Home

ଛିଡୁନି ଅଙ୍କକଷା, ବାଜି ମାରିବ ଭାଜପା, ଓଡ଼ିଶା ସହ ପଶ୍ଚିମବଙ୍ଗରେ ବି ସବୁଠାରୁ ବଡ ଦଳ ହେବ ଭାଜପା: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୯।୪: ଲୋକ ସଭା ନିର୍ବାଚନ ପୂର୍ବରୁ ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଦାବି କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ଭାଜପା) କିଛି ରାଜ୍ୟରେ ନିଜର ଆସନ ବୃଦ୍ଧି କରିବ ଏବଂ ଦକ୍ଷିଣ ଏବଂ ଉତ୍ତର ପୂର୍ବ ଭାରତରେ ଭୋଟ ଅଂଶ…

ମୁଖ୍ୟ ନିର୍ବାଚନ କମିଶନରଙ୍କୁ ‘ଜେଡ୍‌’ ସୁରକ୍ଷା

ନୂଆଦିଲ୍ଲୀ,୯।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ‘ଜେଡ୍‌’ ବର୍ଗର ସୁରକ୍ଷା ମିଳିବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, ଇଣ୍ଟେଲିଜେନ୍ସ ବ୍ୟୁରା (ଆଇବି) ର ଗୁପ୍ତଚର ରିପୋର୍ଟ ଆଧାରରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତେବେ ଗୃହ…

ମହିଳାଙ୍କୁ ମିଳିବ ମାସିକ ଏକ ହଜାର ଟଙ୍କା ଭତ୍ତା

ଭୁବନେଶ୍ୱର,୯।୪: ଭାଜପା କ୍ଷମତାକୁ ଆସିଲେ ମହିଳାଙ୍କୁ ମିଳିବ ମାସିକ ଏକ ହଜାର ଟଙ୍କା ଭତ୍ତା ସହ ଏମଏସପିରେ ଧାନ କ୍ୱିଟାଲ ପିଛା ୩୧ ଶହ ଟଙ୍କା ହେବ। ଏଭଳି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଆସନର ଭାଜପା…

ଫାଇନାଲ ହେଲା ଟିକେଟ୍‌! ପ୍ରତାପ କହିଲେ ଲେଖାଶ୍ରୀ ଲଢିଲେ କୌଣସି…

ଭୁବନେଶ୍ୱର,୯।୪: ଲେଖାଶ୍ରୀ ସାମନ୍ତସିଂହାର ଭାଜପା ଛାଡି ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ଦଳ ବାଲେଶ୍ୱରରୁ ଲୋକ ସଭା ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ଭାଜପା ଲୋକ ସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି।…

ଲୁଚିଛପି ବିବାହ କଲେ ଲେଡି ଗାଗା? ଭାଇରାଲ ହେଉଛି ସିଙ୍ଗରଙ୍କ ଫଟୋ

ଓ୍ବାଶିଂଟନ: ଆମେରିକୀୟ ଗାୟିକା, ଗୀତିକାର ଏବଂ ଅଭିନେତ୍ରୀ ଲେଡି ଗାଗାଙ୍କର ରହିଛନ୍ତି ଅନେକ ପ୍ରଶଂସକ। ୩୮ ବର୍ଷିୟା ଲେଡି ଗାଗା ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଥାଆନ୍ତି। ବର୍ତ୍ତମାନ ତାଙ୍କୁ ନେଇ ଏକ ଖବର…

୨୦୧୧ର ଓ୍ବାର୍ଲଡ କପ ହିରୋ ଏମ ଏସ ଧୋନି, ଗୌତମ ଗମ୍ଭିର ପରସ୍ପରକୁ କଲେ ଆଲିଙ୍ଗନ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୯।୪: ୨୦୧୧ ବିଶ୍ୱକପ ବିଜେତା ଟିମର ସାଥୀ ଏମ.ଏସ ଧୋନି ଏବଂ ଗୌତମ ଗମ୍ଭୀର ସୋମବାର ଆଇପିଏଲ ୨୦୨୪ର ୨୨ତମ ମ୍ୟାଚ ପରେ ପରସ୍ପରକୁ ଆଲିଙ୍ଗନ କରିଥିଲେ ଏବଂ ଏହି ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଚେନ୍ନାଇ ସୁପର…

ଅକ୍ଷୟଙ୍କ ଭବିଷ୍ୟବାଣୀ, ଆଇପିଏଲ ୨୦୨୪ର ପ୍ଲେ ଅଫରେ ରହିବେ ଏହି ୪ଟିମ

ନୂଆଦିଲ୍ଲୀ,୯।୪: ଆଇପିଏଲ ୨୦୨୪ର ଉତ୍ସାହ ଏହାର ଶିଖର ଛୁଇଁଛି। ଅଦ୍ୟାବଧି ଏହି ଟୁର୍ଣ୍ଣାମେଣ୍ଟରେ ବ୍ୟାଟ୍ସ ମ୍ୟାନମାନେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି ଏବଂ ଚୌକା ଛକାର ପ୍ରବଳ ବର୍ଷା ହୋଇଛି। ରାଜସ୍ଥାନର ପ୍ରଦର୍ଶନ ସମ୍ପୂର୍ଣ୍ଣ ରୟାଲ ହୋଇଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜନରେ…

ପୋଲିସ ଅଟକ ରଖି ଛାଡିବା ପରେ ବି ଥାନା ଛାଡି ଯିବାକୁ ନା ରାଜ ଟିଏମସି ନେତା

କୋଲକାତା,୯।୪: ଲୋକ ସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ବାହାରେ ଟିଏମସି ନେତାଙ୍କ ପ୍ରଦର୍ଶନ ଜାରି ରହିଛି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ), ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ), ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଏବଂ ଆୟକର ବିଭାଗ ଆଦିର ମୁଖ୍ୟଙ୍କ…

ଛକାଛକିରେ ଟିକେଟ ଆଶାୟୀ: ମହଙ୍ଗା ପଡ଼ିପାରେ ମହିଳାଙ୍କୁ ଉପେକ୍ଷା

ଯାଜପୁର,୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀରେ ଛକାଛକି ଚାଲିଛି। ବିଜେଡି ନ ହେଲେ ଭାଜପା ଏବଂ ଭାଜପା ନ ହେଲେ ବିଜେଡିକୁ ଡିଅଁା ମାରିବେ ବୋଲି ଆଶାୟୀଙ୍କ ସମର୍ଥକମାନେ କହି ବୁଲୁଛନ୍ତି। ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି…

ଛତ୍ରପୁର ଆସନ ସୁବାସଙ୍କ ପାଇଁ ସମ୍ମାନର ପ୍ରଶ୍ନ

ବ୍ରହ୍ମପୁର,୯ା୪(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲା ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନୀ ହାୱା ସରଗରମ ହୋଇଛି। ଗତ ନିର୍ବାଚନ ପରେ ଏଠାର ରାଜନୀତି ସମୀକରଣ ସମ୍ପୂର୍ଣ୍ଣ ବଦଳିଛି। ଉକ୍ତ ବିଧାନସଭା କ୍ଷେତ୍ରରେ ଥିବା ୩ ସହରରେ ପୌରାଧ୍ୟକ୍ଷ ଆସନ ବିଜେଡି ବିରୋଧରେ ଯାଇଛି।…

ପ୍ରଥମ ବିଜୟ ଆଶାରେ ବିଜେଡି

ବଣାଇଁଁ, ୯ା୪ (ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଣାଇଁ ବିଧାନସଭା କ୍ଷେତ୍ର ଅଦ୍ୟାବଧି ବିଜୁ ଜନତା ଦଳ (ବିଜେଡି) ପାଇଁ ସ୍ବପ୍ନ ହୋଇ ରହିଛି। ଦଳ ଗଠନଠାରୁ ଏହା ଖାତା ଖୋଲିପାରି ନ ଥିବାରୁ ଆଗାମୀ ନିର୍ବାଚନରେ ଭଲ…

ରାହୁଲଙ୍କ ନାଇଟ ଆଉଟ, ଜଙ୍ଗଲରେ କଲେ ଡିନର

ଉମରିୟା,୯।୪: ହେଲିକପ୍ଟର ଇନ୍ଧନ ସରିଯିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଶାହଡୋଲରେ ରାତି କଟାଇବାକୁ ପଡିଥିଲା। ରାତିରେ ସେ ଜଙ୍ଗଲର ଏକ ଢାବାକୁ ଯାଇ ରାତ୍ରୀ ଭୋଜନ କରିଥିଲେ। ତା’ପରେ ସକାଳ ପାଞ୍ଚଟା ବେଳେ ଉମରିଆ ଏୟାରଷ୍ଟ୍ରିପରୁ ଦିଲ୍ଲୀ ଅଭିମୁଖେ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?