୧୦୦ ବର୍ଷ ଆଗୁଆ ଭାରତ, ଗଗନୟାନ ମିଶନର ସଫଳତା ପାଇଁ ପ୍ରାର୍ଥନା କରୁଛି ପାକିସ୍ତାନ
ଇସଲାମାବାଦ୍,୨୯।୨: ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ୨୦୨୫ରେ ଗଗନୟାନ୍ ମିଶନ ମାଧ୍ୟମରେ ୪ଜଣ ଯାତ୍ରୀଙ୍କୁ ମହାକାଶକୁ ପଠାଇବ। ପୃଥିବୀର କକ୍ଷପଥକୁ ପଠାଇବାକୁ ମନୋନୀତ ହୋଇଥିବା ମହାକାଶଚାରୀମାନେ ବର୍ତ୍ତମାନ କଠୋର ତାଲିମ ନେଉଛନ୍ତି। ଭାରତର ଏହି ସଫଳତା ବର୍ତ୍ତମାନ ଭାରତର ପଡୋଶୀ…
ପୂରା ପିଇବୁ, ପୂରା ଜିଇଁବୁ: ରାଷ୍ଟ୍ରପତି
କେନ୍ଦୁଝର,୨୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ଫେରିଛନ୍ତି। ମୟୂରଭଞ୍ଜ ଜିଲାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ପ୍ରାୟ ୧୦.୩୦ରେ ସଦର ବ୍ଲକ ରାଇସୁଆଁ ଏୟାରଷ୍ଟ୍ରିପ୍ରେ ଓହ୍ଲାଇଥିଲେ। ସେଠାରୁ ସଡ଼କପଥରେ…
ଶାହଜାହାନ ଶେଖଙ୍କ ବିରୋଧରେ ଟିଏମସିର ବଡ କାର୍ଯ୍ୟାନୁଷ୍ଠାନ, ୬ ବର୍ଷ ପାଇଁ ଦଳରୁ ବହିସ୍କୃତ
ନୂଆଦିଲ୍ଲୀ,୨୯।୨: ପଶ୍ଚିମବଙ୍ଗର ସାନ୍ଦେଶଖାଲିରେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ତଥା ଜମି ଦଖଲ ଅଭିଯୋଗରେ ତ୍ରୁଣ ମୂଳ କଂଗ୍ରେସ (ଟିଏମସି) ଗୁରୁବାର ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ତାଙ୍କୁ ଦଳରୁ ବାହାରିବା ବାଟ ଦେଖାଇଛି। ସୂଚନାଯୋଗ୍ୟ, ଟିଏମସି ଶାହଜାହାନ ଶେଖଙ୍କୁ ଦଳରୁ…
ଭାଙ୍ଗି ଦିଆଗଲା ୪୧ ଲୋକଙ୍କ ଜୀବନ ବଞ୍ଚାଇଥିବା ରାଟ ମାଇନରଙ୍କ ଘର
ନୂଆଦିଲ୍ଲୀ,୨୯।୨: ଗତ ବର୍ଷ ଉତ୍ତରାଖଣ୍ଡରେ ଫସି ରହିଥିବା ୪୧ ଜଣଙ୍କ ଜୀବନ ରକ୍ଷା କରିଥିବା ରାଟ ମାଇନର ଓକିଲ ହାସନଙ୍କ ଘର ଦିଲ୍ଲୀ ବିକାଶ ପ୍ରାଧିକରଣ ଦ୍ୱାରା ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଛି। ଅଲ ଇଣ୍ଡିଆ ମଜଲିସ-ଇ-ଇନ୍ତେହାଦୁଲ ମୁସଲିମ (ଏଆଇଏମଆଇଏମ) ମୁଖ୍ୟ…
ସହରବାସୀଙ୍କ ପାଇଁ ସୁବିଧା-ସେବା ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ
ଛତ୍ରପୁର,୨୯ା୨(ଦିଲ୍ଲୀପ ସାମଲ): ଲୋକଙ୍କ ସୁବିଧା ପାଇଁ ସହରାଞ୍ଚଳଗୁଡ଼ିକୁ ୫-ଟିରେ ରୂପାନ୍ତରଣ କରାଯାଇଛି। ସହରବାସୀଙ୍କ ନିମନ୍ତେ ବିଭିନ୍ନ ସୁବିଧା ଓ ସେବା ଉତ୍ସର୍ଗ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ଛତ୍ରପୁରସ୍ଥିତ ଏନ୍ଏସି…
ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ, ୧ କୋଟି ଘରେ ଲାଗିବ ସୋଲାର ପ୍ୟାନେଲ
ନୂଆଦିଲ୍ଲୀ,୨୯।୨: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଗୁରୁବାର ଏକ ପ୍ରେସ ବ୍ରିଫିଙ୍ଗରେ କହିଛନ୍ତି କେନ୍ଦ୍ର କ୍ୟାବିନେଟ ବୈଠକରେ ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳିକୁ ମଞ୍ଜୁରୀ ମିଳିଛି। ଏହି ଯୋଜନା ଅଧୀନରେ ୧ କୋଟି ଘର ୩୦୦…
୧୯୯୩ ସିରିଏଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଖଲାସ
ନୂଆଦିଲ୍ଲୀ,୨୯।୨: ୧୯୯୩ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଅବଦୁଲ କରିମ ଟୁଣ୍ଡା ଗୁରୁବାର (୨୯ ଫେବୃଆରୀ) କୋର୍ଟ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ସହ କଥାବାର୍ତ୍ତା କରି ତାଙ୍କ ଓକିଲ ଶଫକତ ସୁଲତାନି…
ମୃତବ୍ୟକ୍ତିଙ୍କ ଭସ୍ମକୁ ଗଙ୍ଗାରେ କାହିଁକି ଭସାଇ ଦିଆଯାଏ? ବୈଜ୍ଞାନିକ କାରଣ ଜାଣିଲେ ହୋଇଯିବେ ତାଜୁବ
ହିନ୍ଦୁ ଧର୍ମରେ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଏ ତେବେ ତାଙ୍କ ମୃତଦେହକୁ ପୋଡ଼ି ଅନ୍ତିମ ସଂସ୍କାର କରାଯାଏ। ଅନ୍ତିମ ସଂସ୍କାରର ୪ଦିନ ପରେ ମୃତଶରୀରର ଭସ୍ମକୁ ପବିତ୍ର ଗଙ୍ଗା କିମ୍ବା ନଦୀ ଜଳରେ ପ୍ରବାହିତ କରାଯାଏ। ତେବେ ଏପରି ପରମ୍ପରା…
୨୧,୪୨୭ ବସ୍ତି ବାସିନ୍ଦା ପରିବାରକୁ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯ା୨(ଅସମାପିକା ସାହୁ): ରାଜ୍ୟର ସହର ବିକାଶ ଇତିହାସରେ ଆଜି ଏକ ନୂଆ ମାଇଲଷ୍ଟୋନ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୫-ଟି ଉପକ୍ରମରେ ସହରବାସୀଙ୍କ ନିମନ୍ତେ ଅନେକ ସୁବିଧା ଯଥା ରାସ୍ତାଘାଟ, ପିଇବା ପାଣି,ସ୍ବରେଜ ସିଷ୍ଟମ ଏବଂ ଅନେକ ନାଗରିକ…
କପାଳରେ କଲେ QR କୋଡ୍ ଟାଟୁ, କାରଣ ଜାଣିଲେ ହୋଇଯିବେ ତାଜୁବ
ଆଜିକାଲି ସବୁଠି ସୋସିଆଲ ମିଡିଆ ଫୋବିଆ । ଯାହାକୁ ଦେଖ କିଛିି ନା କିଛି କରି ଭାଇରାଲ ହେଉଛନ୍ତି। ଅନେକ ଲୋକ ଅଜବ ଜିନିଷ କରି ଟ୍ରୋଲ ବି ହେଉଛନ୍ତି । ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ…
ଭାଜପାରେ ଯୋଗଦେଲେ ପ୍ରଶାନ୍ତ ଜଗଦ୍ଦେବ
ଖୋର୍ଦ୍ଧା,୨୯ା୨(ପ୍ରଭାତ ପାଣିଗ୍ରାହୀ): ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ କରିଛନ୍ତି। ଗୁରୁବାର ଅପରାହ୍ନରେ ଭୁବନେଶ୍ବର ଦଳୀୟ କାର୍ଯ୍ୟାଳୟରେ ସମର୍ଥକଙ୍କ ସହ ଆସି ଦଳରେ ଯୋଗଦାନ କରିଛନ୍ତି। ଏହି ସମୟରେ ଦଳୀୟ…
ଭାଜପାରେ ଯୋଗ ଦେବେ ପ୍ରଶାନ୍ତ ଜଗଦ୍ଦେବ!
ଭୁବନେଶ୍ୱର,୨୯ା୨: ଚିଲିକାର ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଗୁରୁବାର ଅପରାହ୍ନରେ ସେ ଭାଜପାର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇ ପାରନ୍ତି ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ…

