Home

‘ଗୋଟିଏ ଛୋଟିଆ ଭୁଲ…’ଇସ୍ରୋ ରକେଟରେ ଚାଇନା ପତାକାକୁ ନେଇ ଷ୍ଟାଲିନ ସରକାରଙ୍କ ସଫେଇ

ନୂଆଦିଲ୍ଲୀ,୧।୩: ତାମିଲନାଡୁରେ ଇସ୍ରୋର ନୂତନ ଲଞ୍ଚ କମ୍ପ୍ଲେକ୍ସ ସହିତ ଜଡିତ ଇସ୍ରୋର ବିଜ୍ଞାପନରେ ‘ଚାଇନିଜ ପତାକା’ ଦେଖାଇବା କାରଣରୁ ଏକ ବିବାଦ ସୃଷ୍ଟି ହୋଇଛି। ବିବାଦର ଗୋଟିଏ ଦିନ ପରେ ଦଳ ପକ୍ଷରୁ ବିଜ୍ଞାପନ ଦେଇଥିବା ଡିଏମକେ ନେତା ତଥା ମତ୍ସ୍ୟ…

ମାତ୍ର ୧୦ ମିନିଟ୍‌ରେ ଗୋଟିଏ ପ୍ରେସର କୁକରରେ ୩ ପ୍ରକାରର ଖାଦ୍ୟ ରେଡି: କମ ସମୟରେ ରୋଷେଇ ଚାହୁଁଥିଲେ ଦେଖନ୍ତୁ ଏହି ଭିଡିଓ

ବ୍ୟାଚ୍‌ଲର୍‌ ଲାଇଫ୍‌ରେ ରୋଷେଇ କରିବା ସବୁଠାରୁ କଷ୍ଟକର କାର୍ଯ୍ୟ ବୋଲି ମନେହୁଏ। ତେଣୁ ସମସ୍ତେ ଚାହାଁନ୍ତି ଖାଦ୍ୟ କମ ସମୟ ମଧ୍ୟରେ ପ୍ରସ୍ତୁତ ହେଉ। ରୋଷେଇରେ ସମୟ ସଞ୍ଚୟ କରିବାକୁ ଛାତ୍ରୀଛାତ୍ରମାନେ ପ୍ରାୟତଃ ଭାତ, ଡାଲି ଏବଂ ଆଳୁ ଚଟଣୀ ପ୍ରସ୍ତୁତ…

ହିମାଚଳରେ ଟଳିନି ସୁଖୁ ସରକାରଙ୍କ ସଙ୍କଟ, ବିଦ୍ରୋହୀଙ୍କ ଯୋଗାଯୋଗରେ ଅଛନ୍ତି ଅନେକ ବିଧାୟକ

ଶିମ୍‌ଲା,୧।୩: ହିମାଚଳ ପ୍ରଦେଶରେ କଂଗ୍ରେସର ସୁଖବିନ୍ଦର ସିଂ ସୁଖୁ ସରକାରଙ୍କ ପାଇଁ ସଙ୍କଟ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ସୂଚନାନୁସାରେ, କଂଗ୍ରେସ ସରକାର ଏବେ ବି ବିପଦରେ ଅଛନ୍ତି। ଅନେକ କଂଗ୍ରେସ ବିଧାୟକ ବିଦ୍ରୋହୀଙ୍କ ସହ ଯୋଗାଯୋଗରେ ଅଛନ୍ତି। ଗୁରୁବାର ପର୍ଯ୍ୟବେକ୍ଷକଙ୍କ…

ଗଣଶିକ୍ଷକଙ୍କୁ ଖୁସି ଖବର ଦେଲେ ନବୀନ: ବଢିଲା ଦରମା

ଭୁବନେଶ୍ୱର,୧।୩: ରାଜ୍ୟ ସରକାର ଗଣଶିକ୍ଷକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଟିଇଟି ପାସ୍‌ କରି ନ ଥିବା ଗଣଶିକ୍ଷକଙ୍କ ପାରିଶ୍ରମିକ ଶୁକ୍ରବାର ବୃଦ୍ଧି କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ଘୋଷଣା କରାଯାଇଛି। ଫଳରେ ଗଣଶିକ୍ଷକଙ୍କ ଦରମା ୭ରୁ ବୃଦ୍ଧି ପାଇଁ…

ଅଯୋଧ୍ୟା ରାମ ମନ୍ଦିରରେ ହେଲା ଚମତ୍କାର: ଭିଡିଓ ନ ଦେଖିଲେ କରିପାରିବେନି ବିଶ୍ୱାସ

ଅଯୋଧ୍ୟା,୧।୩: ଜାନୁଆରୀରେ ଅଯୋଧ୍ୟାରେ ନିର୍ମିତ ଭବ୍ୟ ମନ୍ଦିରରେ ଭଗବାନ ପ୍ରଭୁ ଶ୍ରୀ ରାମଙ୍କ ପ୍ରତିଷ୍ଠା କରାଯାଇଥିଲା। ଭଗବାନ ଶ୍ରୀ ରାମଙ୍କ ପ୍ରତିଷ୍ଠା ପରେ ଅନେକ ଜିନିଷ ସାମ୍ନାକୁ ଆସିଛି, ଯାହା ଏକ ଚମତ୍କାରଠାରୁ କମ ନୁହେଁ। ପବିତ୍ର ହେବା ପରେ ଭଗବାନ…

ଅଧରାତି ଯାଏ ଭାଜପାର ମାରାଥନ ବୈଠକ: ଖୁବ୍‌ଶୀଘ୍ର ପ୍ରକାଶ ପାଇବ ଭାଜପାର ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ,୩।୧: ଆସନ୍ତା ଲୋକ ସଭା ନିର୍ବାଚନରେ ହ୍ୟାଟ୍ରିକ ବିଜୟ ସହ ୩୭୦ଟି ଆସନ ଜିତିବାର ଲକ୍ଷ୍ୟ ସ୍ଥିର କରିବା ପରେ ଭାଜପା ପ୍ରାର୍ଥୀଙ୍କ ନାମ ଉପରେ ମନ୍ଥନ କରିବା ଆରମ୍ଭ କରିଛି। ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକ ପୂର୍ବରୁ…

ବଜାରରେ ମହିନ୍ଦ୍ରାର ଦି ୨୦୨୪ ଏକ୍ସୟୁଭି୭୦୦

ଭୁବନେଶ୍ୱର,୧।୩ (ଅଭୟ ଦାଶ):ଦେଶର ପ୍ରମୁଖ ପ୍ରିମିୟମ ଏସ୍‌ୟୁଭି ନିର୍ମାତା ‘ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଦି ୨୦୨୪ ଏକ୍ସୟୁଭି ୭୦୦’ ମଡେଲର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।…

ଏଲିନାଙ୍କୁ ଦିଲୀପଙ୍କ ପ୍ରଶଂସା

ରାଉରକେଲା,୧ା୩(ପି.ଟି.):ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଏଲିନା ନର୍ମାନ ମଙ୍ଗଳବାର ଇସ୍ତଫା ପ୍ରଦାନ କରିବା ପରେ ସଭାପତି ଦିଲୀପ ତିର୍କୀ ମୁହଁ ଖୋଲିଛନ୍ତି। ଜଣେ ସିଇଓ ଭାବରେ ଏଲିନା ଉଲ୍ଲେଖନୀୟ କାମ କରିବା ସହ ଭାରତରେ ହକିର ବିକାଶ କରିଛନ୍ତି ବୋଲି…

ରୋନାଲ୍ଡୋ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ

ରିୟାଧ,୧ା୩(ପି.ଟି.):ଫ୍ୟାନ୍‌ଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ଭଙ୍ଗୀ ପ୍ରଦର୍ଶନ କରିବା କାରଣରୁ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି। ସାଉଦି ଆରବ ଲିଗ୍‌ର ଏକ ମ୍ୟାଚ୍‌ ସମୟରେ ଅଲ୍‌ ନାସର ଖେଳାଳି ରୋନାଲ୍ଡୋ ଦର୍ଶକ ଗ୍ୟାଲେରିରେ ଥିବା ଅଲ ଶବାବ ଫ୍ୟାନ୍‌ଙ୍କୁ ଏଭଳି…

କାରଖାନା ନିର୍ମାଣ ନାମରେ ମୋରମ ଲୁଟ୍‌

ଯାଜପୁର,୧ା୩(ହର୍ଷବର୍ଦ୍ଧନ ବେହେରା) :ତୃଣମୂଳଠାରୁ ଆରମ୍ଭ କରି ଯାହାର ଯେତେ କ୍ଷମତା ସେହି ପରିମାଣରେ ଦୁର୍ନୀତି ଓ ହରିଲୁଟ ବଢିବା ଏବେ ଯାଜପୁର ଜିଲା ପାଇଁ ଚିନ୍ତାର କାରଣ ହୋଇଛି। ବିଶେଷକରି ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କାରବାରକୁ ଅଧିକ ନିୟନ୍ତ୍ରଣ ଆଶା…

ହୋଲି ପୂର୍ବରୁ ଝଟକା, ବଢିଲା ଏଲପିଜି ସିଲିଣ୍ଡରର ଦାମ୍‌

ନୂଆଦିଲ୍ଲୀ,୧।୩: ସରକାରୀ ତୈଳ ଏବଂ ଗ୍ୟାସ କମ୍ପାନୀଗୁଡିକ ହୋଲି ପୂର୍ବରୁ ଲୋକଙ୍କୁ ବଡ଼ ଝଟକା ଦେଇଛନ୍ତି। ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିବାକୁ କମ୍ପାନୀ ଘୋଷଣା କରିଛି। ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ଏହି ବୃଦ୍ଧି କରାଯାଇଛି,…

ମତ୍ସ୍ୟଜୀବୀ ପରିବାରଙ୍କୁ ୨୨ କୋଟିର ଜୀବିକା ସହାୟତା

ଭୁବନେଶ୍ୱର,୧।୩(ଅସମାପିକା ସାହୁ):ଅଲିଭ୍‌ ରିଡ୍‌ଲେ କଇଁଛର ସୁରକ୍ଷା ନିମନ୍ତେ ମାଛଧରା କଟକଣା ଯୋଗୁ ପ୍ରଭାବିତ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ରାଜ୍ୟ ଯୋଜନାରେ ଜୀବିକା ସହାୟତା ପ୍ରଦାନ କରାଯାଇଛି। ଗୁରୁବାର କୃଷି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?