ଆମେରିକାର ମୁହଁରେ ଶକ୍ତ ଚାପୁଡ଼ା ମାରିଲା ଇରାନ: ଖାମେନେଇ ଦେଲେ ପୁଣି ଧମକ
ତେହେରାନ୍,୨୬।୬: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ପୁଣି ଥରେ ଆମେରିକାକୁ ଧମକ ଦେଇଛନ୍ତି। ସେ କହିଛନ୍ତି, ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନର ପ୍ରବେଶ ଅଛି ଏବଂ ଆବଶ୍ୟକ ହେଲେ ଏହା କାର୍ଯ୍ୟାନୁଷ୍ଠାନ ନେଇପାରେ। କାତାରରେ…
ପ୍ରେମରେ ପଡ଼ିଥିଲେ ୧୬ ବର୍ଷର ଝିଅ, ବାପା ନେଲେ ଭୟଙ୍କର ପଦକ୍ଷେପ: ପ୍ରେମିକ ଜାଣିବାରୁ…
ପାଟନା,୨୬।୬: ବିହାରର ମୋତିହାରୀ ଜିଲାର ତୁର୍କୌଲିଆ ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ନୟା ଟୋଲାର ବାସିନ୍ଦା ମନୋଜ ସିଂହ ପ୍ରେମ ସମ୍ପର୍କ ଯୋଗୁ ତାଙ୍କ ୧୬ ବର୍ଷୀୟା ଝିଅ ଚାନ୍ଦନୀ କୁମାରୀଙ୍କୁ ଗଳାକାଟି ହତ୍ୟା କରିଥିଲେ…
ରାସ୍ତା ଶୋଚନୀୟ, ବିଦ୍ୟାଳୟକୁ ଯିବା ବେଳେ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର
ଦାରିଙ୍ଗବାଡ଼ି,୨୬ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ପଞ୍ଚାୟତର ଅଲାଞ୍ଜୁରୀ ରାସ୍ତାର ୬ ଶହ ମିଟର ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତା ସାରା ଖାଲଖମା ହୋଇ ରହିଥିବା ବେଳେ ଏବେ ଲଘୁଚାପଜନିତ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି। ବିଦ୍ୟାଳୟକୁ…
ଫସିଯିବ ଆମେରିକା: ଟ୍ରମ୍ପଙ୍କ ଦେଶରେ ଇରାନର ଏହି ବିପଦପୂର୍ଣ୍ଣ ‘ଅସ୍ତ୍ର’ ସକ୍ରିୟ
ତେହେରାନ,୨୬।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରିବା ମାତ୍ରେ ୱାଶିଂଟନ ସମେତ ସମଗ୍ର ବିଶ୍ୱ ଆଶ୍ୱସ୍ତିର ନିଶ୍ୱାସ ମାରିଲା। ଏବେ ଯୁଦ୍ଧବିରତି ହୋଇଥିଲେ ମଧ୍ୟ, ଆମେରିକୀୟ ଗୁପ୍ତଚର ସଂସ୍ଥାଗୁଡ଼ିକର ଏକ ରିପୋର୍ଟ ଆସିଛି,ଯାହା…
ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ସ୍ବାମୀଙ୍କ ବିନା ଅନୁମତିରେ ମୁସଲିମ ମହିଳା ‘ଖୁଲା’ ତଲାକ ନେଇପାରିବେ
ହାଇଦ୍ରାବାଦ,୨୬।୬: ଏକ ଐତିହାସିକ ରାୟରେ, ତେଲଙ୍ଗାନା ହାଇକୋର୍ଟ କହିଛନ୍ତି ଯେ ମୁସଲିମ ମହିଳାମାନଙ୍କର ଖୁଲା ମାଧ୍ୟମରେ ବିବାହ ଶେଷ କରିବାର ସମ୍ପୂର୍ଣ୍ଣ ଏବଂ ନିଃସର୍ତ୍ତ ଅଧିକାର ଅଛି। ଏହା ସହିତ, ଏଥିପାଇଁ ସ୍ବାମୀଙ୍କ ଅନୁମୋଦନ ଆବଶ୍ୟକ ନାହିଁ। ଖୁଲା ହେଉଛି ଇସଲାମିକ…
୭୦ ଲକ୍ଷ ଟଙ୍କା ଆତ୍ମସାତ୍ କରି ବ୍ୟାଙ୍କ କିରାଣି ଗିରଫ
ଦିଗପହଣ୍ଡି,୨୬ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୟୁନିୟନ ବ୍ୟାଙ୍କ ଶାଖାର କିରାଣି ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଗିରଫ ଜଣକ ହେଲେ ଉକ୍ତ ବ୍ୟାଙ୍କ ଶାଖାର କିରାଣି ପ୍ରିୟମ ପ୍ରଥମ ସାବତ। ସେ ଚଞ୍ଚକତା କରି…
୨ ଦଳିତଙ୍କୁ ଅଧା ଲଣ୍ଡା କରି ଆଣ୍ଠୁରେ ଚଲେଇବା ଘଟଣା:କାର୍ଯ୍ୟାନୁଷ୍ଠାନ ଦାବି
ଛତ୍ରପୁର, ୨୬।୬(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ଖାରିଗୁମ୍ମା ଗାଁରେ ଗୋଚାଲାଣ ଅଭିଯୋଗରେ ୨୨ ତାରିଖରେ ୨ ଦଳିତ ବାବୁଲା ନାୟକ ଓ ବୁଲୁ ନାୟକଙ୍କୁ ଅଧା ଲଣ୍ଡା କରି ଆଣ୍ଠୁରେ ଚଲେଇ ନିର୍ଯାତନା ଦିଆଯାଇଥିଲା। ଏହାକୁ ଷ୍ଟେଟ…
‘ମୁକ୍ତ ପକ୍ଷୀକୁ ଆକାଶରେ ବି ଭୟଥାଏ’, ଥରୁରଙ୍କ ଭାଜପା ପ୍ରେମକୁ ଦେଖି ଖୁବ ବର୍ଷିଲେ ଏହି କଂଗ୍ରେସ ନେତା
ନୂଆଦିଲ୍ଲୀ,୨୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପରେଶନ ସିନ୍ଦୂର ପାଇଁ ପ୍ରଶଂସା କରିବା ପରେ, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜନ ଖାର୍ଗେ ଦଳର ଏମପି ଶଶି ଥରୁରଙ୍କୁ ଟାର୍ଗେଟ କରିଥିଲେ। ଏହା ପରେ, ତିରୁଭାନନ୍ତପୁରମ ଏମପି ଥରୁର ଖାର୍ଗେଙ୍କୁ ଏକ ତାଚ୍ଛଲ୍ୟପୂର୍ଣ୍ଣ ଜବାବ…
୧୩ ମହଲା ଉପରେ Sad Reel କରୁଥିଲେ ଯୁବତୀ: ତା’ପରେ ଘଟିଲା ଏମିତି କିଛି….
ବେଙ୍ଗାଲୁରୁ,୨୬।୬:ବେଙ୍ଗାଲୁରୁର ପରପ୍ପାନା ଆଗ୍ରାହାରା ଅଞ୍ଚଳରେ ଜଣେ ୨୦ ବର୍ଷୀୟା ଯୁବତୀ ୧୩ ମହଲାରୁ ପଡ଼ି ମୃତ୍ୟୁ ଘଟିଛି। ଏହି ଘଟଣା ଏକ ନିର୍ମାଣାଧୀନ କୋଠାରେ ଘଟିଛି। ଏଠାରେ ମହିଳା ଜଣକ ସୋସିଆଲ ମିଡିଆ ପାଇଁ ଏକ ରିଲ ଶୁଟିଂ କରୁଥିଲେ ବୋଲି…
ଟିମ୍ ଇଣ୍ଡିଆକୁ ମିଳିଲା ଆଉ ଜଣେ ‘ବୈଭବ ସୂର୍ଯ୍ୟବଂଶୀ’; ବାପା ଟ୍ରକ୍ ଡ୍ରାଇଭର, ଦ୍ୱିଶତକ ପରେ ଶତକ ମାରି…
ନୂଆଦିଲ୍ଲୀ,୨୬।୬: ବୈଭବ ସୂର୍ଯ୍ୟବଂଶୀ IPLରେ ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଶେଷକରି ୩୫ ବଲ୍ରେ ଶତକ ମାରି ସେ ଚର୍ଚ୍ଚାକୁ ଆସିଥିଲେ। ଏବେ ଇଂଲଣ୍ଡରେ ମଧ୍ୟ ତାଙ୍କଠାରୁ ସମାନ ପ୍ରଦର୍ଶନ ଆଶା କରାଯାଉଛି। ଭାରତର ୧୯ ବର୍ଷରୁ…
ମାଛ ବ୍ୟବସାୟୀଙ୍କୁ ଚାପିଦେଲା ମାଛ ବୋଝେଇ କଣ୍ଟେନର, ୬ ଘଣ୍ଟା ମୃତଦେହ ରଖି
ଭୋଗରାଇ,୨୬ା୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଚନ୍ଦନେଶ୍ୱର- ଜଳେଶ୍ୱର ୫୭ ନଂ ରାଜ୍ୟ ରାଜପଥ କମର୍ଦ୍ଦା ବଜାର ନିକଟରେ ଗୁରୁବାର ସକାଳ ସାଢ଼େ ୮ଟାରେ ଏକ ମାଛ ବୋଝେଇ କଣ୍ଟେନର ଜଣେ ବାଇକ୍ ଆରୋହୀଙ୍କୁ ପଛପଟରୁ ଧକ୍କା ଦେବାରୁ ବାଇକ୍ ଆରୋହୀ ଘଟଣାସ୍ଥଳରେ…
କ୍ରିକେଟ୍ରେ ୮ ବଡ଼ ପରିବର୍ତ୍ତନ କଲା ICC: ଏବେ ଏହି ଭୁଲ୍ ପାଇଁ ଲାଗିବ ୫ ରନ୍ ଜରିମାନା
ନୂଆଦିଲ୍ଲୀ,୨୬।୬: ଜୁଲାଇ ୨ ତାରିଖରୁ ଅନ୍ତର୍ଜାତୀୟ କ୍ରିକେଟରେ ବହୁତ କିଛି ପରିବର୍ତ୍ତନ ହେବାକୁ ଯାଉଛି। ICC ଅନ୍ତର୍ଜାତୀୟ କ୍ରିକେଟ ପାଇଁ ଅନେକ ନୂତନ ନିୟମ ଏବଂ ଖେଳର ନିୟମାବଳୀରେ ପରିବର୍ତ୍ତନକୁ ଅନୁମୋଦନ କରିଛି। ଏହି ପରିବର୍ତ୍ତନଗୁଡ଼ିକରେ ଦିନିକିଆରେ ୩୫ତମ ଓଭରରୁ କେବଳ…

