Home

ଆଜି ଶେଷ ପର୍ଯ୍ୟାୟ ଭୋଟ

ଭୁବନେଶ୍ୱର,୧ା୬(ଅନିଲ ଦାସ): ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ୍‌ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା ଆସନରେ ଶନିବାର ମତଦାନ ହେବ। ସକାଳ ୭ଟାରୁ ସା ୬ଟା…

ଶେଷ ପର୍ଯ୍ୟାୟ ମତଦାନ ପାଇଁ ୩୬ ହଜାର ପୋଲିସ

ଭୁବନେଶ୍ୱର,୧।୬(ସତ୍ୟଜିତ ରାଉତ): ରାଜ୍ୟରେ ଶନିବାର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ହେବ। ଏଥିପାଇଁ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶୃଙ୍ଖଳିତ ତଥା ସୁରକ୍ଷିତ ନିର୍ବାଚନ କରିବାକୁ ବିଭିନ୍ନ ର଼୍ୟାଙ୍କ୍‌ର ୩୬ ହଜାର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।…

ମାର୍ଚ୍ଚ ତ୍ରୈମାସିକରେ ଦେଶର ଜିଡିପିରେ ୭.୮% ଅଭିବୃଦ୍ଧି, ଦ୍ରୁତ ଗତିରେ ବଢ଼ୁଛି ଅର୍ଥନୀତି

ନୂଆଦିଲ୍ଲୀ,୩୧।୫: ନିର୍ବାଚନ ଫଳାଫଳ ପୂର୍ବରୁ ସରକାରଙ୍କୁ ବଡ଼ ଖୁସି ଖବର ମିଳିଛି। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ଭାରତୀୟ ଅର୍ଥନୀତି ୭.୮% ହାରରେ ବୃଦ୍ଧି ପାଇଛି। ଏହା…

କେହି କାହାକୁ ଖରାରେ କାମ କରାଇଲେ କାର୍ଯ୍ୟାନୁଷ୍ଠାନ,ପିକ୍‌ ଆଓ୍ବାରରେ…

ଭୁବନେଶ୍ୱର, ୩୧।୫(ଅସମାପିକା ସାହୁ) – ଅସହ୍ୟ ଗ୍ରୀଷ୍ମପ୍ରବାହ ସାରା ରାଜ୍ୟରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଛି। ଅଂଶୁଘାତରେ ବହୁ ଜୀବନ ଯାଇଥିବାବେଳେ ପ୍ରତିଦିନ ଅଭିଯୋଗ ବଢ଼ି ଚାଲିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥିତିରେ ସତର୍କ ରହିବାକୁ…

କାକଟପୁର-ନିମାପଡ଼ାରେ ଶନିବାର ଭୋଟ୍‌, ବୁଥ୍‌କୁ ଗଲେ ପୋଲିଂ ପାର୍ଟି

ପୁରୀ,୩୧ା୫(ଅଜିତ୍‌ କୁମାର ମହାନ୍ତି)-୧୬ନଂ. ଜଗତ୍‌ସିଂହପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୦୫ ନଂ. କାକଟପୁର ଓ ୧୦୬ ନଂ. ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଜୁନ ୧ ତାରିଖ ଶନିବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି ଜିଲା…

ଚଳିତ ନିର୍ବାଚନରେ ଜବତ ହୋଇଛି ୨୭୫ କୋଟି ଟଙ୍କାର ସାମଗ୍ରୀ: ରହିଛି ୧୪ କୋଟିର ସୁନା, ଟଙ୍କା

ଭୁବନେଶ୍ୱର,୩୧ା୫(ଅନିଲ ଦାସ)-ନିର୍ବାଚନକୁ ସ୍ବଚ୍ଛ, ଅବାଧ, ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନ ଯଥାସମ୍ଭବ ଉଦ୍ୟମ କରୁଥିଲେ ମଧ୍ୟ ଚୋରା କାରବାର ବହୁ ମାତ୍ରାରେ ବଢିଥିବା ସୂଚନା ମିଳିଛି। ଗତ ୨ ଲୋକ ସଭା ଓ ବିଧାନସଭା ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ…

ପ୍ରଚାରରୁ ଫୁରସତ୍‌ ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କ ବହି କିଣା, ପିଲାଙ୍କ ସହ ସେଲ୍‌ଫି ନେଇ ଫେରିଲେ…

ଭୁବନେଶ୍ୱର,୩୧ା୫(ଅନିଲ ଦାସ)-ମାସେ କାଳ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁର୍‌ସତ୍‌ ପାଇଛନ୍ତି। ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ମିନିଟରେ ସେ ବହି କିଣିବାକୁ ମାଷ୍ଟରକ୍ୟାଣ୍ଟିନସ୍ଥିତ ମଡର୍ନ ବୁକ୍‌ ଡିପୋରେ ପହଞ୍ଚିଥିଲେ । ସାଙ୍ଗରେ ଥିଲେ ବିଜେଡିର…

ସଞ୍ଜୟ ତ୍ରିପାଠୀ ୬ ବର୍ଷ ଲାଗି କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ୱର, ୩୧।୫(ସୁନିତ୍‌ ମିଶ୍ର): କଂଗ୍ରେସ ନେତା ସଞ୍ଜୟ ତ୍ରିପାଠୀଙ୍କୁ ଦଳରୁ ଶୁକ୍ରବାର ବହିଷ୍କାର କରିଦିଆଯାଇଛି। ତାଙ୍କୁ ଦଳରୁ ୬ ବର୍ଷ ଲାଗି ବହିଷ୍କାର କରାଯାଇଛି। ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ଯୋଗୁ ତାଙ୍କୁ ବହିଷ୍କାର କରାଯାଇଥିବା ପ୍ରଦେଶ କଂଗ୍ରେସ କମିଟି(ପିସିସି)…

Exit Poll: କିଭଳି କରାଯାଏ ଏକ୍‌ଜିଟ୍‌ ପୋଲ୍‌? ଏହାର ନିୟମ ଭାଙ୍ଗିଲେ ଦଣ୍ଡ କ’ଣ…

ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ଭୋଟିଂ ପାଇଁ ମତଦାନ ଜୁନ ୧ ରେ ଅନୁଷ୍ଠିତ ହେବ। ଏହା ପରେ, ସମସ୍ତଙ୍କର ନଜର ନିର୍ବାଚନ ଫଳାଫଳ ଉପରେ ରହିବ। ତେବେ ଏହା ପୂର୍ବରୁ ଜୁନ ୧ ତାରିଖ ସାରେ ଏକ୍‌ଜିଟ୍‌…

ଏକ୍‌ଜିଟ୍‌ ପୋଲ୍‌ ଏବଂ ଓପିନିଅନ୍‌ ପୋଲ୍‌ ମଧ୍ୟରେ ଫରକ କ’ଣ? କେଉଁଭଳି ଭାବେ ଏକାଠି କରାଯାଏ ଡାଟା, ଜାଣନ୍ତୁ ସବିଶେଷ 

ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଜୁନ ପହିଲା ଅପରାହ୍ନ ୬ଟାରେ ମତଦାନ ସମାପ୍ତ ହୋଇଯିବ। ଜୁନ୍‌ ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ହେଲେ ନିର୍ବାଚନରେ କିଏ ବିଜେତା ହେବା ଜାଣିବା ପୂର୍ବରୁ ସମସ୍ତଙ୍କ ନଜର…

ହାତରେ ତ୍ରିରଙ୍ଗା, ‘ମା ତୁଝେ ସଲାମ’ ଗୀତରେ ନାଚୁଥିବା ବେଳେ ଆସିଲା ହୃଦ୍‌ଘାତ, ମଞ୍ଚ ଉପରେ ଟଳି ପଡ଼ିଲେ ଯବାନ-Video

ଇନ୍ଦୋର,୩୧।୫: ହାତରେ ତ୍ରିରଙ୍ଗା, ଦେହରେ ସେନାର ପୋଷାକ, ମଞ୍ଚ ଉପରେ ‘ମା’ ତୁଝେ ସଲାମ୍‌’ ଗୀତ ବାଜୁଥିବା ବେଳେ ଟଳି ପଡ଼ିଲେ ସୈନିକ। କେହି କିଛି ବୁଝିବା ଆଗରୁ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା। ଏଭଳି ଏକ ଦୁଃଖଦ ଘଟଣା ଇନ୍ଦୋରର…

ଅଲଗା ହେଲେ ମଲାଇକା-ଅର୍ଜୁନ, ୫ ବର୍ଷର ସମ୍ପର୍କରେ ପଡ଼ିଲା ପୂର୍ଣ୍ଣଚ୍ଛେଦ!

ବମ୍ବେ: ଦୀର୍ଘ ପାଞ୍ଚ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ବ୍ରେକ୍‌ଅପ୍‌ କରିଛନ୍ତି ବଲିଉଡର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ମଲାଇକା ଅରୋରା ଏବଂ ଅର୍ଜୁନ କପୁର। ପରସ୍ପରପ୍ରତି ସମ୍ମାନ, ବିନା ଦ୍ୱେଶ, କ୍ରୋଧରେ ଦୁହେଁ ଅଲଗା ହୋଇଛନ୍ତି। ଏବେ ସେମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?