ଘୁଷୁରି ପଲଙ୍କ ସହ ଶୈଶବ
ମହାକାଳପଡ଼ା,୧ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ୧୨ବର୍ଷର ଆଦିବାସୀ ବାଳକ ରାହୁଲ ସିଂ। ନିଜ ଘର ବାଲେଶ୍ୱର। ଘରର ଆର୍ଥିକ ସ୍ଥିତି ଏତେ ଦୟନୀୟ ଥିଲା ଯେ ଜନ୍ମ କଲା ମା’ ଜଣେ ବ୍ୟକ୍ତିଙ୍କୁ ତାଙ୍କୁ ମାତ୍ର ୫୦ ହଜାର ଟଙ୍କାର ଟେକି ଦେଇଥିଲେ।…
ରାଜନଗର ନିର୍ବାଚନମଣ୍ଡଳୀ: ପ୍ରାର୍ଥୀ ଚୟନରେ ବିଳମ୍ବ,ଭାଜପା କର୍ମୀ ନିରାଶ
ପଟ୍ଟାମୁଣ୍ଡାଇ,୧ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀରେ ବିଜେଡିର ବିଧାନସଭା ପ୍ରାର୍ଥୀ ଘୋଷଣା ପରେ ଏବେ ସମସ୍ତଙ୍କ ନଜର କଂଗ୍ରେସ ଓ ଭାଜପା ଉପରେ ରହିଛି। ପ୍ରାର୍ଥୀ ଘୋଷଣା କରିବାରେ ବିଜେଡି ଆଗୁଆ ରହିଥିବା ବେଳେ ଦଳୀୟ କର୍ମୀ ଓ ସମର୍ଥକଙ୍କ…
ଆଳିପିଙ୍ଗଳ ନିକଟରେ ୪ ବେଆଇନ ବାଲିଘାଟ
ଜଗତ୍ସିଂହପୁର,୧ା୪(ପ୍ରମୋଦ କୁମାର ନାୟକ): ଜଗତ୍ସିଂହପୁର ସହରଠାରୁ ମାତ୍ର ୬/୭ କିଲୋମିଟର ଦୂର ଦେବୀ ନଦୀର ଆଳିପିଙ୍ଗଳ ନିକଟରେ ୪ଟି ବେଆଇନ ବାଲି ଘାଟ ଚାଲିଛି। ଯେଉଁ କାରଣରୁ ପ୍ରତ୍ୟହ ବହୁ ହାଇୱା, ଟ୍ରକ, ଟ୍ରାକ୍ଟର ଓ ୪୦୭ ଆଦିରେ ବାଲି ଚୋରା…
ତୃଣମୂଳସ୍ତରରେ ପହଞ୍ଚୁ ନାହିଁ ବିକାଶ
କେନ୍ଦ୍ରାପଡ଼ା,୧ା୪ (ଜଗନ୍ନାଥ ଧଳ): ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୯୩ ଏପ୍ରିଲ ୧ରେ ଅବିଭକ୍ତ କଟକ ଜିଲାକୁ ଭାଗ କରି କେନ୍ଦ୍ରାପଡ଼ାକୁ ସ୍ବତନ୍ତ୍ର ଜିଲା ମାନ୍ୟତା ପ୍ରଦାନ କରାଯାଇଥିଲା। ଇତିମଧ୍ୟରେ ଏହି ଜିଲା ମାନ୍ୟତାକୁ ୩୧ ବର୍ଷ ବିତିଛି। ଜିଲା ଗଠନ ପରେ…
କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସୁରକ୍ଷା
ରାୟଗଡା,୧।୪(ଭାଗ୍ୟଶ୍ରୀ ମିଶ୍ର): ସାରା ରାଜ୍ୟରେ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି l ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଏହା ଭିତରେ ୮ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ବିତିଯାଇଛି। ହେଲେ ରାୟଗଡା…
୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ
ପୁରୀ,୧ା୪: ଶ୍ରୀମନ୍ଦିରରେ ସୋମବାର ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଖସାପଡ଼ା ଲାଗି ନୀତି ପାଇଁ ୪ ଘଣ୍ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ…
ବୋକା ବନାଇବା ପାଇଁ ଦିନଟିଏ…
ଆଜି ହେଉଛି ଏପ୍ରିଲ ୧। ଆଜିଠାରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହେଉଛି ଏବଂ ଅନେକ ଲୋକ ଏହି ଦିନକୁ ଏପ୍ରିଲ୍ ଫୁଲ୍ ବା ବୋକା ଦିବସ ଭାବରେ ପାଳନ କରିଥାନ୍ତି। ଏହି ଦିବସ ପାଳନ କରିବାର ଅର୍ଥ ଲୋକମାନେ ପରସ୍ପର…
ନିର୍ବାଚନ ମୁଣ୍ଡ ଉପରେ, କଂଗ୍ରେସ ଆକାଉଣ୍ଟ ସିଲ ହେବା ପରେ ଆର୍ଥିକ ସଙ୍କଟରେ ଦଳ
ଗୁଆହାଟି,୩୧।୩: ଆସାମ କଂଗ୍ରେସ ସଭାପତି ଭୁପେନ କୁମାର ବୋରା ରବିବାର ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳର ପ୍ରାର୍ଥୀଙ୍କ ପାଇଁ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି ଏବଂ ଭାଜପା ନିର୍ଦ୍ଦେଶରେ ଏହାର ଆକାଉଣ୍ଟ ସିଲ ହୋଇଥିବାରୁ ସଂଗଠନ ଏକ…
ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା କଂଗ୍ରେସ
ନୂଆଦିଲ୍ଲୀ,୩୧।୩: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶ ପାଇଁ ଷ୍ଟାର ପ୍ରଚାରକଙ୍କ ତାଲିକା କଂଗ୍ରେସ ପ୍ରକାଶ କରିଛି। କଂଗ୍ରେସର ଷ୍ଟାର ପ୍ରଚାରକମାନଙ୍କ ତାଲିକାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ଏମ୍ପି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ,…
ମହାରାଷ୍ଟ୍ର କଂଗ୍ରେସ ଜାରି କଲା ୪୦ ଷ୍ଟାର ପ୍ରଚାରକଙ୍କ ନାମ
ମୁମ୍ବାଇ,୩୧।୩: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ୪୦ ଷ୍ଟାର ପ୍ରଚାରକଙ୍କ ନାମ ପ୍ରକାଶ କରାଯାଇଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ସମେତ ଅନ୍ୟ ନେତାଙ୍କ ନାମ…
ସିୟୁଇଟି ୟୁଜି ଆବେଦନ ଅବଧି ବୃଦ୍ଧି
ଭୁବନେଶ୍ୱର, ୩୧।୩(ଅସମାପିକା ସାହୁ)- ବିିଭିନ୍ନ ବିଶ୍ୱବିଦ୍ୟାଳୟରେ ୟୁଜି ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ବା (ସିୟୁଇଟି ୟୁଜି)-୨୦୨୪ର ଆବେଦନ ଅବଧି ବୃଦ୍ଧି ହୋଇଛି। ଏ ନେଇ ରବିବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ପକ୍ଷରୁ ସୂଚନା ଦିଆଯାଇଛ। ଏନ୍ଟିଏ ଦ୍ୱାରା ପରିଚାଳିତ…
ଚାନ୍ଦା ଆଦାୟରେ ବିଜେଡି ୫ମ ବୃହତ୍ ଆଞ୍ଚଳିକ ଦଳ
ରାଉରକେଲା,୩୧।୩(ସଙ୍ଗୀତା ଜେନା):ବିଜେଡ଼ି ଭାରତ ବର୍ଷରେ ୫ମ ବୃହତ ଆଞ୍ଚଳିକ ଦଳ ଭାବେ ୧୦୧୯.୫ କୋଟି ଟଙ୍କା ରାଜନୈତିକ ଚାନ୍ଦା ନିର୍ବାଚନୀ ବଣ୍ଡ ମାଧ୍ୟମରେ ପାଇଛି ବୋଲି ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ରାଜ୍ୟବାସୀଙ୍କ ସ୍ବାର୍ଥକୁ ବର୍ଷ ବର୍ଷ ଧରି…

