Home

ପଡ଼ୋଶୀ ବିବାଦରୁ ରକ୍ତପାତ! ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା, ୪ ଅଟକ

ଦିଗପହଣ୍ଡି,୨୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗାଁ ଢ଼ିମିରା ସାହିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ହୋଇଛି । ସାହିର ସୁଦର୍ଶନ ବେହେରା(୩୨) ନାମକ ଜଣେ…

ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ଆଜିଠାରୁ ଲାଗୁ; କେଉଁ ଜିନିଷଗୁଡ଼ିକ ଶସ୍ତା ହେବ? ଏଥିରେ କ’ଣ ଲାଭ ଜାଣନ୍ତୁ

ନୂଆଦିଲ୍ଲୀ,୨୦।୧୦: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ୨୦ ଅକ୍ଟୋବର, ୨୦୨୬ ଠାରୁ କାର୍ଯ୍ୟକାରୀ ହୋଇଛି। ଏହି ଚୁକ୍ତିର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶ ମଧ୍ୟରେ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ଏବଂ କମ୍ପାନୀଗୁଡ଼ିକୁ ନୂତନ ବଜାରରେ…

ଯାତ୍ରା ଦେଖି ଫେରିବା ବେଳେ ପୋଲ ତଳକୁ ଖସିଗଲା ବାଇକ୍, କକା-ପୁତୁରାଙ୍କ ମୃତ୍ୟୁ

ଭବାନୀପାଟଣା,୨୦।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚକୁଳି ନିକଟରେ ଥିବା ଏକ ପୋଲ ତଳକୁ ଖସିଗଲା ବାଇକ୍ । ଏହି ଦୁର୍ଘଟଣାକେ ୨ କକା, ପୁତୁରାଙ୍କ ମୃତ୍ୟୁ ହୋଇଛି। ମୃତ ୨ ହେଲେ ପଳାସ ଗ୍ରାମର ନରେଶ…

ଟାଇଗର ଶ୍ରଫଙ୍କୁ ଗୁଳିମାଡ଼ ଘଟଣା; ଏଭଳି ବୟାନ ଦେଲା ରାପିଡୋ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧୦: ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ ଏବଂ ତାଙ୍କ ଟିମ୍‌ ସହ ଜଡ଼ିତ ଗୁଳିମାଡ଼ ଘଟଣାକୁ ନେଇ ରାପିଡୋ ପକ୍ଷରୁ ଆଧିକାରିକ ବିବୃତ୍ତି ଜାରି କରାଯାଇଛି । ଗଣମାଧ୍ୟମ ରିପୋର୍ଟରେ ଯେଉଁ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଛି, ସେ ଅକ୍ଟୋବର ୧୪…

ଏହି ଖେଳାଳିଙ୍କ ପଛରେ ଅଛନ୍ତି ଚିନ୍ମୟ ସୁତାର, ଯିଏ ୫୦୧ ରନ ସଂଗ୍ରହ କରି କରିଛନ୍ତି ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୦।୧୦: ଭାରତର ଚିନ୍ମୟ ସୁତାର ରଣଜୀ ଟ୍ରଫିରେ ୪୦୦ ରନ ସଂଗ୍ରହ କରି ଇତିହାସ ସୃଷ୍ଟି କରିଛନ୍ତି। ସୋମବାର ସେ ମିଜୋରାମ ପାଇଁ ୪୦୦ ରନର ଏକ ଅପରାଜିତ ଇନିଂସ ଖେଳିଥିଲେ। ଫାଷ୍ଟ-କ୍ଲାସ କ୍ରିକେଟ ଇତିହାସରେ କୌଣସି ଭାରତୀୟ ବ୍ୟାଟର ୪୦୦…

ଦଶହରାରେ ସୃଷ୍ଟି ହେବ ବିରଳ ରାଜଯୋଗ, ଏହି ରାଶିକୁ ମିଳିବ ବଡ଼ ସଫଳତା

ଆଜି ପବିତ୍ର ଦଶହରା । ଜ୍ୟୋତିଷୀୟ ଗଣନା ଅନୁସାରେ, ବୃଷ ରାଶିର ବ୍ୟକ୍ତିଙ୍କୁ ଭାଗ୍ୟର ସହଯୋଗ ମିଳିପାରେ । ମୀନ ରାଶିର ଲୋକଙ୍କ କ୍ୟାରିୟରରେ ବଡ଼ ସଫଳତାର ସମ୍ଭାବନା ରହିଛି । ମକର ରାଶିର ଆୟ ବୃଦ୍ଧି ହୋଇପାରେ, ତୁଳା ରାଶିର…

ଦେଶବାସୀଙ୍କୁ ବିଜୟାଦଶମୀର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୧୦: ମଙ୍ଗଳବାର ବିଜୟାଦଶମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ, ପ୍ରଧାନମନ୍ତ୍ରୀ ପ୍ରଭୁ ଶ୍ରୀରାମଙ୍କ ଗୁଣଗାନ କରି ଏକ ଶ୍ଳୋକ (ସୁଭାଷିତ) ମଧ୍ୟ ଉପସ୍ଥାପନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ଏକ…

ମା’ ସମଲେଶ୍ଵରୀଙ୍କ ଅନ୍ନପୂର୍ଣ୍ଣା ବେଶ, ସକାଳୁ ସକାଳୁ ଭକ୍ତଙ୍କ ଭିଡ

ବରଗଡ଼,୨୦।୧୦(ପ୍ରେମାନନ୍ଦ ଖମାରୀ): ଆଜି ପବିତ୍ର ବିଜୟା ଦଶମୀ । ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମାଁ ସମଲେଶ୍ବରୀ ଅନ୍ନପୂର୍ଣ୍ଣା ବେଶରେ ଦର୍ଶନ ଦେଇଛନ୍ତି । ଦେବୀଙ୍କ ମହାଦଶମୀ ବିହିତ ପୂଜାର୍ଚ୍ଚନା ଚାଲିଥିବାବେଳେ ଅପରାହ୍ନ ୨ଟା ୨ମିନିଟରେ ଚଣ୍ଡିହୋମ ଆରମ୍ଭ ହେବ । ଅପରାହ୍ନ…

ଇତିହାସ ରଚିବା ପରେ ପ୍ରଥମେ କାହାକୁ ଫୋନ କରିଥିଲେ ଚିନ୍ମୟ? ଏବେ ଭାଇରାଲ ହେଉଛି ରିଆକ୍ସନ

ନୂଆଦିଲ୍ଲୀ,୨୦।୧୦: ୨୦୨୬-୨୭ ରଣଜୀ ଟ୍ରଫିର ‘ପ୍ଲେଟ ଗ୍ରୁପ’ରେ, ମିଜୋରାମର ବ୍ୟାଟର ଚିନ୍ମୟ ସୁତାର ସୋମବାର (ଅକ୍ଟୋବର ୧୯) ନାଗାଲାଣ୍ଡ ବିପକ୍ଷରେ ଅପରାଜିତ ୪୦୦ ରନ ସଂଗ୍ରହ କରି ଚର୍ଚ୍ଚାକୁ ଆସିଛନ୍ତି। ରଣଜୀ ଟ୍ରଫି ଇତିହାସରେ ୪୦୦ ରନ ସଂଗ୍ରହ କରିବାରେ ସେ…

ୟୁସୁଫ ପଠାନଙ୍କୁ ସରକାରଙ୍କ ବଡ଼ ଉପହାର! TMC ଛାଡ଼ିବା ମାତ୍ରେ ମିଳିଲା….

ନୂଆଦିଲ୍ଲୀ,୨୦।୧୦: ପୂର୍ବତନ ଭାରତୀୟ କ୍ରିକେଟର ତଥା ପଶ୍ଚିମବଙ୍ଗର ବହରମପୁର ଲୋକସଭା ଆସନର ଏମପି ୟୁସୁଫ ପଠାନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଗୁଜରାଟ ସରକାର ବଡ଼ୋଦରାରେ ଥିବା ୯୭୮ ବର୍ଗମିଟରର ଏକ ବିବାଦୀୟ ଜମିକୁ ୟୁସୁଫ ପଠାନଙ୍କୁ…

ଫ୍ରାନ୍ସ ଦଙ୍ଗା: ୨,୪୦୦ରୁ ଅଧିକ ଗିରଫ; କର୍ଫ୍ୟୁ ଜାରି କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ!

ପ୍ୟାରିସ,୨୦।୧୦: ସୋମବାର (୧୯ ଅକ୍ଟୋବର, ୨୦୨୬) , ଫରାସୀ ଅଧିକାରୀ ସେବାଷ୍ଟିନ ଲେକୋର୍ନୁ ଦଙ୍ଗା ଏବଂ ଲୁଟପାଟ ଦ୍ୱାରା ପ୍ରଭାବିତ ଦେଶର କିଛି ଅଞ୍ଚଳରେ ଆଂଶିକ କର୍ଫ୍ୟୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ସୋମବାର ସାରୁ କିଛି ନିର୍ଦ୍ଦିଷ୍ଟ ସହରରେ…

ବାଂଲାଦେଶ ଫେରିବାକୁ ନେଇ ଗର୍ଜନ କଲେ ଶେଖ ହସିନା, ତାରିକ ରହମାନଙ୍କୁ ଦେଲେ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ/ଢାକା,୨୦।୧୦: ଏକ ସାମରିକ ବିଦ୍ରୋହ ପରେ ଦେଶ ଛାଡ଼ି ଚାଲିଯାଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି ଯେ, ଯାହା ହେଉନା କାହିଁକି, ସେ ଆସନ୍ତା ଡିସେମ୍ବର ମାସରେ ବାଂଲାଦେଶ ଫେରିବେ। ସେ କହିଲେ, ‘ମୁଁ ଡିସେମ୍ବରରେ ବାଂଲାଦେଶ ଫେରିବି; ମୁଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?