Home

ନୀତୀଶ-ତେଜସ୍ବୀଙ୍କ ମଝିରେ ପଡ଼ିଥିବା ଖାଲି ଚୌକି କହୁଛିି ମେଣ୍ଟ ଭାଙ୍ଗିବାର କାହାଣୀ

ପାଟନା,୨୬।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜର ପଲଟୁରାମ ରାଜନୀତିକୁ ନେଇ ପୁଣିଥରେ ଚର୍ଚ୍ଚାରେ। ସେ ପୁଣିଥରେ ଲାଲୁ ପ୍ରସାଦ ଯାଦବଙ୍କ ଆର୍‌ଜେଡି ହାତ ଛାଡ଼ି ଭାଜପା ସହ ମେଣ୍ଟ କରିବାକୁ ପ୍ରସ୍ତୁତି ଚଳାଇଥିବା ଚର୍ଚ୍ଚା ଜୋର ଧରିଛି। ଏସବୁ ମଧ୍ୟରେ…

ମୋଦି, ମାକ୍ରୋନଙ୍କ କଥାବାର୍ତ୍ତାରେ ଅନେକେ ସହଭାଗିତାର ରାସ୍ତା ସଫା, ଡିଫେନ୍ସ, ସ୍ପେସ, ଏଆଇ ପର୍ଯ୍ୟନ୍ତ ବଡ ଡିଲ

ନୂଆଦିଲ୍ଲୀ,୨୬।୧: ଜୟପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସାକ୍ଷାତ ପରେ ଭାରତ ଏବଂ ଫ୍ରାନ୍ସ ଏକ ପ୍ରତିରକ୍ଷା ଶିଳ୍ପ ଭାଗିଦାରୀ (ଭାରତ-ଫ୍ରାନ୍ସ ପ୍ରତିରକ୍ଷା ଭାଗିଦାରୀ) ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି। ଯାହା ସାମରିକ, ମହାକାଶ, ସ୍ଥଳ ଯୁଦ୍ଧ,…

ବିଜୟ ସେତୁପତିଙ୍କୁ ‘ରାମାୟଣ’ ଅଫର୍‌, ମିଳିଛି ଏହି ଭୂମିକା

ବମ୍ବେ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ବିଜୟ ସେତୁପତି ଜଣେ। ସେ ନିଜର ଫିଲ୍ମ ଏବଂ ଅଭିନୟକୁ ନେଇ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଥାନ୍ତି। କେବଳ ଦକ୍ଷିଣ ଭାରତରେ ନୁହନ୍ତି ବରଂ ବଲିଉଡ୍‌ ଫିଲ୍ମରେ ମଧ୍ୟ ସେ ଦବ୍‌ଦବା…

ପରିତ୍ୟକ୍ତ ଘରେ ଏକାକୀ ଜୀବନ କାଟୁଛି କୁନିପୁଅ, ୨ବର୍ଷ ପର୍ବେ ବୟଫ୍ରେଣ୍ଡଙ୍କ ସହ ମାଆ ଫେରାର୍‌

ଫ୍ରାନ୍ସ,୨୬।୧: ସନ୍ତାନ ପାଇଁ ମାଆ ସବୁବେଳେ ଧରାପୃଷ୍ଠରେ ଚଳନ୍ତି ପ୍ରତିମା ହୋଇଥାଏ। ସନ୍ତାନ ଉପରକୁ ଦୁଖର ପାହାଡ ଛିଡି ପଡିବା ପୂର୍ବରୁ ସେ କୋଳେଇ ଧରେ। ହେଲେ ଆମେ ଏପରି ଏକ ଘଟଣା କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ତାଜୁବ…

ତଲାକ ପରେ ପ୍ରଥମ ଥର ପୋଷ୍ଟ ଶେୟାର କଲେ ସାନିଆ

ନୂଆଦିଲ୍ଲୀ,୨୬।୧: ନିକଟରେ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକ ତୃତୀୟ ଥର ପାଇଁ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଥିଲେ ଏବଂ ପ୍ରଶଂସକଙ୍କ ସହ ଏହି ଖବର ଶେୟାର କରିଥିଲେ, ଏହାପରେ ଜଣାପଡିଥିଲା ଯେ ସାନିଆ ମିର୍ଜା…

କଂଗ୍ରେସ ପାଇଁ ବଢିଲା ଅଡୁଆ: ପଶ୍ଚିମବଙ୍ଗର ସିରୁଗୁଡିରେ ରାହୁଲଙ୍କ ରାଲିକୁ ମନା

ସିରୁଗୁଡି,୨୬।୧: ୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଗଢି ଉଠିଥିଲା ବିରୋଧୀ ମିଳିତ ମେଣ୍ଟ ଇଣ୍ଡିଆ। ହେଲେ ଆସନ ବୁଝାମଣାକୁ ନେଇ ଛକାପଞ୍ଚା ଲାଗିବା ପରେ ଦେଶର ସବୁଠାରୁ ପୁରୁଣା ଜାତୀୟ ଦଳ କଂଗ୍ରେସ ଏବେ ବଡ ବିପର୍ଯ୍ୟୟର ସାମ୍ନା କରୁଛି। ପଶ୍ଚିମବଙ୍ଗରେ…

ରାଜ୍ୟପାଳଙ୍କୁ ଭେଟିଲେ ନୀତୀଶ କୁମାର, ଶନିବାର ପାଟନାରେ ଭାଜପାର ବୈଠକ

ପାଟନା,୨୬।୧: ପୁଣିଥରେ ବିହାରରେ ପ୍ରମୁଖ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଶାସନ ପରିବର୍ତ୍ତନ ପାଇଁ ଆନ୍ଦୋଳନ ତୀବ୍ର ହୋଇଛି। ଏହି ସମୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳଙ୍କୁ ଭେଟିବା ପାଇଁ ରାଜ ଭବନରେ ପହଞ୍ଚିଥିଲେ। ଗଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହାଇ…

ପଦ୍ମ ପୁରସ୍କାର ୨୦୨୪: ୪୦ ଓବିସି, ୯ ଖ୍ରୀଷ୍ଟିଆନ, ୮ ମୁସଲମାନ……ଏଥର ସବୁଠାରୁ ଅଧିକ ବ୍ୟକ୍ତିଙ୍କୁ ମିଳିଛି ପଦ୍ମ ପୁରସ୍କାର

ନୂଆଦିଲ୍ଲୀ,୨୬।୧: ପଦ୍ମ ପୁରସ୍କାରରେ ସମ୍ମାନିତ ହେବାକୁ ଥିବା ବ୍ୟକ୍ତିତ୍ୱଙ୍କ ନାମ ଗଣତନ୍ତ୍ର ଦିବସ ୨୦୨୪ପୂର୍ବରୁ ଘୋଷଣା କରାଯାଇଥିଲା। ଏଥର ପ୍ରଥମ ଥର ପାଇଁ ୧୩୨ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଉଛି। ଏହା ପ୍ରଥମ ଥର ପାଇଁ ଅନ୍ୟ ପଛୁଆ ବର୍ଗ…

ସାନିଆଙ୍କଠାରୁ ତଲାକ୍‌ ନେଇଥିବା ଶୋଏବ ମଲିକ ଏବେ ଅଡୁଆରେ, କ୍ୟାରିୟରରେ ଲାଗିଲା ଗ୍ରହଣ

ଇସଲାମାବାଦ,୨୬।୧: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକ ଗତ କିଛି ଦିନ ହେବ ଖବରରେ ଅଛନ୍ତି। ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କଠାରୁ ତଲାକ୍‌ ନେଇ ସେ ତୃତୀୟ ଥର ବିବାହ କରିବା ପରେ ଲାଇମଲାଇଟକୁ ଆସିଥିଲେ। ବର୍ତ୍ତମାନ…

ଯନ୍ତ୍ରଣା କମ୍‌ କରିବା ପାଇଁ ଅପରାଧିଙ୍କୁ ଦିଆଗଲା ନାଇଟ୍ରୋଜେନ ଗ୍ୟାସରେ ମୃତ୍ୟୁଦଣ୍ଡ, ବିଶ୍ୱରେ ପ୍ରଥମ

ଆଲବାମା,୨୬।୧: ଆମେରିକା ଆଲବାମା ରାଜ୍ୟରେ କେନେଥ ସ୍ମିଥ ନାମକ ଜଣେ ହତ୍ୟାକାରୀଙ୍କୁୁ ନାଇଟ୍ରୋଜେନ ଗ୍ୟାସ ସାହାଯ୍ୟରେ ମୃତ୍ୟୁଦଣ୍ଡ ଦିଆଯାଇଛି। ଅପରାଧିଙ୍କୁ ଦିଆଯାଉଥିବା ମୃତ୍ୟୁଦଣ୍ଡରେ ଯନ୍ତ୍ରଣା କମ କରିବାକୁ ଅନେକ କୌଶଳ ଅବଲମ୍ବନ କରାଯାଉଥିଲା ହେଲେ ଆମେରିକାରେ ପ୍ରଥମ ଥର ନାଇଟ୍ରୋଜେନ ଗ୍ୟାସ…

ବିଦେଶ ମାଟିରେ ତ୍ରିରଙ୍ଗା ଉଡାଇଲେ ଅକ୍ଷୟ, ଟାଇଗର

ମୁମ୍ବାଇ: ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଯେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ‘ବଡେ ମିୟାଁ ଛୋଟ ମିୟାଁ’ରେ ସିଲଭର ସ୍କ୍ରିନ୍‌ରେ ଜବରଦସ୍ତ ଫର୍‌ଫର୍ମ କରୁଛନ୍ତି। ସମ୍ପ୍ରତି ଏହି ମୁଭିର ଟିଜର ରିଲିଜ ହୋଇଛି, ଯେଉଁଥିରେ କମେଡି ସହିତ…

ଶେଷ ହେବ କି ନୀତୀଶଙ୍କ କ୍ୟାରିୟର? ନମ୍ବର ଗେମ ପଡିପାରେ ଭାରି

ପାଟନା,୨୬।୧: ବିହାରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ନୀତୀଶ କୁମାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଣମାଧ୍ୟମ ରିପୋର୍ଟ ଏବଂ ନୀତୀଶଙ୍କ ରାଜନୈତିକ କାର୍ଯ୍ୟକଳାପରୁ ଏହା ସ୍ପଷ୍ଟ ଯେ ସେ ପୁଣି ଥରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri