Home

ବିଷ୍ଣୋଇ ଗ୍ୟାଙ୍ଗ ଆମକୁ ନାକେଦମ କରିଦେଲା…, ଟ୍ରୁଡୋ ନେଲେ ଗ୍ୟାଙ୍ଗଷ୍ଟରର ସାହାରା!

ଓଟାଓ୍ବା/ନୂଆଦିଲ୍ଲୀ,୧୫।୧୦: କାନାଡା ଭାରତ ସହ ସମ୍ପର୍କକୁ ନଷ୍ଟ କରିଦେଇଛି। ଜଷ୍ଟିନ ଟ୍ରୁଡୋ ସରକାରଙ୍କ ଖାଲିସ୍ତାନି ପ୍ରେମ ଏତେ ବଢି ଯାଇଛି ଯେ ସେ କୂଟନୈତିକ ସମ୍ପର୍କକୁ ଆଦୌ ଗୁରୁତ୍ୱ ଦେଉ ନାହାଁନ୍ତି। ଏହି କାରଣରୁ ଜଷ୍ଟିନ ଟ୍ରୁଡୋ ଏବଂ ତାଙ୍କ ସରକାର…

କୋହଲିଙ୍କୁ ନେଇ ଏମିତି କହିଦେଲେ ବାବର୍ ଆଜମ୍: ଚାରିଆଡ଼େ ହେଉଛି ଚର୍ଚ୍ଚା 

ଇସାଲାମବାଦ୍,୧୫/୧୦: ବାବର ଆଜମଙ୍କୁ ଟେଷ୍ଟ ଦଳରୁ ବାଦ୍ ଦିଆଯିବା ପରେ ପାକିସ୍ତାନ କ୍ରିକେଟରେ ହଇଚଇ ସୃଷ୍ଟି ହୋଇଛି। ନିକଟରେ ଫଖର ଜମାନ ବାବରଙ୍କୁ ବିରାଟଙ୍କ ସହ ତୁଳନା କରିଥିଲେ, କିନ୍ତୁ ବର୍ତ୍ତମାନ ପାକିସ୍ତାନ ଦଳର ପୂର୍ବତନ ଅଧିନାୟକ ବାବର ନିଜେ ବିରାଟ…

ମୋତେ ଲାଗିଲା ପାଦ ନିକଟରେ ବାଣ ଫୁଟିଲା, ବାବା ସିଦ୍ଦିକୀଙ୍କ ସହ ଗୁଳି ଲାଗିଥିବା ବ୍ୟକ୍ତି କହିଲେ ଘଟଣା ଦିନର କାହାଣୀ

ମୁମ୍ବାଇ,୧୫।୧୦: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କ ହତ୍ୟା ସମୟରେ ଗୋଡରେ ଗୁଳି ବାଜିଥିବା ୨୨ ବର୍ଷୀୟ ଯୁବକ ରାଜ କାନୋଜିଆଙ୍କ ଅବସ୍ଥା ବିପଦମୁକ୍ତ ବୋଲି କୁହାଯାଉଛି। ଏହି ଘଟଣାରେ ସେ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ…

ପୁଣି କାନାଡା ପ୍ରଧାନମନ୍ତ୍ରୀଙ୍କ ନୂଆ ଡ୍ରାମା! ଭାରତ ବିରୋଧରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ନିକଟରେ କଲେ ଗୁହାରି

ଓଟାୱା,୧୫/୧୦:କାନାଡା ଓ ଭାରତ ମଧ୍ୟରେ ବଢୁଥିବା ତିକ୍ତତାକୁ ନେଇ ପୁଣି ଥରେ ପ୍ରତିକ୍ରିୟା ରଖିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି, ଭାରତ ସରକାରଙ୍କ ସହ ଜଡିତ ଏଜେଣ୍ଟଙ୍କ ଦ୍ୱାରା…

ମହାରାଷ୍ଟ୍ର-ଝାଡ଼ଖଣ୍ଡରେ କେବେ ହେବ ନିର୍ବାଚନ ଆଜି ତାରିଖ ଘୋଷଣା କରିବେ ଇସି

ନୂଆଦିଲ୍ଲୀ,୧୫।୧୦: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ ମଙ୍ଗଳବାର ଘୋଷଣା କରାଯିବ। ଆଜି ଅର୍ଥାତ୍‌ ଅକ୍ଟୋବର ୧୫ ଅପରାହ୍ନରେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବେ। ଅପରାହ୍ନ ୩ଟା ୩୦ରେ ନିର୍ବାଚନ…

‘ଦୋ ପତ୍ତି’ ଟ୍ରେଲର ଆଉଟ

ମୁମ୍ବାଇ: ଅଭିନେତ୍ରୀ କାଜୋଲ, କ୍ରିତି ସାନନ୍‌ ଓ ଅଭିନେତା ଶାହିର ଶେଖ୍‌ଙ୍କ ଅଭିନୀତ ‘ଦୋ ପତ୍ତି’ ଟ୍ରେଲରକୁ ସୋମବାର ଜାରି କରାଯାଇଛି। ୨ ମିନିଟ ୩୬ ସେକେଣ୍ଡ ବିଶିଷ୍ଟ ଏହି ଟ୍ରେଲରକୁ ଦେଖିବା ପରେ ଫିଲ୍ମକୁ ନେଇ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି…

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି ହାର ପହଞ୍ଚତ୍ଛି। ୨୦୨୪ ସେପ୍ଟେମ୍ବର ପାଇଁ ପ୍ରକାଶିତ ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ…

ବନ୍ଧନ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୫।୧୦: ବନ୍ଧନ ମ୍ୟୁଚୁଆଲ ଫଣ୍ଡ (ବିଏମ୍‌ଏଫ୍‌)ର ନୂତନ ଉତ୍ପାଦ ‘ବନ୍ଧନ ନିଫ୍ଟି ୫୦୦ ଭାଲ୍ୟୁ ୫୦ ଇଣ୍ଡେକ୍ସ ଫଣ୍ଡ୍‌ ଓ ବନ୍ଧନ ନିଫ୍ଟି ୫୦୦ ମୋମେଣ୍ଟମ୍‌ ୫୦ଇଣ୍ଡେକ୍ସ ଫଣ୍ଡ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ଓପନ୍‌-ଏଣ୍ଡେଡ୍‌ ଇଣ୍ଡେକ୍ସ ସ୍କିମ୍‌ଗୁଡିକ ଯଥାକ୍ରମେ…

୧୦ ଦିନରେ ୧୩୪%ର ଅଭିବୃଦ୍ଧି ହାସଲ

ନୂଆଦିଲ୍ଲୀ,୧୫।୧୦: ଭାରତରେ ପାର୍ବଣ ଋତୁ ବ୍ୟବସାୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବଧିକୁ ଚିହ୍ନିତ କରୁଛି। ଏହି ଗୁରୁତ୍ୱପୂର୍ଣ୍ଣ କର୍ପୋରେଟ ଆବଶ୍ୟକତାକୁ ସମ୍ବୋଧିତ କରି ଭାରତର ଅଗ୍ରଣୀ ବି୨ବି ଅନ୍‌ଲାଇନ ମାର୍କେଟପ୍ଲେସ୍‌ ଆମାଜନ ବିଜ୍‌ନେସ୍‌ ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଏକ ଉତ୍ସର୍ଗୀକୃତ କର୍ପୋରେଟ୍‌ ଗିଫ୍ଟିଙ୍ଗ୍‌…

ଜିଓର ତ୍ରୈମାସିକ ନେଟ୍‌ ଲାଭ ୬୫୩୯ କୋଟି

ମୁମ୍ବାଇ,୧୫।୧୦: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈୟମାସର ପରିଚାଳନାଗତ ଏବଂ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଡିଜିଟାଲ କ୍ଷେତ୍ରରେ କମ୍ପାନୀ ଚଳିତ ବର୍ଷ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ସେହିଭଳି…

ଶେୟାର ବଜାରରେ ଉତ୍ସାହ

ମୁମ୍ବାଇ,୧୫।୧୦: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ବିଶେଷକରି ସୋମବାର ବମ୍ବେ…

ଧାଡ଼ି ଶେଷର ମଣିଷ

ଧାଡ଼ିର ଶେଷରେ ଠିଆ ହୋଇଛନ୍ତି ଆପଣ। ଧୀରେ ଧୀରେ ଲୋକମାନେ ଆଗକୁ ବଢୁଛନ୍ତି। ନିଜ ଭିତରେ ବିରକ୍ତ ହେଉଥିବେ। କ’ ଣ ପାଇଁ ଆସିଲି। ଟିକେ ପୂର୍ବରୁ ଆସିଥିଲେ ହୋଇଥାନ୍ତା। କେତେବେଳେ ଯାଏ ଏମିତି ଠିଆ ହେବାକୁ ପଡ଼ିବ କେଜାଣି। ତେଣିକି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri