Home

ମୋଦି ବସିଥିବା ଧ୍ୟାନ ସ୍ଥାନରେ ପର୍ଯ୍ୟଟକ ଏଣ୍ଟ୍ରି ବ୍ୟାନ୍‌ ହଟିଲା

କନ୍ୟାକୁମାରୀ,୩୧ା୫: ତାମିଲନାଡୁର କନ୍ୟାକୁମାରୀରେ ଅବସ୍ଥିତ ବିବେକାନନ୍ଦ ରକ୍‌ ମେମୋରିଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧ୍ୟାନ କାର୍ଯ୍ୟକ୍ରମ ଚାଲିଛି। ଏହି ସମୟରେ ସାଧାରଣ ପର୍ଯ୍ୟଟକଙ୍କୁ ବିବେକାନନ୍ଦ ରକ୍‌ ମେମୋରିଆଲ ପରିଦର୍ଶନ କରିବାକୁ ମଧ୍ୟ ଅନୁମତି ଦିଆଯାଇଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ହେତୁ ଏଠାରେ…

ସିମ୍‌ଲାରେ ଅଟକିଲା ଟ୍ରେନ୍‌

ସିମ୍‌ଲା,୩୧ା୫: ହିମାଚଳ ପ୍ରଦେଶର ଜଙ୍ଗଲରେ ନିଆଁ ଲାଗି ଲକ୍ଷଲକ୍ଷ ବନ୍ୟଜନ୍ତୁଙ୍କର ମୃତ୍ୟୁ ଘଟିଛି। ରାଜ୍ୟର ଶିମଲା, ମଣ୍ଡି, ବିଳାସପୁର ଏବଂ ସୋଲାନ ଜିଲାରେ ସବୁଜ ବନାନୀ ଲଗାତର ଜଳୁଛି। ବନ ବିଭାଗ କେତେକ ଅଞ୍ଚଳରେ ନିଆଁ ଲିଭାଇବାରେ ନିୟୋଜିତ ଅଛି, କିନ୍ତୁ…

ଛାଡପତ୍ରରେ ପାର୍ଟନରଙ୍କ ଠାରୁ ମିଳୁଥିବା ଭରଣପୋଷଣ ଟଙ୍କାରେ ଲାଗିଥାଏ ଟ୍ୟାକ୍ସ, ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୩୧।୫: ଭେଟେରାନ କ୍ରିକେଟ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସ୍ତ୍ରୀ ନତାଶାଙ୍କୁ ଛାଡପତ୍ର ଦେବା ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଛାଡପତ୍ର ପରେ ନତାଶା, ହାର୍ଦ୍ଦିକଙ୍କୁ ସମ୍ପତ୍ତିର ୭୦ ପ୍ରତିଶତ ଅଂଶ ମାଗିଛନ୍ତି। ଏହାପୂର୍ବରୁ ଶୋଏବ ଏବଂ ସାନିଆଙ୍କ ଛାଡପତ୍ର…

ସ୍ବାମୀଙ୍କୁ ଖଟଗୋଡ଼ରେ ବାନ୍ଧି ଇଲେକ୍ଟ୍ରି କରେଣ୍ଟ୍‌ ଦେଇଦେଲେ ସ୍ତ୍ରୀ, କାରଣ ଜାଣିଲେ…

ଲକ୍ଷ୍ନୌ,୩୧ା୫: ସ୍ବାମୀ-ସ୍ତ୍ରୀ ବିବାହରେ ସାତଜନ୍ମର ସାଥୀ ହେବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥାନ୍ତି। ମାତ୍ର କିଛି କିଛି କାରଣକୁ ନେଇ ସାରା ଜୀବନ ହାତ ଧରି ବାଟ ଚାଲିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଣିରଗାର ପାଲଟିଯାଏ। ରକ୍ତମୁଖା ହୋଇଉଠେ ସ୍ତ୍ରୀ। ଏପରିକି ଜୀବନରୁ…

ସରକାରୀ କର୍ମଚାରୀଙ୍କ ପ୍ରମୋଶନକୁ ନେଇ ବଡ ରାୟ ଦେଲେ ସିଜେଆଇ ଚନ୍ଦ୍ରଚୁଡଙ୍କ ବେଞ୍ଚ

ନୂଆଦିଲ୍ଲୀ,୩୧।୫: ଦେଶରେ ସରକାରୀ ଚାକିରି ପାଇଁ ବହୁତ ଆଗ୍ରହ ଅଛି ଲୋକଙ୍କ ମଧ୍ୟରେ। କେବଳ ସେତିକି ନୁହେଁ, ସରକାରୀ ଚାକିରିରେ ପଦୋନ୍ନତି ପାଇବାକୁ ମଧ୍ୟ ଅଧିକାର ଅଛି। ସରକାରୀ ଚାକିରିରେ ପଦୋନ୍ନତି ଅଧିକାର ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ଼ ଏବଂ ଐତିହାସିକ…

ମୋଦି ଧ୍ୟାନରେ ବସିଥିବାର ପ୍ରଥମ ଫଟୋ ସାମ୍ନାକୁ ଆସିଲା: ହାତରେ ଧରିଛନ୍ତି…

କନ୍ୟାକୁମାରୀ,୩୧ା୫: ଲୋକ ସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ମାସ ହେଲା ଜୋର୍‌ଦାର ପ୍ରଚାର କରିବା ପରେ ତାମିଲନାଡୁର କନ୍ୟାକୁମାରୀରେ ପହଞ୍ଚତ୍ ପ୍ରସିଦ୍ଧ ବିବେକାନନ୍ଦ ରକ୍‌ ମେମୋରିଆଲରେ ୪୫ ଘଣ୍ଟିଆ ଧ୍ୟାନ ଆରମ୍ଭ କରିଛନ୍ତି। ମୋଦି ଧ୍ୟାନରେ ବସିଥିବାର…

ଶେୟାର ବଜାରରେ ହାହାକାର: ୫ଦିନରେ ନିବେଶକ ହରାଇଲେଣି ୧୦ଲକ୍ଷ କୋଟି

ନୂଆଦିଲ୍ଲୀ,୩୧।୫: ଶେୟାର ବଜାରରେ କ୍ରମାଗତ ୫ଦିନ କାରବାର ହ୍ରାସ ଘଟିବା ନିବେଶକମାନଙ୍କୁ ନିରାଶ କରିଛି। ୫ ଦିନରେ ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଥିବା ଷ୍ଟକ୍‌ ମାକେର୍ଟ ତଥ୍ୟରୁ ଜଣାପଡ଼ିଛି। ଗୁରୁବାର କାରବାର ଶେଷ ସୁଦ୍ଧା ବଜାର…

ଦୋଷୀକୁ ବିନା କଷ୍ଟରେ ମୃତ୍ୟୁଦଣ୍ଡ: ନାଇଟ୍ରୋଜେନ ଗ୍ୟାସ ପରେ ଏବେ ଏହି ଘାତକ ଇଞ୍ଜେକସନର ବ୍ୟବହାର କରିବ ଆମେରିକା

ଅଲବାମା,୩୧।୫: ଆମେରିକାର ଦକ୍ଷିଣ ପୂର୍ବରେ ଅବସ୍ଥିତ ଅଲବାମା ରାଜ୍ୟରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଜ୍ୟର ଜଣେ ବ୍ୟକ୍ତିଙ୍କୁ ଦୁଇ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିବା ଅଭିଯୋଗରେ ସାଂଘାତିକ ଇଞ୍ଜେକସନ ଦିଆଯାଇଥିଲା। ଅଭିଯୁକ୍ତଙ୍କ ନାମ ଜାମି…

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ପାକିସ୍ତାନକୁ ଧୂଳି ଚଟେଇଲା ଇଂଲଣ୍ଡ

ଲଣ୍ଡନ,୩୧।୫: ଟି-୨୦ ବିଶ୍ୱକପ ୨୦୨୪ରେ ସଫଳତାର ଆଶା ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ପୁନର୍ବାର ବାବର ଆଜମଙ୍କୁ ଦଳର ଅଧିନାୟକ କରିଛି। ଅଧିନାୟକ ପଦରୁ ହଟାଯିବାର ମାତ୍ର ୫ ମାସ ପରେ ସେ ପୁଣି ଫେରି ଆସିଥିଲେ, କିନ୍ତୁ ପରିସ୍ଥିତି ପୂର୍ବ…

ଏୟାର ଇଣ୍ଡିଆ ଫ୍ଲାଇଟରେ ୮ଘଣ୍ଟା ବନ୍ଦ ରହିଲେ ଯାତ୍ରୀ! ଏସି ବନ୍ଦ…ଏହାପରେ ଯା’ହେଲା…

ନୂଆଦିଲ୍ଲୀ,୩୧।୦୫: ଏୟାର ଇଣ୍ଡିଆରେ ଯାତ୍ରା କରିବାକୁଥିବା ଅନେକ ଯାତ୍ରୀ ହଠାତ୍‌ ବେହୋସ ହେବାକୁ ଲାଗିଲେ। ଘଟଣାହେଲା ଏୟାର ଇଣ୍ଡିଆର ଫ୍ଲାଇଟ ଏଆଇ ୧୮୩ ଗୁରୁବାର ମେ ୩୦ ଠିକ ୩ଟା ୨୦ ମିନିଟରେ ଦିଲ୍ଲୀରୁ ସାନ ଫ୍ରାନ୍ସିସକୋ ଅଭିମୁଖେ ଯାତ୍ରା କରିବାର…

ପ୍ରାଣଘାତି ହେଉଛି ପ୍ରଚଣ୍ଡ ଲୁ, ୟୁପି-ବିହାରରେ ୨୦୦ରୁ ଅଧିକ ମୃତ, ଓଡ଼ିଶାରେ ଗୋଟିଏ ଦିନରେ ୧୯ ମୃତ୍ୟୁ

ନୂଆଦିଲ୍ଲୀ,୩୧।୫: ଗତ କିଛି ଦିନ ହେବ ପ୍ରବଳ ଉତ୍ତାପ ଏବଂ ଗୁଳୁଗୁଳି ସାରା ଦେଶରେ ସମସ୍ତଙ୍କୁ ଅସ୍ତବସ୍ତ କରିଦେଇଛି। ଏହି ସମୟରେ, ନୌତପାରେ ତାପମାତ୍ରା ବୃଦ୍ଧି ନିଶ୍ୱାସ ନେବାରେ ଏକ ସମସ୍ୟା ସୃଷ୍ଟି କରିଛି। ଲୁ ଯୋଗୁଁ ଦେଶରେ ଦୁଇଶହରୁ ଅଧିକ…

ରିକି ପଣ୍ଟିଂଙ୍କ ବଡ଼ ଭବିଷ୍ୟବାଣୀ: ଟି-୨୦ ବିଶ୍ୱକପ୍‌ରେ ଏହି ଭାରତୀୟ ବୋଲର୍‌ ନେବେ ସର୍ବାଧିକ ଉଇକେଟ୍‌

ଓ୍ବାଶିଂଟନ୍‌,୩୧।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଟି-୨୦ ବିଶ୍ୱକପ ଆୟୋଜନ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ଟୁର୍ନାମେଣ୍ଟ ଜୁନ ୨ରୁ ଆରମ୍ଭ ହେଉଛି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଜୁନ ୫ରେ ଆୟର୍ଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?