Home

ଯେବେ ନିର୍ବାଚନ ଲଢିଥିଲା ଏକ ପକ୍ଷୀ, ଭୋଟ୍‌ ପାଇଥିଲା ଲକ୍ଷେରୁ ଅଧିକ, ସମସ୍ତେ ତାଜୁବ

ନୂଆଦିଲ୍ଲୀ,୯।୪: ଭାରତରେ ଏପ୍ରିଲ ୧୯ରୁ ଲୋକ ସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି। ନିର୍ବାଚନରେ ପୁରୁଷ କିମ୍ବା ମହିଳା ପ୍ରାର୍ଥୀ ହେଉଥିବାର ଆପଣ ନିଶ୍ଚିତ ଭାବରେ ଦେଖିଥିବେ। କେବେ ପଶୁ-ପକ୍ଷୀ ନିର୍ବାଚନ ଲଢୁଥିବା ଦେଖିଛନ୍ତି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।…

କେଜରିଓ୍ବାଲଙ୍କ ଯାଚିକା ଖାରଜ ହେବା ପରେ ବଡ଼ ଘୋଷଣା କଲା ଏଏପି

ନୂଆଦିଲ୍ଲୀ,୯।୪: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଯାହାକୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି, ଇଡି କେଜରିଓ୍ବାଲଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରଖିଛି। ତେବେ ଦିଲ୍ଲୀ ହାଇକୋର୍ଟର…

ଚପଲ ମାଳ ପିନ୍ଧି ନିର୍ବାଚନ ପ୍ରଚାର କରୁଛନ୍ତି ଏହି ପ୍ରାର୍ଥୀ, କାରଣ ଜାଣିଲେ ହୋଇଯିବେ ତାଜୁବ

ଆଲିଗଡ,୯।୪: ମୁଣ୍ଡ ଉପରେ ନିର୍ବାଚନ। ଏଥିପାଇଁ ସଜବାଜ ଆରମ୍ଭ କଲେଣି ସବୁ ଦଳ। ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ସବୁ ଦଳ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି। ତେବେ ଏପରି ଏକ ଭିନ୍ନ ଧରଣର ନିର୍ବାଚନୀ ପ୍ରଚାର ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର…

ବଢିଲା କେଜ୍‌ରିଓ୍ବାଲଙ୍କ ଅଡୁଆ, ଗିରଫଦାରୀକୁ ବୈଧ କହିଲେ କୋର୍ଟ

ନୂଆଦିଲ୍ଲୀ,୯।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ବଡ଼ ଝଟକା। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ କେଜ୍‌ରିଓ୍ବାଲଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଏକ୍ସାଇଜ ପଲିସି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କ ଗିରଫଦାରୀକୁ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ଏହି…

ମହିଳା ପ୍ରାର୍ଥୀ ଦେବାକୁ କୁନ୍ଥୁ କୁନ୍ଥୁ, କଂଗ୍ରେସ-ଭାଜପା ପୁରା ପଛରେ

ଭୁବନେଶ୍ୱର,୯।୪: କେତେ ମହିଳାଙ୍କୁ ମିଳିଛି ଟିକେଟ୍‌? ଅଧାରୁ ଅଧିକ ଟିକେଟ୍‌ ବଣ୍ଟନରେ ମହିଳାଙ୍କ ନାଁ ନାହିଁ। ଯଦି ବିଜେଡି କଥା କହିବା ତେବେ ମହିଳା ପ୍ରାର୍ଥୀ କରିବାରେ ବିଜେଡି ସବୁଠାରୁ ଆଗରେ ରହିଛି। ଅନ୍ୟପଟେ ବାଲେଶ୍ୱର ଟିକେଟ୍‌ ଯଦି ଜଣେ ମହିଳା…

ହେଲା ଚୂଡାନ୍ତ! ସାଲେପୁର ଆସନରୁ ନିର୍ବାଚନ ଲଢିବେ ଅରିନ୍ଦମ

ଭୁବନେଶ୍ୱର,୯।୪: ସାଲେପୁରରୁ ନିର୍ବାଚନ ଲଢିପାରନ୍ତି ଅରିନ୍ଦମ ରୟ। ସାଲେପୁରର ଭାଜପା ପ୍ରାର୍ଥୀ ପ୍ରକାଶ ବେହେରା ଭାଜପା ଛାଡି ବିଜେଡିରେ ମିଶିବା ପରେ ସାଲେପୁରରୁ ଭାଜପା କାହାକୁ ଟିକେଟ୍‌ ଦେବ। ସେନେଇ କଳ୍ପନାଜଳ୍ପନା ବୃଦ୍ଧି ପାଇଛି। ସାଲେପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାହେଶ୍ୱରୀଙ୍କ…

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି… ଟୁଥ୍‌ପେଷ୍ଟ: ଟୁଥ୍‌ପେଷ୍ଟ ସାହାଯ୍ୟରେ ଆପଣ ଘରର ସୁଇଚ୍‌କୁ ଚକାଚକ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ଗୋଟିଏ…

ଟିକେଟ୍‌ ଫାଇନାଲ! ରାଉରକେଲାରୁ ନିର୍ବାଚନ ଲଢିବେ ଦିଲ୍ଲୀପ ରାୟ: ଜୁଏଲ

ଭୁବନେଶ୍ୱର,୯।୪: ରାଉରକେଲା ଆସନ ପାଇଁ ଭାଜପା ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ। ଦିଲ୍ଲୀପଙ୍କ ପ୍ରାର୍ଥିତ୍ୱ ଚୂଡ଼ାନ୍ତ ହୋଇଥିବା ବରିଷ୍ଠ ନେତା ଜୁଏଲ ଓରାମ ମଙ୍ଗଳବାର କହିଛନ୍ତି। ଜୁଏଲ କହିଛନ୍ତି। ଦିଲ୍ଲୀପଙ୍କ କୋର୍ଟ ମାମଲାକୁ ଅପେକ୍ଷା କରାଯାଇଥିଲା। ଆସନ୍ତାକାଲି ଭିତରେ ଦିଲ୍ଲୀପଙ୍କ ଟିକେଟ୍‌…

ଖରାଦିନେ କେମିତି ନେବେ ତ୍ୱଚାର ଯତ୍ନ: ଆପଣାନ୍ତୁ ଏହି ଟିପ୍ସ

ଯଦି ଆପଣ ଖରାଦିନରେ କେଉଁଠିକି ବୁଲିବାକୁ ଯାଉଛନ୍ତି ତେବେ ସାଙ୍ଗରେ ଭଲ କ୍ଲିଞ୍ଜର,ଟୋନର,ମଶ୍ଚରାଇଜର ନେବାକୁ ଭୁଲନ୍ତୁ ନାହିଁ। ଏହାପରେ ସନ୍‌ସ୍କ୍ରିନ୍‌ ଲୋସନ୍‌ ବ୍ୟବହାର କରିପାରିବେ; ଯାହା ଲୋମଛିଦ୍ରକୁ ବନ୍ଦକରୁ ନ ଥିବ, ଏହା ମୁହଁକୁ ଭଲ ଲୁକ୍‌ ଦେବ… ନିଜ ତ୍ୱଚା…

ଫ୍ୟାମିଲି ଟ୍ରିପ୍‌ରେ ଯିବାକୁ ଚାହୁଁଛନ୍ତି କି? ଧ୍ୟାନରେ ରଖନ୍ତୁ ଏସବୁ କଥା

ଛୁଟି ହେଲେ ସମସ୍ତେ ବାହାର ସ୍ଥାନକୁ ବୁଲିଯିବାକୁ ପସନ୍ଦ କରନ୍ତି। ଟ୍ରିପ୍‌ ସମୟରେ କିଛି କଥାକୁ ଧ୍ୟାନରେ ନିହାତି ରଖିବା ଆବଶ୍ୟକ। ସେ ସମ୍ପର୍କରେ କିିଛି ଟିପ୍ସ…. ବ୍ୟସ୍ତମୟ ଜୀବନରେ ଟିକେ ଫୁର୍‌ସତ ମିଳିଲେ ଅନେକେ ପରିବାର ସହ ମନପସନ୍ଦର ଜାଗାକୁ…

ମହାରାଷ୍ଟ୍ରରେ ଛିଣ୍ଡିଲା ଆସନ ଭାଗବଣ୍ଟା: ଉଦ୍ଧବଙ୍କୁ ୨୧, କଂଗ୍ରେସକୁ…

ମୁମ୍ବାଇ,୯।୪: ଲୋକ ସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ଫାଇନାଲ ହୋଇଛି ଆସନ ଭାଗବଣ୍ଟା। ମହାରାଷ୍ଟ୍ରର ମହାବିକାଶ ଅଗାଡି ମେଣ୍ଟ ମଧ୍ୟରେ ସିଟ ଭାଗବଣ୍ଟାକୁ ନେଇ ଜାରି ରହିଥିବା ସମସ୍ୟାର ସମାଧାନ ହୋଇଛି। କେତେ ସିଟରେ କିଏ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ମଧ୍ୟ…

ରାଜ୍ୟରେ ପୁଣି ବଢିବ ତାତି

ଭୁବନେଶ୍ୱର,୯।୩(ଅସମାପିକା ସାହୁ): ଏପ୍ରିଲ ୧୩ ପରଠାରୁ ରାଜ୍ୟରେ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ପୁଣି ଦିନ ତାପମାତ୍ରାରେ ଦୃଷ୍ଟାନ୍ତ ମୂଳକ ବୃଦ୍ଧି ସମ୍ଭାବନା ରହିଛି ତଥା କିଛି ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?