କନିଷ୍କ ବିମାନରେ ରହସ୍ୟମୟ ବୋମା ବିସ୍ଫୋରଣକାରୀଙ୍କ ମିଳିଲା ପରିଚୟ, ହେଲେ ନାଁ କହୁନାହିଁ ପୋଲିସ
ଓଟାଓ୍ବା,୨୧।୬: ରୟାଲ କାନାଡିଆନ ମାଉଣ୍ଟେଡ ପୋଲିସ (RCMP) ଶେଷରେ ସେହି ରହସ୍ୟମୟ ବ୍ୟକ୍ତିଙ୍କୁ ଚିହ୍ନଟ କରିଛି ଯିଏ ଜୁନ ୨୩, ୧୯୮୫ରେ ଏୟାର ଇଣ୍ଡିଆ ବିସ୍ଫୋରଣର କିଛି ସପ୍ତାହ ପୂର୍ବରୁ ଭାନକୁଭର ଦ୍ୱୀପରେ ବୋମା ପରୀକ୍ଷଣ କରିବାରେ ସାହାଯ୍ୟ କରିଥିଲେ। ତଥାପି,…
ବିବାହର ୧୫ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ ଅଭିନେତ୍ରୀ, କହିଲେ-ମୁଁ ତାଙ୍କ…
ମୁମ୍ବାଇ: ୧୫ ବର୍ଷର ବୈବାହିକ ଜୀବନରେ ଫାଟ। ସ୍ବାମୀ ତଥା ଅଭିନେତା ସଞ୍ଜୀବ ସେଠଙ୍କଠାରୁ ଅଲଗା ହୋଇଛନ୍ତି ଟେଲି ଅଭିନେତ୍ରୀ ଲତା ସବରଓ୍ବାଲ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ‘ୟେ ରିସ୍ତା କ୍ୟା କେହଲାତା ହୈ’ରେ…
ସ୍କୁଟିକୁ ଧକ୍କା ଦେଲା ଟ୍ରକ : ମହିଳା ମୃତ, ଓଭର ବ୍ରିଜ ନିର୍ମାଣ ଦାବିରେ ରାସ୍ତା ରୋକ
ଛତ୍ରପୁର, ୨୧।୬(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅଧୀନ ପୁକୁଡିବନ୍ଧ ଛକ ନିକଟ ଜାତୀୟ ରଜପଥରେ ଶନିବାର ଏକ ସ୍କୁଟିକୁ ଧକ୍କା ଦେଲା ଟ୍ରକ l ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି l ମୃତ ମହିଳା ଜଣକ ଫୁଲଟା ଗ୍ରାମର…
ଏମିତି କ’ଣ ହେଲା ଯେ ପନ୍ତଙ୍କ ଆଗରେ ହାତ ଯୋଡ଼ିଲେ କେଏଲ ରାହୁଲ? ଜାଣନ୍ତୁ ଏହା ପଛର ବଡ଼ କାରଣ
ନୂଆଦିଲ୍ଲୀ,୨୧।୬: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଲିଡ୍ସ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଟିମ ଇଣ୍ଡିଆ ସପକ୍ଷରେ ଥିଲା। କେଏଲ ରାହୁଲ, ଯଶସ୍ବୀ ଜୟସ୍ବାଲ, ଋଷଭ ପନ୍ତ ଏବଂ ଅଧିନାୟକ ଶୁବମନ ଗିଲ ସମସ୍ତେ ଭଲ ବ୍ୟାଟିଂ କରିଥିଲେ। ପ୍ରଥମ…
ଗୋଟିଏ ମ୍ୟାଚ୍ରେ ୨ ଶତକ, ଇତିହାସ ରଚିଲେ ଏହି କ୍ରିକେଟର
ଗାଲେ,୨୧।୬: ଶ୍ରୀଲଙ୍କା ବିପକ୍ଷରେ ଏଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ରେ କମାଲ କରିଛନ୍ତି ଜଣେ କ୍ରିକେଟର। ମ୍ୟାଚ୍ର ଉଭୟ ଇନିଂସରେ ସେ ଶତକ ହାସଲ କରି ଇତିହାସ ରଚିଛନ୍ତି। କ୍ରିକେଟରଜଣଙ୍କ ହେଲେ ବାଂଲାଦେଶ ଅଧିନାୟକ ନାଜମୁଲ ହାସନ ଶାଣ୍ଟୋ। ତେବେ ସେ…
ଟଙ୍କାଟିଏ ନ ଦେଇ ଅପ୍ଗ୍ରେଡ୍ କରନ୍ତୁ ଟ୍ରେନ୍ ଟିକେଟ, ସ୍ଲିପର ଦାମ୍ରେ ମିଳିବ ACର ମଜା! ଜାଣନ୍ତୁ କିଭଳି…
ନୂଆଦିଲ୍ଲୀ,୨୧।୬: ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ଏଥିପାଇଁ ପ୍ରତ୍ୟେହ ହଜାର ହଜାର ଟ୍ରେନ ଚାଲିଥାଏ, ଯାହା ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ନେଇଯାଏ। ବିଶେଷକରି ଗ୍ରୀଷ୍ମ ଋତୁରେ ଯଦି କେହି ଏକ ଲମ୍ବା ଯାତ୍ରାରେ, ପ୍ରତ୍ୟେକ ଯାତ୍ରୀ…
ପୁରୁଷୋତ୍ତମପୁର କୋର୍ଟରେ ନୂତନ ପ୍ରଥମଶ୍ରେଣୀ ବିଚାରପତିଙ୍କ ଯୋଗଦାନ
ପୁରୁଷୋତ୍ତମପୁର,୨୧।୬,(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ନୂତନ ବିଚାରପତି ଭାବେ ଅନନ୍ୟା ଅପର୍ମିତା ଶନିବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୂର୍ବରୁ ସେ ବ୍ରହ୍ମପୁର ଜେଏମଏଫସି (ଟ୍ରାନ୍ସପୋର୍ଟ )ବିଭାଗୀୟ ଅଦାଲତରେ କାର୍ଯ୍ୟରତ ଥିଲେ। ଏଠାରେ ଥିବା…
ଇରାନରେ ଟାର୍ଗେଟେଡ ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ, ସିନିୟର ମିଲିଟ୍ରି ଅଧିକାରୀ ନିହତ, ରହିଛି ହମାସ ସହ କନେକ୍ସନ
ତେହେରାନ,୨୧।୬: ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ ଦାବି କରିଛି ଯେ ସେମାନେ ଇରାନର ବରିଷ୍ଠ ସାମରିକ ସଦସ୍ୟ ସଇଦ ଇଜାଦିଙ୍କୁ ହତ୍ୟା କରିଛନ୍ତି। ଇଜାଦିଙ୍କ ଉପରେ ଇସ୍ରାଏଲ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାର ଅଭିଯୋଗ ଅଛି। ଇସ୍ରାଏଲ ଇରାନରେ ଏକ ଲକ୍ଷ୍ୟଭେଦୀ ବିମାନ ଆକ୍ରମଣରେ…
ଇସ୍ରାଏଲ ସହ ଯୁଦ୍ଧ ମଧ୍ୟରେ ଏମିତି ବୟାନ ଦେଲେ ଇରାନ ବୈଦେଶିକ ମନ୍ତ୍ରୀ ଯାହାକୁ ନେଇ ବଢୁଛି ଚର୍ଚ୍ଚା
ତେହେରାନ,୨୧।୬: ଇସ୍ରାଏଲ-ଇରାନ ବିବାଦ ଏବେ ନବମ ଦିନରେ ପହଞ୍ଚିଛି ଏବଂ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଇସ୍ରାଏଲ ଆତ୍ମରକ୍ଷା ପାଇଁ କାର୍ଯ୍ୟ କରିଛି ବୋଲି ଦାବି କରୁଥିବା ବେଳେ, ଇରାନ ଏହାକୁ ଏକ ଅବୈଧ ଏବଂ ବଳପୂର୍ବକ ଲଦି…
ଦିନେ ପରସ୍ପରର ଜିଗିରୀ ସାଙ୍ଗ ହୋଇଥିବାବେଳେ କେମିତି ଶତ୍ରୁ ହୋଇଗଲେ ଇରାନ-ଇସ୍ରାଏଲ? ପଢନ୍ତୁ ରିପୋର୍ଟ
ଇଂରାଜୀରେ ଏକ ପ୍ରସିଦ୍ଧ ଉକ୍ତି ଅଛି ‘There are no permanent enemies, and no permanent friends, only permanent interests’। ଏହି ଉକ୍ତି ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବହୁତ ଭଲ ଭାବରେ ଫିଟ ହୁଏ, କାରଣ ଇସ୍ରାଏଲ…
ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିକୁ ନେଇ ଏମିତି ଉତ୍ତର ଦେଲେ ଶାହା, ଶୁଣିଲେ ଶେହବାଜଙ୍କ ହୋସ୍ ଉଡିଯିବ
ନୂଆଦିଲ୍ଲୀ,୨୧।୬: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଛନ୍ତି ଯେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ଏବଂ ଏବେ ଏହି ଚୁକ୍ତିନାମା ପୁନଃସ୍ଥାପିତ ହେବ ନାହିଁ। ସେ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ…
ପାକିସ୍ତାନକୁ ଖଣ୍ଡ ଖଣ୍ଡ କରିଦିଅ….ନିଜ ଲୋକ ବଢାଇଲେ ଶେହବାଜଙ୍କ ଟେନ୍ସନ୍
ଇସଲାମାବାଦ୍,୨୧।୬: ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲିରେ ନିଜ ଲୋକ ଶେହବାଜ ଶରିଫ ସରକାରଙ୍କ ଟେନସନକୁ ବୃଦ୍ଧି କରିଛନ୍ତି। ଶେହବାଜଙ୍କ ଦଳ ପିଏମଏଲ-ଏନ ଏବଂ ବିଲାୱାଲ ଭୁଟ୍ଟୋ ଜର୍ଦାରୀଙ୍କ ଦଳ ପିପିପି ଦୁଇଟି ପୃଥକ ପ୍ରଦେଶ ଦାବି କରିଛନ୍ତି। ଭୁଟ୍ଟୋଙ୍କ ଦଳର ଜଣେ ସାଂସଦ…

