Home

କେବଳ ଲଗେଜ ନୁହେଁ ଯାତ୍ରୀଙ୍କ ଓଜନ ମାପିବ ଏୟାରଲାଇନ, ମୋଟା ହୋଇଥିଲେ…

ଓ୍ବାଶିଂଟନ୍‌,୯।୨: ସାଧାରଣତଃ ଫ୍ଲାଇଟରେ ଟ୍ରାଭେଲ କରିବା ସମୟରେ ଯାତ୍ରୀମାନେ ଲଗେଜକୁ ନେଇ ବିଶେଷ ଧ୍ୟାନ ରଖିଥାନ୍ତି। ଏୟାରପୋର୍ଟରେ ଯାଇ ହଇରାଣ ହେବାଠାରୁ ଆବଶ୍ୟକୀୟ ଜିନିଷ ନେଇ ଟ୍ରାଭେଲ କରିବାକୁ ପସନ୍ଦ କରିଥାନ୍ତି। ସେଠାରେ ପହଞ୍ଚିବା ସମୟରେ ବୋର୍ଡିଂବେଳେ ଲଗେଜର ଓଜନ ମପାଯାଇଥାଏ।…

କୁକୁର ଖାଇଲାନି ବୋଲି ରାହୁଲ କର୍ମୀଙ୍କୁ ଦେଇଥିଲେ କି ବିସ୍କୁଟ? ଭିଡିଓ ଭାଇରାଲ, ଜଣାପଡିଲା ସତ

ନୂଆଦିଲ୍ଲୀ,୯।୨:ଭାରତ ଯୋଡ ନ୍ୟାୟ ଯାତ୍ରାରେ ଏବେ ବାହାରିଛନ୍ତି ରାହୁଲ ଗାନ୍ଧୀ। ମଣିପୁରରୁ ଆରମ୍ଭ ହୋଇ ଏହି ଯାତ୍ରା ଏବେ ଛତିଶଗଡରେ ପହଞ୍ଚିଛି। ଏହାରି ଭିତରେ ଯାତ୍ରାକୁ ନେଇ କଂଗ୍ରେସ କର୍ମୀ ତ ଉତ୍ସାହିତ ଅଛନ୍ତି ହେଲେ ରାହୁଲଙ୍କୁ ନେଇ ଟ୍ରୋଲ ବି…

ସୁଦର୍ଶନଙ୍କ ବାଲୁକାକଳା ଦେଖି ବିମୋହିତ ହେଲେ ପ୍ରଖ୍ୟାତ ଗାୟକ ଜୁବିନ୍‌ ନୌଟିଆଲ

ପୁରୀ ଅଫିସ,୯।୨: ପୁରୀ ବେଳାଭୂମିରେ ‘ତମେ ଚାହିଁଲ ବୋଲି ଚକା ଆଖି’ ବାଲୁକା କଳାକୃତି ଦେଖି ଅଭିଭୂତ ହୋଇଛନ୍ତି ବଲିଉଡର ପ୍ରଖ୍ୟାତ ଗାୟକ ଜୁବିନ୍‌ ନୌଟିଆଲ । ଓଲିଉଡ଼ ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ସଂଗୀତକୁ ଗାଇଥିଲେ ଜୁବିନ୍‌ । ଶୁକ୍ରବାର ପୁରୀ…

ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି କରି ଧରାପଡ଼ିଲେ ପିଅନ

ପୁରୀ ଅଫିସ,୯।୨(ଅଜିତ ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ହୁଣ୍ଡିକୁ ନେଉଥିବା ଦାନ ଟଙ୍କା ଗଣତି ବେଳେ ଚୋରି କରି ଜଣେ ପିଅନ ଧରାପଡ଼ିଛନ୍ତି । ଶ୍ରୀମନ୍ଦିର ଭିତରେ ଡୋନେସନ ସେଲ୍‌ରେ ଟଙ୍କା ଗଣତି ବେଳେ ଏହା ଘଟିଛି। ସିସିଟିଭି…

ଆସୁଛି ନିର୍ବାଚନ, ଘରେ ବସି ଭୋଟର୍‌ ଆଇଡି କାର୍ଡ ଲାଗି ଏଭଳି କରନ୍ତୁ ଆବେଦନ; ଜାଣନ୍ତୁ ପୁରା ପ୍ରକ୍ରିୟା…

ଜାନୁଆରୀ ପରେ ଫେବୃଆରୀ ୨୦୨୪ ଶେଷ ହେବାକୁ ବସିଲାଣି। ଏମିତିରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହେବା ଆରମ୍ଭ ହେଲାଣି। ଆସନ୍ତା ଏପ୍ରିଲ କିମ୍ବା ମେ’ ୨୦୨୪ରେ ନିର୍ବାଚନ ଆୟୋଜିତ ହେବ। ଏମିତିରେ ଦେଶର ଦାୟିତ୍ୱବାନ ନାଗରିକ ଭାବେ…

ପ୍ରାଣ ପ୍ରତିଷ୍ଠାର ୧୭ ଦିନ ପରେ ପୁଣି ଅଯୋଧ୍ୟା ଯାଇଛନ୍ତି ଅମିତାଭ ବଚ୍ଚନ, ଜାଣନ୍ତୁ କାରଣ…?

ଅଯୋଧ୍ୟା,୯।୨: ଜାନୁଆରୀ ୨୨ ଦେଶବାସୀଙ୍କ ଲାଗି ଐତିହାସିକ ଦିନ ଥିଲା। ଏହି ଦିନ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ବଡ଼ ବଡ଼ ସେଲିବ୍ରିଟିମାନେ ନିମନ୍ତ୍ରିତ ହୋଇ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଭେଟେରାନ ଅଭିନେତା ଅମିତାଭ ବଚ୍ଚନ।…

୬୪ ବର୍ଷ ପରେ ନାଁ ବଦଳାଇଲେ ଧର୍ମେନ୍ଦ୍ର!

ମୁମ୍ବାଇ: ଶାହିଦ କପୁର ଏବଂ କ୍ରିତି ସାନନଙ୍କ ଅଭିନୀତ ମୁଭି ତେରି ବାତୋଁ ମେଁ ଏସା ଉଲଝା ଜିଆ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଫିଲ୍ମକୁ ନେଇ ବିଷୟରେ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ସୋସିଆଲ ମିଡିଆ ଠାରୁ ସମାଲୋଚକ…

ରାଜ୍ୟ ସଭାରେ କାହିଁକି ହାତ ଯୋଡ଼ି କ୍ଷମା ମାଗିଲେ ଜୟା ବଚ୍ଚନ? ଜାଣନ୍ତୁ ପୁରା ମାମଲା…

ନୂଆଦିଲ୍ଲୀ,୯।୨: ରାଜ୍ୟ ସଭାରୁ ଅବସର ନେଉଥିବା ଏମ୍‌ପିମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟୀର ଏମ୍‌ପି ଜୟା ବଚ୍ଚନ ରହିଛନ୍ତି, ହେଲେ ବଜେଟ ଅଧିବେଶନ ସମୟରେ ସେ ଗୃହକୁ କ୍ଷମା ମାଗିଥିବା ଦେଖାଯାଇଛି। ନିଜର ବିଦାୟୀ ଭାଷଣ ସମୟରେ ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ…

ମରଣୋତ୍ତର ଭାରତ ରତ୍ନରେ ସମ୍ମାନିତ ବ୍ୟକ୍ତିଙ୍କ ପରିବାରଙ୍କୁ ମିଳେ ଏହି ବଡ ସୁବିଧା, ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: ଭାରତ ସରକାର ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂ ଏବଂ ବୈଜ୍ଞାନିକ ଏମଏସ ସ୍ବାମୀନାଥନଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଏକ୍ସ’ରେ ପୋଷ୍ଟ କରି…

‘ମୋ ପତ୍ନୀଙ୍କ ଛବି ଖରାପ କରିବା ବନ୍ଦ କରନ୍ତୁ’

ନୂଆଦିଲ୍ଲୀ,୯।୨: ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜା ବାପା ଅନିରୁଦ୍ଧ ସିଂ ଜାଡେଜାଙ୍କ ସାକ୍ଷାତକାର ପ୍ରସଙ୍ଗରେ ବୟାନ ରଖିଛନ୍ତି। ପରିବାରରେ ଫାଟ ସୃଷ୍ଟି କରିଥିବାରୁ ଜାଡେଜାଙ୍କ ପତ୍ନୀ ରିଭାଭା ଦୋଷୀ ବୋଲି କହିଥିଲେ ଅନିରୁଦ୍ଧ ସିଂ। ଏବେ ଜାଡେଜା ବାପାଙ୍କ…

‘ଜୟ ଶ୍ରୀରାମ’ କହିବାରେ ଅସୁବିଧା କେଉଁଠି… ହଜାରେ ଥର କୁହ: ମହମ୍ମଦ ଶାମି

ନୂଆଦିଲ୍ଲୀ,୯।୨: ଥରେ କ’ଣ, ହଜାରେ ଥର ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେବାରେ ଅସୁବିଧା କେଉଁଠି। କାରଣ ଏଥିରେ କିଛି ଫରକ ପଡେନା ବୋଲି କହିଛନ୍ତି ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମି। ସବୁ ଧର୍ମରେ ଆପଣଙ୍କୁ ୫ରୁ ୧୦ଜଣ ଲୋକ…

ରାମ ମନ୍ଦିରକୁ ନେଇ ପାର୍ଲାମେଣ୍ଟରେ ହେବ ଆଲୋଚନା, ସରକାର ଆଣିବେ ସ୍ପେଶାଲ ବିଲ୍‌

ନୂଆଦିଲ୍ଲୀ,୯।୨: ଆସନ୍ତାକାଲି ଉଭୟ ଗୃହରେ ରାମ ମନ୍ଦିର ଉପରେ କେନ୍ଦ୍ର ସରକାର ଆଲୋଚନା କରିବେ। ପାର୍ଲାମେଣ୍ଟରେ ରାମ ମନ୍ଦିରକୁ ନେଇ ସିଧାସଳଖ ଆଲୋଚନା କରାଯାଇପାରିବ ନାହିଁ, ତେଣୁ ଏଥିପାଇଁ ଏକ ବିଲ ଅଣାଯିବ। ଆସନ୍ତାକାଲି ଉଭୟ ଗୃହର ଭାଜପା ଏମପିମାନଙ୍କୁ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri