Home

ସାବଧାନ! ଫୁଟାଉଛନ୍ତି କି ଆଙ୍ଗୁଳି? ହୋଇପାରେ ଏସବୁ ସମସ୍ୟା…

ସାଧାରଣତଃ ସମସ୍ତେ ନିଜ ନିଜର ଆଙ୍ଗୁଳି ଫୁଟାଇଥାନ୍ତି। ଅନେକ ଥର, ଏହି ଅଭ୍ୟାସରେ ଲୋକେ ଏତେ ଅଭ୍ୟସ୍ତ ଯେ, ବିନା କାରଣରେ ବାରମ୍ବାର ଆଙ୍ଗୁଳି ଫୁଟାଇଥାନ୍ତି। ବେଳେବେଳେ ଲୋକେ ନିଜ ବେକକୁ ମୋଡ଼ିଥାନ୍ତି। ଏପରି କାର୍ଯ୍ୟ କରିବା କେବଳ ବୈଜ୍ଞାନିକ ନୁହେଁ…

ହଠାତ୍‌ ଡ୍ରେସିଂ ରୁମ୍‌ ଭିତରକୁ ପଶିଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି: ଶାମି କଲେ ଅନେକ ଖୁଲାସା

ନୂଆଦିଲ୍ଲୀ,୮।୨: ନିକଟରେ ଭାରତୀୟ କ୍ରିକେଟ ଦଳ ବିଶ୍ୱକପ ଫାଇନାଲରେ ହାରି ଯାଇଥିଲା। ଫାଇନାଲରେ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ ପରାସ୍ତ କରିଥିଲା। ଏହାପୂର୍ବରୁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଟୁର୍ନାମେଣ୍ଟରେ ଏହାର ସମସ୍ତ ମ୍ୟାଚ ଜିତିଥିଲେ ମଧ୍ୟ ଟାଇଟଲ ମ୍ୟାଚରୁ ବଞ୍ଚିତ…

ଶ୍ୱେତପତ୍ରକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କଲେ ମୋଦି

ନୂଆଦିଲ୍ଲୀ,୮ା୨: ପାର୍ଲାମେଣ୍ଟର ବଜେଟ୍‌ ଅଧିବେଶନରେ ମୋଦି ସରକାର ଗୁରୁବାର କଂଗ୍ରେସର ୧୦ ବର୍ଷ କାର୍ଯ୍ୟକାଳ ବିରୋଧରେ ଏକ ଶ୍ୱେତପତ୍ର ଆଣିବା ପାଇଁ ରୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ ବରିଷ୍ଠ ମନ୍ତ୍ରୀଙ୍କ ସହ ଏହି ବୈଠକ କରିଛନ୍ତି। ଯେଉଁଥିରେ ରାଜନାଥ ସିଂ, ପ୍ରହ୍ଲାଦ…

ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୮।୨: ଦିଲ୍ଲୀ କ୍ୟାପିଟାଲ୍ସର ବୋଲର ପ୍ରବୀଣ ଦୁବେ ବିବାହ କରିଛନ୍ତି। ସେ ଏହି ସୂଚନା ସୋସିଆଲ ମିଡିଆ ମାଧ୍ୟମରେ ଶେୟାର କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ଲ୍ସ ମଧ୍ୟ ପ୍ରବୀଣଙ୍କୁ ତାଙ୍କ ବିବାହରେ ଅଭିନନ୍ଦନ ଜଣାଇଛନ୍ତି। ଦଳ ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ଶେୟାର କରିଛନ୍ତି।…

ପାକିସ୍ତାନରେ ନିର୍ବାଚନ ଫିକ୍ସିଂ: ଭୋଟ ଯାହାକୁ ମିଳୁ, କିନ୍ତୁ ଶାସନ କରିବେ ଏହି ନେତା…

ଇସଲାମାବାଦ,୮।୨ : ଗୁରୁବାର ଦିନ ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହା ହେଉଛି ଦେଶର ଦ୍ୱାଦଶ ସାଧାରଣ ନିର୍ବାଚନ। ପାକିସ୍ତାନୀ ରାଜନୈତିକ ବିଶ୍ଳେଷକଙ୍କ ଅନୁଯାୟୀ, ପାକିସ୍ତାନରେ ନିର୍ବାଚନ ଫିକ୍ସିଂ ହୋଇଛି। ଏଠାରେ କିଏ ଭୋଟ ପାଆନ୍ତୁ ନା…

ନୀତୀଶଙ୍କ ପରେ ଏନ୍‌ଡିଏ ହାତ ଧରିପାରନ୍ତି TDP ଅଧ୍ୟକ୍ଷ, ଶାହା-ନଡ୍ଡାଙ୍କୁ ଭେଟିଲେ…

ଅମରାବତି,୮।୨: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାରଙ୍କ ପରେ ଆଉ ଜଣେ ବରିଷ୍ଠ ନେତା ଏନ୍‌ଡିଏ ମୁହାଁ ହୋଇଛନ୍ତି। ୨୦୨୪ ନିର୍ବାଚନ ପୂର୍ବରୁ ରାଜନୈତିକ ହଲଚଲ ମଧ୍ୟରେ ତେଲୁଗୁ ଦେଶମ ପାର୍ଟି(ଟିଡିପି) ପ୍ରମୁଖ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଏନ୍‌ଡିଏ…

ପାକିସ୍ତାନରେ ରିଲିଜ୍‌ ହୋଇଥିବା ପ୍ରଥମ ରଙ୍ଗୀନ ବଲିଉଡ ଫିଲ୍ମ, ମିଳିଥିଲା ଲୋକପ୍ରିୟତା ହେଲେ ଲଗାଯାଇଥିଲା ବ୍ୟାନ୍‌

ଇସଲାମବାଦ,୮।୨: ‘ମୋଗଲ-ଏ-ଆଜମ’ ଫିଲ୍ମ ୧୯୬୦ଦଶକ ବଲିଉଡର ଐତିହାସିକ ଡ୍ରାମା ଫିଲ୍ମ ଭାବେ ଖ୍ୟାତି ଅର୍ଜନ କରିଛି। ଏହି ଫିଲ୍ମକୁ ଦିଲୀପ କୁମାରଙ୍କ ତାଙ୍କ କ୍ୟାରିଅରର କ୍ଲାସିକ ଫିଲ୍ମ ଭାବେ ପରିଚିତ କରାଯାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ଏହି ଫିଲ୍ମର ପ୍ରଥମ…

ଇନ୍‌ଷ୍ଟାଗ୍ରାମ ଷ୍ଟାଟସ୍‌ରେ ଏମିତି କ’ଣ କହିଦେଲେ ଜସପ୍ରୀତ୍‌ ବୁମରା: ଭାଇରାଲ ହେଉଛି ପୋଷ୍ଟ

ରାଜକୋଟ,୮।୨:ବିଶାଖାପାଟନମ ଟେଷ୍ଟରେ ଭାରତୀୟ ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଏହି ଟେଷ୍ଟର ପ୍ରଥମ ଇନିଂସରେ ଜସପ୍ରୀତ ବୁମ୍‌ରା ୬ଟି ଉଇକେଟ ନେଇଥିଲେ। ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ୩ ଜଣ ବ୍ୟାଟ୍ସମ୍ୟାନ ସେମାନଙ୍କର ଶିକାର…

Inflation: ଭେଜ୍‌ ଥାଳିର ଦାମ ବଢ଼ିଛି ୫ ପ୍ରତିଶତ, ନନ୍‌ ଭେଜ୍‌ ଥାଳି କମିଛି ୧୩ ପ୍ରତିଶତ…

ନୂଆଦିଲ୍ଲୀ,୮।୨ : ଚାଉଳ, ଡାଲି, ପିଆଜ ଏବଂ ଟମାଟୋର ମୂଲ୍ୟ ବୃଦ୍ଧି ଯୋଗୁ ଜାନୁଆରୀରେ ଶାକାହାରୀ ଥାଳି(ଭେଜ୍‌ ଥାଳି) ପାଞ୍ଚ ପ୍ରତିଶତ ମହଙ୍ଗା ହୋଇଛି। ତେବେ ଚିକେନ ମୂଲ୍ୟରେ ହ୍ରାସ ଯୋଗୁ ଅଣ-ଶାକାହାରୀ(ନନ୍‌ ଭେଜ୍‌ ଥାଳି) ଥାଳିର ମୂଲ୍ୟ ୧୩ ପ୍ରତିଶତ…

ରାଜ୍ୟ ସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୮।୨: ରାଜ୍ୟ ସଭା ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ଫେବୃଆରୀ ୧୫ଯାଏ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ଫେବୃଆରୀ ୧୬ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ହେବ । ସେହିପରି ୨୦ ଫେବୃଆରୀ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର…

RBI Monetary Policy: ସୁଧହାରରେ କୌଣସି ପରିବର୍ତ୍ତନ ନାହିଁ, ଜାଣନ୍ତୁ ବ୍ୟାଙ୍କ ଲୋନ୍‌ ଇଏମ୍‌ଆଇ…

ନୂଆଦିଲ୍ଲୀ,୮ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ନୀତି ହାରରେ କୌଣସି ପରିବର୍ତ୍ତନ କରିନାହିଁ। ମୁଦ୍ରା ନୀତି କମିଟିର ବୈଠକ ପରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଗୁରୁବାର ନୀତି ହାର ଘୋଷଣା କରିଛନ୍ତି। ସେ କହିଛନ୍ତି, ରେପୋ ହାର ବା ସୁଧହାର…

ଟେନ୍‌ସନ୍‌ ବଢାଇପାରନ୍ତି ୧୪ କୋଟି ଟଙ୍କାର ଖେଳାଳି

ନୂଆଦିଲ୍ଲୀ,୮।୨: ନ୍ୟୁଜିଲାଣ୍ଡର ଜବରଦସ୍ତ ଖେଳାଳି ଡାରିଲ ମିଚେଲ ଆହତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଘାତ ହେତୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଖେଳି ପାରିବେ ନାହିଁ। ଏହା ସହିତ ମିଚେଲ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?