ନିଆଁରେ ଘିଅ ଢାଳୁଛି ଆମେରିକା… ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ରାଗିକି ନିଆଁବାଣ ହେଲା ଚାଇନା
ବେଜିଂ,୧୭।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଚାଇନା ଆମେରିକାକୁ ଚେତାବନୀ ଦେଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହେରାନର ଲୋକମାନଙ୍କୁ ସହର ଖାଲି କରିବାକୁ କହିଥିଲେ। ଚାଇନା ଏହା ଉପରେ କଡ଼ା ପ୍ରତିକ୍ରିୟା ଦେଇଛି। ଯୁଦ୍ଧ ପାଇଁ…
Video: ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆଉ ଏକ ଲୋମଟାଙ୍କୁରା ଭିଡିଓ ଭାଇରାଲ: ଦେଖିଲେ ହେବେ ଆଶ୍ଚର୍ଯ୍ୟ
ଅହମ୍ମଦାବାଦ,୧୭।୬: ଜୁନ ୧୨ ତାରିଖରେ ଅହମ୍ମଦାବାଦରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାର ଏକ ନୂଆ ଏବଂ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଦୋହଲାଇ ଦେଇଛି। ଏୟାର ଇଣ୍ଡିଆର ଏକ ବୋଇଂ ବିମାନ ଉଡ଼ାଣ ଆରମ୍ଭ କରିବାର ମାତ୍ର ୫…
ସ୍ତ୍ରୀଙ୍କ ପ୍ରାଇଭେଟ୍ ପାର୍ଟରେ ଲଙ୍କାଗୁଣ୍ଡ ପକାଇ ଗରମ ଆଇରନ୍ ମାଡ଼ିଦେଲେ ସ୍ବାମୀ: ଆଉ ତା’ପରେ…
ମୁଜାଫରପୁର,୧୭।୬: ବିହାରର ମୁଜାଫରପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ପ୍ରତି ନିଷ୍ଠୁରତାର ଏକ ଘଟଣା ସାମ୍ନାକୁ ଆସିଛି। ମୁଜାଫରପୁରରେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ନିର୍ମମ ଭାବରେ ପିଟିବା ସହ ତାଙ୍କ ପ୍ରାଇଭେଟ୍ ପାର୍ଟରେ ଲଙ୍କା ଗୁଣ୍ଡ…
ମୋବାଇଲ ଲୁଟେରାଙ୍କୁ ମାଡ଼ିବସିଲା ପୋଲିସ: ୧୩ ମୋବାଇଲ ଜବତ
ଦାରିଙ୍ଗବାଡି, ୧୭।୬ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଦ୍ୱାରା ଜଣେ ମୋବାଇଲ ଲୁଟେରା ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକ ହେଲେ ଉକ୍ତ ଥାନା ପ୍ଳିହେରୀର ସୂରିୟା ପ୍ରଧାନ (୧୯) ବୋଲି ଡିଏସପି ତଥା ଦାରିଙ୍ଗବାଡି ଥାନା ଇନଚାର୍ଜ କନକ…
ଓଡ଼ିଆ ଫିଲ୍ମ ଦେଖିବାକୁ ହଲ୍ରେ ଭିଡ଼: ‘ବୋଉ ବୁଟୁ ଭୂତ’, ‘ଅନନ୍ତା’ ମଧ୍ୟରେ ଟକ୍କର
ଭୁବନେଶ୍ୱର,୧୭ା୬(ସୁଚିସ୍ମିତା ସାହୁ):ରଜରେ ଫିଲ୍ମ ହଲରେ ଖଚାଖଚ ଭିଡ ଦେଖିବାକୁ ମିଳିଥିଲା। ବିଶେଷକରି ଓଡିଆ ଫିଲ୍ମ ଦେଖିବା ପାଇଁ ଲୋକଙ୍କ ଭିତରେ ଆଗ୍ରହ ବଢ଼ିଥିଲା। ନୂଆ କାହାଣୀ ଓ ନୂଆ ଢାଞ୍ଚାକୁ ନେଇ ତିଆରି ହୋଇଥିବା ଫିଲ୍ମଗୁଡିକ ବେଶ ଲୋକପ୍ରିୟ ହେବାରେ ଲାଗିଛି।…
ଏଥର ପାଳି ଇଣ୍ଡିଗୋ ବିମାନର, ନାଗପୁରରେ କଲା ଜରୁରୀ ଅବତରଣ
ନୂଆଦିଲ୍ଲୀ,୧୭।୬: ମଙ୍ଗଳବାର କୋଚିରୁ ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିବା ପରେ ନାଗପୁରର ଡକ୍ଟର ବାବାସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ବିମାନରେ ବୋମା ରଖାଯାଇଥିବା ଧମକ ବିମାନ…
ଇରାନକୁ ଇସ୍ରାଏଲ ଦେଲା ଜବରଦସ୍ତ ଝଟକା! ୫ ଦିନରେ ଦ୍ୱିତୀୟ CDS ମୃତ
ଜେରୁଜେଲମ,୧୭।୬: ଇସ୍ରାଏଲୀ ସେନା ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ଇରାନର ଶୀର୍ଷ ସେନା ଅଧିକାରୀ ଅଲି ଶାଦମାନୀଙ୍କୁ ହତ୍ୟା କରିଥିବା ସୂଚନା ଦେଇଛି। ଅଲି ଶାଦମାନୀ ଇରାନୀ ସେନାର ଜରୁରୀକାଳୀନ କମାଣ୍ଡର ଥିଲେ। ସମ୍ପ୍ରତି ତାଙ୍କୁ ସମଗ୍ର ସେନାର କମାଣ୍ଡ ଦିଆଯାଇଥିଲା,…
ଭାଙ୍ଗୁଛି ପାକିସ୍ତାନର ଅହଂକାର! ଭାରତକୁ ଚିଠି ଲେଖି ଏମିତି କହିଲାଣି, ଜାଣନ୍ତୁ ଏହାର କାରଣ
ନୂଆଦିଲ୍ଲୀ/ଇସଲାମାବାଦ,୧୭।୬: ପାକିସ୍ତାନ ବର୍ତ୍ତମାନ ଇତିହାସର ସବୁଠାରୁ ଖରାପ ଜଳ ସଙ୍କଟ ଦେଇ ଗତି କରୁଛି। ଏହାର ସବୁଠାରୁ ବଡ଼ କାରଣ ହେଉଛି ସିନ୍ଧୁ ଜଳ ଚୁକ୍ତିନାମା ଅନୁଯାୟୀ ଭାରତ ଦ୍ୱାରା ଯୋଗାଇ ଦିଆଯାଇଥିବା ପାଣିରେ ଏକ ବଡ଼ ହ୍ରାସ। ସ୍ଥାନୀୟ ଜଳ…
ମଦ୍ୟପ ଚାଳକଙ୍କ ବାଇକ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ: ସ୍ବାସ୍ଥ୍ୟ କେନ୍ଦ୍ରରେ ଉନ୍ମୁକ୍ତ କାଣ୍ଡ
ପାଟଣା,୧୭।୬(ବୀର କିଶୋର ଦାଶ):ମଦ୍ୟପ ବାଇକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ଧାନବେଣୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବୃଦ୍ଧ ଜଣଙ୍କ ହେଉଛନ୍ତି ଧାନବେଣୀ ଗ୍ରାମର ବଳରାମ…
ଗୋବିନ୍ଦାଙ୍କ ସହ ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସୁନିତା: ବଢିଲା ସନ୍ଦେହ
ବଲିଉଡ୍ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ସ୍ତ୍ରୀ ସୁନିତା ଆହୁଜା ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ପୂର୍ବରୁ, ଗୋବିନ୍ଦା ଏବଂ ସୁନିତାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି ଏବଂ ଉଭୟ ଛାଡପତ୍ର ନେବାକୁ ଯୋଜନା କରୁଛନ୍ତି…
ଇରାନକୁ ଲାଗିଲା ବଡ଼ ଝଟ୍କା: ଏବେ କରିପାରିବନି ଏହି କାମ
ଜେରୁଜେଲମ,୧୭।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଅତ୍ୟନ୍ତ ଭୟଙ୍କର ରୂପ ନେଇଛି। G-7 ଶିଖର ସମ୍ମିଳନୀରୁ ଇରାନ ପାଇଁ ଏକ ଚେତାବନୀ ଆସିଛି। ଏଥର G-7 ଶିଖର ସମ୍ମିଳନୀ କାନାଡାରେ ଆୟୋଜିତ ହେଉଛି। G-7 ର ଶୀର୍ଷ ନେତାମାନେ…
ସୁପର ଓଭର୍ରେ ସୁପର୍ ଡ୍ରାମା: T20 ଇତିହାସରେ ପ୍ରଥମଥର ଘଟିଲା ଏମିତି
ଗ୍ଲାସଗୋ,୧୭।୬: ସ୍କଟଲାଣ୍ଡର ଗ୍ଲାସଗୋରେ ଚାଲିଥିବା T20 ଟ୍ରାଇ ସିରିଜ 2025ରେ, କ୍ରିକେଟ ପ୍ରେମୀମାନେ ଏପରି ଏକ ଦୃଶ୍ୟ ଦେଖିବାକୁ ପାଇଥିଲେ, ଯାହା ଏପର୍ଯ୍ୟନ୍ତ କେବଳ କଳ୍ପନାରେ ଥିଲା। ନେପାଳ ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ କ୍ରିକେଟ ଇତିହାସର ପ୍ରଥମ T20…

