Home

ଗାଜାକୁ ଜରୁରୀକାଳୀନ ସୁବିଧା ପହଞ୍ଚାଇବ ଆମେରିକା

ଗାଜା,୧୯।୧୦: ଇସ୍ରାଏଲ-ହାମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଗତ ୧୩ଦିନ ଧରି ଗାଜା ଷ୍ଟ୍ରିପ ରଣକ୍ଷେତ୍ରରେ ପରିଣତ ହୋଇଛ। ଇସ୍ରାଏଲ ଗାଜାରେ ଜରୁରୀକାଳୀନ ସୁବିଧା ପହଞ୍ଚାଇବାକୁ କଟକଣା ଲଗାଇଛି। ଏହି କାରଣରୁ ବିଦ୍ୟୁତ, ଇନ୍ଧନ, ଖାଦ୍ୟସାମଗ୍ରୀ ଓ ଜଳ…

ଶାବକର ମୃତ୍ୟୁ ପରେ ମା’ହାତୀର ତାଣ୍ଡବ, ୨ ଜଣଙ୍କୁ ଦଳି ମାରିଲା…

କୋଲକାତା,୧୯।୧୦ : ପଶ୍ଚିମବଙ୍ଗର ଝାଡଗ୍ରାମ ଜିଲାରେ ଶାବକ ମୃତ୍ୟୁରେ ପାଗଳ ଭଳି ହୋଇ ମା’ ହାତୀ ତାଣ୍ଡବ ରଚିଛି। କ୍ରୋଧିତ ମା’ ହାତୀ ୨ ଜଣଙ୍କୁ ଦଳି ମାରି ଦେଇଛି। ବନ ଅଧିକାରୀ କହିଛନ୍ତି ନୟାଗ୍ରାମର ଚନ୍ଦବିଲା ଜଙ୍ଗଲ ନିକଟରେ ଥିବା…

ଅର୍ଡର ନ ଦେଇ ପାର୍ସଲରୁ ବାହାରିଲା କଳା କପଡ଼ା

ଦାରିଙ୍ଗବାଡି, ୧୮।୧୦(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ତଥା ବଣ ଜଙ୍ଗଲ ଘେର ମଧ୍ୟରେ ଥିବା ଦାରିଙ୍ଗବାଡି ଅଞ୍ଚଳର ଜଣେ ଯୁବକ ଅନ୍‌ଲାଇନ ଠକେଇର ଶିକାର ହୋଇଛନ୍ତି। ସେ ଜଣେ ପ୍ରତିଷ୍ଠିତ ପେଟ୍ରୋଲଟାଙ୍କି ଓ ହୋଟେଲ ବ୍ୟବସାୟୀ ହୋଇଥିବା ବେଳେ ସବୁବେଳେ ନିଜ…

ଜାଣନ୍ତି ଭାରତୀୟ ଗାଡ଼ିରେ କାହିଁକି ରହିଥାଏ ଅଲଗା ଅଲଗା ରଙ୍ଗର ନମ୍ବରପ୍ଲେଟ୍‌

ଭାରତରେ ଭିନ୍ନ ଭିନ୍ନ ପ୍ରକାରର ନମ୍ବରପ୍ଲେଟ୍‌ ଗାଡ଼ିରେ ଲଗାଯାଇଥାଏ। ଧଳା, ହଳଦିଆ ଏବଂ ନୀଳ ରଙ୍ଗର ନମ୍ବରପ୍ଲେଟ୍‌ ଦେଖିବାକୁ ମିଳିଥାଏ। ଏହାର କାରଣ ସମ୍ପର୍କରେ ଜାଣନ୍ତି କି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ… ଧଳା ନମ୍ବରପ୍ଲେଟ୍‌: ରାସ୍ତାରେ ଧଳା…

ଚିନ୍ତା ବଢ଼ାଇଲେଣି ଚକଡ଼ା, ଗଣ୍ଠି ପୋକ

ଚମ୍ପୁଆ,୧୯ା୧୦(ମହେଶ୍ୱର ଦାସ)କେନ୍ଦୁଝର ଜିଲା ଚମ୍ପୁଆ କୃଷି ଜିଲା ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଚକଡ଼ା ଓ ଗଣ୍ଠି ପୋକ ଚାଷୀଙ୍କ ଚିନ୍ତାର କାରଣ ସାଜିଛି। ଦିନକୁ ଦିନ ଏହି ରୋଗ ଧାନକ୍ଷେତକୁ ଉଜାଡ଼ି ଦେଉଥିବା ବେଳେ ରୋଗ ପ୍ରତିରୋଧକ ପାଇଁ କୃଷି ବିଭାଗ…

ଜିଲାରେ ନାହିଁ ଟ୍ରମା କେୟାର ସେଣ୍ଟର

କେନ୍ଦୁଝର,୧୯ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଉପଖଣ୍ଡ ଡାକ୍ତରଖାନାରେ ଟ୍ରମା କେୟାର ସେଣ୍ଟର ନାହିଁ। ଫଳରେ ଜିଲାରେ ପ୍ରାୟ ପ୍ରତ୍ୟେକ ଦିନ ଦୁର୍ଘଟଣାଜନିତ ଜୀବନହାନି ହେଉଛି। ବହୁ ଲୋକ ଆହତ ହୋଇ ବିକଳାଙ୍ଗ ହେଉଛନ୍ତି। ଦୁର୍ଘଟଣା ପରେ ଆବଶ୍ୟକ…

ପାର୍ସଲରୁ ଉଭାନ ହୋଇଯାଉଛି ସାମଗ୍ରୀ

ସୁନାବେଡା ୧୯ା୧୦(କୃତ୍ତିବାସ ପ୍ରଧାନ): ସୁନାବେଡ଼ା ହାଲ୍‌ ଟାଉନଶିପ୍‌ରେ ଥିବା ପୋଷ୍ଟ ଅଫିସରେ ପାର୍ସଲ ଥିବା ସାମଗ୍ରୀ ହଜିଯାଉଥିବା ଅଭିଯୋଗ ହୋଇଛି। ଫଳରେ ଯାହାଙ୍କ ନାମରେ ପାର୍ସଲ ଆସୁଛି, କିନ୍ତୁ ତାଙ୍କୁ ଖାଲି ଖୋଳ ମିଳୁଛି। ମିଳିଥିବା ଖବରରୁ ଜଣାପଡିଛି, ହାଲ୍‌ ଟାଉନଶିପ୍‌…

ଫୁଟପାଥରେ ଯାଉଥିବା ୫ ଲୋକଙ୍କୁ ଧକ୍କା ଦେଲା କାର, ଭିଡ଼ିଓ ଭାଇରାଲ…

ବେଙ୍ଗାଲୁରୁ,୧୯।୧୦ : କର୍ନାଟକର ମାଙ୍ଗାଲୁରୁରେ ହିଟ ଓ ରନ ମାମଲା ସାମ୍ନାକୁ ଆସିଛି। ବୁଧବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଏଠାରେ ଏକ ଫୁଟପାଥରେ ଯାଉଥିବା ପାଞ୍ଚ ଜଣଙ୍କୁ ଦ୍ରୁତ ଗତିରେ ଆସୁଥିବା କାର ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣେ…

ଶୁଖି ଆସିଲାଣି ଘୋଡ଼ାହାଡ଼ ଡ୍ୟାମ :ମରୁଡି ଆଶଙ୍କା

ଦିଗପହଣ୍ଡି,୧୯ା୧୦(ଅଶେଷ ନାଥ ମିଶ୍ର)ଦିଗପହଣ୍ଡିି ସ୍ଥିତ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି କାର୍ଯ୍ୟାଳୟ ସଭା ଗୃହରେ ବୁଧବାର ପାଣି ପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ଏକ ପରିବର୍ଦ୍ଧିତ ଅଳଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାପତି ରମେଶ…

ପାଠ ପଢ଼ାଉଛନ୍ତି ଏଆଇ ଶିକ୍ଷକ, ୨୦୨୭ ସୁଦ୍ଧା ବିଦ୍ୟାଳୟରେ ରହିବନି ଶିକ୍ଷକଙ୍କ ଆବଶ୍ୟକତା…

ଲଣ୍ଡନ,୧୯।୧୦: ବ୍ରିଟିଶ ବୋର୍ଡିଂ ସ୍କୁଲ କୋଟେସମୋର ଅବିଗେଲ ବେଲିଙ୍କୁ ଏହାର ନୂତନ ପ୍ରଧାନ ଶିକ୍ଷକ ଭାବରେ ନିଯୁକ୍ତ କରିଛି। ବେଲିଙ୍କ ବିଷୟରେ ବିଶେଷ କଥା ହେଉଛି ସେ ଜଣେ ମଣିଷ ନୁହଁନ୍ତି ବରଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟେକ୍ନୋଲୋଜି ଉପରେ ଆଧାରିତ…

୧୭ ଲୋକ ସଭା ନିର୍ବାଚନ, ଗଞ୍ଜାମରୁ ୩ ମହିଳା ଏମ୍‌ପି

ବ୍ରହ୍ମପୁର,୧୯ା୧୦ (ନରସିଂହ ସାହୁ)ସ୍ବାଧୀନତା ପରବର୍ତ୍ତି ୧୯୫୧-୧୯୫୨ରୁ ୨୦୧୯ ମଧ୍ୟରେ ଦେଶରେ ୧୭ ଲୋକସଭା ନିର୍ବାଚନ ହୋଇଛି । ଏହି ୬୮ ବର୍ଷ ମଧ୍ୟରେ ଗଞ୍ଜାମ ଜିଲାର ଦୁଇ ଲୋକସଭା କ୍ଷେତ୍ରରୁ ମାତ୍ର ୩ ଜଣ ମହିଳା ଏମ୍‌ପି ନିର୍ବାଚିତ ହୋଇଛନ୍ତି। ରାଜ୍ୟସଭା…

ଝାଡୁ ତିଆରି କରି ବିତୁଛି ଜୀବନ

ଛତ୍ରପୁର,୧୯ା୧୦(ସନ୍ତୋଷ ପାଢ଼ୀ)ଚାରି ହାତର ମାଟିଘର ଆଉ ସେଇ ଘରେ ଚାଲିଛି ସଂସାର। ଏହା କେବଳ ଗୋଟିଏ ପରିବାରର କଥା ନୁହେଁ, ଗ୍ରାମରେ ଏମିତି ୭ଟି ପରିବାର ୪ ହାତର ମାଟି ଘରେ ଜୀବନ ବିତାଉଛନ୍ତି । ପକ୍କାଘର ଖଣ୍ଡିଏ ସେମାନଙ୍କ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri