Home

ଖୋଲା ଆକାଶ ତଳେ ୨ ଦିନ ହେଲା ପଡିଛନ୍ତି ବୃଦ୍ଧ; ଦେହରେ ଲାଗିଲାଣି ପିମ୍ପୁଡ଼ି; ଉଦ୍ଧାର ପାଇଁ ନିବେଦନ କଲେ…

ସାକ୍ଷୀଗୋପାଳ,୨୬।୬(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀଗୋପାଳ ମନ୍ଦିର ପାର୍ଶରେ ରହିଥିବା କୂଅ ଚାନ୍ଦିନୀରେ ୨ ଦିନ ହେଲା ପଡ଼ି ରହିଛନ୍ତି ଜଣେ ବୃଦ୍ଧ ବ୍ୟାକ୍ତି। ଦୁର୍ବଳ ଶରୀର ଦେଖିଲେ ବୟସ ହାରାହାରି ୭୦ରୁ ଅଧିକ ଭଳି ଲାଗୁଛି। ସେ ଲୁଙ୍ଗି ସହ…

ମହାକାଶରେ ପହଞ୍ଚିବାପରେ ପ୍ରଥମଥର ଭିଡିଓ କଲ୍‌ କଲେ ଶୁଭାଂଶୁ: କହିଲେ, ପିଲାଙ୍କ ଭଳି ଚାଲିବା ଶିଖିବି

ନୂଆଦିଲ୍ଲୀ,୨୬।୬: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ମହାକାଶରେ ପହଞ୍ଚିବା ମାତ୍ରେ ଏକ ଭିଡିଓ କଲ କରିଥିଲେ। ସେ ଦେଶକୁ ନମସ୍ତେ କହିଥିଲେ ଏବଂ ତାଙ୍କ ଅଭିଜ୍ଞତା ବିଷୟରେ କହିଥିଲେ। ଶୁଭାଂଶୁ ଗୁରୁବାର ସକାଳେ ଆମେରିକା, ପୋଲାଣ୍ଡ ଏବଂ ହଙ୍ଗେରୀର…

ମା’ଙ୍କୁ ଲୁହା ପାଇପ୍‌ରେ ପିଟିପିଟି ହତ୍ୟା କଲେ ପୁଅ, ଘରେ କେହି ନ ଥିବା ବେଳେ…

ଦିଗପହଣ୍ଡି,୨୬ା୬(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କରବାଲୁଆ ଗ୍ରାମ ବନ୍ଧ ସାହିର ଉଲି ବେହେରା(୫୫)ଙ୍କୁ ଗୁରୁବାର ମଧ୍ୟାହ୍ନରେ ତାଙ୍କ ପୁଅ ସନ୍ତୋଷ ବେହେରା(୩୯) ଲୁହା ପାଇପ୍‌ରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବରପାଇ ଚିକିଟି…

ହଠାତ୍‌ ତେଜ ପ୍ରତାପଙ୍କୁ ଭିଡିଓ କଲ୍‌ କଲେ ଅଖିଳେଶ: କଥାବାର୍ତ୍ତାକୁ ନେଇ ରାଜନୀତି ସରଗରମ

ପାଟନା,୨୬।୬: ବିହାରର ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଭିଡିଓ କଲରେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସହ କଥା ହୋଇଛନ୍ତି। ଏହି ଆଲୋଚନାରେ ଉଭୟ ନେତା ଆଗାମୀ ନିର୍ବାଚନ, ବିହାର ରାଜନୀତି ଏବଂ…

ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ, ଶୋ’ରେ ବଡ଼ ଘୋଷଣା କରି ଚମକାଇଲେ

ମୁମ୍ବାଇ: ମା’ ହେବେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। କିଛି ଏଭଳି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। ଶୋ’ ‘ଲାଫଟର ସେଫ୍‌ ୨’ର ଶୁଟିଂ ସେଟ୍‌ରେ ନିଜେ ଅଭିନେତ୍ରୀ ଏନେଇ ଖୁଲାସା କରିଛନ୍ତି। ଏହା ସାମ୍ନାକୁ ଆସିବା ପରେ…

ବିପଦସଙ୍କୁଳ ଅବସ୍ଥାରେ ଆରୋଗ୍ୟ କେନ୍ଦ୍ର: ହଇରାଣ ହେଉଛନ୍ତି ରୋଗୀ

ଦାରିଙ୍ଗବାଡି, ୨୬।୬ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ସୱାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଥିବା ସିମନବାଡି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର କୋଠା ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଭଙ୍ଗା ଦଦରା ଏକ ଆଜବେଷ୍ଟ ଘରେ ଏହି ଆରୋଗ୍ୟ କେନ୍ଦ୍ର ଚାଲିଛି। ସେଠାରେ…

ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ବର୍ଷିଲେ ଶଙ୍କରାଚାର୍ଯ୍ୟ, କହିଦେଲେ ମୂଳ ଉଦ୍ଦେଶ୍ୟ…

ପୁରୀ,୨୬ା୬: ପଶ୍ଚିମବଙ୍ଗର ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଗୁରୁବାର ପ୍ରବଳ ବର୍ଷିଛନ୍ତି ଗୋବର୍ଦ୍ଧନ ପୀଠ ମୁଖ୍ୟ ତଥା ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି, ଏହି ମନ୍ଦିରର ନିର୍ମାଣ ଧର୍ମୀୟ ଭାବନା ପାଇଁ ନୁହେଁ, ଆୟ ପାଇଁ ଏହା କରାଯାଇଛି। ବହୁତ ସଂଖ୍ୟାରେ…

ବିଶ୍ୱକୁ ଘାରିଲାଣି ଟ୍ରମ୍ପ ଭୟ, ସୁନା ମାଗୁଛନ୍ତି ୟୁରୋପୀୟ ଦେଶ: କିଛି ବି ଘଟିପାରେ…

ଓ୍ବାଶିଂଟନ,୨୬।୬: ସୁନାକୁ ସବୁବେଳେ ବିଶ୍ୱର ସବୁଠାରୁ ନିରାପଦ ନିବେଶ ଭାବରେ ବିବେଚନା କରାଯାଇଛି। ଯେତେବେଳେ ଯୁଦ୍ଧ, ମାନ୍ଦାବସ୍ଥା କିମ୍ବା ଭୂରାଜନୈତିକ ଉତ୍ତେଜନା ଭଳି ବିଶ୍ୱ ସଙ୍କଟମୟ ବାଦଲ ଥାଏ, ବଡ଼ ବଡ଼ ନିବେଶକମାନେ ସୁନାରେ ସେମାନଙ୍କର ଟଙ୍କା ନିବେଶ କରିବାକୁ ପସନ୍ଦ…

ଏଣିକି ଫୋନ କଲେ ଆଉ ଶୁଭିବନି ଅମିତାଭ ବଚ୍ଚନଙ୍କ କଲର୍‌ ଟ୍ୟୁନ୍‌; ଏହି କାରଣରୁ ନିଆଗଲା ନିଷ୍ପତ୍ତି

ମୁମ୍ବାଇ: ଗତ କିଛି ଦିନ ଧରି ଅମିତାଭ ବଚ୍ଚନଙ୍କ ପ୍ରତିଟି ପୋଷ୍ଟରେ ଭିନ୍ନ ପ୍ରତିକ୍ରିୟା ରଖୁଥିଲେ। ଫୋନ୍‌ରେ ସେମାନେ ତାଙ୍କ କଣ୍ଠସ୍ବର ଶୁଣି ଶୁଣି ଥକି ଗଲେଣି ବୋଲି କହୁଥିଲେ। ଏହାର ଜବାବ ଦେଇଥିଲେ ବିଗ୍‌ ବି। ମୋତେ ନୁହେଁ ବରଂ…

ସମ୍ପ୍ରସାରଣ କାର୍ଯ୍ୟରେ ବିଳମ୍ବ: ଅସରାଏ ବର୍ଷା ହେଲେ ରାସ୍ତାର ଅବସ୍ଥା ବେହାଲ, ୮ କିଲୋମିଟରକୁ…

ଦାରିଙ୍ଗବାଡ଼ି,୨୬ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତର ବୁରାଙ୍ଗିଆ ଗ୍ରାମଠାରୁ ବୁଡ଼ାଗୁଡ଼ାର ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପ୍ରକାଶ ଯେ, ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର…

ପ୍ରେମରେ ପାଗଳ ନାବାଳିକା: ବୟଫ୍ରେଣ୍ଡ ସହ ମିଶି ମା’ଙ୍କ ଗଣ୍ଡିମୁଣ୍ଡ କଲେ ଅଲଗା

ହାଇଦ୍ରାବାଦ,୨୬।୬: ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକା ତାଙ୍କ ବୟଫ୍ରେଣ୍ଡଙ୍କ ସହ ମିଶି ନିଜ ମା’ଙ୍କୁ ହତ୍ୟା କରିଛନ୍ତି। ସେମାନଙ୍କ ସମ୍ପର୍କରେ ଆପତ୍ତି କରିବାରୁ ତାଙ୍କ ମା’ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହାଇଦ୍ରାବାଦର ଜୀଡିମେଟଲାରେ ଏହି ଘଟଣା…

ଅଟଳ ବିହାରୀ ବାଜପେୟୀଙ୍କୁ ଟକ୍କର ଦେଇଥିଲା ଡିମ୍ପଲ୍‌ଙ୍କ ଲାଲ୍‌ ବିକ୍‌ନି: ତା’ପରେ ଲୋକେ…

ଦେଶରେ ଯେତେବେଳେ ନିର୍ବାଚନ ହୁଏ, ଅନେକ ରାଜନୈତିକ ଦଳ ପରସ୍ପରକୁ ପରାସ୍ତ କରିବା ପାଇଁ ଅନେକ ରଣନୀତି ଅବଲମ୍ବନ କରନ୍ତି। ଅନେକ ବଲିଉଡ ଅଭିନେତାଙ୍କୁ ମଧ୍ୟ ଦଳଗୁଡ଼ିକରେ ସାମିଲ କରାଯାଏ। ଲୋକମାନେ ସେମାନଙ୍କ ନାମରେ ଭୋଟ ଦେଇପାରିବେ। ଥରେ ପୂର୍ବତନ ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?