Home

୧୪୭ ବର୍ଷ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଅଷ୍ଟ୍ରେଲିଆ କଲା ନୂଆ କାରନାମା

ଆଡିଲେଡ,୧୯।୧: ଆଡିଲେଡରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚ ସମୟରେ ଅଷ୍ଟ୍ରେଲିଆ ଦଳ ଏକ ସଫଳତା ହାସଲ କରିଛି। ୧୪୭ ବର୍ଷ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମଥର ଅଷ୍ଟ୍ରେଲିଆ ପ୍ରଥମ ଦଳ ହୋଇପାରିଛି ଯାହାର ପେଇଙ୍ଗ-୧୧ର ଚାରି ବୋଲର ଟେଷ୍ଟ ମ୍ୟାଚରେ ୨୫୦+…

ପାର୍ଲେ-ଜୀ ବିସ୍କୁଟରେ ନିର୍ମାଣ କଲେ ରାମ ମନ୍ଦିର: ଭାଇରାଲ ଭିଡିଓକୁ ଦେଖିଲେଣି ୧ ମିଲିୟନରୁ ଅଧିକ ଲୋକ

ଅଯୋଧ୍ୟା,୧୯।୧: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ପାଇଁ ଆଉ କିଛି ଦିନ ବାକି ଅଛି। ସମସ୍ତେ ପ୍ରଭୁ ରାମଙ୍କ ଆଗମନକୁ ଅପେକ୍ଷା କରି ରହିଛନ୍ତି। ରାମ ଭକ୍ତଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ରାମ ଭକ୍ତ…

ରାମ ମନ୍ଦିର ଉପରେ ରାୟ ଦେଇଥିବା ୫ ବିଚାରପତିଙ୍କୁ ମିଳିଲା ପ୍ରାଣ ପ୍ରତିଷ୍ଠା ଲାଗି ନିମନ୍ତ୍ରଣ, VIP ତାଲିକାରେ ନାମ

ନୂଆଦିଲ୍ଲୀ,୧୯।୧: ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆଉ ଦିନ କେଇଟା ବାକି। ସୋମବାର, ଜାନୁଆରୀ ୨୨ ଲାଗି ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ଏଥିରେ ସାମିଲ ହେବାକୁ ଥିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟା ବଢ଼ୁଛି। ଏହି କ୍ରମରେ…

ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ସର୍ବଶ୍ରେଷ୍ଠ ନେତା: ହଲିଉଡ ଅଭିନେତ୍ରୀ

ନୂଆଦିଲ୍ଲୀ,୧୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ-ଆମେରିକା ସମ୍ପର୍କ ପାଇଁ ସର୍ବଶ୍ରେଷ୍ଠ ନେତା ବୋଲି ଆଫ୍ରିକୀୟ-ଆମେରିକୀୟ ହଲିଉଡ ଅଭିନେତ୍ରୀ ତଥା ଗାୟକ ମେରି ମିଲବେନ କହିଛନ୍ତି। ସେ କହିଛନ୍ତି, ଆମେରିକାର ଅନେକ ଲୋକ ଚାହୁଁଛନ୍ତି ଯେ ପ୍ରଧାନମନ୍ତ୍ରୀ ପୁନର୍ବାର ନିର୍ବାଚନରେ ଜିତନ୍ତୁ, ଯାହାଫଳରେ…

କ’ଣ ପ୍ରଧାନମନ୍ତ୍ରୀ ମୋଦି ଦେଶର ଏକମାତ୍ର ହିନ୍ଦୁ? ପ୍ରଶ୍ନ କଲେ ଅଧୀର…

ନୂଆଦିଲ୍ଲୀ,୧୯।୧: ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ରାମ ମନ୍ଦିର ସମ୍ପର୍କରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ଭଗବାନଙ୍କ ନାମକୁ…

ପ୍ରାଣ ପ୍ରତିଷ୍ଠା ପୂର୍ବରୁ କାର୍ଯ୍ୟାନୁଷ୍ଠାନ: ଅଯୋଧ୍ୟାରେ ୩ ଅପରାଧୀଙ୍କୁ ଅଟକ ରଖିଛି UP ATS

ଅଯୋଧ୍ୟା,୧୯।୧: ଜାନୁଆରୀ ୨୨ରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ଏହି କ୍ରମରେ ୟୁପି ଏଟିଏସ୍‌ ୩ ଅପରାଧୀଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରୁ ଦୁଇ…

ରାମଙ୍କ ଭକ୍ତିରେ ବିଭୋର ହେଲେ ପ୍ରଧାନମନ୍ତ୍ରୀ: ଶେୟାର କଲେ ଭଜନ

ନୂଆଦିଲ୍ଲୀ,୧୯।୧: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ଜାନୁଆରୀ ୨୨ରେ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲାଲାଙ୍କ ପ୍ରଧାନମନ୍ତ୍ରୀ ସହିତ ମନ୍ଦିରର ଉଦଘାଟନ କରିବେ। ବର୍ତ୍ତମାନ ସେ ସ୍ବତନ୍ତ୍ର ରୀତିନୀତିରେ ଅଛନ୍ତି। ସେ ଶୁକ୍ରବାର ଏକ୍ସରେ କିଛି ଭଜନ ଶେୟାର କରିଛନ୍ତି।…

ବାଇକ୍‌-ସ୍କୁଟି ମୁହାଁମୁହିଁ: ଚାଲିଗଲା ୫ ଜୀବନ, ଜଣେ ଗୁରୁତର

ଗଞ୍ଜାମ,୧୯ା୧: ଗଞ୍ଜାମ ଜିଲା ସୋରଡ଼ା ଥାନା ନିକଟ କେଶରୀପାଟଣା ଗାଁ ଡ୍ରାପ୍‌ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ…

କୋଚିଂ କ୍ଲାସ୍‌ରେ ଛାତ୍ରଙ୍କୁ ହୃଦ୍‌ଘାତ

ଇନ୍ଦୋର,୧୮।୧: ମଧ୍ୟପ୍ରଦେଶର ଇନ୍ଦୋରରେ ବୁଧବାର ସନ୍ଧ୍ୟାରେ ଏକ କୋଚିଂ କ୍ଲାସ୍‌ ଚାଲିଥିବାବେଳେ ଜଣେ ୧୮ ବର୍ଷୀୟ କଲେଜ ଛାତ୍ର ହୃଦ୍‌ଘାତରେ ଟଳିପଡ଼ି ପ୍ରାଣ ହରାଇଛନ୍ତି। ଇନ୍ଦୋର ଭନଓ୍ବରକୁଆଁ ଅଞ୍ଚଳର ମାଧବ ମଧ୍ୟପ୍ରଦେଶ ଜନସେବା ଆୟୋଗ ପ୍ରବେଶିକା ପରୀକ୍ଷା ପାଇଁ କୋଚିଂ ନେଉଥିଲେ।…

ତାପମାତ୍ରା ନିୟନ୍ତ୍ରଣକରେ ଗୋଲାପି କବଚ

ୱାଶିଂଟନ: ପିଙ୍କ୍‌ ଫ୍ୟାରି ଆର୍ମାଡିଲୋ ଦେଖିବାକୁ ବହୁତ ସୁନ୍ଦର ଜୀବ। ଏହି ଜୀବର ଶରୀରରେ ଅଜବ ପ୍ରକାରର ତ୍ୱଚା ରହିଛି, ଯାହା ତାକୁ ସମସ୍ତଙ୍କଠାରୁ ଖାସ୍‌ ପ୍ରମାଣିତ କରୁଛି। ଏହା ଆର୍ମାଡିଲୋର ସବୁଠୁ ଛୋଟ ପ୍ରଜାତି। ଏହି ଜୀବ ପିଚିସିଏଗୋ ନାମରେ…

Mahua Moitra: ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍‌ ମାମଲାରେ ହାଇକୋର୍ଟରୁ ନିରାଶ ହେଲେ ମହୁଆ

ନୂଆଦିଲ୍ଲୀ,୧୯।୧: ପୂର୍ବତନ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ମହୁଆ ମୋଇତ୍ରା ସରକାରୀ ବଙ୍ଗଳା ଖାଲି କରିବା ମାମଲାରେ ନିରାଶ ହୋଇଛନ୍ତି। ୨୦୧୪ ଜାନୁଆରୀ ୧୬ରେ ବଙ୍ଗଳା ଖାଲି କରିବାକୁ ସେ ଏକ ନୋଟିସ୍‌ ପାଇଥିଲେ। ଦିଲ୍ଲୀ ହାଇକୋର୍ଟ ଗୁରୁବାର ଉକ୍ତ ନୋଟିସ ଉପରେ…

ବିଲ୍‌କିସ୍‌ ମାମଲା: ଆତ୍ମସମର୍ପଣ ପାଇଁ ସମୟ ମାଗିଲେ ୫ ଦୋଷୀ

ନୂଆଦିଲ୍ଲୀ,୧୯।୧:୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲ୍‌କିସ୍‌ ବାନୋଙ୍କୁ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାର ୫ ଦୋଷୀ ଗୁରୁବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆତ୍ମସମର୍ପଣ ଲାଗି ଅଧିକ ସମୟ ମାଗିଛନ୍ତି। ବୁଧବାର ଗୋବିନ୍ଦଭାଇ ନାଇ ଜେଲ୍‌ କର୍ତ୍ତୃପକ୍ଷଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri