ଝୁଲୁଛି ଭାଜପା, କଂଗ୍ରେସର ପ୍ରାର୍ଥୀ ତାଲିକା
ନୟାଗଡ଼,୩୧ା୩ (ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଥିବାବେଳେ ଭାଜପା ଓ କଂଗ୍ରେସ ପକ୍ଷରୁ କୌଣସି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦିଆଯାଇ ପାରିନାହିଁ। ସବୁ ନିର୍ବାଚନମଣ୍ଡଳୀରେ ୨ ଜାତୀୟ ଦଳର ପ୍ରାର୍ଥୀ ତାଲିକା ଝୁଲିରହିଛି। କାହାକୁ ଟିକେଟ ଦେଲେ ଦଳ ଶାସକ…
ଆର୍ଟିଇ ପିଲାଙ୍କୁ ମାଗଣା ବହି, ଡ୍ରେସ୍ ଦିଆଯାଉ
ଭୁବନେଶ୍ୱର, ୩୧ା୩ (ଅସମାପିକା ସାହୁ)ଆର୍ଟିଇ ପାରଦର୍ଶୀ ଯୋଜନାରେ ୨୫% ସିଟ୍ରେ ମାଗଣାରେ ପାଠ ପଢ଼ୁଥିବା ପିଲାଙ୍କୁ ମାଗଣା ବହି ନ ଦେଲେ ଓସେପା ଅଫିସରେ ତାଲା ପକାଇବା ପାଇଁ ଓଡ଼ିଶା ଅଭିଭାବକ ମହାସଂଘ ଚେତାବନୀ ଦେଇଛି। ମହାସଂଘର କହିବାନୁସାରେ, ବହୁବାର ଦାବି…
ନିଶା ମହାରଣାଙ୍କ ନାମରେ ମହିଳା ଥାନାରେ ଏତଲା
ଭୁବନେଶ୍ୱର,୩୧।୩(ସୂର୍ଯ୍ୟକାନ୍ତ ବେହେରା)ଚର୍ଚ୍ଚାରେ ଥିବା ନୃତ୍ୟ କଳାକାର ନିଶା ମହାରଣାଙ୍କ ନାଁରେ ମହିଳା ଥାନାରେ ଏତଲା ଦେଇଛି ମହିଳା କଂଗ୍ରେସ। ନିଶା ହୋଲିରେ କଂଗ୍ରେସ ଭବନ ମଧ୍ୟକୁ ପଶି କର୍ମୀଙ୍କୁ ଦୁର୍ବ୍ୟବହାର କରିବା ସହ ସୋସିଆଲ ମିଡିଆରେ କଂଗ୍ରେସ ମହିଳା କର୍ମୀଙ୍କୁ ଅସଭ୍ୟ…
ପଶ୍ଚିମ ଦ୍ୱାରରେ ପୁରୀବାସୀଙ୍କ ଦର୍ଶନ ପାଇଁ ହେବ ସ୍ବତନ୍ତ୍ର ବ୍ୟାରିକେଡ୍
ପୁରୀ,୩୧ା୩(ଅଜିତ୍ ମହାନ୍ତି)ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସିୁଥିବା ଭକ୍ତମାନଙ୍କ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନର ଦୂରଦୃଷ୍ଟି ଅଭାବ କାରଣରୁ ସ୍ଥାନୀୟ ଭକ୍ତଙ୍କ ସହ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନେ…
ସିଡିପି ୨୦୪୦: ୬ ସ୍ଥାନରେ ଟ୍ରକ୍ ପାର୍କିଂ ଯୋଜନା
ଭୁବନେଶ୍ୱର, ୩୧।୩ (ବନ୍ଦନା ସେଠୀ)ରାଜଧାନୀ ଭୁବନେଶ୍ୱରରେ ଟ୍ରକ ପାଇଁ ପାର୍କିଂ ସ୍ଥଳ ନାହିଁ। ତେଣୁ ଦୂରଦୂରାନ୍ତରରୁ ଆସୁଥିବା ଟ୍ରକଗୁଡିକ ପାଇଁ ସହରର ରାସ୍ତାକଡ, ସରକାରୀ ଜମି, ଓଭରବ୍ରିଜ ତଳ ଏବଂ ଉପକଣ୍ଠରେ ଥିବା ଢାବାଗୁଡିକ ପାର୍କିଂସ୍ଥଳ ପାଲଟିଛି। ଏଥିପାଇଁ ଅନେକ ସମୟରେ…
ହରିରାଜପୁର ପଞ୍ଚଦୋଳ ମେଳଣ ଆରମ୍ଭ
ଡେଲାଙ୍ଗ,୩୧।୩(ରଶ୍ମିରଞ୍ଜନ ପ୍ରଧାନ):ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚଦୋଳ ମେଳଣର ଜମାଣ ଉତ୍ସବ ଶନିବାର ବିଳମ୍ବିତ ରାତ୍ରିରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସିଦ୍ଧ ମେଳଣ ୫ଦିନ ଧରି ହେବାକୁ ଥିବାବେଳେ ଆସନ୍ତା ୩ ତାରିଖ ସନ୍ଧ୍ୟାରେ ଗୋଧୂଳି ଲଗ୍ନରେ ଖୁଣ୍ଟିଲାଗି ଠାକୁରଙ୍କୁ ନେଇ ଦିଅଁ…
ବାର୍ ଆସୋସିଏଶନ କର୍ମକର୍ତ୍ତା ନିର୍ବାଚନ
କଟକ,୩୧ା୩(କାର୍ତ୍ତିକ ସାହୁ)ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏଶନର କର୍ମକର୍ତ୍ତା ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ଆଇନଜୀବୀ ବିଜୟ କୁମାର ଦାସ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୨୦୦ରୁ ଅଧିକ ଭୋଟ୍ରେ ବିଜୟୀ ହୋଇଛନ୍ତି। ସେହିପରି ହାଇକୋର୍ଟ…
‘କୋରେଇର ସ୍ବାଭିମାନ ପାଇଁ ଲଢ଼େଇ ହେବ’
ଯାଜପୁର,୩୧ା୩(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ୨୦୨୪ ସାଧାରଣ ନିର୍ବାଚନ କ୍ରମଶଃ ରୋଚକ ମୋଡ଼ ନେଉଛି। ଅଭିନେତାରୁ ନେତା ସାଜିଥିବା ତଥା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ ଶନିବାର ବିଜେଡିରୁ ଇସ୍ତଫା ଦେବା ପରେ ଜିଲା ରାଜନୀତି ଏକପ୍ରକାର ସରଗରମ ହୋଇପଡ଼ିଛି।…
‘ସ୍ବପ୍ନ ପୂରଣ ପାଇଁ କଠିନ ପରିଶ୍ରମ ହିଁ ଗୋଟିଏ ଶବ୍ଦ’
ଭାରତୀୟ ରାପ୍ ଜଗତରେ ଇକ୍କା ସିଂ ହେଉଛନ୍ତି ଜଣେ ପରିଚିତ ଚେହେରା। ୨୦୧୪ରୁ ଇନ୍ ଦ କ୍ଲବ୍ ନାମକ ଗୀତରେ ରାପ୍ କରି ସେ ବଲିଉଡ୍ରେ ନିଜର ସ୍ଥାନ ପକ୍କା କରିଥିଲେ। ଇକ୍କାଙ୍କ ପୂରା ନାମ ଅଙ୍କିତ ସିଂ ପଟୟାଲ୍। ନୂଆଦିଲ୍ଲୀର…
‘ଏଠି ସଙ୍ଗୀତ, ସଂସ୍କୃତି, କଳାର ସ୍ବତନ୍ତ୍ର ଚାହିଦା ରହିଛି’
ନିଜ ସୁରିଲା କଣ୍ଠରେ ବିଭିନ୍ନ ଭାଷାରେ ଗୀତ ଗାଇ ଶ୍ରୋତାଙ୍କୁ ନିଜର କରିପାରୁଥିବା କଣ୍ଠଶିଳ୍ପୀ ହେଉଛନ୍ତି ନୀତିମୋହନ ଶର୍ମା, ଯାହାଙ୍କୁ ସମସ୍ତେ ନୀତିମୋହନ ନାମରେ ଜାଣନ୍ତି। ୧୯୭୯ ନଭେମ୍ବର ୧୮ରେ ଦିଲ୍ଲୀଠାରେ ତାଙ୍କର ଜନ୍ମ। ବଲିଉଡ୍କୁ ଅନେକ ହିଟ୍ ଗୀତ ଦେଇ…
ମନ୍ମଥଙ୍କୁ ନେଇ ଅଙ୍କ ଗଡ଼ବଡ଼
ଖୋର୍ଦ୍ଧା,୩୧।୩(ପ୍ରଭାତ ପାଣିଗ୍ରାହୀ): ଓଡ଼ିଶା ରାଜନୀତିରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ରହିଛି। ୨୦୨୪ ସାଧାରଣ ନିର୍ବାଚନରେ ଭାଜପା ପୁଣି ଥରେ ଏହି ଆସନରୁ ଏମ୍ପି ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସାନପୁଅ…
ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ୱର,୩୧ା୩(ଅନିଲ ଦାସ)ମତଦାତା ତାଲିକାରେ ଭିନ୍ନକ୍ଷମ ମତଦାତାଙ୍କୁ ସାମିଲ କରିବାରେ ଓଡ଼ିଶାର ହାର ଜାତୀୟ ହାରଠୁ ଉପରେ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୫.୪୭ ଲକ୍ଷ ଭିନ୍ନକ୍ଷମ ଭୋଟର ମତଦାନ ପାଇଁ ମାର୍କିଂ ହୋଇଛନ୍ତି। ସେମାନଙ୍କୁ ଘରୁ ମତଦାନ କେନ୍ଦ୍ରକୁ ଆଣିବା ଓ…
Archives


