Home

ବିଏମ୍‌ସିର ୧୦୨୭ କୋଟି ଟଙ୍କାର ବଜେଟ

ଭୁବନେଶ୍ୱର, ୧୮।୨ (ବନ୍ଦନା ସେଠୀ)୨୦୨୪-୨୫ ଆର୍ଥତ୍କ ବର୍ଷ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଶନିବାର ପୂର୍ଣ୍ଣାଙ୍ଗ ବଜେଟ ପାରିତ ହୋଇଯାଇଛି। ୧ ହଜାର ୨୭କୋଟି ୫୫ଲକ୍ଷ ୨୬ହଜାର ୯୪୧ଟଙ୍କାର ବଜେଟ ରଖାଯାଇଛି, ଯାହା ବିଏମ୍‌ସି ବଜେଟ ଇତିହାସରେ ସର୍ବକାଳୀନ…

ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଆରମ୍ଭ

ଭୁବନେଶ୍ୱର,୧୮।୨(ଶର୍ମିଷ୍ଠା ପାଣିଗ୍ରାହୀ)ପ୍ରସିଦ୍ଧ କୁମ୍ଭମେଳା ଅବସରରେ ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଶନିବାର ଖଣ୍ଡଗିରି ପାନ୍ଥିକାଠାରେ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନ କଲ୍ୟାଣ ପକ୍ଷରୁ ଆୟୋଜିତ ଏହି ମେହାତ୍ସବ ସାକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ…

ଦୋକାନ ଉଚ୍ଛେଦ ବେଳେ ବିଷ ପିଇଲେ ମହିଳା

ବେଗୁନିଆ,୧୮।୨(ହର ପ୍ରସନ୍ନ ପଣ୍ଡା)ଖୋର୍ଦ୍ଧା ଜିଲା ବେଗୁନିଆ ତହସିଲ ଅନ୍ତର୍ଗତ କୋଚିଆଖାଲ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପ୍ରଶାସନ ପକ୍ଷରୁ ସରକାରୀ ଜମିରୁ ଦୋକାନ ଗୃହ ଉଚ୍ଛେଦ ବେଳେ ଜଣେ ମହିଳା ବିଷ ପିଇଦେଇଥିଲେ। ସେ ହେଲେ କୃଷ୍ଣଚନ୍ଦ୍ର ପାଟ୍ଟଶାଣୀଙ୍କ…

ମା’ଙ୍କ ମୃତ୍ୟୁ ପରେ ନାବାଳକ ପୁଅର ଆତ୍ମହତ୍ୟା

ବେଲପଡ଼ା,୧୮ା୨(ମନୋଜ କୁମାର ମିଶ୍ର)ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ କାନୁଟ ଗ୍ରାମରେ ରନ୍ଧନ ଗ୍ୟାସ ସିଲିଣ୍ଡର ପାଇପ ଲିକ୍‌ ହୋଇ ନିଅଁା ଲାଗିଯିବାରେ ୪ଜଣଙ୍କ ମୃତ୍ୟୁ ସହ ଯୋଡିହୋଇଛି ଆଉ ଏକ ଦୁଃଖଦ ଘଟଣା। ରାଉରକେଲାରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ…

ସୁପର୍‌ ଫୁଡ୍‌ ଅଁଳା, ଔଷଧୀୟ ଗୁଣରେ ଭରପୁର

ଔଷଧୀୟ ଗୁଣ ଦୃଷ୍ଟିରୁ ଦେଖିଲେ ଅଁଳାରେ ଭରି ରହିଛି ଅନେକ ଉପକାରୀ ଗୁଣ; ଯାହା ଆମକୁ ବିଭିନ୍ନ ରୋଗରୁ ଉପଶମ ଦେଇଥାଏ। ତେଣୁ ଆୟୁର୍ବେଦରେ ଅଁଳାକୁ ପ୍ରକୃତିର ଏକ ବରଦାନ ବୋଲି କୁହାଯାଏ। ଭିଟାମିନ୍‌ ସି, କ୍ୟାଲସିୟମ୍‌, ଆଇରନ୍‌, ପୋଟାସିୟମ୍‌, ଆଣ୍ଟିଅକ୍ସିଡାଣ୍ଟ…

ଓଡ଼ିଶାରେ ପ୍ରଥମ ଆର୍ଟିଫିସିଆଲ ରିଫ୍‌, ସାମୁଦ୍ରିକ ଜଙ୍ଗଲ

ଭୁବନେଶ୍ୱର, ୧୮ା୨(ଅସମାପିକା ସାହୁ)ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ସ୍ତର ବଢ଼ିବା ଦ୍ୱାରା ଜଳବାୟୁ ପରିବର୍ତ୍ତନ ଘଟୁଛି। ଏହାର ପରିଣାମ ସ୍ବରୂପ ତାପମାତ୍ରା ବୃଦ୍ଧି, ଉପକୂଳବର୍ତ୍ତୀ ଅଞ୍ଚଳରେ ବାରମ୍ବାର ସାମୁଦ୍ରିକ ଝଡ଼, ସମୁଦ୍ରର ଅମ୍ଳୀକରଣ, ଜୈବ ବିବିଧତା ନଷ୍ଟ, ମତ୍ସ୍ୟ ଉତ୍ପାଦନ ହ୍ରାସ ଏବଂ ଇକୋସିଷ୍ଟମର…

ପେଟରେ ଇନ୍‌ଫେକ୍ସନ୍‌ ହେଲେ କ’ଣ ଖାଇପାରିବେ, ଜାଣନ୍ତୁ…

ଅସନ୍ତୁଳିତ ଖାଦ୍ୟ ଖାଇବା, ଦୂଷିତ ପାଣି ପିଇବା କିମ୍ବା କୌଣସି ବ୍ୟାକ୍ଟେରିଆ ସଂସ୍ପର୍ଶରେ ଆସିବା ଦ୍ୱାରା ବେଳେବେଳେ ପେଟରେ ଇନ୍‌ଫେକ୍ସନ ହୋଇ ଖୁବ୍‌ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏହି ସମୟରେ କ’ଣ ଖାଇବା ଭଲ କ’ଣ ନୁହେଁ; ତାହାକୁ ନେଇ ଅନେକେ…

ସ୍ବାମୀଙ୍କୁ ବାନ୍ଧି ସ୍ତ୍ରୀଙ୍କୁ ଗଣବଳାତ୍କାର

ବ୍ରହ୍ମଗିରି,୧୮।୨(ସ୍ବାଧୀନ ଚମ୍ପତ୍ତିରାୟ)ଜଣେ ବ୍ୟକ୍ତିଙ୍କୁ ବାନ୍ଧି ତାଙ୍କ ସ୍ତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅରଖକୁଦା ମେରାଇନ ଥାନା ଅଞ୍ଚଳରେ ଶୁକ୍ରବାର ରାତିରେ ଘଟିଛି ଏହି ଘଟଣା। ଏନେଇ ଅଭିଯୋଗ ପାଇବା ପରେ ମେରାଇନ ଥାନା ପୋଲିସ ଅରଖକୁଦା ଗ୍ରାମର…

କୋଟିନଡ଼ା କଲେଜ ଛକ ନିକଟରେ ଭୟଙ୍କର ଦୁର୍ଘଟଣା, ବସ୍‌ ଧକ୍କାରେ ଚାଲିଗଲା ୨ ସ୍କୁଟି ଆରୋହୀଙ୍କ ଜୀବନ

ଗଞ୍ଜାମ,୧୮।୨: ଗଞ୍ଜାମ ଜିଲା କୋଟିନଡ଼ା ଥାନା ଅଧୀନ କଲେଜ ଛକ ନିକଟରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ସ୍କୁଟିକୁ ମୁହାଁମୁହିଁ ଧକ୍କା ଦେବାରୁ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ତେବେ ବସ୍‌ରେ ଥିବା ଯାତ୍ରୀମାନେ ସୁରକ୍ଷିତ…

ଲୁଟେରାଙ୍କ ଟାର୍ଗେଟରେ ମେଡିସିନ ବ୍ୟବସାୟୀ

ବଇଣ୍ଡା,୧୮।୨(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା, ଜରପଡା, କିଶୋରନଗର ଥାନା ଇଲାକାରେ କିଛିଦିନ ହେବ ଚୋରି ବଢିବାରେ ଲାଗିଛି। ବିଶେଷ କରି ମେଡିସିନ ବ୍ୟବସାୟୀଙ୍କୁ ଲୁଟେରାମାନେ ଟାର୍ଗେଟ କରୁଥିବାବେଳେ ଏବେ ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ଅସୁରକ୍ଷିତ…

କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟକୁ ଆସିଲେନି ନେତା, ଅଧିକାରୀ

ରସୁଲପୁର,୧୮ା୨(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅନ୍ତର୍ଗତ ବଡ଼କଇଞ୍ଚତ୍ ପଞ୍ଚାୟତ ଗରୁଆଳ ଗ୍ରାମର ଚାଷୀ ରବୀନ୍ଦ୍ର ପରିଡ଼ା ଫୁଲକୋବି ଫସଲର ଅଭାବୀ ବିକ୍ରିର ଶିକାର ହୋଇଛନ୍ତି। ଫଳରେ ସେ ୨ ସପ୍ତାହ ତଳେ ୫୦ ଡିସିମିଲିରୁ ଊର୍ଦ୍ଧ୍ୱ କୋବି ଫସଲ ଉଜାଡ଼ି ଦେଇଛନ୍ତି। ଫୁଲକୋବି…

ଜେଲରୁ ନେଟୱାର୍କ ଅପରେଟ କରୁଥିଲେ ଅମୃତପାଲ, ପାଖରୁ ମିଳିଲା ସ୍ପାଏ କ୍ୟାମେରା…

ଦିବ୍ରୁଗଡ଼,୧୭।୨ : ଆସାମର ଦିବ୍ରୁଗଡ ଜେଲର ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ମାମଲା ସାମ୍ନାକୁ ଆସିଛି। ବାସ୍ତବରେ ଏଠାରେ ଥିବା ଏକ କୋଠରୀରୁ ମୋବାଇଲ ଫୋନ, ସ୍ପାଏ କ୍ୟାମେରା ଏବଂ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ବିଶେଷ କଥା ହେଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?