Home

ପିଲାଙ୍କ କଳି: ନାବାଳକଙ୍କ ପିଠିରେ ଲୁହାରଡ୍‌ ଭୁସିଦେଲେ ଆଉ ଜଣେ ନାବାଳକ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟ୍‌ଲି ରଥପଡ଼ାରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ୨ ନାବାଳକଙ୍କ ମଧ୍ୟରେ କଳିଗୋଳ ହେବାରୁ ଜଣେ ନାବାଳକଙ୍କ ପିଠିରେ ଅନ୍ୟଜଣେ ନାବାଳକ ଏକ ଲୁହାରଡ୍‌ ଭୁସି ଦେଇଛନ୍ତି। ଫଳରେ ଲୁହାରଡ୍‌ଟି ନାବାଳକଙ୍କ ପିଠିପଟୁ…

ଇତିହାସ ରଚିଲେ ବାବର ଆଜମ: କୋହଲିଙ୍କ ମହାରେକର୍ଡଠାରୁ ମାତ୍ର ଦୂରରେ…

ଲଣ୍ଡନ,୩୧।୫:ପାକିସ୍ତାନ ଅଧିନାୟକ ବାବର ଆଜାମ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ୫ ଚୌକା ଓ ଗୋଟିଏ ଛକା ସହାୟତାରେ ୨୨ ବଲରେ ୩୬ ରନ ସ୍କୋର କରି ଇତିହାସ ସୃଷ୍ଟି କରିଥିଲେ। ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଏହି ଇନିଂସ ଯୋଗୁ…

ପ୍ରଜ୍ୱଳ ରେବନ୍ନା କିଏ? ଜାଣନ୍ତୁ ତାଙ୍କର ପୂରା କାରନାମା

ବେଙ୍ଗାଲୁରୁ,୩୧ା୫: ଜେଡିଏସ୍‌ ଏମ୍‌ପି ପ୍ରଜ୍ୱଳ ରେବନ୍ନାଙ୍କୁ ବେଙ୍ଗାଲୁରୁର କେମ୍ପାଗୋଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଶୁକ୍ରବାର କର୍ନାଟକ ପୋଲିସର ଏସ୍‌ଆଇଟି ଗିରଫ କରିଛି। ୩୬ଦିନ ପରେ ଜର୍ମାନୀରୁ ଫେରିଥିବା ପ୍ରଜ୍ୱଳଙ୍କୁ ଆଜି କୋର୍ଟରେ ହାଜର କରାଯିବ। ଏସ୍‌ଆଇଟି ରେବନ୍ନାଙ୍କୁ ବେଙ୍ଗାଲୁରୁର ସିଆଇଡି କାର୍ଯ୍ୟାଳୟକୁ ନେଇଛି,…

ଆମେରିକାରେ ଟିମ୍‌ ଇଣ୍ଡିଆକୁ ମିଳୁନି ସୁବିଧା:ରୋହିତ-ଦ୍ରାବିଡଙ୍କ ଅସନ୍ତୋଷ

ନୂଆଦିଲ୍ଲୀ,୩୧।୫: ଭାରତୀୟ ଦଳର ସମସ୍ତ ଖେଳାଳି ଜୁନ ୧ ରୁ ଟି-୨୦ ବିଶ୍ୱକପ ଟୁର୍ନାମେଣ୍ଟ ପାଇଁ ଆମେରିକାରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ଟିମ ଇଣ୍ଡିଆ ମଧ୍ୟ ନିଟ ଅଭ୍ୟାସ ଆରମ୍ଭ କରିଛି। କିନ୍ତୁ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ…

ଜିଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ ବର୍ନ ଓ୍ବାର୍ଡ

ପୁରୀ,୩୧ା୫(ଅଜିତ୍‌ କୁମାର ମହାନ୍ତି): ଭଉଁରି ଯାତ୍ରା ଅବସରରେ ବୁଧବାର ରାତିରେ ନରେନ୍ଦ୍ର ପୁଷ୍କରିଣୀ ପରିସରରେ ବାଣ ବିସ୍ଫୋରଣ ଘଟି ୩୦ରୁ ଊର୍ଦ୍ଧ୍ୱ ଭକ୍ତ ଆହତ ହୋଇଥିବା ବେଳେ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ୩ଜଣଙ୍କ ମୃତ୍ୟୁ ଘଟିଛି। ତେବେ ପୁରୀ ଜିଲା ମୁଖ୍ୟ…

୯ ରାଜ୍ୟରେ କେତେ ଆସନରେ ଜିତିବ ଭାଜପା, ନୂଆ ଭବିଷ୍ୟବାଣୀ କଲେ ରାଜନୈତିକ ବିଶ୍ଳେଷକ

ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ମତଦାନ ଶନିବାର (ଜୁନ ୧)ରେ ହେବାକୁ ଯାଉଛି। ନିର୍ବାଚନ ଫଳାଫଳ ପୂର୍ବରୁ ରାଜନୈତିକ ବିଶ୍ଳେଷକମାନେ ପୂର୍ବାନୁମାନ କରୁଛନ୍ତି ଯେ ପ୍ରତ୍ୟେକ ଦଳ କେତେ ସିଟ ପାଇପାରିବେ। ଏହି ସମୟରେ, ନ୍ୟୁଜ ଏକ୍ସ…

ବାଣ ବିସ୍ଫୋରଣ ଘଟଣାକୁ ନେଇ ଉଠିଲା ଅନେକ ପ୍ରଶ୍ନ

ପୁରୀ,୩୧ା୫(ଅଜିତ ମହାନ୍ତି): ମହାପ୍ରଭୁଙ୍କ ଭଉଁରି ଯାତ୍ରା ଅବସରରେ ବୁଧବାର ସନ୍ଧ୍ୟାରେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଘଟିଥିବା ବାଣ ବିସ୍ଫୋରଣ ଘଟଣା ପୁରୀବାସୀଙ୍କୁ ସ୍ତବ୍ଧ କରିଦେବା ସହ ମୃତାହତଙ୍କ ପରିବାରରେ ଦୁଃଖଦ ପରିବେଶ ସୃଷ୍ଟି କରିଛି। ବାଣ ବିସ୍ଫୋରଣରେ ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି…

୩ ଦଳୀୟ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢ଼େଇ

ରଘୁନାଥପୁର,୩୧।୫(ରାଜେନ୍ଦ୍ର ନାରାୟଣ ସିଂହ): ତିର୍ତ୍ତୋଲ ବିଧାନସଭା କ୍ଷେତ୍ର(ସଂରକ୍ଷିତ) ଆସନ ହାତେଇବା ପାଇଁ ୩ ଦଳର ପ୍ରାର୍ଥୀଙ୍କ ପକ୍ଷରୁ ଜୋରଦାର କସରତ ଚାଲିଛି। ବିଜେଡି ପ୍ରାର୍ଥୀ ଡ.ରମାକାନ୍ତ ଭୋଇ, ଭାଜପାରୁ ଆଇନ୍‌ଜୀବୀ ରାଜକିଶୋର ବେହେରା ଓ କଂଗ୍ରେସରୁ ଇଂ.ହିମାଂଶୁ ଭୂଷଣ ମଲ୍ଲିକ ନିର୍ବାଚନ…

ବଡ଼ଚଣା: ନିର୍ଣ୍ଣାୟକ ଭୂମିକା ନେବେ ନୀରବ ଭୋଟର

ଚଣ୍ଡିଖୋଲ,୩୧ା୫(ପ୍ରଦୀପ୍ତ କୁମାର ପୃଷ୍ଟି): ମତଦାନ ସମୟ ପାଖେଇ ଆସୁଥିଲେ ମଧ୍ୟ ବଡ଼ଚଣା ବିଧାନସଭା ନିର୍ବାଚନ କ୍ଷେତ୍ରରେ ସେତେ ଉଷ୍ମତା ଦେଖା ଯାଉନାହିଁ। କେବଳ କେତେକ ସଭା ସମିତିକୁ ଛାଡ଼ିଦେଲେ ଗ୍ରାମାଞ୍ଚଳରେ ପୂର୍ବ ଭଳି ଉତ୍ସାହ ଉନ୍ମାଦନା ଦେଖିବାକୁ ମିଳୁନାହିଁ। ଏପରିକି ପୂର୍ବ…

ଆଉ ୪ ଦିନ ଗୁଳୁଗୁଳି, ଏହିଦିନ ଓଡ଼ିଶା ଆସିବ ମୌସୁମୀ

ଭୁବନେଶ୍ୱର, ୩୧।୫(ଅସମାପିକା ସାହୁ): ପଶ୍ଚିମରେ ଅସମ୍ଭାଳ ତାତି ଓ ଉପକୂଳରେ ପ୍ରବଳ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଛଟପଟ ହେଉଛି ସାରା ଓଡ଼ିଶା। ଗୁରୁବାର ରାଜ୍ୟରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ପାରଦ ୪୭ ଡିଗ୍ରୀକୁ ଛୁଇଁଛି।…

ରଙ୍ଗ୍‌ରୁଟ୍‌ ଡ୍ରାଇଭିଂ ନେଇଛି ୪୦୨ ଜୀବନ

ଭୁବନେଶ୍ୱର,୩୧ା୫ (ସୂର୍ଯ୍ୟକାନ୍ତ ବେହେରା): ଦୁର୍ଘଟଣା ରୋକିବା ସହ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ସହ ବ୍ୟାପକ ପଦକ୍ଷେପ ନିଆଯାଉଛି। ଗାଡି ଚାଳକଙ୍କୁ ହେଲମେଟ ପିନ୍ଧିବା, ମୋଟର ସାଇକେଲରେ ୨ଜଣରୁ ଅଧିକ ନ…

ପ୍ରଜ୍ୱଳ ରେବନ୍ନା ଗିରଫ

ବେଙ୍ଗାଲୁରୁ,୩୧ା୫: କର୍ନାଟକ ହାସନର ଏମ୍‌ପି ପ୍ରଜ୍ୱଳ ରେବନ୍ନା ଗିରଫ ହୋଇଛନ୍ତି। ଶୁକ୍ରବାର ସେ ବେଙ୍ଗାଲୁରୁର କେମ୍ପାଗୋଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ପୋଲିସ ତାଙ୍କୁ ଗିରଫ କରିଛି। ନିଲମ୍ବିତ ଜେଡିଏସ୍‌ ଏମ୍‌ପି ପ୍ରଜ୍ୱଳ ଶହଶହ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?