Home

ଓ୍ବାୟନାଡ ଭୂସ୍ଖଳନ: ଡାକ୍ତର ବିଷ୍ଣୁଙ୍କ ମିଳିଲା ମୃତଦେହ

ଭୁବେନେଶ୍ୱର,୩୧।୭: କେରଳ ଓ୍ବାୟନାଡରେ ହୋଇଥିବା ଭୂସ୍ଖଳନରେ ଏପର୍ଯ୍ୟନ୍ତ ୧୫୮ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ ମଙ୍ଗଳବାର ୨ ଓଡ଼ିଆ ପୁଅ ନିଖୋଜ ହୋଇଯାଇଥିଲେ। ତନ୍ମଧ୍ୟରୁ ଜଣଙ୍କ ମୃତଦେହ ମିଳିଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

ଏଣିକି ଘରେ ବସି ପାଇବେ ଚାଉଳ, ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୩୧।୭: ଆଜି ସପ୍ତମ ଦିନରେ ସ୍ବାଭିବକ ରହିଛି ବିଧାନସଭା ପ୍ରଶ୍ନକାଳ । ଏହି କ୍ରମରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବୟସାଧିକ ଲୋକଙ୍କୁ ପିଡିଏସ ସମାଗ୍ରୀ ପହଞ୍ଚାଇବାକୁ ସରକାର କରିବାକୁ…

ରାହୁଲ ସିଲେଇ କଲେ ଜୋତା, ଲକ୍ଷେ ନୁହେଁ କୋଟି କୋଟି ଟଙ୍କାରେ କିଣିବାକୁ ଲାଇନ୍‌ ଲଗାଇଲେ ଲୋକେ

ନୂଆଦିଲ୍ଲୀ,୩୧।୭: ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ନିକଟସ୍ଥ ବିଧାୟକ ନଗର ଛକରେ ଆଜିକାଲି ଲୋକଙ୍କ ଭିଡ ଜମୁଛି । ଏଠାରେ କୌଣସି ନୂଆ ହୋଟେଲ କିମ୍ବା ମଲ ଖୋଲିନି । ଭିଡ ଜମୁଛି ଜଣେ ମୋଚୀଙ୍କ ଦୋକାନରେ । ସେହି ମୋଚୀ ଦୋକାନ…

ବର୍ଷାରେ କ୍ଷତି ହୋଇଛି କି ଫସଲ, ମିଳିବ ସହାୟତା, ଜାଣନ୍ତୁ କ’ଣ କହିଲେ କୃଷି ମନ୍ତ୍ରୀ

ଭୁବନେଶ୍ୱର,୩୧।୭: ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବ। ଆର୍‌ଆଇଙ୍କ ରିପୋର୍ଟ ପରେ କ୍ଷତିପୂରଣ ମିଳିବ ବୋଲି ବୁଧବାର ଗୃହରେ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ବର୍ଷାରେ ଯଦି ଫସଲ କ୍ଷତି ହୋଇଛି, ତା’ହେଲେ ତାହାର କ୍ଷତିପୂରଣ କୃଷକଙ୍କୁ…

ୟୁପିଏସସିର ନୂଆ ଚେୟାରମ୍ୟାନ ହେଲେ ପ୍ରୀତି ସୁଦାନ

ନୂଆଦିଲ୍ଲୀ,୩୧।୭: ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଏହାର ନୂତନ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛି। ୧୯୮୩ ବ୍ୟାଚ ଆଇଏଏସ ପ୍ରୀତି ସୁଦାନ UPSAC ର ନୂତନ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ସେ ଅଗଷ୍ଟ ୧ ରୁ ଦାୟିତ୍ୱ…

କମଲାଙ୍କୁ ‘ବିପଜ୍ଜନକ ଉଦାରବାଦୀ ମହିଳା’ ବୋଲି କହିଲେ ଟ୍ରମ୍ପ

ଓ୍ବାଶିଂଟନ,୩୧।୭: ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ଆଗମନ ସହିତ ଡେମୋକ୍ରାଟିକମାନେ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଆଗେଇ ଆସିଛନ୍ତି। ଲୋକପ୍ରିୟତା ବୃଦ୍ଧି ହେତୁ ହାରିସ ବର୍ତ୍ତମାନ ଟ୍ରମ୍ପଙ୍କୁ ପଛରେ ପକାଇ ଦେଇଛନ୍ତି। ତେବେ ଟ୍ରମ୍ପ ତାଙ୍କ ନିର୍ବାଚନ ପ୍ରଚାର ମାଧ୍ୟମରେ…

ହକିରେ ଭାରତର ଦମଦାର ପ୍ରଦର୍ଶନ, ୨ ମ୍ୟାଚ ବାକିଥାଇ କ୍ୱାଟର ଫାଇନାଲରେ ପ୍ରବେଶ

ପ୍ୟାରିସ,୩୧।୭: ପ୍ୟାରିସ ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ ସହ ଭାରତୀୟ ହକି ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଟିମ ଇଣ୍ଡିଆ ମଧ୍ୟ ଏହାର ଗ୍ରୁପ ବିରେ ଶେଷ ୮ରେ ସ୍ଥାନ ପାଇଥିବା ପ୍ରଥମ ଦଳ ହୋଇପାରିଛି। ଭାରତ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ…

ଦୁର୍ଘଟଣାର ଶିକାର ହେଲେ ଓ୍ବାୟନାଡ ଯାଉଥିବା କେରଳ ସ୍ବାସ୍ଥ୍ୟମନ୍ତ୍ରୀ, ହସ୍ପିଟାଲରେ ଭର୍ତ୍ତି

ଥିରୁଭାନନ୍ତପୁରମ,୩୧।୭: ବୁଧବାର (ଜୁଲାଇ ୩୧) ରେ କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ମାଲାପୁରାମ ଜିଲାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମାଲାପୁରାମ ଜିଲାର ମଞ୍ଜେରୀ ନିକଟରେ ଜର୍ଜଙ୍କ କାର ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏବଂ…

କିଏ ଲେଖନ୍ତି ରାହୁଲଙ୍କ ଭାଷଣ? ଯାହାକୁ ନେଇ ସଂସଦରେ ଭାଜପା ହେଉଛି ଟେନସନ

ନୂଆଦିଲ୍ଲୀ,୩୧।୭: ଆଜିକାଲି ସବୁ ସ୍ଥାନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ ଆଲୋଚନା ହେଉଛି। ତାଙ୍କ ଭାଷଣକୁ ଗୃହରେ ମଧ୍ୟ ପ୍ରଶଂସା କରାଯାଉଛି। ସେ ନିଜ ଶୈଳୀରେ ନିରନ୍ତର କେନ୍ଦ୍ର ଉପରେ ପ୍ରଶ୍ନ କରୁଛନ୍ତି। ବିରୋଧୀ ଦଳର ନେତା ଭାବରେ…

ଇସମାଇଲଙ୍କ ହତ୍ୟାକୁ ନେଇ ନିଆଁବାଣ ହେଲା ହମାସ, ଇସ୍ରାଏଲକୁ ଦେଲା ଏମିତି ଧମକ

ତେହରାନ,୩୧।୭: ଇରାନରେ ହୋଇଥିବା ଆକ୍ରମଣରେ ହମାସ ମୁଖ୍ୟ ଇସମାଇଲ ହାନିଆଙ୍କ ମୃତ୍ୟୁ ଘଟିଛି। ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ହାନିଆ ତେହେରାନରେ ପହଞ୍ଚିଥିଲେ। ତେହେରାନରେ ହୋଇଥିବା ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କେହି ନିଜକୁ…

ଓ୍ବାୟନାଡ ଭୂସ୍ଖଳନରେ ଗଲାଣି ୧୫୧ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ, ଏବେବି ରହିଛି ବିପଦ!

ଓ୍ବାୟନାଡ,୩୧।୭: ମଙ୍ଗଳବାର (ଜୁଲାଇ ୩୦)ରେ କେରଳର ୱାୟନାଡରେ ଘଟିଥିବା ଭୂସ୍ଖଳନ ବହୁ ଧ୍ୱଂସାବଶେଷ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ ଏହି ଦୈବି ଦୁର୍ବିପାକରେ ୧୫୧ ଜଣଙ୍କର ମୃତ୍ୟୁ ହୋଇଛି। ନିଖୋଜ ଥିବା ଅନେକ ଲୋକଙ୍କ ବିଷୟରେ ସୂଚନା ସାମ୍ନାକୁ ଆସୁଛି। ରିଲିଫ ଓ…

ଅକ୍ଟୋବର ୭ର ପ୍ରତିଶୋଧ ନେଲା ଇସ୍ରାଏଲ

ତେହେରାନ,୩୧।୭: ହମାସ ମୁଖ୍ୟ ଇସମାଇଲ ହାନିଆଙ୍କ ମୃତ୍ୟୁ ହୋଇଛି। ଇରାନର ଇସଲାମିକ ରିଭୋଲ୍ୟୁସାରୀ ଗାର୍ଡ କର୍ପସ ଏକ ବିବୃତ୍ତିରେ ନିଶ୍ଚିତ କରିଛି ଯେ ତେହେରାନରେ ଥିବା ବାସଭବନକୁ ଟାର୍ଗେଟ କରାଯିବାବେଳେ ହମାସ ମୁଖ୍ୟ ଇସମାଇଲ ହାନିଆ ଏବଂ ତାଙ୍କର ଜଣେ ଅଙ୍ଗରକ୍ଷୀଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?