କଳା କଲରାପତରିଆ ବାଘୁଣୀ ସହିତ ଯାଆଁଳା ଛୁଆ: କ୍ୟାମେରାରେ କଏଦ
ଭୁବନେଶ୍ୱର, ୧୯।୩(ଅସମାପିକା ସାହୁ):ରାଜ୍ୟରେ ପୁଣି ଦେଖାଯାଇଛି କଳା କଲରାପତରିଆ ବାଘ। ଏଥର କିନ୍ତୁ ମା’ ସହ ଛୁଆକୁ ଦେଖିବାକୁ ମିଳିଛି। କେନ୍ଦ୍ରୀୟ ଓଡ଼ିଶାର ଏକ ଜଙ୍ଗଲରେ କ୍ୟାମେରାରେ କଏଦ ହୋଇଛି ଏହି ଦୃଶ୍ୟ। ଏକ କଳା କଲରାପତରିଆ ବାଘୁଣୀ ସହିତ ତାର…
୪୫ରୁ ୫୫ କି.ମି. ବେଗରେ ବହିବ ପବନ, କୁଆପଥର ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୯ା୩ (ଅନିଲଦାସ):ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳ ଦେଇ ଏକ ଟ୍ରପ୍ ଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ଭାଗରେ ଘଡ଼ଘଡ଼ିି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ କୁଆପଥର…
ପ୍ରବଳ ଗ୍ରୀଷ୍ମ ପ୍ରବାହ ଆଶଙ୍କା:ଜିଲାପାଳଙ୍କୁ ସତର୍କ କଲେ ଏସ୍ଆର୍ସି
ଭୁବନେଶ୍ୱର,୧୯ା୩ (ଅନିଲଦାସ):ରାଜ୍ୟରେ ଆସନ୍ତା ଏପ୍ରିଲ ଓ ମେ’ ମାସରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି। ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିବାରୁ ଏପ୍ରିଲ ଓ ମେ’ ମାସରେ ପ୍ରଚାର ସରଗରମ ହେବ। ନିର୍ବାଚନ ସମୟ ହୋଇଥିବାରୁ ରାଲି ଓ…
ଓସେପା ଅଫିସ୍କୁ ଧସେଇ ପଶିଲେ ଅଭିଭାବକ
ଭୁବନେଶ୍ୱର, ୧୯।୩(ଅସମାପିକା ସାହୁ):ପାରଦର୍ଶୀ ପୋର୍ଟାଲରେ ବହୁ ଘରୋଇ ସ୍କୁଲ୍ ପଞ୍ଜୀକରଣ କରୁନାହାନ୍ତି। ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି। ଫଳରେ ଗରିବ ପିଲାମାନେ ସରକାରଙ୍କ ମାଗଣା ଗୁଣାତ୍ମକ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ଏପରି ଅନିୟମିତତାକୁ ବିରୋଧ କରି ଓଡ଼ିଶା ଅଭିଭାବକ ମହାସଂଘ…
ଶୃଙ୍ଖଳିତ, ଅବାଧ ନିର୍ବାଚନକୁ ଗୁରୁତ୍ୱ
ଭୁବନେଶ୍ୱର,୧୯ା୩(ସୂର୍ଯ୍ୟକାନ୍ତ ବେହେରା):ରାଜ୍ୟରେ ଆସନ୍ତା ମେ ଓ ଜୁନ୍ରେ ୪ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ନଜର ରଖି ସୋମବାର ଓଡ଼ିଶା ପୋଲିସ ପକ୍ଷରୁ ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଭିଡିଓ କନ୍ଫରେନ୍ସରେ ପଡୋଶୀ ପଶ୍ଚିମବଙ୍ଗ, ଛତିଶଗଡ ଏବଂ…
କିଏ ସେହି ରାଜୀବ କୁମାର, ଯାଙ୍କୁ ଡିଜିପି ପଦରୁ ହଟାଇଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ,୧୯।୩:ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକ ପଦରୁ ରାଜୀବ କୁମାରଙ୍କୁ ସୋମବାର ଅପରାହ୍ନରେ ନିର୍ବାଚନ କମିଶନ ହଟାଇବା ପରେ ଏହି ବରିଷ୍ଠ ପୋଲିସ ଅଧିକାରୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ୨୦୨୩ ଡିସେମ୍ବରରେ ମନୋଜ ମାଲବ୍ୟ ଡିଜିପି ପଦରୁ ଅବସର ନେବା ପରେ ମୁଖ୍ୟମନ୍ତ୍ରୀ ମମତା…
ମାଂସ ପାଇଁ ୩ଦିନ ପଡ଼ିରହିଲା ମୃତଦେହ
ବାରିପଦା,୧୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଗାଁର ସମସ୍ତଙ୍କ ଭୋଜି ଭାତରେ ସାମିଲ ହେଉଥିଲେ। ହେଲେ ଜାତିଭାଇଙ୍କୁ ନିଜ ବାହାଘର ଭୋଜି ଦେଲେନି। ଏନେଇ ଗାଁ ଲୋକଙ୍କ ସହ ଲାଗି ରହିଥିଲା ତିକ୍ତତା। ଜାତିପ୍ରଥା ଓ ପରମ୍ପରା ଉଲ୍ଲଂଘନ କରିଥିବା ସମ୍ପୃକ୍ତ ଯୁବକଙ୍କ ମା’ଙ୍କ ମୃତ୍ୟୁ…
ଆଜମ ଖାନଙ୍କୁ ୭ ବର୍ଷ ଜେଲ୍, ୫ ଲକ୍ଷ ଟଙ୍କା ଜୋରିମନା
ଲକ୍ଷ୍ନୌ,୧୮।୩: ସମାଜବାଦୀ ପାର୍ଟି ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନଙ୍କୁ ଏକ ବଡ଼ ଝଟ୍କା ଲାଗିଛି। ଡୁଙ୍ଗରପୁର ମାମଲାରେ ରାମପୁରର ଏମ୍ପି-ବିଧାୟକ କୋର୍ଟ ତାଙ୍କୁ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଧାରା ୪୨୭ ଅନୁଯାୟୀ ୭…
ହଠାତ୍ ଯୁବକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ଅଢେଇ ଲକ୍ଷ ଟଙ୍କା: ଖୁସି ହେବା ପରିବର୍ତ୍ତେ କଲେ ଏମିତି କାମ
କୋରାପୁଟ,୧୮।୩(ଅମିତାଭ ବେହେରା): ସମାଜରେ ଆଜି ବି ବଞ୍ଚି ରହିଛି ମାନବିକତା। ନିଜ ବ୍ୟାଙ୍କ ଆକାଉଣ୍ଟକୁ ଭୁଲ୍ରେ ଆସିଥିବା ଟଙ୍କା ଫେରାଇ ମାନବିକତାର ପରିଚୟ ଦେଲେ କୋରାପୁଟର ଯୁବକ ଶରତ ପଟ୍ଟନାୟକ। ସୂଚନା ଅନୁସାରେ ଗତ ଶନିବାର କୋରାପୁଟ ସହରର ଯୁବକ ଶରତ…
ବିଧାୟକ ବିଜୟଶଙ୍କରଙ୍କ ସହ ପ୍ରେମସମ୍ପର୍କ ମାମଲା: ହାଇକୋର୍ଟ ଗଲେ ସୋମାଲିକା
କଟକ,୧୮ା୩(କାର୍ତ୍ତିକ ସାହୁ): ପୁଣି ଚର୍ଚ୍ଚାରେ ବିଜେଡି ବିଧାୟକ ବିଜୟଶଙ୍କର ଦାସ। ଜଗତସିଂହପୁର ଥାନାରେ ବିଧାୟକ ବିଜୟଶଙ୍କରଙ୍କ ବିରୋଧରେ ହୋଇଥିବା ମାମଲାରେ ପୋଲିସ ଠିକ ଭାବରେ ତଦନ୍ତ କରୁ ନ ଥିବା ଦର୍ଶାଇ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକା ହାଇକୋର୍ଟ ଯାଇଛନ୍ତି। କୋର୍ଟରେ…
ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାର ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ
କଟକ,୧୮ା୩(କାର୍ତ୍ତିକ ସାହୁ): ସରକାରୀ ବିଜ୍ଞାପନରେ ବିଜୁ ଜନତା ଦଳର ଶଙ୍ଖ ଚିହ୍ନ ବ୍ୟବହାରକୁ ବିରୋଧ କରି ହାଇକୋର୍ଟରେ ରୁଜୁ ମାମଲାର ଅନ୍ତ ଘଟିଛି। ନିର୍ବାଚନ କମିଶନର (ଇସି)ଙ୍କ ନିକଟରେ ଏ ସଂକ୍ରାନ୍ତୀୟ ମାମଲା ବିଚାରାଧିନ ଥିବାରୁ ହାଇକୋର୍ଟ ଉକ୍ତ ଆବେଦନକୁ ବିଚାର…
ଭାଜପାର ୩ୟ ତାଲିକାରେ ପୁରୁଖା ନେତାଙ୍କୁ ମିଳିବ ସୁଯୋଗ, କାହାର ହେବ କ୍ଷତି, କାହାକୁ ମିଳିବ ଫାଇଦା, ଜାଣନ୍ତୁ…
ନୂଆଦିଲ୍ଲୀ,୧୮।୩: ଲୋକ ସଭା ନିର୍ବାଚନ ଘୋଷଣା ହେବା ସହିତ ଭାରତୀୟ ଜନତା ପାର୍ଟି ଆକ୍ଟିଭ୍ ମୋଡରେ ଥିବା ଜଣାପଡିଛି। ଭାଜପା ଖୁବ୍ଶୀଘ୍ର ପ୍ରାର୍ଥୀଙ୍କ ତୃତୀୟ ତାଲିକା ପ୍ରକାଶ କରିପାରେ। ପ୍ରଥମ ତାଲିକା ପରି ଉତ୍ତରପ୍ରଦେଶର ତୃତୀୟ ତାଲିକାରେ ମଧ୍ୟ ଭାଜପା କେବଳ…

