୧.୪ ମୋବାଇଲ ନମ୍ବର ବ୍ଲକ, ୩ ଲକ୍ଷ ସିମ ବନ୍ଦ, ୫୦୦ ଗିରଫ, ସାଧାରଣ ଜନତାଙ୍କ ସୁବିଧା ପାଇଁ ସରକାରଙ୍କ ବଡ ପଦକ୍ଷେପ
ନୂଆଦିଲ୍ଲୀ,୧୦।୨: ଡିଜିଟାଲ ଠକେଇକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ୧.୪ଲକ୍ଷ ମୋବାଇଲ ନମ୍ବରକୁ ଅବରୋଧ କରିଛନ୍ତି। ଏକ ସରକାରୀ ପ୍ରକାଶନ ଅନୁଯାୟୀ, ଏହି ମୋବାଇଲ ନମ୍ବର ଆର୍ଥିକ ଠକେଇରେ ଜଡିତ ଥିଲା। ଆର୍ଥିକ ସେବା ସଚିବ ବିବେକ ଯୋଶୀ…
ରାଜପଥରେ ଅବତରଣ କରିବା ସମୟରେ ଜଳିଗଲା ବିମାନ
ଓ୍ବାଶିଂଟନ,୧୦।୨: ଫ୍ଲୋରିଡା ରାଜପଥରେ ଶୁକ୍ରବାର ଏକ ଘରୋଇ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଖବର ଅନୁଯାୟୀ ଶୁକ୍ରବାର ଏକ ବ୍ୟସ୍ତବହୁଳ ଫ୍ଲୋରିଡା ରାଜପଥରେ ପାଞ୍ଚ ଜଣଙ୍କୁ ନେଇ ଏକ ଘରୋଇ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଭୂମିରେ ଦୁଇଟି ଗାଡ଼ି…
ଫସିଗଲେ ଶାହାରୁଖଙ୍କ ଟେନଶନ ବଢାଇଥିବା ସମିର ଓ୍ବାନଖେଡେ
ମୁମ୍ବାଇ,୧୦।୨: ଏକଦା ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ଟେନଶନ ବଢାଇଥିବା ମୁମ୍ବାଇର ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାନଖେଡେ ବର୍ତ୍ତମାନ ଫସି ଯାଇଛନ୍ତି। ଆଇଆରଏସ ଅଧିକାରୀ ସମୀର ୱାନଖେଡେଙ୍କ ବିରୋଧରେ ଇଡି ଏକ ମାମଲା ରୁଜୁ କରିଛି। ଏନଏମଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଏହି…
ଆକ୍ଟିଭ ହେଲେ ତେଜସ୍ବୀ ଯାଦବ
ପାଟନା,୧୦।୨: ଯେ କୌଣସି ସମୟରେ ଏବଂ ବିହାର ରାଜନୀତିରେ ଯେକୌଣସି କଥା ସମ୍ଭବ। ଯଦିଓ ନୀତୀଶ କୁମାର ଆରଜେଡି ସହ ସମ୍ପର୍କ ଭାଙ୍ଗି ଭାଜପା ସହ ସରକାର ଗଠନ କରିଛନ୍ତି, ବିହାରରେ ରାଜନୈତିକ ଅସ୍ଥିରତା ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ। ସେଠାରେ ଯେପରି…
ସାଢେ ୩ ଘଣ୍ଟା ନିଦ, ସନ୍ଧ୍ୟା ୬ଟା ପରେ କୌଣସି ଖାଦ୍ୟ ଗ୍ରହଣ କରନ୍ତି ନାହିଁ, ମୋଦିଙ୍କ କଥା ଶୁଣି ଚମକି ପଡିଲେ ଏମପି
ନୂଆଦିଲ୍ଲୀ,୧୦।୨: ପାର୍ଲାମେଣ୍ଟରେ ବଜେଟ ଅଧିବେଶନର ଶେଷ ଦିନ ପୂର୍ବରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନେଇଯିବା ପରେ କିଛି ଏମପି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପାର୍ଲାମେଣ୍ଟ ଗୃହ କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀଙ୍କ ସହ ବସିଥିବା ୮ଜଣ ଏମପିଙ୍କ ପାଇଁ…
ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା
ନୂଆଦିଲ୍ଲୀ,୧୦।୨: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ କ୍ରମାଗତ ଭାବରେ ଅଗ୍ରଗତି କରୁଛି। ଯୋଜନା ଅନୁଯାୟୀ ସବୁକିଛି ଚାଲିଛି । କିନ୍ତୁ ସୂଚନା ମିଳିଛି ଯେ ବର୍ତ୍ତମାନ ଏହି ଯୋଜନା ପରିବର୍ତ୍ତନ କରାଯାଇପାରିବ।…
୧୨ରୁ ଏଏସିସିଆଇର ଗ୍ରୀନ୍ କନ୍କ୍ଲେଭ
ଭୁବନେଶ୍ୱର,୧୦।୨: ଅନ୍ତର୍ଜାତୀୟ ଶିଳ୍ପ ସଙ୍ଗଠନ ଏସିଆନ୍-ଆଫ୍ରିକାନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ଏଏସିସିଆଇ)ର ଓଡ଼ିଶା ଶାଖା (ଚାପ୍ଟର) ପକ୍ଷରୁ ଏକ ୩ଦିନିଆ ବିଜ୍ନେସ ସମ୍ମିଟ ଆଣ୍ଡ ଏକ୍ସପୋ ‘ଗ୍ରୀନ୍ କନ୍େକ୍ଲେଭ’ ଭୁବନେଶ୍ୱରର ଏକ ୫ତାରକା ହୋଟେଲ ପରିସରରେ ଆୟୋଜନ ହେବାକୁ…
ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ
ଭୁବନେଶ୍ୱର,୧୦।୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ଭାଲେଣ୍ଟାଇନ୍ ଡେ ଜୁଏଲେରି କଲେକ୍ସନ’କୁ ନିକଟରେ ଶୁଭାରମ୍ଭ କରାଯାଇଛି। ଏପରିକି ସମଗ୍ର ବିଶ୍ୱରେ ଭାଲେଣ୍ଟାଇନ୍ ଡେର ପ୍ରକୃତ ଭାବନାକୁ ସାଥୀଙ୍କ ସହ ପାଳନ କରିବା ପାଇଁ ଏହି ସ୍ବତନ୍ତ୍ର…
ପୁନଃ ରିଲିଜ ହେଲା ‘କ୍ୟାମେରାମ୍ୟାନ୍ ଗଙ୍ଗାଥୋ ରାମବାବୁ’
ନନ୍ଦିଆଲା: ୨୦୧୨ରେ ମୁକ୍ତିଲାଭ କରିଥିବା ସୁପରଷ୍ଟାର ପଓ୍ବନ୍ କଲ୍ୟାଣଙ୍କ ଫିଲ୍ମ ‘କ୍ୟାମେରାମ୍ୟାନ୍ ଗଙ୍ଗାଥୋ ରାମବାବୁ’ ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ପ୍ରସିଦ୍ଧ ନିର୍ଦ୍ଦେଶକ ପୁରୀ ଜଗନ୍ନାଦ୍ଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମରେ ପୱନ୍ କଲ୍ୟାଣଙ୍କ ସହ ତମନ୍ନା ଭାଟିଆ…
ନିଜ ଦଳକୁ ବିଜୟୀ ଦାବିକଲେ ଶରିଫ
ଇସ୍ଲାମାବାଦ,୧୦।୨: ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲି ଫଳାଫଳ ଅସ୍ପଷ୍ଟ ରହିଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ନିଜ ଦଳ ପିଏମ୍ଏଲ-ଏନ୍କୁ ବିଜୟୀ ବୋଲି ଦାବି କରିଛନ୍ତି। ନିର୍ବାଚନରେ ତାଙ୍କ ଦଳ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି ଏବଂ ମେଣ୍ଟ ସରକାର ଗଢ଼ିବା…
ଜେଲରେ ଗର୍ଭବତୀ ହେଉଛନ୍ତି ମହିଳା କଏଦୀ
କୋଲକାତା, ୧୦।୨: ପଶ୍ଚିମବଙ୍ଗର ବିଭିନ୍ନ ଜେଲରେ ଥିବା ମହିଳା କଏଦୀମାନେ ଗର୍ଭବତୀ ହେଉଛନ୍ତି। ଏନେଇ କୋଲକାତା ହାଇକୋର୍ଟଙ୍କ ସାମନାରେ ଆମିକସ୍କ୍ୟୁରି ତାପସ ଭାନ୍ଜା ଏକ ଚାଞ୍ଚଲ୍ୟକର ରିପୋର୍ଟ ରଖିଛନ୍ତି। ଏହି ରିପୋର୍ଟ ଅନୁଯାୟୀ ପଶ୍ଚିମବଙ୍ଗର ବିଭିନ୍ନ ଜେଲରେ ବନ୍ଦୀ ଥିବା ମହିଳା…
ପ୍ରେମସମ୍ପର୍କକୁ ସୁଦୃଢ଼ କରେ ଟେଡି ଉପହାର, ଜାଣନ୍ତୁ ଏହି ରଙ୍ଗର ଟେଡି ଦେଲେ…
ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ ବା ପ୍ରେମ ସପ୍ତାହ। ପ୍ରଥମ ଦିନଟି ରୋଜ ଡେ’ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନଟି ହେଉଛି ପ୍ରପୋଜ ଡେ’ ବା ପ୍ରେମ ନିବେଦନ ଦିବସ। ସେହିପରି ତୃତୀୟ ଦିବସରେ ଚକୋଲେଟ ଦେଇ…

