ହାତରେ ତ୍ରିରଙ୍ଗା, ‘ମା ତୁଝେ ସଲାମ’ ଗୀତରେ ନାଚୁଥିବା ବେଳେ ଆସିଲା ହୃଦ୍ଘାତ, ମଞ୍ଚ ଉପରେ ଟଳି ପଡ଼ିଲେ ଯବାନ-Video
ଇନ୍ଦୋର,୩୧।୫: ହାତରେ ତ୍ରିରଙ୍ଗା, ଦେହରେ ସେନାର ପୋଷାକ, ମଞ୍ଚ ଉପରେ ‘ମା’ ତୁଝେ ସଲାମ୍’ ଗୀତ ବାଜୁଥିବା ବେଳେ ଟଳି ପଡ଼ିଲେ ସୈନିକ। କେହି କିଛି ବୁଝିବା ଆଗରୁ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା। ଏଭଳି ଏକ ଦୁଃଖଦ ଘଟଣା ଇନ୍ଦୋରର…
ଅଲଗା ହେଲେ ମଲାଇକା-ଅର୍ଜୁନ, ୫ ବର୍ଷର ସମ୍ପର୍କରେ ପଡ଼ିଲା ପୂର୍ଣ୍ଣଚ୍ଛେଦ!
ବମ୍ବେ: ଦୀର୍ଘ ପାଞ୍ଚ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ବ୍ରେକ୍ଅପ୍ କରିଛନ୍ତି ବଲିଉଡର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ମଲାଇକା ଅରୋରା ଏବଂ ଅର୍ଜୁନ କପୁର। ପରସ୍ପରପ୍ରତି ସମ୍ମାନ, ବିନା ଦ୍ୱେଶ, କ୍ରୋଧରେ ଦୁହେଁ ଅଲଗା ହୋଇଛନ୍ତି। ଏବେ ସେମାନେ…
ଆଉ ରାତିରେ ହେବନି ଚେକିଂ, ଚାଲାଣ କାଟିବନି ପୋଲିସ, ସିଟ୍ ବେଲ୍ଟ ନ ଲଗାଇଲେ ବି ହେବନି ଅସୁବିଧା
ନୂଆଦିଲ୍ଲୀ,୩୧।୫: ଏବେ ରାତିରେ ଚାରିଆଡେ ପୋଲିସ ଗାଡି ଚେକିଂ କରୁଛି। ଗାଡି ଚେକିଂ ସମୟରେ ପୋଲିସ ବାବୁମାନେ ଅଯଥା ଲୋକଙ୍କୁ ହଇରାଣ ମଧ୍ୟ କରୁଛନ୍ତି। ବାରମ୍ବାର ଏପରି ଅଭିଯୋଗ ଆସିବା ପରେ ଡିସିପି(ଟ୍ରାଫିକ) ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ରାତିବେଳା ପୋଲିସ…
ବରଗଡ଼ରେ ଅଂଶୁଘାତ ନେଲା ଜୀବନ
ବରଗଡ଼,୩୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଅଂଶୁଘାତରେ ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ଜଣକ ବରଗଡ଼ ହାଟପଦାର ସୁବଳ ବେହେରା (୩୧) ବୋଲି ଜିଲା ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସୁବଳଙ୍କ ମୃତ୍ୟୁ ଅଂଶୁଘାତଜନିତ…
ନ୍ୟୁଜ ଚ୍ୟାନେଲର ଏକଜିଟ ପୋଲ ବିତର୍କରେ ଭାଗ ନେବନି କଂଗ୍ରେସ, କାରଣ…
ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ଭୋଟିଂ ପରେ ଜୁନ ୪ରେ ଫଳାଫଳ ଆସିବ। ଏହାପୂର୍ବରୁ, ଶନିବାର ଟିଭି ନ୍ୟୁଜ ଚ୍ୟାନେଲ ଓ ବିଭିନ୍ନ ଏଜେନ୍ସି ଦ୍ୱାରା ଏକଜିଟ ପୋଲର ଫଳାଫଳର ଆକଳନ କରାଯିବ। ଏହି ଫଳାଫଳକୁ ନେଇ…
କିଏ ହେବେ ଇଣ୍ଡିଆ ଆଲାଏନ୍ସର ପ୍ରଧାନମନ୍ତ୍ରୀ: ଖାର୍ଗେ କରିଦେଲେ ଖୁଲାସା
ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନ ୨୦୨୪ର ୬ଟି ପର୍ଯ୍ୟାୟ ପାଇଁ ଭୋଟ ଦିଆଯାଇଥିବାବେଳେ ସପ୍ତମ ପର୍ଯ୍ୟାୟ ପାଇଁ ଭୋଟ ଜୁନ ୧ରେ ହେବ। ଏହାପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଇଣ୍ଡିଆ ଆଲାଏନ୍ସର ପ୍ରଧାନମନ୍ତ୍ରୀ ଦାବିଦାରକୁ ନେଇ ନିଜ ମତ ରଖିଛନ୍ତି।…
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କଡାକଡି ହେଲା ସୁରକ୍ଷା ବ୍ୟବସ୍ଥା, ନିୟୋଜିତ ହେବେ ୩୬ହଜାର ପୋଲିସ ଫୋର୍ସ
ଭୁବନେଶ୍ୱର,୩୧।୫: ଓଡ଼ିଶାରେ ଅନୁଷ୍ଠିତ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଚତୁର୍ଥ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟରେ ୬ ଲୋକ ସଭା ଓ ୪୨ ବିଧାନସଭା ଆସନରେ ଶନିବାର ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ବିଶେଷ ଭାବେ ହିଂସାକାଣ୍ଡକୁ ନଜର ରଖାଯାଇଛି…
ପୁରୀ ବାଣ ବିସ୍ଫୋରଣ ଘଟଣା, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି
ପୁରୀ,୩୧।୫: ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି। ମୃତ୍ୟୁ ନେଇ ସ୍ବତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି।…
ନିର୍ବାଚନ ଫଳାଫଳକୁ ନେଇ ସଟ୍ଟା ବଜାର ସକ୍ରିୟ: ଜୁନ୍ ୪କୁ ଅପେକ୍ଷା
ବାଲିଗୁଡା, ୩୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଜୁନ୍ ୧ରେ ରାଜ୍ୟର ସମସ୍ତ ୪ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହେବ। ଜୁନ ୪ ଦିନ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ l ମେ’ ୨୦ ତାରିଖ ଦିନ କନ୍ଧମାଳ ଲୋକ ସଭା…
ଓଲଟିଲା ଭ୍ୟାନ୍ : ୨ ମୃତ, ୬ ଗୁରୁତର
ହେମଗିର,୩୧।୫(ଚୈତନ୍ୟ ପଟେଲ): ସୁନ୍ଦରଗଡ ଜିଲା ହେମଗିର ଥାନା ଅନ୍ତର୍ଗତ ଉସତାଲି ଘାଟି ନିକଟରେ ଏକ ଶ୍ରମିକ ନେଇ ଯାଉଥିବା କ୍ୟାମ୍ପର ଭ୍ୟାନ ଭାରସାମ୍ୟ ହରାଇ ଦୁଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ…
କ୍ୟାବିନେଟ୍ ସଚିବଙ୍କ ମୋଟ ଦରମା କେତେ ଜାଣନ୍ତି
ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ଲୋକ ସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରାର୍ଥୀମାନେ ଆଇଏଏସ୍ ଅଧିକାରୀ ହୁଅନ୍ତି। ଯେଉଁମାନଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅଛି, ସେମାନେ ମଧ୍ୟ ଏକ ଭଲ ଦରମା ପାଆନ୍ତି । କିନ୍ତୁ ଆପଣ…
ଏୟାରହୋଷ୍ଟେସ୍ କଲେ ଏପରି ଘୃଣ୍ୟ କାମ, ଜାଣିଲେ ପାଦତଳୁ ଖସିଯିବ ମାଟି…
ଥିରୁଭାନନ୍ତପୁରମ୍,୩୧ା୫: ବେଆଇନ ତଥା ଘୃଣ୍ୟ କାର୍ଯ୍ୟ ପାଇଁ ଜଣେ ଏୟାର ହୋଷ୍ଟେସଙ୍କୁ ଗିରଫ କରାଯିବା ଏହା ବୋଧହୁଏ ଦେଶରେ ପ୍ରଥମ ଘଟଣା ହୋଇପାରେ। ଏୟାର ହୋଷ୍ଟେସଙ୍କୁ କେବଳ ଗିରଫ କରାଯାଇ ନାହିଁ ବରଂ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ବି…

