ଜଲଓ୍ବା ଦେଖାଇଲେ ଦୀପିକା: ଆର୍ଚେରୀରେ ପଦକ ଆଶା ଉଜ୍ଜୀବିତ
ପ୍ୟାରିସ୍,୩୧।୭: ମହିଳା ବ୍ୟକ୍ତିଗତ ଆର୍ଚେରୀର ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି ଭାରତର ଦୀପିକା କୁମାରୀ। ପ୍ୟାରିସ ଅଲିମ୍ପିକ୍ସ ମ୍ୟାଚରେ ଦୀପିକା ନେଦରଲ୍ୟାଣ୍ଡର କ୍ୱିଣ୍ଟି ରୋଫେନଙ୍କୁ ୬-୨ରେ ପରାସ୍ତ କରିଛନ୍ତି। ଦୀପିକାଙ୍କ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ ଅଗଷ୍ଟ ୩ରେ ଅନୁଷ୍ଠିତ ହେବ। କ୍ୱିଣ୍ଟିଙ୍କ ବିପକ୍ଷରେ…
ବିଜେଡିରୁ ଇସ୍ତଫା ଦେଲେ ମମତା ମହନ୍ତ: ଦଳ ଛାଡିବା ପଛରେ ରହିଛି ଏମିତି କାରଣ
ନୂଆଦିଲ୍ଲୀ/ଭୁବନେଶ୍ୱର,୩୧।୭: ରାଜ୍ୟ ସଭାରୁ ବିଜେଡି ଏମ୍ପି ମମତା ମହନ୍ତ ଇସ୍ତଫା ଦେବାର କିଛି ସମୟ ପରେ ଦଳରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଏନେଇ ସେ ଏକ୍ସ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ଆଜି ରାଜ୍ୟ ସଭା ସଦସ୍ୟ ପଦରୁ…
ଓଲଟିଲା ଓ୍ବାଟର ଟ୍ୟାଙ୍କର
ଛତ୍ରପୁର,୩୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକରେ ବୁଧବାର ଏକ ଓ୍ବାଟର ଟ୍ୟାଙ୍କର ଓଲଟି ପଡ଼ିଛି। ମିଳିଥିବା ସୂଚନା ମୁତାବକ ଏକ ନମ୍ବର ବିହୀନ ପାଣି ଟ୍ୟାଙ୍କରଟି ବ୍ରହ୍ମପୁରରୁ ଛତ୍ରପୁର ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ…
ମୋଦି ସରକାର ଚେତିଲେ ନାହିଁ: କାହିଁକି ଏମିତି କହିଲେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୩୧।୭: କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ବୁଧବାର ଆଗାମୀ ବିଧାନସଭା ନିର୍ବାଚନରେ ଦଳକୁ ବିଜୟର ମନ୍ତ୍ର ଦେଇଛନ୍ତି। ସୋନିଆ କହିଛନ୍ତି, ବର୍ତ୍ତମାନ ପରିବେଶ କଂଗ୍ରେସ ସପକ୍ଷରେ ଅଛି, କିନ୍ତୁ ଲୋକ ସଭା ନିର୍ବାଚନରେ ଦଳ ଗଠନ କରିଥିବା ବିଶ୍ୱସନୀୟତା…
ବିଧାନସଭାରେ ନିଜ ସରକାରଙ୍କୁ ଘେରିଲେ ଭାଜପା ବିଧାୟକ
ଲକ୍ଷ୍ନୌ,୩୧।୭: ୟୁପି ବିଧାନସଭାରେ ବୁଧବାର ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଭାଜପା ବିଧାୟକ ହର୍ଷବର୍ଦ୍ଧନ ବାଜପେୟୀ ନଜୁଲ ଜମି ବିଲ ସମ୍ପର୍କରେ ନିଜ ସରକାର ଉପରେ ପ୍ରଶ୍ନ ଉଠାଇଥିଲେ। ଯେତେବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ ଖାନ୍ନା ତାଙ୍କୁ ଆକଟ…
ଜବରଦଖଲ ଉଚ୍ଛେଦ ଆରମ୍ଭ କଲା ପ୍ରଶାସନ
ଦାରିଙ୍ଗବାଡ଼ି,୩୧ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବଜାର ଓ ଜାତୀୟ ରାଜପଥ ସମେତ ବ୍ଲକ ରାସ୍ତାରେ ଟ୍ରାଫିକ୍ ସମସ୍ୟା ବୃଦ୍ଧି ପାଇଛି। ଏହାର ମୁଖ୍ୟ କାରଣ ସ୍ଥାନୀୟ ପ୍ରଶାସନ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଉଠାଦୋକାନୀମାନଙ୍କ ଥଇଥାନ ବ୍ୟବସ୍ଥା କରାଯାଇନାହିଁ। ଏବେ…
ସଂସଦରେ ନବୀନ ପଟ୍ଟନାୟକଙ୍କ କଥା ଉଠାଇ ପ୍ରଶଂସା କଲେ ଅମିତ ଶାହା: ଜାଣନ୍ତୁ କେଉଁ ପ୍ରସଙ୍ଗରେ…
ନୂଆଦିଲ୍ଲୀ,୩୧।୭: କେରଳର ଓୟନାଡରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୩୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୨୮ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମାଟି ତଳେ ୪୦୦ରୁ ଅଧିକ ପରିବାର ଫଶି ରହିଥିବା ସୂଚନା ମିଳିଛି। ଆଗକୁ…
କେରଳ ସରକାରଙ୍କ ସହ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୧ା୭: କେରଳ ଭୂସ୍ଖଳନରେ ଦୁଇ ଓଡ଼ିଆ ନିଖୋଜଙ୍କ ମଧ୍ୟରୁ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ସ୍ବର୍ଗତ ଚିନାରାଙ୍କ ପରିବାରବର୍ଗଙ୍କୁ ସମବେଦନା ମଧ୍ୟ ଜଣାଇଛନ୍ତି।…
କେରଳ ସରକାରଙ୍କ ନାଁରେ ବଡ଼ ଅଭିଯୋଗ ଆଣିଲେ ଅମିତ ଶାହା
ନୂଆଦିଲ୍ଲୀ,୩୧।୭: କେରଳର ୱାୟାନାଡରେ ହୋଇଥିବା ଭୂସ୍ଖଳନ ଘଟଣା ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୁଧବାର ରାଜ୍ୟ ସଭାରେ ଭାଷଣ ଦେଇଛନ୍ତି। କେରଳ ସରକାରଙ୍କ ଉପରେ ଆକ୍ରମଣ କରି ସେ କହିଛନ୍ତି, ଏଭଳି ବିପର୍ଯ୍ୟୟର ସମ୍ଭାବନା ସମ୍ପର୍କରେ କେରଳ ସରକାରଙ୍କୁ ପୂର୍ବରୁ…
ଆଇଏଏସ୍ ଅଧିକାରୀ ରହିବେ ନାହିଁ ପୂଜା ଖେଡ୍କର, ପରୀକ୍ଷା ଦେବାରେ ବି ଲାଗିବ ରୋକ୍
ନୂଆଦିଲ୍ଲୀ,୩୧ା୭: ବିବାଦ ଘେରରେ ରହିଥିବା ଆଇଏଏସ୍ ପୂଜା ଖେଡ୍କରଙ୍କ ବିରୋଧରେ ୟୁପିଏସ୍ସି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବର୍ତ୍ତମାନ ସେ ଆଉ ଆଇଏଏସ୍ ରହିବେ ନାହିଁ। ୟୁପିଏସ୍ସି ପୂଜାଙ୍କୁ ଭବିଷ୍ୟତରେ କୌଣସି ପରୀକ୍ଷା କିମ୍ବା ଚୟନରେ ହାଜର ହେବାରେ ବି ରୋକ୍…
ଖାନ୍ ସାର୍ଙ୍କ କୋଚିଂ ସେଣ୍ଟରରେ ପଡିଲା ତାଲା: ଜାଣନ୍ତୁ କାହିଁକି
ପାଟନା,୩୧।୯: ଦିଲ୍ଲୀର ଏକ କୋଚିଂ ପ୍ରତିଷ୍ଠାନର ଲାଇବ୍ରେରୀରେ ତିନି ଜଣ ଛାତ୍ରଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଛି। ବର୍ତ୍ତମାନ ବେଆଇନ ଭାବେ ଚାଲୁଥିବା କୋଚିଂ ପ୍ରତିଷ୍ଠାନ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ବିହାରର ପାଟନାରେ କୋଚିଂ ପ୍ରତିଷ୍ଠାନ ଉପରେ…
ବ୍ୟାଡମିଣ୍ଟନରେ ପଦକ ଆଶା ବଢାଇଲେ ଲକ୍ଷ୍ୟ ସେନ୍: ବିଶ୍ୱର ୩ ନମ୍ବର ଖେଳାଳିଙ୍କୁ ଶୋଚନୀୟ କଲେ ପରାସ୍ତ
ପ୍ୟାରିସ୍,୩୧।୭: ଭାରତର ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଙ୍କୁ ସିଧା ସେଟ୍ରେ ୨୧-୧୮, ୨୧-୧୨ରେ ପରାସ୍ତ କରିଛନ୍ତି। ଏହି ବିଜୟ ସହିତ ଲକ୍ଷ୍ୟ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱ ନମ୍ବର ତିନି ବିପକ୍ଷରେ ପ୍ରଥମ ଗେମ୍ରେ ଲକ୍ଷ୍ୟ…

