ଅପରାଧୀଙ୍କ ପାଇଁ କାଳ ସାଜିଲାଣି ‘ତ୍ରିନେତ୍ର’, ୧୬ହଜାରରୁ ଅଧିକ ଦୋଷୀଙ୍କୁ ଦେଉଛି କଠୋର ଦଣ୍ଡ
ଲକ୍ଷ୍ନୌ,୧୭।୧୧: ଅପରାଧିଙ୍କ ଛାତିରେ ଛନକା ପଶାଇଲାଣି ତ୍ରିନେତ୍ର। ତ୍ରିନେତ୍ର ଆଖିରେ ଧରାପଡୁଛନ୍ତି ଗୋଟିକ ପରେ ଗୋଟିଏ ମୋଷ୍ଟ ଓ୍ବାଣ୍ଟେଡ କ୍ରିମିନାଲ। ଅପରେଶନ ତ୍ରିନେତ୍ର ଦ୍ୱାରା ରାଜ୍ୟ ସାରା ଲଗାହୋଇଛି ସିସିଟିଭି କ୍ୟାମେରା। ଏହାଯୋଗୁଁ ଉତ୍ତରପ୍ରଦେଶରେ ୧୩୫୫ଟି ବଡ ବଡ ଅପରାଧର ପର୍ଦ୍ଦାଫାଶ…
ବାଣ ଚୋରି ଘଟଣାରେ ଦୁଇ ଯୁବକଙ୍କୁ କୋର୍ଟ ଚାଲାଣ
ଗୋପାଳପୁର,୧୭।୧୧(ନବୀନ ରାଜ ଆଚାରୀ) ବାଣ ଚୋରି କରିବା ଅଭିଯୋଗରେ ଶୁକ୍ରବାର ଗୋଳନ୍ଥରା ଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବି ନୂଆଗାଁ ଗ୍ରାମର ଭିକାରି ଦାସ(୨୦), ପ୍ରଦୀପ ଦାସ (୨୧)ବୋଲି…
ଭାଙ୍ଗିଗଲା ମେସିନର ବିୟରିଂ, ସଙ୍କଟରେ ୪୦ ଶ୍ରମିକଙ୍କ ଜୀବନ
ଉତ୍ତରକାଶ,୧୭।୧୧: ଉତ୍ତରକାଶୀ ଟନେଲ ଦୁର୍ଘଟଣାରେ ସିଲକ୍ୱାରା ସୁଡଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ସରକ୍ଷିତ ବାହାର କରିବାକୁ ଚାଲିଥିବା ଅପରେଶନକୁ ଝଟକା ଲାଗିଛି। ଟନେଲ ଭିତରେ ୧୩୦ ଘଣ୍ଟା ଧରି ଜୀବନ-ମରଣ ସହ ଜୁଝୁ ଥିବା ୪୦ ଶ୍ରମିକଙ୍କ ପାଇଁ ପୁଣି ଏକ…
ରୁଷିଆର ପୂର୍ବତନ ଜେନେରାଲ ଓ ତାଙ୍କ ସ୍ତ୍ରୀଙ୍କ ରହସ୍ୟମୟ ମୃତ୍ୟୁ, ପୁଟିନଙ୍କୁ କରିଥିଲେ ସମାଲୋଚନା
ମସ୍କୋ,୧୭।୧୧: ରୁଷିଆ-ୟୁକ୍ରେନ ସଂଘର୍ଷ ଦିନକୁ ଦିନ ତେଜୁଥିବାବେଳ ରୁଷିଆରେ ଲୋକଙ୍କ ରହସ୍ୟ ଜନକ ମୃତ୍ୟୁ ଏବେ ସାରା ବିଶ୍ୱକୁ ତାଜୁବ କରିଛି। ନିକଟରେ ଓ୍ବାଗନର ମୁଖ୍ୟ ୟେଭେଗିନ ପ୍ରିଗୋଝିନଙ୍କ ମୃତ୍ୟୁ ରହସ୍ୟ ଫିଟି ନ ଥିବାବେଳେ ରୁଷିଆର ଜଣେ ପୂର୍ବତନ ଜେନେରାଲ…
ସୁରେଶ ମହାପାତ୍ର ହେଲେ ସିଏମ୍ଓ ମୁଖ୍ୟ ପରାମର୍ଶଦାତା
ଭୁବନେଶ୍ୱର,୧୭।୧୧(ଅନୀଲ ଦାସ): ପୂର୍ବତନ ମୁଖ୍ୟ ଶାସନସଚିବ ଏବଂ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି)ର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନୂତନ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ଏହି ନିଯୁକ୍ତି ପାଇବା ପରେ ସେ ଓଇଆର୍ସି ଅଧ୍ୟକ୍ଷ…
ହ୍ବିସ୍କି ପିଉଥିବା ଲୋକ ଶିକ୍ଷିତ ଓ ସମୃଦ୍ଧ ବର୍ଗର ଅଟନ୍ତି: ହାଇକୋର୍ଟ
ଭୋପାଳ,୧୭।୧୧: ଲୋକପ୍ରିୟ ହ୍ବିସ୍କି ବ୍ରାଣ୍ଡ ବ୍ଲେଣ୍ଡର୍ସ ପ୍ରାଇଡ, ଏମ୍ପାୟଲ ବ୍ଲୁ ଓ ଲଣ୍ଡନ ପ୍ରାଇଡକୁ ନେଇ ଜଡିତ ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଶୁଣାଣି ସମୟରେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି, ସ୍କଚ ହ୍ବିସ୍କି ପିଉଥିବା ଲୋକ…
କପ୍ ଜିତିବାକୁ ଚେଷ୍ଟା କରନି,ବଲ୍କୁ କିପରି ହିଟ୍ କରିବ ନଜର ରଖ; ଟିମ୍ ଇଣ୍ଡିଆକୁ କିଛି ଏପରି ଗୁରୁମନ୍ତ୍ର ଦେଲେ ସଦଗୁରୁ
ନୂଆଦିଲ୍ଲୀ,୧୭।୧୧: ବିଶ୍ୱକପ ଫାଇନାଲରେ ଏଣ୍ଟ୍ରି କରିଛି ଭାରତ। ନଭେମ୍ବର ୧୯ରେ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି ଭାରତ। ତେବେ ଫାଇନାଲକୁ ନେଇ ସାରା ଦେଶ ଉତ୍ସାହିତ ଥିବାବେଳେ ସୋସିଆଲ ମିଡିଆରେ ମେନ ଇନ ବ୍ଲୁ ଟ୍ରେଣ୍ଡ କରିବାରେ ଲାଗିଛି। ରବିବାର ହେବାକୁ ଥିବା…
‘ଭାରତୀୟ ଟିମ୍ର ସେଭଳି କିଛି ଦୁର୍ବଳତା ନାହିଁ, ତଥାପି ଆମେ ପ୍ରସ୍ତୁତ’
ନୂଆଦିଲ୍ଲୀ,୧୭।୧୧: ବିଶ୍ୱକପ୍ ମହାମୁକାବିଲାରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଉଭୟ ଦଳ ଏଥିଲାଗି ପ୍ରସ୍ତୁତି ଶେଷ କରିଥିବା ବେଳେ ଶୁକ୍ରବାର ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ ହେଜଲଉଡ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ବିଶ୍ୱକପ୍ ପୂର୍ବରୁ ଖେଳିଥିବା ସିରିଜକୁ ମନେପକାଇ ସେ କହିଛନ୍ତି, ଆମେ…
ବିଶ୍ୱକପରେ ଭାରତ ଜିତିଲେ ବିସିସିଆଇ କମେଇବ ଏତିକି କୋଟି ଟଙ୍କା
ନୂଆଦିଲ୍ଲୀ,୧୭।୧୧: ଆଇସିସି କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚ ରବିବାର ଅନୁଷ୍ଠିତ ହେବାକୁ ଯାଉଛି। ଫାଇନାଲ ମ୍ୟାଚରେ ଅହମ୍ମଦବାଦର ନରେନ୍ଦ୍ରମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି ଭାରତ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଟିମ୍ ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ଧୂଳି ଚଟେଇ…
ମୁଁ ଖେଳାଳି ନୁହେଁ, ପିଚ୍ ଦେଖି ବୋଲିଂ କରେ: ମହମ୍ମଦ ଶାମି
ଅହମ୍ମଦାବାଦ,୧୭।୧୧: ନିଜର ଘାତକ ବୋଲିଂକୁ ନେଇ ବିଶ୍ୱକପ୍ରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଭାରତୀୟ ବୋଲର୍ ମହମ୍ମଦ ଶାମି। ଚାପରେ ଥିବା ସତ୍ତ୍ୱେ ସେମିଫାଇନାଲ ମୁକାବିଲାରେ ୭ ଉଇକେଟ ନେଇ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେ। ଅନେକେ ତାଙ୍କ…
ଟିମ୍ ଇଣ୍ଡିଆର ଚିନ୍ତା ବଢ଼ାଇଲା ହାର୍ଦ୍ଦିକଙ୍କ ଆଘାତ ସମସ୍ୟା; ବିଶ୍ୱକପ୍ ପରେ…
ନୂଆଦିଲ୍ଲୀ,୧୭।୧୧: ବିଶ୍ୱକପ୍ ୨୦୨୩ରେ ବାଲାଂଦେଶ ବିପକ୍ଷରେ ଖେଳାଯାଇଥିବା ଲିଗ୍ ମ୍ୟାଚ୍ରେ ଆହତ ହୋଇଥିଲେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ତାଙ୍କ ଆଘାତ ଗମ୍ଭୀର ଥିବାରୁ ଏବେ ସେ ଫିଟ୍ ହେବାକୁ ସମୟ ଲାଗିପାରେ। ପ୍ରଥମେ ସେ ବିଶ୍ୱକପ୍ ପରେ ଅଷ୍ଟ୍ରେଲିଆ ବିପକ୍ଷରେ…
ଶାମିଙ୍କ ହାତ ଚୁମିଲେ ଅଶ୍ୱିନ, ଟିମ୍ରେ ନ ଥାଇ ବି ପହଞ୍ଚିଲେ ଚହଲ; କିଛି ଏଭଳି ଢଙ୍ଗରେ…
ନୂଆଦିଲ୍ଲୀ,୧୭।୧୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ଜବରଦସ୍ତ ବୋଲିଂ ପ୍ରଦର୍ଶନ କରିଥିଲେ ମହମ୍ମଦ ଶାମି। ସେହିଭଳି ବ୍ୟାଟିଂରେ ବିରାଟ କୋହଲି ନିଜର ୫୦ତମ ଦିନିକିଆ ଶତକ ସହ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ। ଗୋଟିଏ ପଟେ ଖେଳାଳିଙ୍କ…
Archives


