ଅହଂକାର ଯୋଗୁ କଂଗ୍ରେସ ଆଜି ବିଲୁପ୍ତ ହେବାକୁ ଯାଉଛି: ଗୁଲାମନବୀ…
ଶ୍ରୀନଗର,୧୫।୨ : କଂଗ୍ରେସ ମଧ୍ୟରେ ସାମ୍ପ୍ରତିକ ରାଜନୈତିକ ଘଟଣାକ୍ରମ ମଧ୍ୟରେ ଦଳର ପୂର୍ବତନ ନେତା ତଥା ଡେମୋକ୍ରାଟିକ ପ୍ରଗତିଶୀଳ ଆଜାଦ ପାର୍ଟି (ଡିପିଏପି) ସଭାପତି ଗୁଲାମ ନବୀ ଆଜାଦ କହିଛନ୍ତି କିଛି ଲୋକଙ୍କ ଦୁର୍ବଳତା ଏବଂ ଅହଂକାର ଯୋଗୁଁ କଂଗ୍ରେସ ଭଳି…
ବାଇକ୍ ଷ୍ଟାର୍ଟ କରିବାବେଳେ ହେଉଛି କି ଖଡ୍ଖଡ୍ ଶଦ୍ଦ, ଚୁଟ୍କିରେ କରନ୍ତୁ ସମାଧାନ
ବାଇକ୍ କିମ୍ବା ସ୍କୁଟି ଚଳାଉଥିବା ସମୟରେ ଲୋକମାନେ ଗାଡିରୁ ଆସୁଥିବା ଖଟ୍ଖଟ୍ ଶବ୍ଦ ଦ୍ୱାରା ଚିଡି ଯାଆନ୍ତି। ଅନେକେ ଅଭିଯୋଗ କରନ୍ତି ଯେ, ସେମାନେ ବାଇକ ଚଳାଇବା ଆରମ୍ଭ କରିବା ମାତ୍ରେ ଏକ ଖଡ୍ଖଡ୍ ଶବ୍ଦ ଶୁଣିବାକୁ ମିଳିଥାଏ। ଆଉ ବାଇକ୍…
ମୁଁ ଏଣିକି ଆଉ ସିଧାସଳଖ…ଭାବପ୍ରବଣ ଚିଠି ଲେଖିଲେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୧୫।୨: ସୋନିଆ ଗାନ୍ଧୀ ବୁଧବାର ରାଜସ୍ଥାନରୁ ରାଜ୍ୟସଭା ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ପୂର୍ବତନ କଂଗ୍ରେସ ସଭାପତି ରାଜ୍ୟ ସଭାକୁ ଯିବା ଖବର ସହିତ ଭାଜପା କ୍ରମାଗତ ଭାବେ ସୋନିଆ ଗାନ୍ଧୀଙ୍କୁ ଟ୍ରୋଲ କରୁଛି। ଏହି ସମୟରେ ସୋନିଆ ଗାନ୍ଧୀ ରାଏବରେଲି…
ଏବେ ନୋଟ ନୁହେଁ ଭୋଟର ଶକ୍ତି ହେବ ଦୃଢ଼: କଂଗ୍ରେସ…
ନୂଆଦିଲ୍ଲୀ,୧୫।୨ : କଂଗ୍ରେସ ଗୁରୁବାର ସୁପ୍ରିମକୋର୍ଟଙ୍କ ନିର୍ବାଚନୀ ବଣ୍ଡ ସ୍କିମର ନିଷ୍ପତ୍ତିକୁ ସ୍ବାଗତ କରିବା ସହ ଏହା ନୋଟ ବଦଳରେ ଭୋଟର ଦେବାର ଶକ୍ତି ସୁଦୃଢ଼ କରିବ ବୋଲି କହିଛି। କଂଗ୍ରେସର ମହାସଚିବ ଜୟରାମ ରମେଶ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି…
ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ: ଅନେକ ଯବାନ ଆହତ
ବୌଦ୍ଧ,୧୫ା୨: ବୌଦ୍ଧ ଜିଲା ନଳୀକୁମ୍ପା ଜଙ୍ଗଲରେ ଗୁରୁବାର ମାଓବାଦୀମାନେ ଲ୍ୟାଣ୍ଡ୍ମାଇନ୍ ବିଛାଇଥିଲେ। ଏସ୍ଓଜି ଯବାନମାନେ ସର୍ଚ୍ଚ ଅପରେଶନରେ ଯାଇଥିବା ବେଳେ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଏକାଧିକ ଏସ୍ଓଜି ଯବାନ ଆହତ ହୋଇଥିବା ସୂଚନା ମିଳିଛି। ମାଓବାଦୀମାନେ ଯବାନଙ୍କ ଗାଡ଼ି…
ବିନା ହେଲ୍ମେଟ୍ରେ ବାଇକ୍ ଚଳାଉଥିଲେ ଯୁବକ: ଧରାପଡିବାରୁ ପୋଲିସ ହାତ କାମୁଡି ଦେଲେ: ଦେଖନ୍ତୁ ଭିଡିଓ
ଦୁଇ ଚକିଆ କିମ୍ବା ଚାରି ଚକିଆ ଗାଡି ଚଳାଇବା ସମୟରେ ମୋଟର ଯାନ ନିୟମ ଅନୁସରଣ କରିବା ଆବଶ୍ୟକ। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଏହି ନିୟମକୁ ଆଦୌ ଅନୁସରଣ କରି ନ ଥାନ୍ତି ଏବଂ ଏପରିକି ଏହି ନିୟମକୁ…
ମୋଦିଙ୍କୁ ଇସ୍ତଫା ଦେବାକୁ କହିଲେ ସୁବ୍ରମଣ୍ୟମ ସ୍ବାମୀ: ଭାଜପାର ମଙ୍ଗଳ ପାଇଁ ଏହା କରନ୍ତୁ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୫।୨ : ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ନିର୍ବାଚନ ବଣ୍ଡକୁ ବାତିଲ କରିବା ପରେ ଏବେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ଏପରିକି ସୁବ୍ରମଣ୍ୟମ ସ୍ବାମୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାମ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ତଫା ଦାବି କରିଛନ୍ତି।…
ଇଲୋକ୍ଟ୍ରାଲ ବଣ୍ଡ ସ୍କିମ ଥିଲା ସରକାଙ୍କର ଏକ ପ୍ରକାର ଘୋଟାଲା, ଖୋଲିଲା ଭାଜପାର ପୋଲ୍: କପିଲ ସିବଲ
ନୂଆଦିଲ୍ଲୀ,୧୫।୩: ନିର୍ବାଚନ ବା ଇଲୋକ୍ଟ୍ରାଲ ବଣ୍ଡ ଯୋଜନା ସମ୍ପର୍କରେ କପିଲ ସିବଲ କହିଛନ୍ତି ଯେ ଏହା ସରକାରଙ୍କ ଏକ ପ୍ରକାର ଘୋଟାଲା। ଇଲୋକ୍ଟ୍ରାଲ ବଣ୍ଡ ସିଷ୍ଟମ ମାଧ୍ୟମରେ ଭାଜପା ବହୁ ପରିମାଣରେ ଡୋନେଶନ ମିଳୁଥିଲା। ଭାଜପା ଏହାଦ୍ୱାରା ଏକ୍ସପୋଜ ହୋଇଯାଇଛି। ଫେବୃଆରୀ…
Rules To Change Car Colour: ନିଜ ଗାଡ଼ିର ରଙ୍ଗ ବଦଳାଇବାକୁ ଚାହୁଁଛନ୍ତି କି? ଜାଣିନିଅନ୍ତୁ ପାଳନ କରିବାକୁ ହେବ କେଉଁ ନିୟମ…
ନୂଆଦିଲ୍ଲୀ,୧୫।୨: ସମସ୍ତେ ନିଜ ଗାଡ଼ିକୁ ବହୁତ ଭଲ ପାଆନ୍ତି। ଏଥିଲାଗି ତ କିଛି ନା କିଛି ମୋଡିଫିକେଶନ୍ କରିବାକୁ ସର୍ବଦା ଆଗଭର ହୋଇଥାନ୍ତି। ସେଭଳି କିଛି ନିଜର ଗାଡ଼ିର ରଙ୍ଗ ବଦଳାଇବାକୁ ମଧ୍ୟ ଇଚ୍ଛା ରଖିଥାନ୍ତି। ଏଥିଲାଗି କିଛି ଜରୁରୀ ନିୟମ…
ଅଖିଳେଶଙ୍କ ଉପରେ ରାଗି ରାହୁଲଙ୍କ ସହ ନଜର ଆସିବେ ପଲ୍ଲବି
ନୂଆଦିଲ୍ଲୀ,୧୫।୨: ସମାଜବାଦୀ ପାର୍ଟି ଏବଂ ଅଖିଳେଶ ଯାଦବଙ୍କ ଉପରେ ରାଗିଯାଇ ଅପନା ଦଲ କମେରାବାଦୀ ନେତା ତଥା ଏସପି ବିଧାୟକ ପଲ୍ଲବି ପଟେଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ତାଙ୍କୁ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ନେତା ତଥା ୱାୟନାଡ ଏମପି ରାହୁଲ…
ଜୀବନ ବୀମା ଗ୍ରାହକଙ୍କ ପାଇଁ ଖୁସି ଖବର: ବୀମା ପଲିସିରେ ୨ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତୁତି, ବଦଳିବ ‘ଫ୍ରି ଲୁକ ପିରିୟଡ’ ନିୟମ…
ପ୍ରୟାଗରାଜ,୧୫।୨ : ଜୀବନ ବୀମା ନେଉଥିବା କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଅଛି। ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ଏହି ପଲିସି ପ୍ରତ୍ୟାହାର ପାଇଁ ୧୫ ଦିନରୁ ୩୦ ଦିନ ବୃଦ୍ଧି କରିବାକୁ ଏବଂ…
ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି କି କିମ୍ ? କାହିଁକି ଚୋରାଇଲେ ଅନ୍ୟ ଦେଶର ଗୁପ୍ତ ତଥ୍ୟ…
ପ୍ୟୋଙ୍ଗୟାଙ୍ଗ,୧୫।୨ : ଉତ୍ତର କୋରିଆ ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୋନ ସୁକ ୟୋଲଙ୍କର ଜଣେ ସହାୟକଙ୍କ ଇମେଲ ହ୍ୟାକ କରିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆର ଲକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ ଇମେଲ ହ୍ୟାକ କରି…
Archives


