Home

ଖରାଛୁଟିରେ ପିଲାମାନେ ବୋର୍‌ ହେଉଥିଲେ…କରନ୍ତୁ ଏସବୁ କାମ

ଖରାଛୁଟିରେ ପିଲାମାନେ ଘରେ ରହୁଛନ୍ତି ପୂରା ସମୟ। ଖେଳାବୁଲା ପରେ ବି ହାତରେ ଢେର୍‌ ସମୟ। ଏ ସମୟରେ ପିଲା ଯେମିତି ବୋର୍‌ ହେବେ ନାହିଁ ସେଥିପାଇଁ ବିଭିନ୍ନ ପ୍ରକାର ବିକଳ୍ପ ଚିନ୍ତା କରନ୍ତି ମାଆମାନେ। ତେବେ କଣ କଲେ ସେମାନଙ୍କ…

ଫଳାଫଳ ଆସିବାର ଦିନକ ପରେ ଟୁକୁନି ସାହୁଙ୍କ ପ୍ରତିକ୍ରିୟା, ଟିଟଲାଗଡ଼ବାସୀଙ୍କ ଉଦ୍ଦେଶ୍ୟରେ କହିଲେ…

ଭୁବନେଶ୍ୱର,୫।୬: ୨୦୨୪ ନିର୍ବାଚନରେ ବିଜେଡିର ଟାଣୁଆ ନେତ୍ରୀ ତଥା ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟିଟଲାଗଡ଼ ବିଧାନସଭା ଆସନରୁ ପରାଜିତ ହୋଇଛନ୍ତି। ସେଠାରେ ତାଙ୍କୁ ଭାଜପାର ନବୀନ କୁମାର ଜୈନ ହରାଇଛନ୍ତି। ତେବେ ଫଳାଫଳ ଆସିବାର ଦିନକ ପରେ ଟୁକୁନି ନିଜର…

ଫଳାଫଳ ପୂର୍ବରୁ ଚର୍ଚ୍ଚାରେ ଥିଲେ ମୁକେଶ

ଲୋଇସିଂହା,୪।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲାରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ। ମଙ୍ଗଳବାର ଭୋଟ ଗଣତି ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତିଦ୍ବନ୍ଦୀ ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ଭାଜପା ବିଧାୟକ ପ୍ରାର୍ଥୀ ମୁକେଶ ମହାଲିଙ୍ଗ ୧୯ ହଜାରରୁ ଅଧିକ ବ୍ୟବଧାନ ରେ ବିଜୟୀ ହୋଇଛନ୍ତି।…

ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୬: ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆ ସରକାର ଗଠନ ପୂର୍ବରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫାପତ୍ର ଦେଇଛନ୍ତି । ଲୋକ ସଭା ନିର୍ବାଚନରେ ଭାଜପା ମ୍ୟାଜିକ୍‌ ନମ୍ବର ୨୭୨ ହାସଲ କରିବାରେ ବିଫଳ ହୋଇଥିବାବେଳେ ଏନ୍‌ଡିଏ ବହୁମତ…

ରିଲ୍‌ ପରେ ରାଜନୀତିରେ ବି ସିଦ୍ଧାନ୍ତ-ରଚନା ହିଟ୍‌

ଭୁବନେଶ୍ୱର,୫।୬: ୨୦୨୪ ନିର୍ବାଚନରେ ବିଜେତା ମୁକୁଟ ପିନ୍ଧିଛନ୍ତି ଓଲିଉଡର ବିଗତ ଦିନର ହିଟ୍‌ ଯୋଡ଼ି ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ। ସିଦ୍ଧାନ୍ତ ଭାଜପା ଟିକେଟରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ରଚନା ଟିଏମ୍‌ସି ଟିକେଟରେ ଲୋକ ସଭାକୁ ନିର୍ବାଚିତ…

ଭାଜପା ଖେଳକୁ ବିଗାଡିବ N ଫ୍ୟାକ୍ଟର, ଶେଷ ସମୟରେ ବଡ଼ ନିଷ୍ପତ୍ତି ନେଇପାରନ୍ତି ନୀତିଶ-ନାଇଡୁ

ନୂଆଦିଲ୍ଲୀ,୫।୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ ପରେ ରାଜନୈତିକ ମାହୋଲରେ ଚର୍ଚ୍ଚାର ବିଷୟ ହେଉଛି କିଏ ସରକାର ଗଠନ କରିବେ। ଭାଜପାକୁ ସଂମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିନାହିଁ, ଯେଉଁଥିପାଇଁ ସରକାର ଗଠନ ପାଇଁ ସହଯୋଗୀମାନଙ୍କର ଆବଶ୍ୟକତା ପଡ଼ିବ। ବିଶେଷକରି JDU ଏବଂ…

ଓଡ଼ିଶାରେ ବନ୍ଦ ହୋଇଯିବ BSKY ଯୋଜନା, ଲାଗୁ ହେବ ଏହି ଯୋଜନା, ମନମୋହନ ସାମଲଙ୍କ ବଡ଼ ବୟାନ

ଭୁବନେଶ୍ୱର,୫।୬: ଓଡ଼ିଶାରେ ବନ୍ଦ ହୋଇଯିବ BSKY ଯୋଜନା । ନୂଆ ସରକାର ଗଠନ ହେବା ପରେ ଓଡ଼ିଶାରେ ବିଏସକେୱାଇ କାର୍ଡ ବନ୍ଦ ହୋଇଯିବ । ଅର୍ଥାତ ଓଡ଼ିଶାବାସୀ ଆଉ BSKY ଯୋଜନାର ଲାଭ ଉଠାଇପାରିବେ ନାହିଁ । ଏଣିକି ଓଡ଼ିଶାରେ ଲାଗୁ…

ସବୁଠି ଚର୍ଚ୍ଚା: କୁଆଡେ ଗଲେ ପାଣ୍ଡିଆନ?

ଭୁବନେଶ୍ୱର,୫।୬: ରାଜ୍ୟରେ ବିଜେଡିର ପରାଜୟ ପରେ ଆଉ ଏକ ଚର୍ଚ୍ଚା ବଢ଼ିବାରେ ଲାଗିଛି। ସେଇଟି ହେଲା କୁଆଡେ ଗଲେ ପାଣ୍ଡିଆନ। ଜଣେ ଆଇଏଏସ୍‌ ଅଫିସର ହୋଇଥିଲେ ହେଁ ବିଜେଡିରେ ତାଙ୍କର ଦବ୍‌ଦବା ରହିଥିଲା। ନିର୍ବାଚନ ପୂର୍ବରୁ ଅବସର ନେବା ପରେ ସେ…

ପୂର୍ଣ୍ଣଚନ୍ଦ୍ରଙ୍କୁ ମନ୍ତ୍ରୀ ପଦ ଦେବାକୁ ଉଠିଲା ଦାବି

ପୁରୁଷୋତ୍ତମପୁର,୫।୬( ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ଏକଦା ବିଜେଡିର ଦୂର୍ଗ କୁହାଯାଉଥିବା ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ଦୁର୍ଗକୁ ଭାଙ୍ଗି ଇତିହାସ ରଚିଛି ଭାଜପା। ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପୂର୍ଣଚନ୍ଦ୍ର ସେଠୀଙ୍କୁ ମନ୍ତ୍ରୀ ପଦ ଦେବା ପାଇଁ କର୍ମୀମାନେ…

ଏନଡିଏକୁ ନେଇ ବଡ଼ ନିଷ୍ପତ୍ତି ନେଲେ ଚନ୍ଦ୍ରବାବୁ-ନୀତୀଶ

ନୂଆଦିଲ୍ଲୀ,୫।୬: ତେଲୁଗୁ ଦେଶମ ପାର୍ଟି(ଟିଡିପି)ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ବୁଧବାର କହିଛନ୍ତି, ତାଙ୍କ ଦଳ ଏନଡିଏ ସହିତ ଅଛି ଏବଂ ଆଜି ଦିନରେ ଦିଲ୍ଲୀରେ ହେବାକୁ ଥିବା ଏନଡିଏ ବୈଠକରେ ସେ ଯୋଗ ଦେବେ। ଏଥିସହ ଜନସେନା ପାର୍ଟିର ପ୍ରମୁଖ ପଓ୍ବନ କଲ୍ୟାଣ…

ନ୍ୟୁୟର୍କରେ ବିତିଥିଲା ଯୁବାବସ୍ଥା, ପାଶ୍ଚାତ୍ୟ ସଂସ୍କୃତିରେ ବଢ଼ିଥିବା ନବୀନ ଧଳା କୁର୍ତ୍ତା ପିନ୍ଧି ଲେଖିଥିଲେ ନୂଆ ରାଜନୈତିକ ଇତିହାସ

ଭୁବନେଶ୍ୱର,୫।୬: ଦୀର୍ଘ ୨୪ ବର୍ଷର ବିଜେଡି ଶାସନରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ନିଜର ସ୍ବଚ୍ଛ ଏବଂ ନିର୍ମଳ ଭାବମୂର୍ତ୍ତିକୁ ନେଇ ଓଡ଼ିଶାବାସୀଙ୍କ ପ୍ରିୟ ପାଲଟିଥିବା ନବୀନ ପଟ୍ଟନାୟକ ଶେଷରେ ପରାଜିତ ହୋଇ ଇସ୍ତଫା ଦେଇଛନ୍ତି। ଗୋଟିଏ ପଟେ ବିଜେଡି ପରାଜୟର କାରଣ ଖୋଜୁଥିବା…

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଏହି ଦିନ ଶପଥ ନେବେ ମୋଦି

ନୂଆଦିଲ୍ଲୀ,୫।୬: ତୃତୀୟ ଥର ପାଇଁ ଜୁନ ୮ରେ ଶପଥ ନେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ରହିଛି। ୮ ତାରିଖ ସାରେ ହୋଇପାରେ ଶପଥ ଗ୍ରହଣ ଉତ୍ସବ। ଲୋକ ସଭା ନିର୍ବାଚନରେ ଭାଜପା ମ୍ୟାଜିକ୍‌ ନମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?