ଭାରତ ଆମେରିକାକୁ କରୁନି ବିଶ୍ୱାସ, ସେଥିପାଇଁ ରୁଷିଆ ସହ ହାତ ମିଳାଇଛି: ନିକ୍କି ହେଲିଙ୍କ ଅଭିଯୋଗ…
ଓ୍ବାଶିଂଟନ,୮।୨ : ଆମେରିକାର ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରତିଦ୍ୱନ୍ଦ୍ୱୀ ନିକ୍କି ହେଲି ଦାବି କରିଛନ୍ତି ଭାରତ ଆମେରିକାର ସହଯୋଗୀ ହେବାକୁ ଚାହୁଁଛି, କିନ୍ତୁ ଏପର୍ଯ୍ୟନ୍ତ ଭାରତ ଆମେରିକା ଉପରେ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରୁନାହିଁ। ନିକ୍କି ଏହା ମଧ୍ୟ କହିଛନ୍ତି ରୁଷିଆ…
ଭ୍ୟାଲେଣ୍ଟାଇନ୍ ସପ୍ତାହରେ ଅନୁଭବ-ବର୍ଷାଙ୍କ ଛାଡ଼ପତ୍ର; କହିଲେ-‘ଏବେ ଖୁସି ଲାଗି ପ୍ରାର୍ଥନା କରନ୍ତୁ’
ଭୁବନେଶ୍ୱର,୮।୨: ଭ୍ୟାଲେଣ୍ଟାଇନ୍ ସପ୍ତାହରେ ଅଲଗା ହୋଇଛନ୍ତି ଓଲିଉଡ୍ର ହିଟ୍ ଯୋଡ଼ି ଅନୁଭବ-ବର୍ଷା। ଗତ କିଛି ଦିନ ଧରି ସାରା ରାଜ୍ୟରେ ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଚ୍ଛେଦ ମାମଲା ଚର୍ଚ୍ଚାରେ ରହିଥିଲା। ଏବେ…
Taliban Restrictions in Afghanistan: ଆଫଗାନିସ୍ତାନରେ ଗୀତ ଶୁଣିବାରୁ ୧୦ ଗିରଫ…
କାବୁଲ,୮।୨ : ତାଲିବାନ ଆଫଗାନିସ୍ତାନରେ ଶାସନ କରିବା ପରେ ସାଧାରଣ ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ଜାରି ରଖିଛି। ତାଲିବାନ ଅନେକ ପ୍ରତିବନ୍ଧକ ଲଗାଇଛି ଏବଂ ନିକଟରେ ଗୀତ ଶୁଣିବା ପାଇଁ ଲୋକଙ୍କୁ ଗିରଫ କରାଯାଉଛି। ଆଫଗାନିସ୍ତାନର ୟେଙ୍ଗୀ କାଲା ଜିଲାରେ…
କାମରେ ଲାଗୁନି ୨ ଥାନାର ନୂତନ କୋଠା
ଖୋର୍ଦ୍ଧା,୮ା୨ (ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ଚାଲିଛି ଆଦର୍ଶ (ଟାଉନ) ଥାନା। ଅନ୍ୟପଟେ ଟ୍ରାଫିକ ଛକ ନିକଟରେ ଆଦର୍ଶ ଥାନାର ନୂତନ କୋଠା ନିର୍ମାଣ ସରିଛି। ନିର୍ମାଣକୁ ପ୍ରାୟ ଏକ ବର୍ଷ ବିତିଲାଣି। ଅଥଚ ନୂତନ…
ଏସ୍ସିବି ପରିସରରେ ଜେରକ୍ସ ସୁବିଧା ନାହିଁ
କଟକ,୮ା୨(ଶିଳ୍ପା ପ୍ରିୟଦର୍ଶିନୀ)ଏସ୍ସିବି ମେଡିକାଲ ପରିସରରେ ଜେରକ୍ସ ସୁବିଧା ନ ଥିବା ରୋଗୀ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ଫଳରେ ଜେରକ୍ସ କରିବା ପାଇଁ ସେମାନଙ୍କୁ ମେଡିକାଲ ବାହାରକୁ ଯିବାକୁ ପଡୁଛି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ମେଡିକାଲ କର୍ତ୍ତୃପକ୍ଷ…
ଯୁବକଙ୍କୁ ରାସ୍ତାରେ ନିସ୍ତୁକ ପିଟିଲେ ଏଏସ୍ଆଇ
ପିପିଲି, ୮ା୨(ପ୍ରଭାତ ମହାପାତ୍ର/ଦୁର୍ଗାମାଧବ ମିଶ୍ର)ପିପିଲି ପୋଲିସର ଦବଙ୍ଗଗିରି। ଜଣେ ଯୁବକଙ୍କୁ ରାସ୍ତାରେ ନିସ୍ତୁକ ମାଡ଼ ମାରିଲେ ପୋଲିସ ଅଧିକାରୀ। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ପୋଲିସ ଅଧିକାରୀ ଜଣକ ବାଡ଼ିରେ ଯୁବକଙ୍କ ହାତ ଓ ଗୋଡ଼କୁ ନିସ୍ତୁକ ପିଟୁଥିବାର…
ମନ୍ନତାଙ୍କୁ ପ୍ରଥମ ଅନ୍ତର୍ଜାତୀୟ ପଦକ
ଭୁବନେଶ୍ୱର,୮ା୨(ସରୋଜ ଜେନା): ରାଜ୍ୟର ପ୍ରତିଭାବାନ ସନ୍ତରଣକାରୀ ମନ୍ନତା ମିଶ୍ର ନିଜର ପ୍ରଥମ ଅନ୍ତର୍ଜାତୀୟ ପଦକ ହାସଲ କରିଛନ୍ତି। ଓଡ଼ିଶା ଆଇଆଇଏସ୍ ସନ୍ତରଣ ହାଇ ପର୍ଫମାନ୍ସ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିବା ମନ୍ନତା ନୂଆଦିଲ୍ଲୀରେ ଅନୁଷ୍ଠିତ ବିମଷ୍ଟେକ ସନ୍ତରଣ ଚାମ୍ପିୟନଶିପ୍ରେ ଏକ ରୌପ୍ୟ ପଦକ…
ପିତାଙ୍କ ବିଶ୍ୱାସର ବିଜୟ
ନୂଆଦିଲ୍ଲୀ,୮ା୨(ପି.ଟି.) : ମା’ ଥିଲେ ପୋଲିସ୍ ଅଫିସର। ଶୃଙ୍ଖଳାକୁ ସେ ସର୍ବଦା ଗୁରୁତ୍ୱ ଦେଉଥିବା ବେଳେ ପୁଅର କ୍ରିକେଟ ଖେଳିବା ତାଙ୍କୁ ପସନ୍ଦ ନ ଥିଲା। ତେବେ ପିତା କିନ୍ତୁ ଏହାର ସମର୍ଥନରେ ଥିଲେ। ୨୨ ୟାର୍ଡର ଷ୍ଟ୍ରିପ୍ ମଧ୍ୟରେ ପୁଅ…
ସରକାର ପାଇଛନ୍ତି ୨୮ ନୂଆ ଜିଲା ପ୍ରସ୍ତାବ
ଭୁବନେଶ୍ୱର,୮।୨(ଅନିଲ ଦାସ)ବରଗଡ଼ ଜିଲାର ପଦ୍ମପୁର ନିର୍ବାଚନମଣ୍ଡଳୀକୁ ଜିଲା ଘୋଷଣା କରିବାକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଥିବାବେଳେ ରାଜ୍ୟର ଅନ୍ୟାନ୍ୟ ଜିଲାରୁ ମଧ୍ୟ ନୂତନ ଜିଲା ଗଠନ ଦାବି ବଢ଼ିବାରେ ଲାଗିଛି। ୧୫ ଜିଲାରୁ ପଦ୍ମପୁର ସମେତ ୨୮ଟି ନୂଆ ରାଜସ୍ବ ଜିଲା…
ପୁରୀରେ ରାଜ୍ୟସ୍ତରୀୟ ଖୋଖୋ ଉଦ୍ଘାଟିତ
ପୁରୀ ୮ା୨ ( ଅଜିତ୍ ମହାନ୍ତି): ପୁରୀ ଜିଲା ସ୍କୁଲ ପରିସରରେ ବୁଧବାରଠାରୁ ରାଜ୍ୟ ସ୍ତରୀୟ ନୂଆ ଓ ଖୋଖୋ ପ୍ରତିଯୋଗିତା ଆରମ୍ଭ ହୋଇଛି। ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ପ୍ରତିଯୋଗିତାକୁ ଉଦ୍ଘାଟନ କରିଛନ୍ତି। ”ପିଲାମାନଙ୍କ କ୍ରୀଡା ପ୍ରତିଭାର ବିକାଶ…
ଆମେରିକାକୁ ହରାଇଲା ଚାଇନା
ଭୁବନେଶ୍ୱର, ୮।୨ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ମହିଳା ହକି ପ୍ରୋ ଲିଗ୍ରେ ବୁଧବାର ଚାଇନା ୩-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଚଳିତ ଲିଗ୍ରେ ଚାଇନାର ଏହାଥିଲା ୪ ମ୍ୟାଚରୁ ତୃତୀୟ ବିଜୟ। ଏଥିସହ ଦଳ ଏହାର…
ଭାରତର କ୍ରମାଗତ ତୃତୀୟ ପରାଜୟ
ଭୁବନେଶ୍ୱର, ୮।୨(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ମହିଳା ହକି ପ୍ରୋ ଲିଗ୍ରେ ଭାରତର ଲଜ୍ଜାଜନକ ପ୍ରଦର୍ଶନ ଅବ୍ୟାହତ ରହିଛି। କ୍ରମାଗତ ୩ ମ୍ୟାଚ ହାରି ଘରୋଇ ଦଳ ପରାଜୟରେ ହ୍ୟାଟ୍ରିକ କରିଛି। ଫଳରେ ୯ ଦଳ ବିଶିଷ୍ଟ ପଏଣ୍ଟ…
Archives


