କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାଜ୍ୟ ସରକାର
ଭୁବନେଶ୍ୱର, ୨୩।୧୦(ସୁନିତ୍ ମିଶ୍ର): କୋଟିଆକୁ ନେଇ ରାଜ୍ୟ ରାଜନୀତି ଜୋର୍ ଧରିବାରେ ଲାଗିଛି। କୋଟିଆର କେତୋଟି ପଞ୍ଚାୟତରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଥିବାରୁ ଓଡ଼ିଶାରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ସବୁ ରାଜନୈତିକ ଦଳ ପକ୍ଷରୁ ଏହାକୁ…
ଓଡ଼ିଶାରେ ମେଗା ପୋଲିସ ନିଯୁକ୍ତି: ୭୨୬୮ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି, ପ୍ରଥମ ଥର ପାଇଁ ହେବ…
ଭୁବନେଶ୍ୱର, ୨୩ା୧୦: ଓଡ଼ିଶାରେ ଚାକିରି ଆଶାୟୀ ଯୁବକଯୁବତୀଙ୍କ ପାଇଁ ଏକ ବଡ଼ ଖୁସିଖବର ଆସିଛି। ରାଜ୍ୟରେ ମୋଟ ୭୨୬୮ଟି ପୋଲିସ ପଦବୀ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (OUSSSC) ପକ୍ଷରୁ ‘କମ୍ବାଇନ୍ଡ ୟୁନିଫର୍ମଡ୍ ସର୍ଭିସେସ୍’…
ଇତିହାସ ରଚିଲା ଜିଓ ଆଇପିଓ: ମାତ୍ର ତିନି ଦିନରେ ୧.୩୮ କୋଟିରୁ ଅଧିକ ଆବେଦନ, ୨୨ ଗୁଣରୁ ଅଧିକ ସବସ୍କ୍ରିପ୍ସନ୍
ନୂଆଦିଲ୍ଲୀ,୨୩।୧୦: ଦେଶର ସର୍ବବୃହତ୍ ଆଇପିଓ (IPO) ଜିଓ ପ୍ଲାଟଫର୍ମସ୍ ନିଜର ଐତିହାସିକ ସମାପ୍ତି ସହ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ୩୦,୨୧୩ କୋଟି ଟଙ୍କାର ଏହି ମେଗା ଆଇପିଓରେ ମାତ୍ର ତିନି ଦିନ ମଧ୍ୟରେ ୧.୩୮ କୋଟିରୁ ଅଧିକ…
ଲାଇଭ୍ ମ୍ୟାଚ୍ ବେଳେ ଆକ୍ରମଣ କଲା ହନୁ ମାଙ୍କଡ଼, ବଞ୍ଚିବାକୁ ଯାଇ ପଡ଼ିଗଲେ ଖେଳାଳି; ତା’ ପରେ…
ନୂଆଦିଲ୍ଲୀ,୨୩।୧୦: ନାଗପୁରରେ ଚାଲିଥିବା ମହିଳା ଅଣ୍ଡର-୧୯ ଟି-୨୦ ଟ୍ରଫିର କ୍ୱାଟର ଫାଇନାଲ୍ ମ୍ୟାଚ୍ରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। କର୍ଣ୍ଣାଟକ ଏବଂ ବିଦର୍ଭ ମଧ୍ୟରେ ଖେଳାଯାଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ସମୟରେ ହଠାତ୍ ମଇଦାନ ଭିତରକୁ ଏକ…
ସରଫରାଜଙ୍କୁ କେବେ ମିଳିବନି ଟିମ୍ ଇଣ୍ଡିଆରେ ସୁଯୋଗ? ବଡ଼ କଥା କହିଦେଲେ…
ନୂଆଦିଲ୍ଲୀ,୨୩।୧୦: ଭାରତୀୟ କ୍ରିକେଟର ଯୁବ ବ୍ୟାଟ୍ସମ୍ୟାନ୍ ସରଫରାଜ ଖାନ ରଣଜୀ ଟ୍ରଫିରେ ପୁଣିଥରେ ନିଜର ଶତକୀୟ ପ୍ରଦର୍ଶନ ବଳରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଘରୋଇ କ୍ରିକେଟରେ କ୍ରମାଗତ ଭାବେ ଚମତ୍କାର ପ୍ରଦର୍ଶନ କରିଆସୁଥିଲେ ମଧ୍ୟ ତାଙ୍କୁ ଜାତୀୟ ଦଳ କିମ୍ବା ‘ଇଣ୍ଡିଆ…
ପରିବାର ସହ ସମୟ ବିତାଇ ପାରିନଥିବାରୁ ଭାବବିହ୍ବଳ ହୋଇପଡ଼ିଲେ ଆମିର, କହିଲେ…
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଆମିର ଖାନ କେବଳ ତାଙ୍କ ଚଳଚ୍ଚିତ୍ର ପାଇଁ ନୁହେଁ, ବରଂ ତାଙ୍କର ସ୍ପଷ୍ଟବାଦୀ ସ୍ବଭାବ ପାଇଁ ମଧ୍ୟ ଜଣାଶୁଣା। ନିକଟରେ ସିଙ୍ଗାପୁର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଆମିରଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ରୂପ ଦେଖିବାକୁ ମିଳିଥିଲା। ତିନି…
‘ସେଠାରେ ସେ ସେହି ଖୁସି ପାଉଛନ୍ତି, ଯାହା ମୁଁ ଦେଇପାରିନଥିଲି’, ଗୋବିନ୍ଦାଙ୍କ ସହ ସମ୍ପର୍କକୁ ନେଇ ନିଜର ଯନ୍ତ୍ରଣା ବଖାଣିଲେ ସୁନୀତା ଆହୁଜା
ମୁମ୍ବାଇ: ବଲିଉଡର ‘ହିରୋ ନମ୍ବର ୧’ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜା ନିଜ ବ୍ୟକ୍ତିଗତ ଜୀବନକୁ ନେଇ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ବୈବାହିକ ଜୀବନରେ ମତଭେଦ ଥିବା ନେଇ ଖବର ବାରମ୍ବାର ସାମ୍ନାକୁ ଆସୁଛି।…
BCCIର ବଡ଼ ନିଷ୍ପତ୍ତି; ମାତ୍ର ଦୁଇଟି T20I ଖେଳିଥିବା ଖେଳାଳିଙ୍କୁ ନିଯୁକ୍ତ କଲା ଜୁନିୟର ମୁଖ୍ୟ ଚୟନକର୍ତ୍ତା
ନୂଆଦିଲ୍ଲୀ,୨୩।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର ପରବିନ୍ଦର ଅୱାନାଙ୍କୁ ଜୁନିୟର ଚୟନ କମିଟିର ମୁଖ୍ୟ ଚୟନକର୍ତ୍ତା ଭାବରେ ନିଯୁକ୍ତ କରିଛି। ନିଜ କ୍ୟାରିୟର ମଧ୍ୟରେ ଅୱାନା ଭାରତ ପାଇଁ ମାତ୍ର ଦୁଇଟି…
ମାଡ଼ି ଆସୁଛି ବାତ୍ୟା, ପଶ୍ଚିମବଙ୍ଗ ସହ ଓଡ଼ିଶାକୁ ସତର୍କ କଲା ପାଣିପାଗ ବିଭାଗ
ନୂଆଦିଲ୍ଲୀ,୨୩।୧୦: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି କି ବଙ୍ଗୋପସାଗରରେ ଅକ୍ଟୋବର ୨୬ ସୁଦ୍ଧା ଏକ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ସହ ଏନେଇ…
ଅମିତାଭ ବଚ୍ଚନଙ୍କ ବଙ୍ଗଳା, ଦିଲଜିତ ଦୋସାଞ୍ଜଙ୍କ କନସର୍ଟକୁ ବୋମା ମାଡ଼ରେ ଉଡ଼ାଇବାକୁ ଧମକ
ମୁମ୍ବାଇ,୨୩।୧୦: ମୁମ୍ବାଇ ମେୟର ରିତୁ ତାୱଡେଙ୍କୁ ଏକ ଧମକପୂର୍ଣ୍ଣ ଇ-ମେଲ ମିଳିଛି। ଏଥିରେ ଅଭିନେତା ଅମିତାଭ ବଚ୍ଚନଙ୍କ ବାସଭବନ ଏବଂ ଗାୟକ ଦିଲଜିତ ଦୋସାଞ୍ଜଙ୍କ କାର୍ଯ୍ୟକ୍ରମ (କନସର୍ଟ) ସ୍ଥଳକୁ ବୋମା ଲଗାଇ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଏହା ପରେ ସୁରକ୍ଷା…
ବିରାଟ କୋହଲିଙ୍କୁ ନେଇ ଅମିତ ମିଶ୍ର କହିଲେ, ନିଜ ପ୍ରତିଶ୍ରୁତି ରଖିବାରେ ବିଫଳ ହେଲେ…
ନୂଆଦିଲ୍ଲୀ,୨୩।୧୦: ଭାରତର ପୂର୍ବତନ ଲେଗ-ସ୍ପିନର ଅମିତ ମିଶ୍ରଙ୍କ ଆନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଏକ ସୁଖଦ ମୋଡ଼ରେ ଶେଷ ହୋଇନଥିଲା। ୨୦୧୭ ମସିହାରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଏକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ତାଙ୍କ ପାଇଁ ଭାରତୀୟ ଦଳ ପକ୍ଷରୁ ଶେଷ ମ୍ୟାଚ…
ଶାସନ ପରିବର୍ତ୍ତନ ଉପରେ ଅଭିଜିତ ଦୀପକେଙ୍କର ବଡ଼ ବୟାନ: ‘ଯଦି ଜ୍ଞାନେଶ କୁମାର ଇସ୍ତଫା ଦିଅନ୍ତି, ତେବେ …’
ନୂଆଦିଲ୍ଲୀ,୨୩।୧୦: ‘କକରୋଚ ଜନତା ପାର୍ଟି’ (CJP) ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଏକ ସାକ୍ଷାତକାରରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି, ଯେଉଁଥିରେ CJP ଆନ୍ଦୋଳନ ଏବଂ ‘ଶାସନ ପରିବର୍ତ୍ତନ’ (regime change) ର ଧାରଣା ଅନ୍ତର୍ଭୁକ୍ତ। ନେପାଳ, ବାଂଲାଦେଶ କିମ୍ବା…

