Home

Bad Cholesterol କେମିତି ହୋଇଥାଏ ପ୍ରାଣଘାତୀ

କୋଲେଷ୍ଟ୍ରଲ ଶରୀର ପାଇଁ ଏକ ଅତ୍ୟାବଶ୍ୟକୀୟ ଉପାଦାନ ଯାହା ସୁସ୍ଥ କୋଷ ଗଠନ, ହରମୋନ ଉତ୍ପାଦନ ଏବଂ ଭିଟାମିନ-ଡି ସଂଶ୍ଳେଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। କିନ୍ତୁ, ଯେତେବେଳେ କୋଲେଷ୍ଟ୍ରଲ ସ୍ତର ଅସନ୍ତୁଳିତ ହୋଇଯାଏ, ଏହା ହୃଦରୋଗ ସୃଷ୍ଟି କରିପାରେ। ‘ଖରାପ…

ସ୍ବାସ୍ଥ୍ୟକେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ସେବାରତ୍ନ ସମ୍ମାନ

ଛତ୍ରପୁର,୨୪ା୨(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଡାକ୍ତର ସ୍ବାଧୀନ ରଥଙ୍କୁ ସେବାରତ୍ନ ସମ୍ମାନ ମିଳିଛି। ବ୍ରହ୍ମପୁରରେ ଆୟୋଜିତ ଦ୍ୱିତୀୟ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ମହୋତ୍ସବରେ ଏହି ଆଓ୍ବାର୍ଡ ରାଜ୍ୟ ବାଣିଜ୍ୟ ପରିବହନ, ଇସ୍ପାତ…

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ମାମଲାର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪।୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗ ଉଠାଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହା ଅନ୍ୟ ଦେଶର ମାମଲା। ଆବେଦନରେ କେନ୍ଦ୍ର ସରକାରଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଥିଲା, କିନ୍ତୁ କୋର୍ଟ…

କେବଳ IAS-IPS ନୁହେଁ, UPSC ପରୀକ୍ଷା ପାସ୍‌ ପରେ ଏହି ବିଭାଗରେ ବି ହୋଇପାରିବେ ଅଧିକାରୀ

ନୂଆଦିଲ୍ଲୀ,୨୪ା୨: ୟୁନିଅନ ପବ୍ଲିକ ସର୍ଭିସ କମିଶନ ବିଭିନ୍ନ ପ୍ରତିଷ୍ଠିତ ସରକାରୀ ସେବା ଏବଂ ପଦବୀ ପାଇଁ ନିଯୁକ୍ତି ପରୀକ୍ଷା ପରିଚାଳନା କରେ। ପ୍ରତିବର୍ଷ ଲକ୍ଷଲକ୍ଷ ଯୁବତୀ ଯୁବକ UPSC ପରୀକ୍ଷା ଦିଅନ୍ତି। UPSC ମାଧ୍ୟମରେ ଉପଲବ୍ଧ ସରକାରୀ ଚାକିରିଗୁଡ଼ିକ ମୁଖ୍ୟତଃ ସିଭିଲ…

ବାତ ମାରିବା ସମୟରେ ନିଅନ୍ତୁ ଏହି ପଦକ୍ଷେପ, ଟଳିଯିବ ବିପଦ

ବାତ ମାରିବା ଲକ୍ଷଣ ଅସ୍ଥାୟୀ ଏବଂ ତାହା ମନକୁ ମନ ଉପଶମ ହୋଇଯାଏ-ଏକଥା ପ୍ରଥମେ ଆମେ ଜାଣିବା ଦରକାର। ବାତ ମାରିଲେ ରୋଗୀ ଦୁଲ୍‌କରି ପଡ଼ିଯାଇପାରେ। ତେଣୁ ରୋଗୀକୁ ବାତ ମାରିଲା ବେଳେ ତା’ ପାଖରୁ ଚେୟାର୍‌, ଟେବୁଲ୍‌ ଭଳି କଠିନ…

Olive Ridley : ୮ ଦିନରେ ୬.୯୮ ଲକ୍ଷ ଅଲିଭ୍‌ରିଡ୍‌ଲେ ଅଣ୍ଡାଦେଲେ

ବ୍ରହ୍ମପୁର,୨୪ା୨(ଅଶୋକ କୁମାର ସାହୁ): ପ୍ରତିବର୍ଷ ଋଷିକୁଲ୍ୟା ମୁହାଣ ସଂଲଗ୍ନ ବେଳାଭୂମିକୁ ବିରଳ ଅଲିଭରିଡ୍‌ଲେ କଇଁଛମାନେ ଅଣ୍ଡା ଦେବାକୁ ଆସନ୍ତି। ଗତବର୍ଷ ଅସନ୍ତୁଳିତ ଜଳବାୟୁ ଯୋଗୁ ଗଣଅଣ୍ଡାଦାନ ସେଭଳି ହୋଇ ନ ଥିଲା। ଚଳିତବର୍ଷ ଜଳବାୟୁ ଅନୁକୂଳ ଥିବାରୁ ରେକର୍ଡ ସଂଖ୍ୟକ କଇଁଛ…

ଭୟରେ ଇଣ୍ଡିଆ ଜର୍ସି ପିନ୍ଧି ପକାଇଲେ ପାକିସ୍ତାନୀ ପ୍ରଶଂସକ, ଭିଡିଓ ଭାଇରାଲ

ଦୁବାଇ,୨୪।୨: ଚାମ୍ପିଅନ୍ସ ଟ୍ରଫିରେ ରବିବାର (୨୩ ଫେବୃଆରୀ) ଅନୁଷ୍ଠିତ ଭାରତ-ପାକିସ୍ତାନ ମ୍ୟାଚର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ, ଜଣେ ପାକିସ୍ତାନୀ ପ୍ରଶଂସକ ତାଙ୍କ ଦେଶର ଜର୍ସି ଉପରେ ଟିମ ଇଣ୍ଡିଆର ଜର୍ସି ପିନ୍ଧିଥିବାର ଦେଖାଯାଉଛି। ମ୍ୟାଚର…

ୟୁନୁସ ସରକାରଙ୍କୁ କଡ଼ା ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ/ଢାକା,୨୪।୨: ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର କହିଛନ୍ତି ଯେ ବାଂଲାଦେଶକୁ ନିଷ୍ପତ୍ତି ନେବାକୁ ପଡିବ ଯେ ସେ ଭାରତ ସହିତ କି ପ୍ରକାରର ସମ୍ପର୍କ ରଖିବାକୁ ଚାହୁଁଛି। ଏହା ହୋଇପାରିବ ନାହିଁ ଯେ ଗୋଟିଏ ପଟେ ତୁମେ ଭଲ ସମ୍ପର୍କ…

KIIT controversy: କିଟ୍‌ ପରେ ବିବାଦରେ KIMS

ଭୁବନେଶ୍ୱର,୨୪ା୨(ସୁନିତ୍‌ ମିଶ୍ର): କିଟ୍‌ରେ ନେପାଳୀ ବିଟେକ୍‌ ଛାତ୍ରୀଙ୍କ ଆମତ୍ହତ୍ୟା ଓ ବିଶ୍ୱବିଦ୍ୟାଳୟ କର୍ତ୍ତପକ୍ଷଙ୍କ ଆଚରଣକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। କିଟ୍‌ ନାଁରେ ପୂର୍ବରୁ ରହିଥିବା ଏକାଧିକ ଅଭିଯୋଗକୁ ନେଇ ଚାରିଆଡୁ ସମାଲୋଚନା କରାଯିବା ସହ ଏହା ବିରୋଧରେ ଦୃଢ଼…

ଫିଲ୍ମ ଫ୍ଲପ ହେଲେ କ’ଣ କରନ୍ତି Aamir Khan? ନିଜେ ଦେଲେ ଏହାର ଉତ୍ତର

ମୁମ୍ବାଇ: ମିଷ୍ଟର ପରଫେକ୍ସନିଷ୍ଟ ଭାବରେ ଜଣାଶୁଣା ବଲିଉଡ ଅଭିନେତା ଆମିର ଖାନ ତାଙ୍କ ଫିଲ୍ମ ମାଧ୍ୟମରେ ଲୋକଙ୍କ ହୃଦୟରେ ରାଜ କରନ୍ତି। ଆମେ ସମସ୍ତେ ଜାଣୁ ଯେ ଆମିର ଖାନ ସବୁବେଳେ ତାଙ୍କ ଫିଲ୍ମରେ ଏକ ଅନନ୍ୟ କାହାଣୀ ଉପସ୍ଥାପନ କରନ୍ତି,…

RVUNL Recruitment 2025: ବିଦ୍ୟୁତ୍‌ ବିଭାଗରେ ବମ୍ପର ନିଯୁକ୍ତି, ITI ପାସ୍‌ କରିଥିବା ପିଲା କରିପାରିବେ ଆବେଦନ, ଜାଣନ୍ତୁ କେମିତି…

ଜୟପୁର,୨୪ା୨: ରାଜସ୍ଥାନ ରାଜ୍ୟ ବିଦ୍ୟୁତ୍‌ ଉତ୍ପାଦନ ନିଗମ ଲିମିଟେଡ (RVUNL) ଟେକ୍ନିସିଆନ, ଅପରେଟର ଏବଂ ପ୍ଲାଣ୍ଟ ଆଟେଣ୍ଡାଣ୍ଟ ପଦବୀରେ ନିଯୁକ୍ତି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି। ଯେଉଁମାନେ ଏହି ପଦବୀଗୁଡ଼ିକରେ କାମ କରିବାକୁ ଆଗ୍ରହୀ ଏବଂ ପ୍ରାସଙ୍ଗିକ ଯୋଗ୍ୟତା ରଖିଛନ୍ତି,…

ଡ୍ରାଇଭର, କର୍ମଚାରୀଙ୍କୁ ସୁରକ୍ଷିତ ଡ୍ରାଇଭିଂ ଅଭ୍ୟାସ ଲାଗି ମିଳିବ ତାଲିମ

ଭୁବନେଶ୍ୱର,୨୪ା୨(ସୁନିତ୍‌ ମିଶ୍ର): ସାର୍ବଜନୀନ ପରିବହନର ସୁରକ୍ଷା ଏବଂ ଦକ୍ଷତା ବୃଦ୍ଧି କରିବା ପାଇଁ ଏକ ରଣନୈତିକ ପଦକ୍ଷେପ ସ୍ବରୂପ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଓଡ଼ିଶା ରାଜ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri