କ୍ୱିଭ ଉପରେ ସବୁଠାରୁ ବଡ ବିମାନ ଆକ୍ରମଣ, ପୋଲାଣ୍ଡ ସୀମାରେ ପଡିଲା ମିଶାଇଲ
କ୍ୱିଭ,୨୪।୩: ଗତ ଚାରି ଦିନ ମଧ୍ୟରେ ରୁଷିଆ ୟୁକ୍ରେନ ଉପରେ ତୃତୀୟ ବଡ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଅଧିକାରୀମାନେ କହିଛନ୍ତି ଯେ ରୁଷିଆର ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ ୟୁକ୍ରେନ ରାଜଧାନୀ କ୍ୱିଭ ଏବଂ ପଶ୍ଚିମ ଅଞ୍ଚଳର ଲଭିଭକୁ ରବିବାର…
ନରେନ୍ଦ୍ର ମୋଦି କରୁଛନ୍ତି ଏକଛତ୍ରବାଦୀ ଶାସନ, ବିରୋଧୀଙ୍କୁ ଧ୍ୱଂସ କରିବାକୁ କରାଯାଉଛି ପ୍ରୟାସ: ଗୋପାଳ ରାୟ
ନୂଆଦିଲ୍ଲୀ,୨୪।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଇଡି ଦ୍ୱାରା ଗିରଫ ହେବା ପରଠାରୁ ଏହାକୁ ନେଇ ସାରା ଦେଶରେ ରାଜନୈତିକ ବାତାବରଣର ଉଷ୍ମତା ସହଜରେ ବାରି ହୋଇ ପଡୁଛି। ଏବେ ଏହି ଘଟଣାକୁ ନେଇ ଦିଲ୍ଲୀ ସରକାରୀ ମନ୍ତ୍ରୀ ଗୋପାଳ ରାୟ…
ହୋଲି ରଙ୍ଗରେ ବୁଡିଲା ପାକିସ୍ତାନ, ହିନ୍ଦୁଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ
ଇସଲାମାବାଦ,୨୪।୩: ପାକିସ୍ତାନରେ ମଧ୍ୟ ହୋଲି ଉତ୍ସବ ପାଇଁ ଜୋର ସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକମାନେ ହୋଲିର ମଜାରେ ବୁଡି ରହିଛନ୍ତି। ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ରବିବାର ହୋଲି ପର୍ବକୁ ନେଇ ହିନ୍ଦୁ ସମ୍ପ୍ରଦାୟକୁ ଶୁଭେଚ୍ଛା ଜଣାଇଛନ୍ତି।…
ଭାରତକୁ ମନେ ପକାଇଲା ପାକିସ୍ତାନ
ଇସଲାମାବାଦ,୨୪।୩: ଭାରତ ସହିତ ବାଣିଜି୍ୟକ ସମ୍ପର୍କର ପୁନରୁଦ୍ଧାର ସମ୍ପର୍କରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଇଶାକ ଦାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଭାରତ ସହ ବାଣିଜି୍ୟକ ସମ୍ପର୍କକୁ ପୁନର୍ଜୀବିତ କରିବାକୁ ଚିନ୍ତା କରୁଛି। ଜିଓ…
୧୬ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଜେଡିୟୁ
ପାଟନା,୨୪।୩: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏନଡିଏ ବିହାରରେ ଆସନ ବଣ୍ଟନ କରିସାରିଛି, ଯେଉଁଥିରେ ଭାଜପା ୧୭ଟି ଆସନ ପାଇବ, ଜେଡିୟୁ ୧୬ଟି ଆସନ ପାଇବ, ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି ୫ଟି ଆସନ ପାଇବ, ଜିତନ ରାମ…
ବୋଉ ପାଇଁ ଶାଢ଼ି କିଣିପାରିଲିନି
କେତେ ନିରାଶାର କଳାଅନ୍ଧାର ଅତିକ୍ରମ କଲେ ସୁନା ଖରାରେ ଝଲସି ଉଠେ ଅଗଣା। ସମସ୍ତେ ଖରାରେ ସେକି ହେଲାବେଳେ ମୁଁ କିନ୍ତୁ ବାରମ୍ବାର ଗତ ଅନ୍ଧାରରେ ହଜେଇ ଦେଇଥିବା ସେହି ତାରାଙ୍କ ଆଖି ତରାଟିବାକୁ ଝୁରି ହେଉଥାଏ। ହେଲେ ଫେରେନା ଅତୀତ।…
ଇଣ୍ଡିଆ ମେଣ୍ଟର ଆହ୍ବାନ ୩୧ ମାର୍ଚ୍ଚରେ ‘ରାମଲିଲା ମଇଦାନ ଚଲୋ’
ନୂଆଦିଲ୍ଲୀ,୨୪।୩: ଦିଲ୍ଲୀରେ ମାର୍ଚ୍ଚ ୩୧ରେ ଇଣ୍ଡିଆ ମେଣ୍ଟର ନେତାମାନେ ଏକ ରାଲି କରିବାକୁ ଆହ୍ବାନ କହିଛନ୍ତି। ଭାରତର କନଷ୍ଟୁଚ୍ୟୁଶନ କ୍ଲବ ଅଫ ଇଣ୍ଡିଆରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିରୋଧୀଦଳର ନେତାମାନେ ‘ରାମଲିଲା ମଇଦାନ ଚଲୋ’ ସ୍ଲୋଗାନ ଦେଇଛନ୍ତି। ଏଏପି ନେତା ଗୋପାଳ…
ଲାଞ୍ଚ ନେଇ ପଡ଼ିଥିଲେ ଧରା, ନିଲମ୍ବିତ ହେଲେ ସବ୍-ଇନ୍ସପେକ୍ଟର
ଭୁବନେଶ୍ୱର,୨୪ା୩: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ି ଭୁବନେଶ୍ୱରର ଶହୀଦନଗର ଥାନା ସବ୍-ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନ ରବିବାର ନିଲମ୍ବିତ ହୋଇଛନ୍ତି। ପୋଲିସ କମିଶନର ତାଙ୍କୁ ନିଲମ୍ବନ କରିଥିବା ଏକ ପ୍ରେସ୍ପିଟ୍ରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଥିବା…
ବିଏସପି ଜାରି କଲା ୧୬ ପ୍ରାର୍ଥୀଙ୍କ ତାଲିକା, ୭ ମୁସଲମାନଙ୍କୁ ମିଳିଛି ଟିକେଟ
ଲକ୍ଷ୍ନୌ,୨୪।୩: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜବାଦୀ ପାର୍ଟି ରବିବାର ୧୬ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ତାଲିକାରେ ବିଏସପି ୭ଜଣ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ଦେଇଛନ୍ତି। ଏଥିରେ ସାହରନପୁର ଆସନରେ ଏସପି-କଂଗ୍ରେସ ସହଯୋଗୀ ଦଳର ଇମ୍ରାନ…
ଦୁନିଆର ସବୁଠୁ ଦାମୀ ରଙ୍ଗ: ଯାହା ସୁନା-ରୁପାଠାରୁ ଅଧିକ ମୂଲ୍ୟବାନ, ୧୦ ଗ୍ରାମ ବିକିଲେ କୋଟିପତି
ରଙ୍ଗର ପର୍ବ ହୋଲି। ଏହି ପର୍ବ ଆସିଲେ ସମସ୍ତେ ଉତ୍ସାହିତ ହୋଇଉଠନ୍ତି। ଲାଲ, ହଳଦିଆ, ସବୁଜ-ନୀଳ ଏବଂ ବଜାରରେ ବିଭିନ୍ନ ପ୍ରକାର ରଙ୍ଗ ଲୋକପ୍ରିୟତା ହାସଲ କରୁଛି। କିନ୍ତୁ ଗୋଟିଏ ରଙ୍ଗ ଅଛି, ଯାହା ସମସ୍ତଙ୍କ ପାଇଁ ମୂଲ୍ୟବାନ। ଏହାର ମୂଲ୍ୟ…
ଚାଇନା ରାସ୍ତାରେ ଶାଢ଼ି ପିନ୍ଧି ଚାଲିଲେ ଯୁବତୀ, ବୁଲିବୁଲି ଚାହିଁଲେ ଲୋକେ
ଭାରତୀୟ ପରମ୍ପରା ଏବଂ ପଦ୍ଧତି ଏତେ ସ୍ବତନ୍ତ୍ର ଯେ, ଲୋକମାନେ ଏହାର ପ୍ରଶଂସକ ହୁଅନ୍ତି। ସେଥିପାଇଁ ଆପଣ ଅନେକ ବିଦେଶୀଙ୍କୁ ଦେଖିଥିବେ, ଯେଉଁମାନେ ଭାରତୀୟ ପରମ୍ପରା ଗ୍ରହଣ କରନ୍ତି। ସେମାନେ ଆମର ପୋଷାକ ପିନ୍ଧନ୍ତି, ଆମର ବିଶ୍ୱାସ ଅନୁଯାୟୀ ବିବାହ କରନ୍ତି,…
ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା
ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା ଦରକାର। ଯଦି କାଢ଼ି ନାହାନ୍ତି, ତା’ହେଲେ ହୋଲି ପୂର୍ବରୁ ଏସବୁକୁ ଘରୁ କାଢ଼ି ଦିଅନ୍ତୁ……

