Home

ଦିଲ୍ଲୀରେ ଭାଜପା ନେତାଙ୍କ ଡେରା, ପ୍ରାର୍ଥୀ ତାଲିକା ଉପରେ ରାଜ୍ୟବାସୀଙ୍କ ନଜର

ଭୁବନେଶ୍ୱର, ୧୯।୩(ସୁନିତ ମିଶ୍ର): ଓଡ଼ିଶାରେ ବିଜେଡି-ଭାଜପା ମେଣ୍ଟ ହେବ ନା ନାହିଁ ତାହା ଉପରୁ ପରଦା ଉଠିପାରୁନାହିଁ। କୌଣସି ସ୍ପଷ୍ଟ ସୂଚନା ମିଳୁ ନ ଥିବାରୁ ଏଯାବତ ରାଜନୈତିକ ଦଳର କର୍ମୀ ଏବଂ ନେତାଙ୍କ ମନରୁ ମେଣ୍ଟ ଦ୍ୱନ୍ଦ୍ୱ ଦୂର ହେଉନାହିଁ।…

ଋଷିଆ ଇତିହାସରେ ରେକର୍ଡ ବିଜୟ: ୫ମ ଥର ପାଇଁ ରାଷ୍ଟ୍ରପତି ହେଲେ ପୁଟିନ୍‌

ମସ୍କୋ,୧୯।୩: ପୁଣି ପଞ୍ଚମ ଥର ପାଇଁ ଋଷିଆର ରାଷ୍ଟ୍ରପତ ହୋଇଛନ୍ତି ଭ୍ଲାଦିମିର ପୁଟିନ। ନିକଟରେ ହୋଇଥିବା ନିର୍ବାଚନରେ ତାଙ୍କୁ ୮୮ପ୍ରତିଶତ ଭୋଟ ମିଳିଛି । ଏବେ ସେ ଆଗାମୀ ୬ବର୍ଷ ପାଇଁ ଶାସନରେ ରହିବେ । କହି ରଖୁଛୁ କି ଗତ…

ବିଜୟ ଅମୃତ କୁଲାଙ୍ଗେ ହେଲେ ଓମ୍‌ଫେଡ୍‌ ଏମ୍‌ଡି

ଭୁବନେଶ୍ୱର,୧୯ା୩(ଅନିଲ ଦାସ): ୨୦୧୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ପୂର୍ବତନ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କୁ ରାଜ୍ୟ ସରକାର ଓମ୍‌ଫେଡ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି…

୨ କାର ମୁହାଁମୁହିଁ ଧକ୍କା, ୬ ଗୁରୁତର

କୋଟପାଡ,୧୯ା୩(କେ. ରାଜଶେଖର ରାଓ)-କୋରାପୁଟ ଜ଼ିଲା କୋଟପାଡରେ ମଙ୍ଗଳବାର ଅପରାନ୍ନ ୫ଟାରେ ସହରଠାରୁ ୧୨ କି.ମି. ଦୂର ସର୍ଗିଗୁଡା ପଞ୍ଚାୟତଠାରେ ଦୁଇଟି କାର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଏଥିରେ ୬ଜଣ ଗୁରୁତର ହୋଇଛନ୍ତି। କୋଟପାଡ଼ ଅଞ୍ଚଳରୁ ଜୟପୁର ଯାଉଥିବା ଏକ କାର…

ପାଣ୍ଡ୍ୟାଙ୍କ ବଢ଼ିଲା ଚିନ୍ତା, ମୁମ୍ବାଇ ପାଇଁ ଖେଳି ନ ପାରନ୍ତି ସୂର୍ଯ୍ୟକୁମାର !

ମୁମ୍ବାଇ,୧୯ା୩: ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବଢ଼ିଲା ଚିନ୍ତା। ଗୁଜରାଟ ଟାଇଟନ୍ସ ବିପକ୍ଷ ଓପନିଂ ମ୍ୟାଚରେ ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଖେଳିବେ ନାହିଁ। କାରଣ ତାଙ୍କୁ ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରୁ ଏ ପର୍ଯ୍ୟନ୍ତ ଫିଟ୍‌ନେସ୍‌ କ୍ଲିଅରାନ୍ସ…

ଏଣିକି ରିଭ୍ୟୁ ହେବ ନିର୍ଭୁଲ, ଆଇପିଏଲ୍‌ରେ ବ୍ୟବହୃତ ହେବ ନୂଆ ସ୍ମାର୍ଟ ରିପ୍ଲେ ସିଷ୍ଟମ

ମୁମ୍ବାଇ, ୧୯ା୩: ଯେକୌଣସି ମ୍ୟାଚ୍‌ ହେଉନା କାହିଁକି, ଗୋଟିଏ ଭୂଲ ନିଷ୍ପତ୍ତି ଫଳାଫଳକୁ ବଦଳାଇଦେଇଥାଏ। ଏହାକୁ ନେଇ ଆଇପିଏଲ୍‌ ୨୦୨୪ରେ ଏକ ସ୍ମାର୍ଟ ରିପ୍ଲେ ସିଷ୍ଟମର ବ୍ୟବହାର କରାଯିବ। ଶୀଘ୍ର ଓ ନିର୍ଭୁଲ ନିଷ୍ପତ୍ତି ପାଇଁ ଏହାର ବ୍ୟବହାର ହେବ। ତଦନୁଯାୟୀ…

ଅଧିକ ସମୟ ଉପବାସ ହୃଦରୋଗର କାରଣ!

ମଧ୍ୟବର୍ତ୍ତୀ ଉପବାସ – ଯେତେବେଳେ ଲୋକମାନେ କେବଳ ଦିନର ନିର୍ଦ୍ଦିଷ୍ଟ ସମୟରେ ଖାଆନ୍ତି ଏହାକୁ ମଧ୍ୟବର୍ତ୍ତୀ ଉପବାସ ବୋଲି କୁହାଯାଉଛି। ନିକଟ ଅତୀତରେ ଏହାର ଲୋକପ୍ରିୟତା ବଢିଛି। କିନ୍ତୁ ବର୍ତ୍ତମାନ ଏକ ନୂତନ ଅଧ୍ୟୟନରୁ ଆଶ୍ଚର୍ଯ୍ୟଜନକ କଥା ଜଣାପଡିଛି ଯେ ଏହାକୁ…

କଂଗ୍ରେସ ଛାଡିଲେ ଅଧିରାଜ

ଭୁବନେଶ୍ୱର,୧୯।୩: କଂଗ୍ରେସ ଛାଡିଲେ ଅଧିରାଜ ପାଣିଗ୍ରାହୀ। ଖଡିଆଳରୁ ବିଧାୟକ ଥିଲେ ଅଧିରାଜ। ଦଳ ଛାଡିବା ସହ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ଦଳର ସମସ୍ତ ପଦ ପଦବୀରୁ ଇସ୍ତଫା ଦେଇଥିବା ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ…

ନବୀନଙ୍କ ପରେ କିଏ ହେବ ଉତ୍ତରାଧିକାରୀ, କହିଲେ ଭି.କେ ପାଣ୍ଡିଆନ

ଭୁବନେଶ୍ୱର,୧୯।୩: ଗତ ତିନି ସପ୍ତାହ ଧରି ରାଜ୍ୟରେ ଥମୁନି ମେଣ୍ଟ ଚର୍ଚ୍ଚା । ଲୋକେ ପଛେ ଗପି ଗପି ଥକି ପଡିଲେଣି। ହେଲେ ମେଣ୍ଟ ଆଜି ହେବ କାଲି ହେବ କହି କେବେ ହେବ ତାହା ନେଇ ଚର୍ଚ୍ଚା ଲାଗି ରହିଛି।…

ଲୋକ ସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ବଡ ପଦକ୍ଷେପ!

ନୂଆଦିଲ୍ଲୀ,୧୯।୩: ଲୋକ ସଭା ନିର୍ବାଚନରେ ଡାକ ଭୋଟ ବା ପୋଷ୍ଟାଲ ଭୋଟ ସମ୍ପର୍କରେ ନିର୍ବାଚନ ଆୟୋଗ ଏକ ନୂତନ ବିଜ୍ଞପ୍ତି ଜାରି କରିଛନ୍ତି। ଗଣମାଧ୍ୟମ କର୍ମଚାରୀଙ୍କ ପାଇଁ ଡାକ ବାଲାଟର ସୁବିଧା ବର୍ତ୍ତମାନ ନିର୍ବାଚନ ଆୟୋଗ ଉପଲବ୍ଧ କରିଛି। ତାହା ହେଉଛି,…

‘ଦିନକୁ ମିଳୁଥିଲା ୨୫ ଲକ୍ଷ ଟଙ୍କା…’ କମେଣ୍ଟ୍ରିକୁ ଫେରି ଏଭଳି ଖୁଲାସା କଲେ ସିଦ୍ଧୁ

ନୂଆଦିଲ୍ଲୀ,୧୯।୩: ଦୀର୍ଘ ଏକ ଦଶକ ଧରି କ୍ରିକେଟ୍‌ କମେଣ୍ଟ୍ରିରୁ ଦୂରରେ ରହିବା ପରେ ପୁଣିଥରେ ଫେରୁଛନ୍ତି ନବଜୋତ ସିଂ ସିଦ୍ଧୁ। ରାଜନୀତିକୁ ବାଏ ବାଏ କହିବା ପରେ ସେ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌ ୨୦୨୪)ରେ ଷ୍ଟାର ସ୍ପୋଟ୍ସ ପାଇଁ କମେଣ୍ଟ୍ରି…

ଲୋକ ସଭା ନିର୍ବାଚନ ପାଇଁ ବଦଳିଲା ୟୁପିଏସସି ପ୍ରିଲିମ୍ସ ତାରିଖ

ନୂଆଦିଲ୍ଲୀ,୧୯।୩: ୟୁନିୟନ ପବ୍ଲିକ ସର୍ଭିସ କମିଶନ(ୟୁପିଏସସି) ସିଭିଲ ସର୍ଭିସ ପରୀକ୍ଷା (ସିଏସଇ) ୨୦୧୪ର ତାରିଖ ପରିବର୍ତ୍ତନ କରିଛି। ପୂର୍ବରୁ ଏହି ପରୀକ୍ଷା ୨୬ ମେ ୨୦୨୪ରେ ଅନୁଷ୍ଠିତ ହେବାକୁ ଯାଉଥିଲା, ବର୍ତ୍ତମାନ ଲୋକ ସଭା ନିର୍ବାଚନ ପରେ ଏହା ୧୬ଜୁନ ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?