Jio IPO: ୭୫ ଲକ୍ଷ ଟପିଲା ଆବେଦନକାରୀଙ୍କ ସଂଖ୍ୟା
ମୁମ୍ବାଇ,୨୩ା୧୦: ଦେଶର ସବୁଠାରୁ ବଡ଼ ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ଭାବେ ଜିଓ ଆଇପିଓକୁ ନେଇ ଦ୍ୱିତୀୟ ଦିନରେ ମଧ୍ୟ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । ଗୁରୁବାର ୭ଟା ସୁଦ୍ଧା ୫.୫୭ ଗୁଣ ସବସ୍କ୍ରାଇବ୍ ସହିତ ଜିଓ ପ୍ଲାଟଫର୍ମସର ୩୦,୨୧୩…
ବ୍ରିଟେନ୍ରେ ହାଇ ଆଲର୍ଟ, ଆଟାକ୍ କରିବ ରୁଷ! ଖାଦ୍ୟ-୯ ଲିଟର ପାଣି ରଖିବାକୁ ଜାରି ହେଲା…
ଲଣ୍ଡନ,୨୩।୧୦: ମିଡିଲ ଇଷ୍ଟରେ ଚାଲିଥିବା ଉତ୍ତେଜନା ଏପର୍ଯ୍ୟନ୍ତ ଶେଷ ହୋଇପାରି ନାହିଁ। ଏହି ସମୟରେ ବ୍ରିଟେନକୁ ରୁଷ ସହିତ ଯୁଦ୍ଧର ଭୟ ଘାରିଛି। ଯଦିଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ସମ୍ଭାବନାକୁ ଖାରଜ କରିସାରିଛନ୍ତି, ତଥାପି ବ୍ରିଟେନ ନିଜ ନାଗରିକମାନଙ୍କ…
ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନଙ୍କୁ ଏନକାଉଣ୍ଟର, ଗୋଡରେ ବାଜିଛି ଗୁଳି
ହାଟଡିହୀ/ଛେନାପଦୀ,୨୩ା୧୦(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଏନକାଉଣ୍ଟର କରିଛି । ଗୁରୁତର ଅବସ୍ଥାରେ ଅର୍ଜୁନକୁ କଟକ ସ୍ଥାନାନ୍ତର କରାଯାଇଛି । ଅର୍ଜୁନଙ୍କ ନାମରେ ଓଡିଶା ସମେତ ବିହାର ଓ ଝାଡଖଣ୍ଡରେ ୨୦ରୁ ଅଧିକ…
ହର୍ମୁଜ୍ରେ ୭ ତୈଳ ଟ୍ୟାଙ୍କର କ୍ଷତିଗ୍ରସ୍ତ, ପୁଣି ହେବକି ଯୁଦ୍ଧ?
ବନ୍ଦର ଅବ୍ବାସ,୨୩ା୧୦: ହର୍ମୁଜରେ ବୁଧବାର ରାତିରେ ଇରାନର ଆକ୍ରମଣ କିମ୍ବା ସାମରିକ ମାଇନ୍ସ ଧକ୍କା ଯୋଗୁ ୭ଟି ତୈଳ ଟ୍ୟାଙ୍କରରେ ନିଆଁ ଲାଗିଯାଇଛି କିମ୍ବା ସେଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି ବୋଲି ଗୁରୁବାର ତେହେରାନ ପକ୍ଷରୁ କୁହାଯାଇଛି । ଏତେ ବଡ଼ ସଂଖ୍ୟାରେ…
୨୦୩୦ରୁ କାର୍ରେ ବାଧ୍ୟତାମୂଳକ ହେବ ଜରୁରୀ ବ୍ରେକିଂ ସିଷ୍ଟମ
ନୂଆଦିଲ୍ଲୀ,୨୩ା୧୦(ପି.ଟି.): ସଡ଼କ ଦୁର୍ଘଟଣା କମାଇବା ପାଇଁ ୨୦୩୦ ଅକ୍ଟୋବରରୁ ସମସ୍ତ ନୂଆ କାର୍ରେ ଆଡଭାନ୍ସଡ୍ ଏମର୍ଜେନ୍ସି ବ୍ରେକିଂ ସିଷ୍ଟମ (ଏଇବିଏସ୍) ବାଧ୍ୟତାମୂଳକ କରିବା ପାଇଁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି । ମନ୍ତ୍ରଣାଳୟ ପକ୍ଷରୁ ଗତ ୧୯…
ପ୍ରଦର୍ଶନୀରୁ ଯୁବ ବିକ୍ଷୋଭର ଫଟୋ ହଟାଇବାକୁ ବାଧ୍ୟ ହେଲେ ରାହୁଲ ଗାନ୍ଧୀଙ୍କ ଭଣଜା, ଦେଶରେ ହଇଚଇ!
ନୂଆଦିଲ୍ଲୀ,୨୩ା୧୦(ରଏଟର୍ସ): ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭଣଜା ତଥା ଏମ୍ପି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ରେହାନ ଭଦ୍ରା ତାଙ୍କ ଫଟୋ ଓ ଚିତ୍ର ପ୍ରଦର୍ଶନୀରୁ ନିକଟରେ ଦିଲ୍ଲୀରେ ହୋଇଥିବା ଯୁବ ବିକ୍ଷୋଭର କିଛି ଫଟୋ ହଟାଇବାକୁ…
୪ ଲକ୍ଷ ବର୍ଷ ପୁରୁଣା ଡିଏନଏରୁ ପର୍ଦ୍ଦାଫାଶ, ମିଳିଲା ବରଫ ଯୁଗୀୟ ପ୍ରାଣୀର ଜୀବାଶ୍ମ
ମସ୍କୋ/ୱାଶିଂଟନ,୨୩ା୧୦(ରଏଟର୍ସ): ରୁଷିଆର ଦକ୍ଷିଣ ସାଇବେରିଆସ୍ଥିତ ବିଶ୍ୱପ୍ରସିଦ୍ଧ ଅଲ୍ତାଇ ପାର୍ବତ୍ୟାଞ୍ଚଳର ‘ଡେନିସୋଭା ଗୁମ୍ଫା’ରୁ ବରଫ ଯୁଗର ଏକ ବିଶାଳକାୟ ସ୍ତନ୍ୟପାୟୀ ପ୍ରାଣୀର ଜୀବାଶ୍ମ ମିଳିଛି। ଡିଏନ୍ଏ ପରୀକ୍ଷାରୁ ଏହା ଆଜିର ‘ଚମରୀ ଗାଈ’ (ୟାକ୍) ର ଏକ ସମ୍ପୂର୍ଣ୍ଣ ସ୍ବତନ୍ତ୍ର ଓ ବିଲୁପ୍ତ…
‘ଇଣ୍ଡିଆ କେମ୍ ୨୦୨୬’ର ୧୪ତମ ସଂସ୍କରଣ ଉଦ୍ଘାଟିତ, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୩ା୧୦(ସୁନିତ୍ ମିଶ୍ର): ମୁମ୍ବାଇର ବମ୍ବେ ଏକ୍ଜିବିସନ୍ ସେଣ୍ଟରଠାରେ ଗୁରୁବାର ‘ଇଣ୍ଡିଆ କେମ୍ ୨୦୨୬’ର ୧୪ତମ ସଂସ୍କରଣ ଉଦ୍ଘାଟନ ହୋଇଯାଇଛି । କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଏବଂ ‘ଫିକି’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ୩ ଦିନିଆ ଶିଳ୍ପ…
୪ ଘଣ୍ଟା ଧରି ଅନୁଭୂତ ହେଲା ଶକ୍ତିଶାଳୀ ଭୂକମ୍ପ, ୧୬ ମୃତ
ଲାସା, ୨୩ା୧୦: ତିବ୍ବତରେ ଗୁରୁବାର ରାତିରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ୭ ତୀବ୍ରତାର ଏହି ଭୂମିକମ୍ପ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ ଖବର ଲେଖାଯିବା ସୁଦ୍ଧା…
ଭାରତକୁ ମିଳିଗଲା ନୂଆ ମ୍ୟାଚ୍ ୱିନିଂ ଫିନିଶର୍: ନମନ ଧୀରଙ୍କୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା, ରବି ଶାସ୍ତ୍ରୀ କହିଲେ…
ନୂଆଦିଲ୍ଲୀ,୨୨।୧୦: କ୍ରାଇଷ୍ଟଚର୍ଚ୍ଚରେ ଖେଳାଯାଇଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍ରେ ଭାରତ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ଦଳ ପାଇଁ ବିଜୟ ଲକ୍ଷ୍ୟ କଠିନ ଥିବାବେଳେ ଯୁବ ବ୍ୟାଟ୍ସମ୍ୟାନ୍ ନମନ ଧୀର ଏକ ବିସ୍ଫୋରକ ଏବଂ ଅପରାଜିତ…
ଷ୍ଟାଡିୟମରେ ମ୍ୟାଚ ଦେଖିବା ପାଇଁ ଭଉଣୀର ଫୋନ ବିକିଦେଲେ ଏହି କୁନି ପ୍ରଶଂସକ; ଦେଖନ୍ତୁ ପୋଷ୍ଟର ହେଉଛି ଭାଇରାଲ
ନୂଆଦିଲ୍ଲୀ,୨୨।୧୦: କ୍ରିକେଟ ମ୍ୟାଚ ଦେଖିବା ପାଇଁ ପ୍ରଶଂସକମାନେ ବିଭିନ୍ନ ଉପାୟ ଅବଲମ୍ବନ କରନ୍ତି, କିନ୍ତୁ ଜଣେ କୁନି ପ୍ରଶଂସକଙ୍କ ହାତରେ ଥିବା ଏକ ପୋଷ୍ଟର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମକୁ ଆସିଥିବା ଏହି ପିଲାଟି ନିଜ…
‘ଶାସନ ପରିବର୍ତ୍ତନ’ ସମ୍ବନ୍ଧୀୟ ମନ୍ତବ୍ୟ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଲଟା ଜବାବ
ନୂଆଦିଲ୍ଲୀ,୨୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଇଣ୍ଡିଆ’ (INDIA) ମେଣ୍ଟକୁ କଡ଼ା ଜବାବ ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ସେମାନଙ୍କ ପ୍ରଦର୍ଶନ ଏବଂ ‘ସରକାର ପରିବର୍ତ୍ତନ’ (regime change) ନେଇ ଦେଇଥିବା ବୟାନକୁ ନେଇ ସେ ଏହି ପ୍ରତିକ୍ରିୟା…

