ଅଲିମ୍ପିକ୍ସରେ ନୀରଜ ସ୍ବର୍ଣ୍ଣ ପଦକ ଜିତିଲେ ଦେଶବାସୀଙ୍କର ଖୋଲିବ ଭାଗ୍ୟ
ନୂଆଦିଲ୍ଲୀ,୨।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ପ୍ରଥମ ୬ ଦିନ ଭାରତ ପାଇଁ ସାଧାରଣ ଥିଲା । ୬ ଦିନରେ ଭାରତୀୟ ଦଳ ମାତ୍ର ୩ଟି ବ୍ରୋଞ୍ଜ ପଦକ ଜିତିବାରେ ସକ୍ଷମ ହୋଇଛି। ପିଭି ସିନ୍ଧୁ, ନିକହତ ଜରିନ, ରୋହନ ବୋପନାଙ୍କ ପରି…
ଇଲେକ୍ଟୋରାଲ ବଣ୍ଡ୍ ଘୋଟାଲାରେ ଏସ୍ଆଇଟି ଯାଞ୍ଚର କୌଣସି ଆବଶ୍ୟକତା ନାହିଁ: ସୁପ୍ରିମକୋର୍ଟ୍
ନୂଆଦିଲ୍ଲୀ,୨ା୮: ଶୁକ୍ରବାର ସୁପ୍ରିମକୋର୍ଟ ଇଲେକ୍ଟୋରାଲ ବଣ୍ଡ୍ ମାଧ୍ୟମରେ କର୍ପୋରେଟ କମ୍ପାନୀଗୁଡ଼ିକରୁ ରାଜନୈତିକ ଦଳଗୁଡ଼ିକ ଗ୍ରହଣ କରିଥିବା ଚାନ୍ଦା ଉପରେ ‘ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ’ (ଏସ୍ଆଇଟି) ଅନୁସନ୍ଧାନ ପାଇଁ ଏକ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ଏହି ଅଭିଯୋଗ…
ଏହି ଅଭିନେତ୍ରୀଙ୍କୁ ଓଠକୁ କମୁଡିଦେଇଥିଲା କୁକୁର: ପଡିଥିଲା ୧୨୦ ଷ୍ଟିଚ୍
ଆଜି ‘ବିଗ ବସ ଓଟିଟି-୩’ ର ଗ୍ରାଣ୍ଡ ଫାଇନାଲ ହେବାକୁ ଯାଉଛି। ଶୋ’ର ବିଜେତାଙ୍କ ନାମ ଆଜି ରାତିରେ କେବଳ ‘ବିଗ ବସ ‘ଓଟିଟି -୩’ର ଗ୍ରାଣ୍ଡ ଫାଇନାଲରେ ପ୍ରକାଶ ପାଇବ। ଏଥର ଶୋ’କୁ ବଲିଉଡର ଚିର ସବୁଜ ଅଭିନେତା ଅନିଲ…
ଓଓ୍ବାଇସିଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର ପ୍ରଧାନ: କହିଦେଲେ ଏମିତି…
ନୂଆଦିଲ୍ଲୀ,୨।୮: ସାଧାରଣତଃ ସଂସଦରେ ବିଚାରଧାରର ଲଢେଇ ବହୁତ ଦେଖାଯାଏ। କିନ୍ତୁ ନିକଟରେ ଲୋକ ସଭାରେ ସମ୍ପୂର୍ଣ୍ଣ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଭାଜପା ଏମ୍ପି ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅସଦୁଦ୍ଦିନ ଓୱାଇସିଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା।…
ବେକରୁ ସୁନା ଚେନ୍ ଝାମ୍ପି ବନ୍ଧାହେଲେ ୨ ଲୁଟେରା
ଦେବଗଡ଼,୨ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ସହରର ମୁଖ୍ୟସ୍ଥଳରେ ଥିବା ଜନଗହଳି ପୂର୍ଣ୍ଣ ନବୋଦୟ ସାହି ଛକରେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ବେକରୁ ଗତ ୨୯ ତାରିଖରେ ଏକ ସୁନା ଚେନ୍ ଲୁଟି ନେଇଥିବା ୨ ଲୁଟେରାଙ୍କୁ ଝାରସୁଗୁଡ଼ା ଥାନା ପୋଲିସ…
ଛାଡୁନି ମୋହ: ଗ୍ରାମବାସୀଙ୍କୁ ଉସୁକାଇ ରାଜୁଗୁଡ଼ା ହାଇସ୍କୁଲରେ ତାଲା ପକାଇଲେ ନିଲମ୍ବିତ ଶିକ୍ଷକ
ପଟାଙ୍ଗି,୨ା୮(ଶରତ ଧଳ): ନିଲମ୍ବିତ ହେବା ପରେ ମଧ୍ୟ ସ୍କୁଲରୁ ମୋହ ଛାଡୁ ନ ଥିବା ସହ ଗ୍ରାମବାସୀଙ୍କୁ ମତାଇ ସ୍କୁଲରେ ତାଲା ପକାଇ ପୁଣି ଆରମ୍ଭ କରିଛନ୍ତି ଆଉ ଏକ ନୂଆ ବିବାଦ। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା…
କିଏ ହେବେ ଭାଜପାର ପରବର୍ତ୍ତୀ ଅଧ୍ୟକ୍ଷ? ଏହି ୪ ନେତା ଅଛନ୍ତି ରେସ୍ରେ…
ନୂଆଦିଲ୍ଲୀ,୨।୮: ଦେଶର ଶାସକ ଦଳ ଭାଜପାର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଭାଜପାର ଅନେକ ବଡ ନେତା ଅଛନ୍ତି ଏହି ପଦବୀ ରେସ୍ରେ ଅଛନ୍ତି ବୋଲି କୁହାଯାଉଛି। ଏଥିମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ଯାଦବ, ବିନୋଦ…
ପଥପ୍ରାନ୍ତ ସୁବିଧା କେନ୍ଦ୍ର ଏବେ ପାଲଟିଛି ଲକ୍ଷ୍ମୀ ବସ୍ ଗ୍ୟାରେଜ, ପଥଚାରୀ ଅସନ୍ତୁଷ୍ଟ
ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ଦୈନିକ ଶହଶହ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି। ସେହିପରି ଗଞ୍ଜାମ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ପାଇଁ ୫୯ ନଂ ଜାତୀୟ ରାଜପଥ ଦାରିଙ୍ଗବାଡ଼ି ଦେଇଯାଇଛି। ସେଥିପାଇଁ ଯାତ୍ରୀମାନେ ବାଟରେ ବିଶ୍ରାମ କରିବା ସହ…
ପ୍ୟାରିସ ଅଲିମ୍ପିକ୍ସରୁ ବଡ ଝଟକା, ଗୋଟିଏ ଦିନରେ ମଉଳିଲା ୫ ଖେଳାଳିଙ୍କ ପଦକ ଜିତିବାର ସ୍ବପ୍ନ
ପ୍ୟାରିସ,୨।୮: ଭାରତ ପାଇଁ ପ୍ୟାରିସ ଅଲିମ୍ପିକ୍ସର ଷଷ୍ଠ ଦିନ କିଛି ଭଲ ଏବଂ ଖରାପ ଖବର ଆଣିଥିଲା। ଗୋଟିଏ ପଟେ ସ୍ବପ୍ନିଲ ଶୁଟିଂରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଅନ୍ୟ ପଟେ ୩ଟି ପଦକ ଆଶା ଧୂଳିସାତ୍ ହୋଇଛି।…
ସଂସଦରେ ରାଗିଲେ ଖାର୍ଗେ, କହିଲେ ଯେତେବେଳେ ବି କେହି ଠିଆ ହୋଇ ନିଜ ମତ ରଖିବାକୁ ଚାହୁଁଛନ୍ତି….
ନୂଆଦିଲ୍ଲୀ,୨।୮: ଶୁକ୍ରବାର ସକାଳ ୧୧ଟାରେ ସଂସଦରେ କାର୍ଯ୍ୟ ଆରମ୍ଭ ହୋଇଛି। ଲୋକ ସଭା ଓ ରାଜ୍ୟ ସଭାର ପ୍ରକ୍ରିୟା ପୁଣି ଆରମ୍ଭ ହେଲା। ଏହାପୂର୍ବରୁ ଗୁରୁବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ଅନୁଦାନ ସମ୍ପର୍କରେ ନିଜର ମତ ରଖିଥିଲେ। ବିରୋଧୀଦଳ…
୬୧୧ ଦିନର ଅପେକ୍ଷାର ହୋଇପାରେ ଅନ୍ତ: ଏହି ଖେଳାଳିଙ୍କୁ ମିଳିବ କି ଭାରତର ଚୂଡାନ୍ତ ଏକାଦଶରେ ସ୍ଥାନ
କଲମ୍ବୋ,୨।୮: ଅଗଷ୍ଟ ୨ ଅର୍ଥାତ୍ ଆଜିଠାରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ଗତ ବର୍ଷ ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଦଳ ଏହାର ଶେଷ ଦିନିକିଆ ସିରିଜ ଖେଳିଥିଲା। ୨୦୨୫ରେ ଅନୁଷ୍ଠିତ ହେବାକୁ…
ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ
ନୂଆଦିଲ୍ଲୀ,୨।୮: ରାଜଧାନୀ ଦିଲ୍ଲୀର ଗ୍ରେଟର କୈଳାଶ ଅଞ୍ଚଳରେ ଥିବା ଏକ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବା ପରେ ପୋଲିସ ସଜାଗ ହୋଇଯାଇଛି। ଏକ ଇମେଲ ଜରିଆରେ ଏହି ଧମକ ଦିଆଯାଇଥିଲା। ହେଲେ ପୋଲିସ ଯାଞ୍ଚ ପରେ ଉକ୍ତ ସ୍କୁଲରୁ…

