Home

ନିର୍ବାଚନୀ ବଣ୍ଡ ପାଣ୍ଠିର ଉତ୍ସ ଜାଣିବା ଜନସାଧାରଣଙ୍କର କୌଣସି ଅଧିକାର ନାହିଁ, ସୁପ୍ରିମକୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୩୦।୧୦ : ରାଜନୈତିକ ଦଳଗୁଡିକୁ ଅର୍ଥ ପ୍ରଦାନର ଅସ୍ପଷ୍ଟ ନିର୍ବାଚନୀ ବଣ୍ଡ ମୋଡକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ନିଜର ମତ ଉପସ୍ଥାପନ କରିଛନ୍ତି। ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟାରାମଣି ସୁପ୍ରିମକୋର୍ଟଙ୍କୁ କହିଛନ୍ତି ନିର୍ବାଚନୀ ବଣ୍ଡର ଉତ୍ସ…

ବନ୍ଧକଙ୍କୁ ଢାଲ କରି ଖେଳୁଛି ହମାସ, ପର୍ଦ୍ଦାଫାଶ କଲେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ…

ଜେରୁଜେଲମ,୩୦।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧକୁ ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି। ଦ୍‌ଗାଜାରେ ବନ୍ଧକ ରଖିଥିବା ଲୋକଙ୍କୁ ହମାସ ଏପର୍ଯ୍ୟନ୍ତ ମୁକ୍ତ କରି ନାହିଁ। କତାରର ମଧ୍ୟସ୍ଥତା ଯୋଗୁ ହମାସ ଏପର୍ଯ୍ୟନ୍ତ କେବଳ ଚାରିଜଣ ବନ୍ଧକଙ୍କୁ ମୁକ୍ତ କରିଛି।…

ପ୍ରଣତିଙ୍କୁ ୨୩ ଲକ୍ଷ ଟଙ୍କା ଦେଇ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦।୧୦(ତପନ ସ୍ବାଇଁ): ଗୋଆରେ ଚାଲିଥିବା ଜାତୀୟ କ୍ରୀଡ଼ାରେ ୪ ସ୍ବର୍ଣ୍ଣ ସହ ମୋଟ ୫ ପଦକ ଜିତିଥିବା ଓଡ଼ିଶାର ପ୍ରତିଭାସମ୍ପନ୍ନ ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ସେ ପ୍ରଣତିଙ୍କୁ ୨୩…

ଶ୍ରୀଲଙ୍କା ପାଇଁ ସହଜ ହେବନି ଆଫଗାନ ଚ୍ୟାଲେଞ୍ଜ

ପୁଣେ,୩୦ା୧୦(ପି.ଟି.): ବିଶ୍ୱକପ୍‌ର ୧୯୯୬ ସଂସ୍କରଣ ଚାମ୍ପିୟନ ଶ୍ରୀଲଙ୍କା ଓ ଅଣ୍ଡର ଡଗ୍‌ ଆଫଗାନିସ୍ତାନ ସୋମବାର ପୁଣେରେ ପରସ୍ପର ମୁକାବିଲାରେ ଅବତୀର୍ଣ୍ଣ ହେବେ। ଉଭୟ ଦଳ ଦୁଇଟି ଲେଖାଏ ମ୍ୟାଚ୍‌ ବିଜୟୀ ହୋଇଥିବା ବେଳେ ପୁଣେରେ ଯେ କୌଣସି ଗୋଟିଏ ଦଳର ଆଗକୁ…

ଶୀର୍ଷକୁ ଫେରିଲା ଭାରତ

ଲକ୍ଷ୍ନୌ, ୩୦।୧୦: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପରେ ଟିମ୍‌ ଇଣ୍ଡିଆର ବିଜୟ ଧାରା ଅବ୍ୟାହତ ରହିଛି। ପୂର୍ବରୁ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ ଓ ନ୍ୟୁଜିଲାଣ୍ଡକୁ ହରାଇଥିବା ଭାରତ ରବିବାର ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ୧୦୦ ରନରେ ହରାଇ ଅପରାଜେୟ ରହିଛି।…

କେୟାର ହସ୍ପିଟାଲ ପକ୍ଷରୁ ବିଶ୍ବ ବ୍ରେନ୍‌ ଷ୍ଟ୍ରୋକ୍‌ ଦିବସ ପାଳିତ

ଭୁବନେଶ୍ୱର,୩୦।୧୦: କେୟାର ହସ୍ପିଟାଲ ପକ୍ଷରୁ ବିଶ୍ୱ ବ୍ରେନ୍‌ ଷ୍ଟ୍ରୋକ୍‌ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ପଦଯାତ୍ରା କରାଯାଇଥିଲା। ବ୍ରେନ୍‌ ଷ୍ଟ୍ରୋକର କାରଣ, ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ କେୟାର ହସ୍ପିଟାଲ ପକ୍ଷରୁ…

ରେନ୍‌ବୋ ଚିଲ୍‌ଡ୍ରେନ୍ସ ହସ୍ପିଟାଲର ସଫଳତା

ଭୁବନେଶ୍ୱର,୩୦।୧୦ (ଅନୁରାଧା ମହାରଣା): ନିମୋନିଆ ଓ ଆକ୍ୟୁଟ୍‌ ରେସ୍ପିରେଟୋରି ଡିସ୍‌ଷ୍ଟ୍ରେସ୍‌ ସିଣ୍ଡ୍ରୋମ୍‌(ଏଆର୍‌ଡିଏସ୍‌)ରେ ପୀଡ଼ିତ ଜଣେ ୧୮ ମାସର ଶିଶୁର ଜୀବନ ବଞ୍ଚାଇ ହାଇଦ୍ରାବାଦସ୍ଥିତ ରେନ୍‌ବୋ ଚିଲ୍‌ଡ୍ରେନ୍ସ ହସ୍ପିଟାଲ ଏକ ନୂଆ ସଫଳତା ହାସଲ କରିଛି। ଗୋଆର ଏହି ଶିଶୁଟି ଗୁରୁତର ଥିବାବେଳେ…

ପ୍ରଦୂଷଣରେ ଭାରାକ୍ରାନ୍ତ ମାନପୁର ବ୍ରିଜ୍‌

ଯାଜପୁର,୩୦।୧୦(ହର୍ଷବର୍ଦ୍ଧନ ବେହେରା) :ଶିଳ୍ପ ପ୍ରଦୂଷଣର ଭୟାବହତା ଏବେ କଳିଙ୍ଗନଗରବାସୀଙ୍କୁ କବଳିତ କରିଛି। ଚତୁଃପାର୍ଶ୍ୱରୁ ଶିଳ୍ପ କାରଖାନା ଘେର ମଧ୍ୟରେ ରହି କାଳ କାଟୁଥିବା ୩୦ ରୁ ଊର୍ଦ୍ଧ୍ୱ ଗାଁ ଲୋକେ ପ୍ରଦୂଷଣ ମଧ୍ୟରେ ଘାଣ୍ଟି ହେଉଛନ୍ତି । ବାୟୁ ଓ ଜଳ…

‘ଦେଶରେ ୫-ଜି ନେଟ୍‌ୱର୍କରେ ଜିଓର ଭାଗ ୮୫%’

ଭୁବନେଶ୍ୱର,୩୦।୧୦: ଦେଶରେ ୫-ଜିର ଶୁଭାରମ୍ଭର ଗୋଟିଏ ବର୍ଷ ମଧ୍ୟରେ ରିଲାଏନ୍ସ ଜିଓ ମାଧ୍ୟମରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ପହଞ୍ଚତ୍ପାରିଛି। ବର୍ଷକ ମଧ୍ୟରେ ସେକେଣ୍ଡ ପ୍ରତି ଗୋଟିଏ ହାରରେ ରିଲାଏନ୍ସ ଜିଓ ଦେଶରେ ପ୍ରାୟ ୧୦ ଲକ୍ଷ ୫-ଜି ସେଲ୍‌ ସ୍ଥାପନ…

ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ହିନ୍ଦୀ ପକ୍ଷ ସମାରୋହ

ଭୁବନେଶ୍ୱର,୩୦।୧୦: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ବରଗଡ଼ସ୍ଥିତ ବିଜୁ ପଟ୍ଟନାୟକ ଟାଉନ୍‌ହଲ୍‌ଠାରେ ହିନ୍ଦୀ ପକ୍ଷ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର କ୍ଷେତ୍ରର ବିଭିନ୍ନ ଶାଖା ଓ କାର୍ଯ୍ୟାଳୟଗୁଡିକର କର୍ମଚାରୀମାନେ ନିଜ ନିଜର ପରିବାର…

ସିମ୍ଫୋନି ଲିମିଟେଡ୍‌ର ଦ୍ୱିତୀୟ ତ୍ରୈମାସ ଫଳାଫଳ

ଭୁବନେଶ୍ୱର,୩୦।୧୦: ପ୍ରମୁଖ ଏୟାରକୁଲର କମ୍ପାନି ସିମ୍ଫୋନି ଲିମିଟେଡ୍‌ ପକ୍ଷରୁ ଦ୍ୱିତୀୟ ତ୍ରୈମାସ ଫଳାଫଳ ଘୋଷଣା କରାଯାଇଛି। କମ୍ପାନି ୨୭୫ କୋଟି ଟଙ୍କାର ମୋଟ ପରିଚାଳନା ରାଜସ୍ବ ହାସଲ କରିଛି। ମୋଟ ମାର୍ଜିନ୍‌ ୧୫.୫ ପ୍ରତିଶତ ରହିଛି। ଘରୋଇ ବଜାରରେ ଏହାର ବିକ୍ରି…

ବିଓବି ପକ୍ଷରୁ ନୋଟ୍‌ ଓ ମୁଦ୍ରା ବିନିମୟ ମେଳା

ଭୁବନେଶ୍ୱର,୩୦।୧୦(ଅନୁରାଧା ମହାରଣା): ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ପକ୍ଷରୁ ଗତ ୨୭ ତାରିଖରେ ବ୍ୟାଙ୍କ ଅଫ୍‌ ବରୋଦା ଜନପଥ ଶାଖା ଦ୍ୱାରା ନୋଟ୍‌ ଓ ମୁଦ୍ରା ବିନିମୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ମହାପ୍ରବନ୍ଧକ ଡ. ଦେବୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri