Home

ବାଂଲାଦେଶରେ କମୁନି ହିନ୍ଦୁଙ୍କ ଉପରେ ହିଂସା, ଘର ଛାଡିଲେଣି ୨୦୦ ପରିବାର

ଢାକା,୫।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ହିଂସା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଛି। ୟୁନୁସ ସରକାରଙ୍କ ହସ୍ତକ୍ଷେପ ସତ୍ତ୍ୱେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି। ମୌଳବାଦୀଙ୍କ ଏକ ଦଳ ସୁମଙ୍ଗଞ୍ଜ ଜିଲାର ହିନ୍ଦୁମାନଙ୍କ ଘର ଉପରେ ଆକ୍ରମଣ କରିଥିବା ଜଣାପଡିଛି। ବୁଧବାର ପୁଣିଥରେ…

ଲଗେଜ ବ୍ୟାଗରେ ନେଉଥିଲେ ୫୮ କେଜି ରୁପା, ରେଲ୍‌ଓ୍ବେ ଷ୍ଟେଶନରେ ପଡ଼ିଲେ ଧରା

ରାଉରକେଲା,୫।୧୨(ସଙ୍ଗୀତା ଜେନା): ରାଉରକେଲା ରେଳ ଷ୍ଟେଶନ ପରିସରରୁ ଯାଞ୍ଚ ସମୟରେ ବିପୁଳ ପରିମାଣର ରୁପା ଜବତ ହୋଇ ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟକୁ ହସ୍ତାନ୍ତର କରାଯାଇଛି। ଏଥିସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ବ୍ୟକ୍ତି ଜଣଙ୍କ ତାଙ୍କ ଲଗେଜ ବ୍ୟାଗରେ ପ୍ରାୟ ୫୮…

ଶଶି ଥରୁରଙ୍କୁ ଆଲିଙ୍ଗନ କଲା ମାଙ୍କଡ, ଛାତିରେ ଭରା ଦେଇ ଶୋଇବା ପରେ…

ନୂଆଦିଲ୍ଲୀ,୫ା୧୨: କଂଗ୍ରେସ ନେତା ଶଶୀ ଥରୁର ନିଜ ‘ଏକ୍ସ’ ଆକାଉଣ୍ଟରେ ୟୁଜର୍ସଙ୍କ ସହ ଏକ ଅଭୂତପୂର୍ବ ଅନୁଭୂତି ବାଣ୍ଟିଛନ୍ତି। ଥିରୁଭାନନ୍ତପୁରମ୍‌ ଏମ୍‌ପି ଥରୁ ଘର ବଗିଚାରେ ବସିଥିବାବେଳେ ଏକ ମାଙ୍କଡ଼ ଆସି ତାଙ୍କ କୋଳରେ ବସିଥିଲା। ମାଙ୍କଡ଼ ଥରୁରଙ୍କୁ ଆଲିଙ୍ଗନ କରିବା…

ଦେବେନ୍ଦ୍ର ଫଡ଼ନାଭିସଙ୍କ ଶପଥ ଗ୍ରହଣର ଗେଷ୍ଟ ଲିଷ୍ଟ ଆସିଲା ସାମ୍ନାକୁ, ମୋଦି ଶାହାଙ୍କ ସମେତ ଜାଣନ୍ତୁ କିଏ କିଏ ହେବେ ସାମିଲ

ମୁମ୍ବାଇ,୫।୧୨: ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ ନୂତନ ସରକାର ଗଠନ ପାଇଁ ବରିଷ୍ଠ ଭାଜପା ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ଆମନ୍ତ୍ରଣ କରିଛନ୍ତି। ସେ ଗୁରୁବାର ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଫିଲ୍ମ ଷ୍ଟାଇଲ୍‌ରେ ଘର ଭିତରେ ପଶି ହାଣିଲେ, ଲୁଟି ନେଲେ ସୁନାଗହଣା-ଟଙ୍କା

ଭଦ୍ରକ, ୫।୧୨(ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ବଡ଼ ନପଙ୍ଗ ଗାଁରେ ସଶସ୍ତ୍ର ଡକାୟତି ହୋଇଛି l ଗାଁର ମାଧବ ସେଠୀଙ୍କ ଘରେ ପଶି ଦୁର୍ବୁତ୍ତମାନେ ଭୁଜାଲି ଦେଖାଇ ଭୟଭୀତ କରିବା ସହିତ କୋଦାଳରେ ଆକ୍ରମଣ କରି ଡକାୟତି କରିଛନ୍ତି…

ବିଶ୍ୱକୁ ସ୍ତବ୍ଧ କଲା ଭାରତ: ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ

ମସ୍କୋ,୫।୧୧:ଭାରତ ପୁଣି ଥରେ ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଏଥର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥନୈତିକ ପଦକ୍ଷେପକୁ ବିଶେଷ କରି ମେକ ଇନ ଇଣ୍ଡିଆ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଭାରତରେ କ୍ଷୁଦ୍ର ଓ ମଧ୍ୟମ…

ପରିତ୍ୟକ୍ତ ଅବସ୍ଥାରେ ଜନଜାତି ସଂଗ୍ରାହାଳୟ:ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡି, ୫।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ହିଲିଭିୟୁ ପାର୍କ ପରିସର ମଧ୍ୟରେ ରହିଛି ଜନଜାତି ସଂଗ୍ରାହାଳୟ। ହେଲେ ଖୋଲିବାର ମାତ୍ର କିଛି ଦିନ ମଧ୍ୟରେ ଉକ୍ତ ସଂଗ୍ରାହାଳୟଟିରେ ତାଲା ଝୁଲୁଛି। ଏବେ ଉକ୍ତ କୋଠା ବିପଦପୂର୍ଣ୍ଣ ଅବସ୍ଥାରେ ପଡିରହିଛି।…

ଲରେନ୍ସ ବିଷ୍ଣୋଇଙ୍କୁ ଡାକିବି କି? ଶୁଟିଂ ସେଟ୍‌ରେ ପଶି ସଲମାନଙ୍କୁ ଧମକ ଦେଲେ ଅଜଣା ଯୁବକ

ମୁମ୍ବାଇ,୫।୧୨:ମୁମ୍ବାଇରେ ସଲମାନଙ୍କ ଏକ ଫିଲ୍ମର ଶୁଟିଂ ଚାଲିଥିବାବେଳେ ଜଣେ ଅଜଣା ଯୁବକ ଶୁଟିଂ ସେଟ୍‌ ମଧ୍ୟରେ ପଶି ସଲମାନଙ୍କୁ ଧମକ ଦେଇଛନ୍ତି। ଉକ୍ତ ଯୁବକ ସୁରକ୍ଷା କର୍ମୀଙ୍କୁ ଧୂଳି ଚଟାଇ ଶୁଟିଂ ସେଟ ମଧ୍ୟରେ ପଶିଥିଲେ। ସେ ସଲମାନଙ୍କୁ ଦୂରରୁ ଦେଖି…

ଏଲନ ମସ୍କଙ୍କ ବିଶ୍ୱସ୍ତ ଇସାକ୍‌ମ୍ୟାନ୍‌ଙ୍କୁ ପରବର୍ତ୍ତୀଙ୍କୁ ନାସା ମୁଖ୍ୟ ପାଇଁ ପ୍ରସ୍ତାବ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୫।୧୨: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବୁଧବାର ବିଲିୟନେୟାର ଉଦ୍ୟୋଗୀ ଜାରେଡ୍‌ ଇସାକ୍‌ମ୍ୟାନ୍‌ଙ୍କୁ ପରବର୍ତ୍ତୀ ନାସା ମୁଖ୍ୟ ଭାବେ ମନୋନୀତ କରିଛନ୍ତି। କିଛି ଦିନ ତଳେ ଇସାକ୍‌ମ୍ୟାନ ପ୍ରଥମ ପ୍ରାଇଭେଟ୍‌ ଆଷ୍ଟ୍ରୋନଟ୍‌ ଭାବେ ସ୍ପେସ୍‌ଓ୍ବାକ୍‌ କରି ଇତିହାସ ରଚିଥିଲେ। ୪୧…

ରାଜଧାନୀରେ ଚାଞ୍ଚଲ୍ୟ: ମା’, ବାପା ଓ ଭଉଣୀଙ୍କୁ ଛୁରି ଭୁସି ହତ୍ୟା କଲେ ପୁଅ

ନୂଆଦିଲ୍ଲୀ, ୫।୧୨:ଦକ୍ଷିଣ ଦିଲ୍ଲୀର ନେବ ସରାୟ ଅଞ୍ଚଳରେ ବୁଧବାର ଏକ ଚାଞ୍ଚଲ୍ୟକର ଟ୍ରିପଲ ମର୍ଡର ଘଟଣା ସାମନାକୁ ଆସିଛି। ଗୋଟିଏ ପରିବାରର ୩ ଜଣଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ମୃତକଙ୍କ ନାମ ରାଜେଶ କୁମାର(୫୧), ତାଙ୍କ ସ୍ତ୍ରୀ କୋମଲ(୪୬) ଏବଂ…

ସାତ ଜନ୍ମର ସାଥୀ ହେଲେ ନାଗା-ଶୋଭିତା

ହାଇଦ୍ରାବାଦ, ୫।୧୨:ଅଭିନେତା ନାଗା ଚୈତନ୍ୟ ଓ ଅଭିନେତ୍ରୀ ଶୋଭିତା ଧୁଲିପାଲା ବୁଧବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ଏହି ଷ୍ଟାର୍‌ କପଲଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ବିବାହରେ ଫିଲ୍ମ ଜଗତର ବହୁ ବିଶିଷ୍ଟ ବ୍ୟକ୍ତଙ୍କ ସହ ନାଗା…

କିଏ ହେବ ବିସିସିଆଇର ପରବର୍ତ୍ତୀ ସମ୍ପାଦକ: ରେସ୍‌ରେ ଅଛି ଏହି ନାଁ

ନୂଆଦିଲ୍ଲୀ,୫ା୧୨(ପି.ଟି.): ଆଇସିସି ମୁଖ୍ୟ ଭାବରେ ବିସିସିଆଇ ସମ୍ପାଦକ ଜୟ ଶାହା ଦାୟିତ୍ୱ ଗ୍ରହଣ କରିବା ପରେ ଏହି ପଦବୀ ଖାଲି ରହିଛି। ଡିସେମ୍ବର ୧ ତାରିଖରେ ଶାହା ଆଇସିସି ଚେୟାରମ୍ୟାନ ଦାୟିତ୍ୱ ଗ୍ରହଣ କରିଥିଲେ। ବିସିସିଆଇର ଏହି ସର୍ବଶକ୍ତିଶାଳୀ ପଦବୀରେ କିଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri