ମାଘରେ ତାତିଲା ଭୁବନେଶ୍ୱର, ଏବେ ଠୁ ୩୫ ଡିଗ୍ରୀ ଉପରେ ୧୫ସହର
ଭୁବନେଶ୍ୱର,୨୦।୨(ଅସମାପିକା ସାହୁ): ବୈଶାଖ-ଜ୍ୟେଷ୍ଠ ମାସ ଆସିବାକୁ ଆହୁରି ଢେର ସମୟ ବାକିଥିବାବେଳେ ଏବେ ଚାଲିଛି ମାଘ। ତା’ପରେ ଆସିବ ଫାଲଗୁନ ଓ ଚୈତ୍ର। ତା’ପରେ ଯାଇ ଆସିବ ବୈଶାଖ। କିନ୍ତୁ ଏବେଠୁ ଦାଉ ସାଜିଲାଣି ଖରା। ଆଜି ରାଜ୍ୟର ୧୫ଟି ସହରର…
ଏଇ ମାସରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପୁରୀ ଯିବେ
ଭୁବନେଶ୍ୱର,୨୦।୨: ଲୋକସଭା ନିର୍ବାଚନକୁ ଆଉ ମାସ କେଇଟା ଥିବାବେଳେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ବିଜେଡି, ଭାଜପା ଓ କଂଗ୍ରେସ। କଂଗ୍ରେସର ଶୀର୍ଷ ନେତାଙ୍କ ଓଡିଶା ଗସ୍ତ ପରେ ଏବେ ଭାଜପାର ଶୀର୍ଷ ନେତୃତ୍ୱଙ୍କ ଓଡ଼ିଶା ଗସ୍ତ ଆରମ୍ଭ ହୋଇଛି ।…
EPFO REPORT: ଡିସେମ୍ବର ୨୦୨୩ରେ ବଢ଼ିଲେ ୧୫.୬୨ ଲକ୍ଷ କର୍ମଚାରୀ, ନିଯୁକ୍ତି ଦେବାରେ ଏସବୁ ୫ ରାଜ୍ୟ ଆଗୁଆ…
ନୂଆଦିଲ୍ଲୀ,୨୦।୨ : ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ମଙ୍ଗଳବାର ଦିନ ପ୍ରକାଶିତ ବେତନ ତଥ୍ୟ ଅନୁଯାୟୀ, ଡିସେମ୍ବର ୨୦୨୩ ରେ ୧୫.୬୨ ଲକ୍ଷ ନୂତନ ସଦସ୍ୟ ଅବସର ପାଣ୍ଠି ସଂସ୍ଥା ଇପିଏଫଓରେ ଯୋଗ ଦେଇଛନ୍ତି। ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି…
ନିଆଁ ସାଜିଲା ବଇରି: ଜଳିଗଲା ୧୨ ବଖରା, ବାହାଘର ପାଇଁ ଥିବା ଟଙ୍କା, ସୁନା ବି ପୋଡ଼ି ପାଉଁଶ
ହାଟଡିହୀ,୨୦l୨(ଶୁଭକାନ୍ତ ନାୟକ)- କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ ପଣ୍ଡୁଆ ଗାଁର ନାଇକ ସାହିରେ ସୋମବାର ରାତିରେ ନିଆଁ ଲାଗି ୯ ପରିବାରର ୧୨ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଗ୍ରାମର ଫୁଲ ନାଇକ, ମଦନ ନାଇକ,ଦାମୋଦର ନାଇକ, ଶାନ୍ତି ନାଇକ,…
ମାର୍ଚ୍ଚ ୨ରୁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ ପରୀକ୍ଷା, ଗବେଷଣା ପାଇଁ ଛାତ୍ରୀଛାତ୍ରଙ୍କୁ ମିଳିବ ଛାତ୍ରବୃତ୍ତି
ଭୁବନେଶ୍ବର,୨୦।୨: ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ ପାଇଁ ଆସନ୍ତା ମାର୍ଚ୍ଚ ୨ରୁ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ତିନିଦିନ ହେବ। ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୨, ୪ ଓ ୬ ତାରିଖରେ ପରୀକ୍ଷା ଦେବେ। ଦୁଇଟି ସିଟିଂରେ ଏହି ପରୀକ୍ଷା ହେବ। ପ୍ରଥମ…
ଗଞ୍ଜାମରେ ସ୍ବତ୍ୱଧାରୀ ଚାଷୀଙ୍କୁ ମିଳିବ ସ୍ଥିତିବାନ ପଟ୍ଟା,ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଛତ୍ରପୁର,୨୦।୨(ସନ୍ତୋଷ ପାଢୀ/ଦିଲୀପ ସାମଲ)- ଗଞ୍ଜାମ ଜିଲାସ୍ତରୀୟ ପଟ୍ଟା ପ୍ରଦାନ ସମାରୋହ ଛତ୍ରପୁରସ୍ଥିତ ଖେଳପଡିଆଠାରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ସିକିମ ସ୍ବତ୍ୱଧାରୀ ଚାଷୀମାନଙ୍କୁ ସ୍ଥିତିବାନ ପଟ୍ଟା…
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି
କୋରାପୁଟ,୨୦।୨(ଅମିତାଭ ବେହେରା) ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୨୯ କୋଟି ଟଙ୍କାର ପ୍ରଶାସନିକ ଭବନ ସମେତ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସୁନାବେଡ଼ାସ୍ଥିତ କ୍ୟାମ୍ପସରେ ଆୟୋଜିତ ଏହି ଅନଲାଇନ କାର୍ଯ୍ୟକ୍ରମରେ…
ଜୀବନରେ ସବୁକ୍ଷେତ୍ରରେ ମିଳିବ ସଫଳତା, ପଢ଼ନ୍ତୁ ଖାନ୍ ସାର୍ଙ୍କର କିଛି ପ୍ରେରଣାଦାୟକ କଥା…
ଜୀବନର ରାସ୍ତା ସହଜ ନୁହେଁ। ଏଠାରେ ସୁଖ ଅଛି ତ ଦୁଃଖ ବି ଅଛି। ହସ ଅଛି ତ ଲୁହ ବି ଅଛି। କଣ୍ଟା ଅଛି ତ ଫୁଲ ବି ଅଛି। ଏଣୁ ଅବିରତ ଭାବେ ଯାତ୍ରାରେ ଚାଲିବାକୁ ହେବ। ବେଳେବେଳେ…
ଘର କିଣିବା ପୂର୍ବରୁ ଜାଣି ନିଅନ୍ତୁ କେଉଁ ବ୍ୟାଙ୍କ ଦେଉଛି ଶସ୍ତାରେ Home loan
ନୂଆଦିଲ୍ଲୀ,୨୦।୨: ଘର କିଣିବା ବା କରିବା ପୂର୍ବରୁ ଆପଣ ବ୍ୟାଙ୍କରୁ ହୋମଲୋନ୍ ବା ଗୃହଋଣ ନେଇଥା’ନ୍ତି। ଋଣ ନେବା ପୂର୍ବରୁ, ଲୋକମାନେ ବିଭିନ୍ନ ବ୍ୟାଙ୍କର ଗୃହଋଣ ସୁଧ ହାର ସବୁ ବ୍ୟାଙ୍କ ସହ ତୁଳନା କରଥାନ୍ତି। ଅଧିକାଂଶ ବ୍ୟାଙ୍କ ୯-୧୧ ଶତକଡା…
ଏହି ବ୍ୟକ୍ତି ହେଉଛନ୍ତି ଦୁବାଇରେ ଶାହାରୁଖଙ୍କ ପଡ଼ୋଶୀ, ବୁର୍ଜ ଖଲିଫାଠାରୁ ପାମ୍ ଆଇଲାଣ୍ଡ ଯାଏ ରହିଛି ଯାହାଙ୍କ ଅବଦାନ
ବମ୍ବେ: ବଲିଉଡ୍ ଅଭିନେତା ଶାହାରୁଖ ଖାନ୍ଙ୍କ ଦୁବାଇରେ ଏକ ଘର ଅଛି। ଏହାକୁ ସେଠାର ସରକାରୀ ସମ୍ପତ୍ତିର କମ୍ପାନୀ Nakheel ଉପହାରରେ ଦେଇଛନ୍ତି। ଦୁବାଇର ଆର୍ଟିଫିସିଆଲ ଆଇଲାଣ୍ଡ ପାମ ଜୁମେରାହରେ ଥିବା ଏହି ଘରର ନାମ ‘ଜନ୍ନତ’। ଏଠାରେ ଶାହାରୁଖଙ୍କ ପଡୋଶୀ…
ବୁଧବାର ବନ୍ଦ ରହିବ କାଳିଆ ଦର୍ଶନ
ପୁରୀ ୨୦।୨ : ବୁଧବାର କାଳିଆ ସାଆନ୍ତଙ୍କ ଅନୁଷ୍ଠିତ ହେବ ବନକଲାଗି ନୀତି। ଏହି ନୀତିକାନ୍ତି ଅବସରରେ ଠାକୁରଙ୍କ ଦର୍ଶନ ଉପରେ କଟକଣା ରହିବ । ପ୍ରାୟ ୩ ରୁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର…
ଏଏପି ପ୍ରାର୍ଥୀ କୁଲଦୀପ କୁମାର କିଏ? ଯିଏ ‘ସୁପ୍ରିମ୍’ ନିଷ୍ପତ୍ତି ଯୋଗୁ ହେଲେ ଚଣ୍ଡିଗଡ଼ ମେୟର
ଚଣ୍ଡିଗଡ଼,୨୦।୨: ଚଣ୍ଡିଗଡ଼ ମେୟର ନିର୍ବାଚନରେ ରିଗିଂ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏଏପି ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ବିଜେତା ଭାବେ ଘୋଷଣା କରାଯାଇଛି। ଏହି ନିଷ୍ପତ୍ତି ସହ ସେ ଚଣ୍ଡିଗଡ଼ରେ ପ୍ରଥମ ଏଏପି ପ୍ରାର୍ଥୀ ଭାବେ ନିର୍ବାଚନ ଜିତି ଇତିହାସ ରଚିଛନ୍ତି। ତେବେ…

