Home

ରୋଲ୍‌ସ ରୋୟସ୍‌ କାର୍‌ କିଣିଲେ ଇଣ୍ଟରନେଟ୍‌ ସେନ୍ସେସନ୍‌ ଡଲି ଚା’ ବାଲା

ନାଗପୁର: ଇଣ୍ଟରନେଟ୍‌ ସେନ୍ସେସନ୍‌ ପାଲଟିଥିବା ଡଲି ଚା’ ବାଲାଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ମାଇକ୍ରୋସଫ୍ଟ ସିଇଓ ବିଲ୍‌ ଗେଟ୍ସ ତାଙ୍କ ଦୋକାନରେ ଚା’ ପିଇବା ପରେ ସେ ରାତାରାତି ପ୍ରସିଦ୍ଧି ପାଇଥିଲେ। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଡଲିଙ୍କର ବହୁ ପ୍ରଶଂସକ ମଧ୍ୟ…

ନିର୍ମାଣରେ ତ୍ରୁଟି, ଭୁଶୁଡ଼ିବ ମେଡିକାଲ କଲେଜ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ)କନ୍ଧମାଳ ଜିଲାର ବହୁ ପ୍ରତୀକ୍ଷିତ ମେଡିକାଲ କଲେଜ ନିର୍ମାଣରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି ା କେହି ତ୍ରୁଟି କଲେ କାଳେ କିଏ ଧରିବ, ତାହାକୁ ନଜରରେ ରଖି ନିର୍ମାଣାଧୀନ ମେଡିକାଲ କଲେଜ ପରିସରକୁ କାହାରିକୁ ଛଡ଼ାଯାଉନି। ଏପରିକି…

ପ୍ରାର୍ଥୀ ଚୟନ ବିଳମ୍ବ: କଂଗ୍ରେସ, ଭାଜପା କର୍ମୀ ନିରାଶ

ଦାରିଙ୍ଗବାଡ଼ି,୩୧ା୩ (ଅରୁଣ ସାହୁ)କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନମଣ୍ଡଳୀରେ ବିଜେଡିର ବିଧାନସଭା ପ୍ରାର୍ଥୀ ଘୋଷଣା ପରେ ଏବେ ସମସ୍ତଙ୍କ ନଜର କଂଗ୍ରେସ ଓ ଭାଜପା ଉପରେ। ପ୍ରାର୍ଥୀ ଘୋଷଣା କରିବାରେ ବିଜେଡି ଆଗୁଆ ରହିଥିବା ବେଳେ ଦଳୀୟ କର୍ମୀ ଓ ବିଜେଡି…

ସୁରେଶ୍ୱରୀ ପ୍ରକଳ୍ପକୁ ନେଇ ଅନିଶ୍ଚିତତା

ବଇଣ୍ଡା,୩୧।୩(ପରିକ୍ଷିତ ସାହୁ)ଦୀର୍ଘ ୧୪ ବର୍ଷ ଧରି ଚାଷୀମାନେ ଆନ୍ଦୋଳନ ଚଳାଇଛନ୍ତି। ବର୍ଷ ବର୍ଷ ଧରି ଧାରଣା ଦେଇଛନ୍ତି। ହେଲେ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ପଞ୍ଚାୟତଠାରେ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ହେଉନାହିଁ। ଫଳରେ ସରକାରୀ ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ…

କେନ୍ଦ୍ରାପଡ଼ା ବିଧାନସଭା ଆସନ: ଆଶାୟୀ ପ୍ରାର୍ଥୀଙ୍କ ବଢୁଛି ଉତ୍କଣ୍ଠା

କେନ୍ଦ୍ରାପଡ଼ା, ୩୧ା୩(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାର କେନ୍ଦ୍ରାପଡ଼ା ବିଧାନସଭା ଆସନ ଗତ ସାଧାରଣ ନିର୍ବାଚନ ପରି ଏଥର ବି ଚର୍ଚ୍ଚାରେ ରହିଛି। ବିଜେଡି ଜିଲାର ଅନ୍ୟ ୪ ବିଧାନସଭା ଓ ଲୋକ ସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ହେଲେ…

ସୂଚନା ବିଜ୍ଞାନୀ ରବୀନ୍ଦ୍ରଙ୍କୁ ଭାଜପା ଟିକେଟ୍‌

ଯାଜପୁର ଲୋକ ସଭା, ରସୁଲପୁର, ୩୧ା୩ (ରଞ୍ଜିତ ରାଉତ)ଭାଜପା ଶନିବାର ଯାଜପୁର ସଂରକ୍ଷିତ ଲୋକ ସଭା ଆସନ ନିମନ୍ତେ ପ୍ରାର୍ଥୀ ଘୋଷଣା କରିଛି। ପୁରୁଣା ନେତାଙ୍କୁ ନ ଦୋହରାଇ ନୂଆ ମୁହଁ ଭାବେ ଡ. ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ଦଳ ପ୍ରାର୍ଥୀ…

ଖାଦ୍ୟ ଅଭାବ, ଗାଁ ମୁହାଁ ବିଲୁଆ

ମହାକାଳପଡ଼ା,୩୧ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ)ଅସନ୍ତୁଳିତ ପରିବେଶ, ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ଧ୍ୱଂସ, କିଆବୁଦା ହ୍ରାସ ସାଙ୍ଗକୁ ଖାଦ୍ୟାଭାବ ବିଲୁଆ ବଂଶ ପାଇଁ ବିପଦ ସାଜିଛି। ଖାଦ୍ୟାଭାବ କାରଣରୁ ଏବେ ବିଲୁଆ ଗାଁ ମୁହାଁ ହେବାରେ ଲାଗିଛନ୍ତି। ଦିନ ଥିଲା, କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା…

ମହାନଦୀରେ ସ୍ନାନ ପାଇଁ ହେବ ବ୍ୟାରିକେଡ୍‌

ନୟାଗଡ଼,୩୧ା୩ (ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ଜିଲାପାଳଙ୍କ ମିନି କନ୍‌ଫରେନ୍ସ ହଲ୍‌ରେ ଖଣ୍ଡପଡ଼ା ବ୍ଲ୍ଳକର କଣ୍ଟିଲୋ ଶ୍ରୀନୀଳମାଧବ ଜୀଉ ବିଜେଙ୍କ ମହାବାରୁଣୀ ସ୍ନାନ ନିମନ୍ତେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏପ୍ରିଲ ୬ ତାରିଖ ମଧ୍ୟାହ୍ନ ୧୨ଟାରେ ପ୍ରଭୁ ନୀଳମାଧବ…

ଝୁଲୁଛି ଭାଜପା, କଂଗ୍ରେସର ପ୍ରାର୍ଥୀ ତାଲିକା

ନୟାଗଡ଼,୩୧ା୩ (ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଥିବାବେଳେ ଭାଜପା ଓ କଂଗ୍ରେସ ପକ୍ଷରୁ କୌଣସି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦିଆଯାଇ ପାରିନାହିଁ। ସବୁ ନିର୍ବାଚନମଣ୍ଡଳୀରେ ୨ ଜାତୀୟ ଦଳର ପ୍ରାର୍ଥୀ ତାଲିକା ଝୁଲିରହିଛି। କାହାକୁ ଟିକେଟ ଦେଲେ ଦଳ ଶାସକ…

ଆର୍‌ଟିଇ ପିଲାଙ୍କୁ ମାଗଣା ବହି, ଡ୍ରେସ୍‌ ଦିଆଯାଉ

ଭୁବନେଶ୍ୱର, ୩୧ା୩ (ଅସମାପିକା ସାହୁ)ଆର୍‌ଟିଇ ପାରଦର୍ଶୀ ଯୋଜନାରେ ୨୫% ସିଟ୍‌ରେ ମାଗଣାରେ ପାଠ ପଢ଼ୁଥିବା ପିଲାଙ୍କୁ ମାଗଣା ବହି ନ ଦେଲେ ଓସେପା ଅଫିସରେ ତାଲା ପକାଇବା ପାଇଁ ଓଡ଼ିଶା ଅଭିଭାବକ ମହାସଂଘ ଚେତାବନୀ ଦେଇଛି। ମହାସଂଘର କହିବାନୁସାରେ, ବହୁବାର ଦାବି…

ନିଶା ମହାରଣାଙ୍କ ନାମରେ ମହିଳା ଥାନାରେ ଏତଲା

ଭୁବନେଶ୍ୱର,୩୧।୩(ସୂର୍ଯ୍ୟକାନ୍ତ ବେହେରା)ଚର୍ଚ୍ଚାରେ ଥିବା ନୃତ୍ୟ କଳାକାର ନିଶା ମହାରଣାଙ୍କ ନାଁରେ ମହିଳା ଥାନାରେ ଏତଲା ଦେଇଛି ମହିଳା କଂଗ୍ରେସ। ନିଶା ହୋଲିରେ କଂଗ୍ରେସ ଭବନ ମଧ୍ୟକୁ ପଶି କର୍ମୀଙ୍କୁ ଦୁର୍ବ୍ୟବହାର କରିବା ସହ ସୋସିଆଲ ମିଡିଆରେ କଂଗ୍ରେସ ମହିଳା କର୍ମୀଙ୍କୁ ଅସଭ୍ୟ…

ପଶ୍ଚିମ ଦ୍ୱାରରେ ପୁରୀବାସୀଙ୍କ ଦର୍ଶନ ପାଇଁ ହେବ ସ୍ବତନ୍ତ୍ର ବ୍ୟାରିକେଡ୍‌

ପୁରୀ,୩୧ା୩(ଅଜିତ୍‌ ମହାନ୍ତି)ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସିୁଥିବା ଭକ୍ତମାନଙ୍କ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନର ଦୂରଦୃଷ୍ଟି ଅଭାବ କାରଣରୁ ସ୍ଥାନୀୟ ଭକ୍ତଙ୍କ ସହ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri