ଅପରାହ୍ନରେ ସେ ବାହାରିଥିଲେ। ଆର୍ଜେଡି ମୁଖ୍ୟ ଲାଲୁ…
ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ସାମିଲ୍ ହେଲେ ଅନାଥ ଓ କିନ୍ନର ଶିଶୁ, ଉଚ୍ଚଶିକ୍ଷା ପାଇଁ ମିଳିବ ସହାୟତା
ଭୁବନେଶ୍ବର,୩୦।୧: ଅନାଥ, ବାଲ୍ୟ ବିବାହ ସମୟରେ ଉଦ୍ଧାର ହୋଇଥିବା ଶିଶୁ ଓ କିନ୍ନର ଶିଶୁଙ୍କୁ ରାଜ୍ୟ ସରକାର ଉଚ୍ଚଶିକ୍ଷା ପାଇଁ ସହାୟତା ଯୋଗାଇଦେବେ। ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ପାଇଁ ସେମାନଙ୍କୁ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ସାମିଲ କରିଛନ୍ତି ନବୀନ…
ରାଜ୍ୟ କଂଗ୍ରେସରେ ବଡ ପରିବର୍ତ୍ତନ: ବଦଳିଲେ ସଭାନେତ୍ରୀ
ଭୁବନେଶ୍ୱର,୩୦।୧: ଲୋକସଭା ଓ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଓଡିଶା ରାଜନୀତି ମଧ୍ୟ ସେତିକି ସରଗରମ ହେଉଛି। ଏବେ ପୁରା ଆକ୍ସନ ମୋଡରେ ଆସିଛନ୍ତି ୩ଦଳ ଭାଜପା, କଂଗ୍ରେସ ଓ ବିଜେଡି। ଭାଜପା ପାଇଁ ମୋଦି ଦୁଇଦୁଇ ଥର ଓଡିଶା…

