Home

ନୀଳଗିରି ଆସନରେ ହେବେ କି ପ୍ରାର୍ଥୀ! ନବୀନ ନିବାସରେ ପ୍ରମୁଖ ଆଶାୟୀ ସନ୍ତୋଷ ଖଟୁଆ

ଭୁବନେଶ୍ୱର,୧୦।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନକୁ ଦିନ କେଇଟା ଥିବା ବେଳେ ଏଯାବତ ପ୍ରମୁଖ ଦଳଗୁଡ଼ିକ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇପାରୁନାହିଁ। ଶାସକ ବିଜେଡି ୧୦୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ହେଁ…

ମୋଦିଙ୍କୁ ଭାରତର ଚେହେରା କହିଲେ ଆମେରିକା ଏମ୍‌ପି

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦ା୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରାଯାଉଛି। ଆମେରିକାର ଏମ୍‌ପି ବ୍ରାଡ୍‌ ଶେର୍‌ମାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଶେର୍‌ମାନ ମୋଦିଙ୍କୁ ୨୦୧୪ରୁ ଦେଶରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ତଥା ଅର୍ଥନୈତିକ ଅଗ୍ରଗତି ପାଇଁ ପ୍ରଶଂସା କରିଛନ୍ତି।…

୩୮ଜଣିଆ ଇସ୍ତାହାର କମିଟି ଗଠନ କଲା ବିଜେଡି, ଟିକେଟ ନ ପାଇ ନିରାଶ ହୋଇଥିବା ଶ୍ରୀମୟୀ ସାମିଲ 

ଭୁବନେଶ୍ୱର,୧୦।୪: ରାଜ୍ୟରେ ସାଧାରଣ ନିର୍ବାଚନ ଦିନ ପାଖେଇ ଆସୁଥିବା ବେଳେ ବିଜେଡି ପକ୍ଷରୁ ଇସ୍ତାହାର କମିଟି ଗଠନ କରାଯାଇଛି। ଉକ୍ତ କମିଟିରେ ଚନ୍ଦ୍ରଶେଖର ସାହୁ ଅଧ୍ୟକ୍ଷ ଥିବାବେଳେ ଅମର ପଟ୍ଟନାୟକ ଆବାହକ ଅଛନ୍ତି । ଏହାଛଡ଼ା ଉକ୍ତ କମିଟିରେ ଦେବୀପ୍ରସାଦ ମିଶ୍ର,…

କିଏ ସେହି ନୀରଜ ତ୍ରିପାଠୀ, ଯାହାଙ୍କୁ ଭାଜପା କରିଛି ଲୋକ ସଭା ପ୍ରାର୍ଥୀ, ପିତା ଥିଲେ ରାଜ୍ୟପାଳ

ଲକ୍ଷ୍ନୌ,୧୦ା୪: ପ୍ରୟାଗରାଜର ଆହ୍ଲାବାଦ ସଂସଦୀୟ ଆସନରେ ଭାଜପା ନୀରଜ ତ୍ରିପାଠୀଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛି। ଆହ୍ଲାବାଦ ସଂସଦୀୟ ଆସନରୁ ଭାଜପା ନୀରଜୀଙ୍କୁ ସ୍ଥାନ ଦେଇଛି। ଟିକେଟ୍‌ ଘୋଷଣା ହେବା ମାତ୍ରେ ଦଳର ନେତା, କର୍ମୀ ଏବଂ ସମର୍ଥକମାନେ ନୀରଜଙ୍କୁ ସିଭିଲ…

ଅସୁରୁଣୀ କାମିନୀକୁ ବରଣମାଳା ଦେଲେ ପ୍ରଭୁ ଚନ୍ଦନେଶ୍ୱର

ଭୋଗରାଇ,୧୦ା୪(ପ୍ରଦୀପ ଦାସ): ବିଶ୍ୱପ୍ରସିଦ୍ଧ ଚନ୍ଦନେଶ୍ୱର ଚଡ଼କ ମେଳାରେ ବୁଧବାର ଜୀଉଙ୍କ ୩ ଅର୍ଘ୍ୟରେ ଚନ୍ଦନେଶ୍ୱର ମହାଦେବ ସୁନ୍ଦରୀ ଅସୁରୁଣୀ କାମିନୀକୁ ବରଣମାଳା ଦେଇଛନ୍ତି। ଏହି ବିରଳ ଦୃଶ୍ୟ ଦେଖିବା ନିମନ୍ତେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଆସନ୍ତାକାଲି ଜୀଉଙ୍କ…

ନିର୍ବାଚନ ପ୍ରଚାରବେଳେ ମହିଳାଙ୍କୁ ଚୁମ୍ବନ ଦେଲେ ପ୍ରାର୍ଥୀ, ଭାଇରାଲ ହେଉଛି ଫଟୋ

କୋଲକାତା,୧୦।୪: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଜୋରସୋରରେ ଜାରି ରହିଛି ପ୍ରଚାର । କିଏ ରୋଡ ସୋ’ କରି ଭୋଟ ମାଗୁଛି ତ କିଏ ଘରକୁ ଘର ଯାଇ ଭୋଟ ମାଗୁଛନ୍ତି। ତେବେ ଏହାରି ମଧ୍ୟରେ ପଶ୍ଚିମବଙ୍ଗର ମାଲଦାଠାରେ ଏମିତି ଏକ…

ନୋଟାରେ ଅଧିକ ଭୋଟ୍‌ ପଡିଲେ କ’ଣ ହୁଏ? ବିଜୟୀ ଘୋଷଣା ହୁଅନ୍ତି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୦।୪:ଏପ୍ରିଲ ୧୮ରୁ ଦେଶରେ ଆରମ୍ଭ ହେଉଛି ନିର୍ବାଚନ। ଏହାସହ ସବୁ ଦଳ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ପ୍ରାୟ ଅଧାରୁ ଅଧିକ ନିଜ ନିଜେର ପ୍ରାର୍ଥୀ ଘୋଷଣା କରି ସାରିଲେଣି ସବୁ ଦଳ। ଏତିକିବେଳେ ଜନତା ଜନାର୍ଦ୍ଦନ ମଧ୍ୟ କାହାକୁ ଭୋଟ୍‌…

ପୁରୁଣା ପେନ୍‌ସନ୍‌ ହେବ ଲାଗୁ!ନିର୍ବାଚନୀ ମାନିଫେଷ୍ଟୋରେ ଘୋଷଣା

ଲକ୍ଷ୍ନୌ,୧୦।୪: ସମାଜବାଦୀ ପାର୍ଟି ପକ୍ଷରୁ ବୁଧବାର ମନିଫେଷ୍ଟୋ ପ୍ରକାଶ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସଭାପତି ଅଖିଳେଶ ଯାଦବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମାଜବାଦୀ ପାର୍ଟିର ସୋସିଆଲ ମିଡିଆ ପେଜ୍‌ରୁ ପରାମର୍ଶ ନିଆଯାଇ ଏହି ମାନିଫେଷ୍ଟୋ ପ୍ରସ୍ତୁତ…

ଆଇପିଏଲ୍‌ ମଝିରେ ନୂଆ ଘର କିଣିଲେ ପୃଥ୍ବୀ ଶ’: ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆଇପିଏଲ ୨୦୨୪ରେ ପୃଥ୍ବୀ ଶ’ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଛନ୍ତି। ସେ ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ ଖେଳିଛନ୍ତି, ଯେଉଁଥିରେ ସେ ଅର୍ଦ୍ଧଶତକ ହାସଲ କରିଛନ୍ତି। ବର୍ତ୍ତମାନ ଆଇପିଏଲ ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସର ଶ’ ନୂଆ ଘରକୁ ଯାଇଛନ୍ତି। ସେ ମୁମ୍ବାଇରେ…

ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା ଭାଜପା, ଜାଣନ୍ତୁ କିଏ, କେଉଁଠୁ ପାଇଲେ ଟିକେଟ୍‌

ନୂଆଦିଲ୍ଲୀ,୧୦।୪: ଭାଜପା ଲୋକ ସଭା ନିର୍ବାଚନ ପାଇଁ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୯ ଟି ନାମ ଅଛି । ଭାଜପା ତାଲିକାରେ ୟୁପିର ୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଚଣ୍ଡିଗଡ଼ରୁ କିରଣ…

ବିଜେଡିକୁ ଶକ୍ତ ଝଟ୍‌କା: ଦଳରୁ ଇସ୍ତଫା ଦେଲେ ଟାଣୁଆ ନେତା

କବିସୂର୍ଯ୍ୟନଗର,୧୦।୪: ଗଞ୍ଜାମ କବିସୂର୍ଯ୍ୟନଗରରେ ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ବିଜେଡି ନେତା ସୀତାରାମ ପାଣିଗ୍ରାହୀବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ୨୦୧୪ରେ ସୀତାରାମ କବିସୂର୍ଯ୍ୟନଗର…

ଲେଖାଶ୍ରୀ ନା ସନ୍ତୋଷ, କାହା ଉପରେ ଭରସା କରିବ ବିଜେଡି, ଚର୍ଚ୍ଚାରେ ଏହି ନାଁ…

ଭୁବନେଶ୍ୱର, ୧୦।୪: ପ୍ରଥମ ପର୍ଯ୍ୟାୟ ର୍ନିବାଚନକୁ ମାତ୍ର ୭ ଦିନ ସମୟ ରହିଛି। ହେଲେ ଏପର୍ଯ୍ୟନ୍ତ ସମସ୍ତ ଦଳ ନିଜର ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ। ଶାସକ ଦଳ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?