କଂଗ୍ରେସର ଅଧ୍ୟକ୍ଷ ଚୟନ ପ୍ରକ୍ରିୟାରେ ଭାଗ ନେଲେ ନାହିଁ ସୋନିଆ, ରାହୁଲ
ନୂଆଦିଲ୍ଲୀ,୧୦।୮: କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଶନିବାର ଅଧ୍ୟକ୍ଷ ପଦକୁ ନେଇ କିଛି ସମାଧାନ ଆସିବ ବୋଲି ଅନୁମାନ କରାଯାଉଥିଲା। ହେଲେ ବୈଠକରେ ଯୋଗ ଦେବା ପରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ…
ଟାଇଫୁନ୍ ‘ଲେକିମା’ ତାଣ୍ଡବ: ୧୦ ଲକ୍ଷ ଲୋକ ସ୍ଥାନାନ୍ତର
ବେଜିଂ,୧୦।୮: ଚାଇନାରେ ଟାଇଫୁନ୍ ‘ଲେକିମା’ ତାଣ୍ଡବ ରଚିଛି। ସ୍ଥାନୀୟ ପୂର୍ବ ଉପକୂଳରେ ଦେଖାଦେଇଥିବା ଏହି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ରେ ଇତିମଧ୍ୟରେ ୧୩ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିରେ ୧୬ରୁ ଅଧିକ ନିଖୋଜ ଥିବା କୁହାଯାଉଛି। ସୁରକ୍ଷା ଦୃଷ୍ଟିରୁ ୧୦ ଲକ୍ଷ…
ପୁଣି କ୍ଷେପଣାସ୍ତ୍ର ପରୀକ୍ଷଣ କଲେ କିମ୍: ବଢ଼ିଲା ଆମେରିକାର ଚିନ୍ତା
ସିଓଲ୍,୧୦।୮: ଉତ୍ତରକୋରିଆର ଏକଛତ୍ରବାଦୀ ଶାସନ କିମ୍ ଜୋଙ୍ଗ୍ ଉନ୍ ଶନିବାର ପୁଣି ୨ଟି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଏହାକୁ ହେମହଙ୍ଗ୍ଠାରୁ ପୂର୍ବ ସାଗରକୁ ଉତ୍କ୍ଷେପଣ କରାଯାଇଛି। ଉତ୍ତରକୋରିଆର ସୈନ୍ୟ ବିଭାଗର ତତ୍ୱାବଧାନରେ ଏହା କରାଯାଇଛି। ଭୋର୍ ୫ଟା ୨୪ଏବଂ ୫ଟା ୩୬ରେ…
୧୬୫ ଯାତ୍ରୀଙ୍କୁ ନେଇ ଅଟକି ରହିଛି ଥର୍ ଏକ୍ସପ୍ରେସ୍
ଜୟପୁର,୧୦।୮: ଗତ ଶୁକ୍ରବାର ପାକିସ୍ତାନ ଥର୍ ଏକ୍ସପ୍ରେସ୍ ଚଳାଚଳକୁ ବନ୍ଦ କରିବା ପରେ ଏବେ ଏଥିରେ ୧୬୫ ଯାତ୍ରୀ ଅଟକି ରହିଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ୮୧ ଭାରତୀୟ ଓ ୮୪ ପାକିସ୍ତାନୀ। ଟ୍ରେନ୍ଟି ରାଜସ୍ଥାନର ମୁନାବାଓ ଷ୍ଟେଶନରେ…
ଗଣମାଧ୍ୟମ ପାଇଁ ଫେସ୍ବୁକ୍ରେ ନୂଆ ସୁଯୋଗ: ଖବର ପ୍ରକାଶନ ପାଇଁ ବର୍ଷକୁ ମିଳିବ ୨୧.୨୬ କୋଟି ଟଙ୍କା
ସାନ୍ ଫ୍ରାନ୍ସିସ୍କୋ, ୧୦।୮: ଗଣମାଧ୍ୟମ ପାଇଁ ଫେସ୍ବୁକ୍ରେ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଏନେଇ ଫେସ୍ବୁକ୍ ପକ୍ଷରୁ ଶୀଘ୍ର ନୂଆ ପଦକ୍ଷେପ ଗ୍ରହଣ କରାଯିବ। ଏହା ଅନ୍ତର୍ଗତ ଏଣିକି ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ଫେସ୍ବୁକ୍ରେ ଖବର ପ୍ରକାଶନ ଲାଗି ବର୍ଷକୁ ୨୧.୨୬ କୋଟି…
ସଙ୍କଟରେ ଶାନ୍ତ ରୁହନ୍ତି ମୋଦି: ବିଅର ଗ୍ରିଲ୍ସ
ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଡିସ୍କଭରି ଚ୍ୟାନେଲର ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ କାର୍ଯ୍ୟକ୍ରମରେ ନଜର ଆସିବେ। ଆସନ୍ତା ୧୨ ତାରିଖରେ ଏହା ପ୍ରସାରଣ ହେବାକୁ ଥିବା ବେଳେ ଏହି କାର୍ଯ୍ୟକ୍ରମର ଉପସ୍ଥାପକ ବିଅର ଗ୍ରିଲ୍ସ ମୋଦିଙ୍କୁ ନେଇ କିଛି କମେଣ୍ଟସ୍…
ଧର୍ମାନ୍ତରଣ ରୋକିବା ପାଇଁ ମୋଦି ସରକାର ଆଣିବେ ଆଇନ: ସଂସଦର ଆସନ୍ତା ଅଧିବେଶନରେ ହୋଇପାରେ ଆଗତ
ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସଂସଦର ଆସନ୍ତା ଅଧିବେଶନରେ ଧର୍ମାନ୍ତରଣ ରୋକିବା ପାଇଁ ଆଇନ ଆଣିବାର ସମ୍ଭାବନା ରହିଛି। କେରଳ ଏବଂ ଉତ୍ତର-ପୂର୍ବ ରାଜ୍ୟରେ ଏଭଳି କାର୍ଯ୍ୟ ଅଧିକ ହେଉଥିବାରୁ ସରକାର ଏନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବେ ବୋଲି…
ପୁଣି ଥରେ ମିଗ୍-୨୧ ଯୁଦ୍ଧ ବିମାନ ଉଡାଇବେ ଅଭିନନ୍ଦନ
ନୂଆଦିଲ୍ଲୀ,୧୦।୮: ପାକିସ୍ତାନ ଏଫ୍-୧୬ ବିମାନକୁ ଧ୍ୱଂସ କରିଥିବା ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଏବେ ପୁଣି ଥରେ ମିଗ୍-୨୧ ଯୁଦ୍ଧ ବିମାନ ଉଡାଇବେ ବୋଲି ଗ୍ରୀନ୍ ସିଗନାଲ ମିଳିଯାଇଛି। ଏବେ ଆଇଏଏଫ୍ ବେଙ୍ଗାଲୁରୁର ଇନଷ୍ଟୁଚ୍ୟୁଟ ଅଫ୍ ଏରୋସ୍ପେସ୍ ମେଡିସିନ୍…
ରକେଟ ପରୀକ୍ଷଣ ସମୟରେ ବିସ୍ଫୋରଣ: ୫ ବୈଜ୍ଞାନିକଙ୍କ ମୃତ୍ୟୁ;ବିକିରଣ ଆଶଙ୍କାରେ ଆତଙ୍କିତ ଲୋକେ
ମସ୍କୋ,୧୦।୮: ରୁଷିଆରେ ରକେଟ ପରୀକ୍ଷଣ ସମୟରେ ବିସ୍ଫୋରଣ ଘଟି ୫ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୯ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ଦ୍ୱାରା ଆଣବିକ ବିକିରଣ ହେବାର ଆଶଙ୍କା କରାଯାଉଛି। ସ୍ଥାନୀୟ…
କଶ୍ମୀରରୁ ବୋହୂ ଆଣିବାକୁ କହିଲେ ମନୋହର ଲାଲ୍ ଖଟ୍ଟର
ଚଣ୍ଡିଗଡ଼,୧୦।୮: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସ୍ଥାନୀୟ ଫତେହବାଦ୍ରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମରେ ସେ ଯୋଗଦେଇ ଏବେ କଶ୍ମୀରରୁ ବୋହୂ ଆଣିବା ସହଜ ହୋଇଥିବା କହିଛନ୍ତି। ପୂର୍ବରୁ ବିହାରରୁ ବୋହୂ ଆଣିବା…
ଲୋପ ପାଇବାକୁ ବସିଛି ଭାରତର ୧୯୭ ଭାଷା
ନୂଆଦିଲ୍ଲୀ,୧୦।୮: ଭାରତର ୧୯୭ ଭାଷା ଲୋପ ପାଇବାକୁ ବସିଛି। ସେଥିମଧ୍ୟରୁ ୧୦ଟି ବିଭିନ୍ନ ଭାଷା ସମ୍ପର୍କରେ ମାତ୍ର ଶହେ ଜଣେ ସୂଚନା ପ୍ରଦାନକାରୀ ରହିଛନ୍ତି। ଏସବୁ ଭାଷା ଆଉ ବ୍ୟବହାର କରାଯାଉନି। ଏନେଇ ୟୁନେକ୍ସୋ ଭାଷା ଆଟଲାସ୍ ପକ୍ଷରୁ ପ୍ରକାଶିତ ଏକ…
ପାକିସ୍ତାନ ହାତ ଛାଡ଼ିଲା ରୁଷିଆ: ଭାରତ ନେଇଛି ସାମ୍ବିଧାନିକ ନିଷ୍ପତ୍ତି
ମସ୍କୋ, ୧୦।୮: ଭାରତ ଅନୁଚ୍ଛେଦ ୩୭୦ର ଉଚ୍ଛେଦ କରିବା ପରେ ପାକିସ୍ତାନ ଏହାର ବିରୋଧ କରିବା ଜାରି ରଖିଛି। ତେବେ ରୁଷିଆର ମନ୍ତବ୍ୟ ପାକିସ୍ତାନକୁ ଝଟ୍କା ଦେଇଛି। ଏହି ପ୍ରସଙ୍ଗରେ ରୁଷିଆ କହିଛି ଯେ, ଭାରତ ଏପରି କରି ସାମ୍ବିଧାନିକ ନିଷ୍ପତ୍ତି…
Archives


